ଏପ୍ରିଲ ୧ରୁ ଦେଶରେ ଜନଗଣନା ପ୍ରକ୍ରିୟା ଆରମ୍ଭ ; ଏଥର ହେବ ଗୃହ ତାଲିକା

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ ଦେଶରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଚଳିତ ଥର ଜନଗଣନାରେ ଗୃହ ତାଲିକା ସାମିଲ ରହିବ। ଘରର ସଦସ୍ୟଙ୍କ ସହ ଦେଶର ବିଭିନ୍ନ ସ୍ଥାନରେ ଥିବା ଘର ଗୁଡିକର ମଧ୍ୟ ଗଣନା କରାଯିବ। ଏସମ୍ପର୍କରେ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ‘ଜନଗଣନା ଅଧିନିୟମ, ୧୯୯୦ ର ଧାରା ୬ଏ ସହିତ ପଢା ଯାଇଥିବା ଜନଗଣନା ଅଧିନିୟମ, ୧୯୪୮ ର ଧାରା ୩ଏ ଏବଂ ଧାରା […]

🌞🌞🌞ଆଜିର ରାଶିଫଳ🌞🌞🌞

*🌷💐🌹 ଅଦ୍ୟ ମାର୍ଚ୍ଚ ୦୩ ତାରିଖ ୨୦୨୦ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -ଶୁକ୍ଳପକ୍ଷ ତିଥି -ଅଷ୍ଟମୀ ଦିବା ଘ୦୧/୫୮ ପର୍ଯ୍ୟନ୍ତ ନବମୀ ନକ୍ଷତ୍ର-ରୋହିଣୀ ଦିବା ଘ୧୧/୧୮ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ଚନ୍ଦ୍ର- ବୃଷ ରାତ୍ରି ଘ୧୧/୪୮ ପର୍ଯ୍ୟନ୍ତ ତଦନ୍ତେ ମିଥୁନ ଯୋଗ-ବିଷ୍କୁମ୍ଭ କରଣ-ବବ ସୂର୍ଯ୍ୟ -କୁମ୍ଭ ୨୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୮/୧୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୫୪ ଯୋଗିନୀ ଐଶାନ୍ୟେ ଦିବା ଘ୦୧/୫୮ ଗତେ ପୂର୍ବେ ବିଛା ଓ କନ୍ୟା […]

ଶ୍ରୀଜିତଙ୍କ ପରେ ଚର୍ଚ୍ଚାରେ ଭିକ୍ଷାବୃତ୍ତିକୁ ଆପଣାଇଥିବା ଇଂରାଜୀ ଶିକ୍ଷୟିତ୍ରୀ, ପୁଅ ନିଖୋଜ ହେବା ପରେ ବଡ଼ଦାଣ୍ଡକୁ ଚାଲି ଆସିଥିଲେ ଲକ୍ଷ୍ମୀପ୍ରିୟା

ପୁରୀ: ବେଳେବେଳେ ମଣିଷ ଜୀବନରେ ଏଭଳି ସମୟ ଆସିଥାଏ ଯେତେବେଳେ ସେ ଆଗକୁ କ’ଣ କରିବ ନକରିବ, ସେ ବିଷୟରେ ଭାବିବାର କ୍ଷମତା ହରାଇ ବସିଥାଏ। ଠିକ୍ ସେଭଳି କିଛି ଘଟିଛି  ପୁରୀ ବଡ଼ ଦାଣ୍ଡରେ ଭିକ୍ଷା ମାଗୁଥିବା ଉଚ୍ଚଶିକ୍ଷିତ ଶିକ୍ଷୟିତ୍ରୀ ମମତାଙ୍କ ସହ। ସରକାରୀ ବାଳିକା ହାଇସ୍କୁଲରେ ୫ବର୍ଷ ଶିକ୍ଷକତା କରିବା ସହ ବିଦେଶରେ ରହି ୧୦ବର୍ଷ ଶିକ୍ଷକତା କରିଥିଲେ ଲକ୍ଷ୍ମୀପ୍ରିୟା। ପିଲାମାନଙ୍କୁ ଇଂରାଜୀ, ଗଣିତ, ଭୂଗୋଳ ଇତ୍ୟାଦି ପାଠ ପଢ଼ାଉଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏମିତି […]

ଗରିବଙ୍କ ଟଙ୍କାକୁ ଚଳୁ କରିବାକୁ ପଛାଇ ନାହାନ୍ତି ଆଠଗଡ ବନ ବିଭାଗ

କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ରେଞ୍ଜ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଦୀର୍ଘ ୧୧ମାସ ଧରି ଆଠଗଡ଼ ବନବିଭାଗର ସବୁଜ ମହାନଦୀ ମିଶନ ରେ କାର୍ଯ୍ୟ କରି ନିଜର ପ୍ରାପ୍ୟ ନ ପାଇ ଆଜି ନିଜ ପିଲା ଛୁଆ ଙ୍କୁ ସାଥୀ ରେ ଧରି ଆଠଗଡ଼ ରେଞ୍ଜ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ଆଠଗଡ଼ ବ୍ଲକ ଅନ୍ତର୍ଗତ ପାଟେଣୀ ଗାଁ ଗ୍ରାମର ଚକ୍ରଧର ପ୍ରଧାନ ସବୁଜ ମହାନଦୀ ମିଶନ ରେ ୧-୮-୨୦୧୮ରୁ କାର୍ଯ୍ୟ କରି […]

ପିଆଜ ଶରୀର ପାଇଁ ଉପକାରୀ ।

ଆମେ ସାଧାରଣତଃ ପିଆଜକୁ ଖାଦ୍ୟ ରୁଚିକର କରିବା ପାଇଁ ବ୍ୟବହାର କରି ଥାଉ । ଯେଉଁମାନେ ନିରାମିଷ ଖାଆନ୍ତି ସେମାନଙ୍କୁ ଛାଡି ଦେଲେ ଯେଉଁମାନେ ଆମିଷ ଖାନ୍ତି ସେମାନଙ୍କୁ ପିଆଜ ବିନା କୌଣସି ବି ବ୍ୟଞ୍ଜନ ସ୍ଵାଦୁ ଲାଗି ନ ଥାଏ। ପିଆଜ କେବଳ ମସଲା ଭାବରେ ନୁହେଁ ଏହାକୁ ଔଷଧ ଭାବରେ ମଧ୍ୟ ଉପଯୋଗ କରି ହେବ । କାରଣ ପିଆଜର ବହୁତ ଔଷଧୀୟ ଗୁଣ ଭରି ରହିଛି । ତାହେଲେ ଆସନ୍ତୁ ଜାଣିବା ପିଆଜର […]

🌞🌞🌞ଆଜିର ରାଶିଫଳ🌞🌞🌞

🌷💐🌹 ଅଦ୍ୟ ମାର୍ଚ୍ଚ ୦୨ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -ଶୁକ୍ଳପକ୍ଷ ତିଥି -ସପ୍ତମୀ ଦିବା ଘ୦୧/୦୫ ପର୍ଯ୍ୟନ୍ତ ଅଷ୍ଟମୀ ନକ୍ଷତ୍ର-କୃତ୍ତିକା ଦିବା ଘ୦୯/୪୮ ପର୍ଯ୍ୟନ୍ତ ରୋହିଣୀ ଚନ୍ଦ୍ର- ବୃଷ ଯୋଗ-ବୈଧୃତି କରଣ-ବାଣିଜ୍ୟ ସୂର୍ଯ୍ୟ -କୁମ୍ଭ ୧୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୯/୦୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୨୪ ଯୋଗିନୀ ବାୟବ୍ୟେ ଦିବା ଘ୦୧/୦୫ ଗତେ ଐଶାନ୍ୟେ ବିଛା ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ଅଷ୍ଟମୀର ପାର୍ବଣ […]

ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ଗାଡ଼ି ଚାଳକଙ୍କଠାରୁ ଆଦାୟ ହେଲା ୧ଲକ୍ଷ ୧୭ ହଜାର ଟଙ୍କାର ଜରିମାନା

ଭୁବନେଶ୍ୱର: ଗାଡ଼ି ଚାଳକଙ୍କୁ ତ୍ରାହି ନାହିଁ । କଣ୍ଟ ସରିଲାପରେ, ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି ଜୋରଦାର ଧରପଗଡ଼ । ନୂଆ ମୋଟରଯାନ ଆଇନକୁ ନେଇ ସରକାର ଦେଇଥିବା ୬ ମାସର କଣ୍ଟ ପୂରିବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଆଜିଠାରୁ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଟ୍ରାଫିକ୍ ପୋଲିସ୍ । ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଆରମ୍ଭ ହୋଇଯାଇଛି ଚେକିଂ । ଭୁବନେଶ୍ୱର, କଟକ, ପୁରୀ, […]

ପ୍ରେମିକ କୁ ଦେଖି ବେଦୀରୁ ଉଠି ଚାଲିଗଲା ମଙ୍ଗୁଳା କନ୍ୟା

ବରଗଡ଼ : ବରଗଡ଼ ଜିଲ୍ଲା ର ଝାରବନ୍ଧ ଗ୍ରାମରେ ଏକ ବିବାହ ଅଧାରୁ ଭାଙ୍ଗି ଯାଇଛି। ବର ମଙ୍ଗଳସୂତ୍ର ପିନ୍ଧାଇବାକୁ ଯାଉଥିବା ବେଳେ କନ୍ୟା କିଛି ଏଭଳି ଦେଖିଥିଲା, ଯାହା ପରେ ସେ ତୁରନ୍ତ ବେଦିରୁ ଉଠିଯିବା ସହ ବିବାହ କରିବାକୁ ମନା କରି ଦେଇଥିଲା। ନିଜର ପୁରୁଣା ପ୍ରେମକୁ ଆଖି ଆଗରେ ଦେଖି ଅନ୍ୟ ହାତରୁ ସିନ୍ଦୁର ପିନ୍ଧି ପାରି ନଥିଲା କନ୍ୟା। ଏହା ସହ ସିଧା ବେଦିରୁ ଉଠି ଚାଲି ଯାଉଥିବା ବେଳେ ପରିବ‌ାର ଲୋକେ […]

ନବରାଜ୍ୟ ମଧୁବୈଶ୍ୟ ସମାଜ ର ବାର୍ଷିକ ଭାଗବତ ସମ୍ମିଳନୀ ୨୦୨୦ ଅନୁଷ୍ଠିତ

କଟକ(୦୧/୦୩/୨୦) : ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ କଇଁଥଛକ ଠାରେ ନବରାଜ୍ୟ ମଧୁବୈଷ୍ୟ ସମାଜ ର ବାର୍ଷିକ ଭାଗବତ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି।ଏହି ସମ୍ମିଳନୀ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା,ଏହି ସମ୍ମିଳନୀ ଆୟୋଜନ କରିଥିଲେ ସରଣ୍ଡା ରାଜ୍ୟ। ଏହି ସମ୍ମିଳନୀ ରେ ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର, ବାଙ୍କୀ, ବାଙ୍କୀ- ଡମପଡ଼ା ଓ ଢେ଼ଙ୍କାନାଳ ରୁ ନଅ ଗୋଟି ରାଜ୍ୟ ଯୋଗ ଦେଇଥିଲେ। ନବରାଜ୍ୟ ମଧୁ ବୈଶ୍ୟ ସମାଜ ର ସଭାପତି- ଶ୍ରୀଯୁକ୍ତ ମାଧବ ଚନ୍ଦ୍ର […]

ସୁନାପୁର ବେଳାଭୂମିରୁ ବିଶାଳ ମୃତ ସାର୍କ ଉଦ୍ଧାର

ଚିକିଟି: ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିରେ ଆଜି ଅପରାହ୍ନରେ ଏକ ବିଶାଳକାୟ ମୃତ ସାର୍କ ଉଦ୍ଧାର ହୋଇଛି। ଉକ୍ତ ସାର୍କଟି ମୁମୂର୍ଷୁ ଅବସ୍ଥାରେ ରହିଥିଲା। ସ୍ଥାନୀୟ ମତ୍ସଜୀବୀମାନେ ତାହାକୁ କାତ ସାହାଯ୍ୟରେ ଠେଲି ଠେଲି ଗଭୀର ସମୁଦ୍ରରେ ଛାଡ଼ିଥିଲେ। ପୁଣି ରାତିରେ ଉକ୍ତ ହେ୍ଵଲ ସାର୍କଟି ଆସି କୂଳରେ ଲାଗିଛି। ସାର୍କଟି ମୃତ ବୋଲି ଜଣାପଡ଼ିଛି। ଆସନ୍ତାକାଲି ମୃତ ସାର୍କର ଶବ ବ୍ୟବଛେଦ ହେବ ବୋଲି ଗଞ୍ଜାମ ଡିଏଫ୍‌ଓ ଅମ୍ଲାନ କୁମାର ଦାସ ସୂଚନା ଦେଇଛନ୍ତି। ଗତ […]