ଦୋଳ ମଣ୍ଡପରେ ନୂତନ ପାଞ୍ଜି ଶୁଭାରମ୍ଭ କଲେ ରାଜ ଜ୍ୟୋତିଷ ।

ଆଠଗଡ ଗଡଜାତର ଦୋଳମଣ୍ଡପ ରେ ଦୋଳପୁର୍ଣିମା ଉପଲକ୍ଷେ ନୂତନ ପାଞ୍ଜି ପାଠ ଅନୁଷ୍ଠିତ ହୋଇଯାଇଛି,ରାଜରାଜୁଡା ଶାସନ ସମୟରୁ ପରମ୍ପରା ଅନୁଯାୟୀ ରାଜ ଜ୍ୟୋତିଷ ସୌରୀ ଖଡ଼ିରତ୍ନଙ୍କ ପରିବାର ପାଞ୍ଜି ପାଠ କରିଆସୁଛନ୍ତି, ଏହି ଅବସରରେ ପାଞ୍ଚ ପୁରୁଷ ଧରି ଚାଲି ଆସିଥିବା ଏହି ପାଞ୍ଜିପାଠ ଗତ ଦଶବର୍ଷ ହେଲା ଦୋଳମଣ୍ଡପ ରେ ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତି ପାଞ୍ଜି ପାଠ କରି ଆସୁଛନ୍ତି, ଚଳିତ ବର୍ଷ ବିଶ୍ୱ ପରିସ୍ଥିତି ମିଶ୍ରିତ ଫଳ ପ୍ରଦାନ କରିବ,ଭାରତ ପ୍ରତି ମଧ୍ୟ […]

ଗିରଫ ହେଲେ ଆରଟିଓ

ନବରଙ୍ଗପୁର:() ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁରଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। କିଛିଦିନ ତଳେ ଜୟପୁର ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ଗଣେଶ୍ୱର କହଁରଙ୍କ ଭଡ଼ାଘର ସମେତ ଅଫିସ ତଥା ଫୁଲବାଣୀ, ଭୁବନେଶ୍ୱର ଏବଂ ପାରଳାଖେମୁଣ୍ଡିରେ ଥିବା ଚଢ଼ାଉ କରିଥିଲା। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ କହଁର ଗଜପତି ଜିଲାରେ ପରିବହନ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ, ଆରଟିଓ ଗଣେଶ୍ୱର […]

ଆଠଗଡ ରେ ମେଣ୍ଢାଘର ପୋଡି ଉତ୍ସବ ପାଳିତ

ଆଠଗଡ ଗଡଜାତର ଐତିହ୍ୟ ହେଉଛି ମେଣ୍ଢାଘର ପୋଡା, କାହିଁ କେଉଁ ରାଜରାଜୁଡା ଶାସନ ସମୟରୁ ଆଠଗଡ ସହରରେ ଏହି ମେଣ୍ଢାଘର ପୋଡା ଉତ୍ସଵ ପାଳିତ ହୋଇ ଆସୁଛି, ସବୁଠି ଅଇଘରା ପୂର୍ଣ୍ଣମୀ ରେ ଅଗ୍ନି ଉତ୍ସବ ପାଳିତ ହେଉଥିବା ବେଳେ ଆଠଗଡ ଗଡଜାତର ନିଜିଗଡରେ ଚତୁର୍ଦସୀ ତିଥିରେ ପୁର୍ନମୀ ପୂର୍ବଦିନ ଏହି ମେଣ୍ଢାଘର ପୋଡି ଉତ୍ସବ ଅନୁଷ୍ଠିତ ହୋଇଥାଏ, ରାଧା ଗୋବିନ୍ଦ ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବା ସହିତ ଗଡଜାତର ଅନ୍ୟ ଗ୍ରାମ ମାନଙ୍କରୁ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ମାର୍ଚ୍ଚ ୦୯ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -ଶୁକ୍ଳପକ୍ଷ ତିଥି -ପୂର୍ଣ୍ଣିମା ରାତ୍ରି ଘ୧୧/୧୨ ପର୍ଯ୍ୟନ୍ତ ପ୍ରତିପଦ ନକ୍ଷତ୍ର-ପୂର୍ବାଫାଃ ରାତ୍ରି ଘ୦୧/୩୫ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଃ ଚନ୍ଦ୍ର-ସିଂହ ଯୋଗ-ଧୃତି କରଣ-ବିଷ୍ଟି ସୂର୍ଯ୍ୟ -କୁମ୍ଭ ୨୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୩/୩୨ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୪୪ ଯୋଗିନୀ ବାୟବ୍ୟେ ରାତ୍ରି ଘ୧୧/୧୨ ଗତେ ପୂର୍ବେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ପୂର୍ଣ୍ଣିମାର […]

୩ ନୂଆ ସଂକ୍ରମିତ ଚିହ୍ନଟ, ୧୫୦ ଆଇଡିଏସପି ନିରୀକ୍ଷଣ ବ୍ୟବସ୍ଥାରେ ରକ୍ତନମୁନା ପରୀକ୍ଷା ଲାଗି ୫୨ଟି ପରୀକ୍ଷାଗାର କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ : ଦେଶରେ ନୋଭେଲ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ଆଉ ତିନି ଜଣଙ୍କୁଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ଇରାନ ଯାତ୍ରାରୁ ଫେରିଥିବା ଦୁଇ ଜଣ ଲଦାଖବାସୀ ଏବଂ ଓମାନରୁ ଫେରିଥିବା ଜଣେ ତାମିଲନାଡ଼ୁ ନାଗରିକ। ଏମାନଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ବର୍ତ୍ତମାନ ଡାକ୍ତରଖାନାରେ ୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଅନ୍ୟପକ୍ଷରେ ପ୍ରଥମେ ସଂକ୍ରମିତ ହୋଇଥିବା କେରଳର ତିନି ଜଣ ଆକ୍ରାନ୍ତ […]

ଦେଶର ୧୫ ମହିଳାଙ୍କୁ ‘ନାରୀଶକ୍ତି ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ୧୫ ଜଣ ମହିଳାମାନଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହି ପୁରସ୍କାର ବିତରଣ ସମାରୋହରେ ଉପସ୍ଥିତ ଥିଲେ। -ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ପ୍ରଥମ ୩ ଜଣ ମହିଳା ପାଇଲଟ୍‍ ମୋହନା ସିଂହ, ଭାବନା କାନ୍ତ ଓ ଅବନୀ ଚତୁର୍ବେଦୀଙ୍କ ନାରୀ ଶକ୍ତି ପୁରସ୍କାର […]

ମହିଳା କ୍ୟାଡର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି (): ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ଜଣେ ମହିଳା ନକ୍ସଲ କମାଣ୍ଡର ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଦେବେ ସୋଡ଼ି। ସେ ସିପିଆଇ ନକ୍ସଲ ଦରଭା ଡିଭିଜନରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ସୁକୁମା ଜିଲ୍ଲା ଗାଦିରାଜ ଥାନା ଅନ୍ତର୍ଗତ କୁସରାଜ ଗାଁରେ।ଦେବେ ସୋଡ଼ି ୨୦୧୨ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ପାର୍ଟିର ଏରିଆ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଧରାଇଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ମାର୍ଚ୍ଚ ୦୮ ତାରିଖ ୨୦୨୦ମସିହା(ରବିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -ଶୁକ୍ଳପକ୍ଷ ତିଥି -ଚତୁର୍ଦ୍ଦଶୀ ରାତ୍ରି ଘ୦୨/୫୧ ପର୍ଯ୍ୟନ୍ତ ପୂର୍ଣ୍ଣିମା ନକ୍ଷତ୍ର-ଅଶ୍ଳେଷା ଦିବା ଘ୦୭/୧୫ପର୍ଯ୍ୟନ୍ତ ତଦନ୍ତେ ମଘା ଚନ୍ଦ୍ର-କର୍କଟ ଦିବା ଘ୦୭/୧୫ପର୍ଯ୍ୟନ୍ତ ତଦନ୍ତେ ସିଂହ ଯୋଗ-ସୁକର୍ମା କରଣ-ତୈତିଳ ସୂର୍ଯ୍ୟ -କୁମ୍ଭ ୨୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୪/୧୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୩୪ ଯୋଗିନୀ ଦକ୍ଷିଣେ ଦିବା ଘ୦୭/୧୮ ଗତେ ପଶ୍ଚିମେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର ମେଷ […]

୧୦୩୮ ନୂଆ ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ୱର(): ରାଜ୍ୟ ସରକାର ଆଜି ଆଉ ୧୦୩୮ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’କୁ ସଂକଳ୍ପ ପାଠ କରାଇଥିଲେ।ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଇଣ୍ଡେକ୍ସନ ଟ୍ରେନିଂରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକଙ୍କ ସେବାକୁ ନିଜର ଧର୍ମ ଭାବେ ଗ୍ରହଣ କରିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମେତ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବଙ୍କ ସମେତ […]

ଡ୍ରେନରେ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

ଆଠଗଡ ରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା,ଡ୍ରେନରେ ପଡି ଜଣେ ମହିଳାଙ୍କ ଚାଲିଯାଇଛି ଜୀବନ,ଘଟଣାଟି ଘଟିଛି ମୁସଲମାନ ବସ୍ତି ନିକଟରେ,ଆଜି ଅପରାହ୍ନରେ ପ୍ରବଳ ବର୍ଷା ହେବାଯୋଗୁ ଏହି ମହିଳା ଜଣକ ଶୌଚ କରିବାପାଇଁ ବଡ଼ପୋଖରୀକୁ ଯାଇଥିଲେ, ପ୍ରବଳ ବର୍ଷାରେ ତରତର ହୋଇ ଘର ମୁହାଁ ହେଲା ବେଳକୁ ମହିଳା ଜଣକ ନୂଆକରି ନିର୍ମାଣ ହୋଇଥିବା ଡ୍ରେନରେ ପଡିଯାଇଥିଲେ,ପ୍ରାୟ ଅଧଘଣ୍ଟା ଧରି ଡ୍ରେନରେ ବୁଡି ରହିବା ଯୋଗୁ ମହିଳା ଜଣକ ମୃତୁ ବରଣ କରିଛନ୍ତି,ଏହି ମହିଳା ଜଣକ ନିଜ […]