ଗୁରୁବାର ଆଠଗଡ ପାଇଁ ଅଘଟଣର ଦିନ

ଗୁରୁବାର ଦିନ ଆଠଗଡ ପାଇଁ ଅଘଟଣ ର୍ ଦିନଥିଲା,ମଧ୍ୟାନରେ ଜଣେ ବର ଶିଶୁପାଳ ହୋଇଥିବା ବେଳେ ଏକ ହତ୍ୟା ଘଟଣାରେ ବାଙ୍କି ପୋଲିସ ବରକୁ ଗିରଫ କରିଛି,ଢେଙ୍କାନାଳ ତାଳ ବରକୋଟ ଗ୍ରାମର ପ୍ରକାଶ ସ୍ୱାଇଁ ନାମକ ଯୁବକ ଏକ ହତ୍ୟାକାଣ୍ଡ ଘଟଣାରେ ଗତ ଦେଢ଼ବର୍ଷ ହେଲା ପୋଲିସ କୁ ଚକମା ଦେଇ ଆସୁଥିଲା,ଆଜି ସେହି ଯୁବକକୁ ଛଦ୍ମ ବେଶରେ ବାଙ୍କି ପୋଲିସ ଗିରଫ କରିବାରେ ସଫଳ ହୋଇଛି,ସେହିପରି ସନ୍ଧ୍ୟରେ ବେଣ୍ଟ ପଦା ଠାରେ ଜଣେ ଯୁବକ ରାସ୍ତାରେ […]

ବିବାହ ବେଦୀକୁ ଯିବା ପୁର୍ବରୁ ବରକୁ ବାନ୍ଧିଲା ପୋଲିସ, ବାହା ହେବା ସ୍ବପ୍ନରେ ରହିଗଲା

ଦେଢ଼ ବର୍ଷ ତଳେ ବାଙ୍କୀ ଥାନା ଅନ୍ତର୍ଗତ କଦଳିବାଡି ଗ୍ରାମ ନିକଟରେ ଜମିଜମା କୁ ନେଇ ଗଣ୍ଡଗୋଳ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇ କୋଟ ଚାଲାଣ ହୋଇଥିଲେ । ବର ପ୍ରକାଶ ସ୍ୱାଇଁ ଘର ଢେଙ୍କାନାଳ ଜିଲ୍ଲାର ତାଳବରକୋଟ ଗ୍ରାମରେ ।ତାଳବରକୋଟ ରୁ ଆଠଗଡ଼ ଥାନା ସମସରପୁର ଗ୍ରାମର ପ୍ରଫୁଲ୍ଲ ସ୍ବାଇଁ ଙ୍କ ଝିଅ ପଙ୍କଜିନୀ ସ୍ବାଇଁଙ୍କୁ ବିବାହ କରିବା ପାଇଁ ଆଠଗଡ ବିରକିଶୋରପୁର ଶିବ ମନ୍ଦିରକୁ ଆସୁଥିବା ସମଯରେ […]

⚛⚛⚛ଆଜିର ରାଶିଫଳ⚛⚛⚛

*🌷💐🌹 ଅଦ୍ୟ ମାର୍ଚ୍ଚ ୧୨ ତାରିଖ ୨୦୨୦ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -କୃଷ୍ଣପକ୍ଷ ତିଥି -ତୃତୀୟା ଦିବା ଘ୧୨/୨୦ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ଚିତ୍ରା ସଂ ଘ୦୫/୧୦ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ଚନ୍ଦ୍ର-କନ୍ୟା ଦିବା ଘ୦୬/୩୦ ପର୍ଯ୍ୟନ୍ତ ତଦନ୍ତେ ତୁଳା ଯୋଗ-ଧୃବ କରଣ-ବିଷ୍ଟି ସୂର୍ଯ୍ୟ -କୁମ୍ଭ ୨୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୧/୦୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୫୦ ଯୋଗିନୀ ଅଗ୍ନିକୋଣେ ଦିବା ଘ୧୨/୨୦ ଗତେ ନୈଋତକୋଣେ ତୁଳା ଓ କୁମ୍ଭ ରାଶିର […]

ପେଟ୍ରୋଲ ପମ୍ପରେ ଦାଦାଗିରି; ତେଲ ପକାଇଲେ, ଟଙ୍କା ମାଗିବାରୁ ବନ୍ଧୁକ ଦେଖାଇଲେ

ଭୁବନେଶ୍ୱର(): ପେଟ୍ରୋଲ ପମ୍ପରେ ଦାଦାଗିରି ଦେଖାଇ ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ। ରାତି ଅଧରେ ପେଟ୍ରୋଲ ପମ୍ପକୁ ଆସିଲେ। ତେଲ ପକାଇବା ପରେ ପଇସା ନଦେଇ ପେଟ୍ରୋଲ୍ ପମ୍ପ କର୍ମୀଙ୍କୁ ବନ୍ଧୁକ ଦେଖାଇ ଡରେଇଲେ, ଆଉ ବାଇକ୍‌ରେ ଛୁ ମାରିଲେ। ଏପରି କିଛି ଘଟଣା ଘଟିଛି ଭୁବନେଶ୍ୱର ସୁନ୍ଦରପଦାର ଏକ ପେଟ୍ରୋଲ ପମ୍ପରେ। ଯେଉଁଠି ୧୧ ତାରିଖ ସନ୍ଧ୍ୟା ସମୟରେ ତିନି ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଛନ୍ତି। ପ୍ରଥମେ […]

ରାଜ୍ୟସଭା ଦୌଡ଼ରୁ ଓହରିଲା ବିଜେପି, ପ୍ରାର୍ଥୀ ଦେବ ନାହିଁ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତୀୟ ଜନତା ପାର୍ଟି। ଓଡ଼ିଶାରେ ଖାଲି ଥିବା ୪  ରାଜ୍ୟସଭା ଆସନ ଲାଗି ଅନୁଷ୍ଠିତ ହେଉଥିବା ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବନାହିଁ ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବୁଧବାର ଏହା ସ୍ପଷ୍ଟ କରିଛି । ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ପ୍ରାର୍ଥୀ ନ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିବା ପ୍ରକାଶ କରିଛନ୍ତି ପ୍ରଦୀପ୍ତ । ଏପରିକି କଂଗ୍ରେସ, […]

🕉🕉🕉ଆଜିର ରାଶିଫଳ🕉🕉🕉

ଅଦ୍ୟ ମାର୍ଚ୍ଚ ୧୧ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି -ଦ୍ବିତୀୟା ରାତ୍ରି ଘ୦୩/୫୦ ପର୍ଯ୍ୟନ୍ତ ତୃତୀୟା ନକ୍ଷତ୍ର-ହସ୍ତା ରାତ୍ରି ଘ୦୭/୪୭ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ଚନ୍ଦ୍ର-କନ୍ୟା ଯୋଗ-ଗଣ୍ଡ କରଣ-ଗର ସୂର୍ଯ୍ୟ -କୁମ୍ଭ ୨୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୦୧/୪୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୨୦ ଯୋଗିନୀ ଉତ୍ତରେ ରାତ୍ରି ଘ୦୩/୫୦ ଗତେ ଅଗ୍ନିକୋଣେ ବୃଷ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ଦ୍ବିତୀୟାର ଏକୋଦିଷ୍ଠ ଓ ପାର୍ବଣ […]

ରଙ୍ଗ ନେଇଗଲା ୧୩ ଜୀବନ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ହୋଲି ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ଆସିଛି ଦୁଃଖଦ ଖବର। ହୋଲି ଖେଳ ହିଁ କାଳ ସାଜିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଜନିତ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ନିଖୋଜ ଅଛନ୍ତି।ହୋଲି ଖେଳି କେନ୍ଦୁଗୁଡା ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଂଚଳର ୩ ଜଣ ଯୁବକ ହୋଲି ଖେଳିବା ପରେ କେନ୍ଦୁଗୁଡା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ। ଡ୍ୟାମରେ ଗାଧୋଇବା ବେଳେ […]

ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା କୋଟି କୋଟି ଟଙ୍କାର ସଂପତ୍ତି

ବାଲେଶ୍ୱର(): ବାଲେଶ୍ୱର ଜିଲ୍ଲା ରେମୁଣା ସ୍ଥିତ ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟର କଞ୍ଚାମାଲ ଗୋଦାମରେ ନିଆଁ ଲାଗି, କୋଟି କୋଟି ଟଙ୍କାର କାଗଜ ମଣ୍ଡି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଦିନ ପ୍ରାୟ ୧୧ଟା ୪୦ରେ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଥମେ କଂପାନୀର ନିଜସ୍ୱ ଅଗ୍ନିଶମ ବିଭାଗ ସହିତ ରେମୁଣା, ବାଲେଶ୍ୱର ଓ ବିର୍ଲା ଟାୟାର୍ସର ମୋଟ ୭ଟି ଦମକଳ ନିୟୋଜିତ ହୋଇଥିଲା ।  ତଥାପି ନିଆଁର […]

ବିବାହ ସାରି ଫେରୁଥିବା ବେ‌ଳେ କାର୍‌ରୁ କନ୍ୟା ଫେରାର୍‌

ଅତାବିରା: ବରଗଡ଼-ସମ୍ବଲପୁର ଜାତୀୟ ରାଜପଥ କଡ଼ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କନ୍ୟା ପାଇଁ ଚା’ ଆଣିବାକୁ ଯାଇ ଫେରିଲା ବେଳକୁ କନ୍ୟା କାର୍‌ରୁ ଚମ୍ପଟ ମାରିଛି। ଏଣେ ବର ଲଜ୍ଜା, ନିରାଶ ଓ କ୍ରୋଧରେ ଫେରିଗଲେ। ଘଟଣାକୁ ନେଇ ରେଂଗାଲିକେମ୍ପ ସମେତ ଆଖପାଖ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ଗୁରୁବାର ସୁଦଶା ବ୍ରତ ଥିବାରୁ ବଡ଼ି ଭୋରରୁ ବିବାହ ସାରି ବର-କନ୍ୟା କାର୍‌ରେ ଗୋଡ଼ଭଗା ପଟକୁ ବାହାରିଥିଲେ। ରେଂଗାଲିକେମ୍ପରେ ପନିବାରିବା […]

🌞🌞🌞ଆଜିର ରାଶିଫଳ🌞🌞🌞

*🌷💐🌹 *ଅଦ୍ୟ ମାର୍ଚ୍ଚ ୧୦ ତାରିଖ ୨୦୨୦ମସିହା(ମଙ୍ଗଳବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି -ପ୍ରତିପଦ ରାତ୍ରି ଘ୦୭/୩୦ ପର୍ଯ୍ୟନ୍ତ ଦ୍ବିତୀୟା ନକ୍ଷତ୍ର-ଉତ୍ତରାଫାଃ ରାତ୍ରି ଘ୧୦/୪୩ପର୍ଯ୍ୟନ୍ତ ତଦନ୍ତେ ହସ୍ତା ଚନ୍ଦ୍ର-ସିଂହ ଦିବା ଘ୦୭/୦୩ପର୍ଯ୍ୟନ୍ତ ତଦନ୍ତେ କନ୍ୟା ଯୋଗ-ଶୂଳ କରଣ-ବାଳବ ସୂର୍ଯ୍ୟ -କୁମ୍ଭ ୨୭ ଦିନ ଅଦ୍ୟ ହୋଲି ଉତ୍ସବ ସୁର୍ୟୋଦୟ -ପ୍ରାତଃ ଘ୦୬/୦୨/୩୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୨୪ ଯୋଗିନୀ ପୂର୍ବେ ରାତ୍ରି ଘ୦୭/୩୧ ଗତେ ଉତ୍ତରେ ବୃଷ ରାଶିର ଘାତଚନ୍ଦ୍ର […]