ବିଦ୍ୟୁତ ଆଘାତରେ ଯୁବକ ଭିନ୍ନକ୍ଷମ ଘଟଣା : ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ବିଦ୍ୟୁତ୍ ଆଘାତରେ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଯାଇଥିବା ଜଣେ ଯୁବକଙ୍କୁ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର ନିର୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦ ଅର୍ଥ ଦୁଇମାସ ମଧ୍ୟରେ ପ୍ରଦାନ କରିବାକୁ ଆୟୋଗ ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ରାଜ୍ୟ ଶକ୍ତି ବିଭାଗ ଓ ନେସ୍କୋ ଭଦ୍ରକ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ।ବିବରଣୀରୁ ପ୍ରକାଶ ଯେ ପବିତ୍ର ବାରିକ ନେସ୍କୋ ଧାମନଗର ବିଦ୍ୟୁତ ସେକସନରେ କାମ ଶିକ୍ଷାନବୀସ ଭାବେ ଭାବେ କାମ […]

କରୋନା ପାଇଁ କେହି ଭୟ କରନା, ସଚେତନତା କଲେ ଅଭୟ ବାରିକ

ଆଠଗଡ (୧୮/୦୩/୨୦)( ବ୍ୟୁରୋ ) : କରୋନାକୁ କେହି ଭୟ କରନା,ଏଭଳି ଏକ ସଚେତନତା ବାର୍ତ୍ତା ଦେଇଛନ୍ତି ଆଠଗଡ ର ଯୁବସଙ୍ଗଠକ ଅଭୟ ବାରିକ,ସେ ନିଜ ସମର୍ଥକ ମାନଙ୍କୁ ନେଇ ଆଠଗଡ ଚାନ୍ଦବାଲି ଛକ ରେ ଜନସାଧାରଣ ଙ୍କୁ ସଚେତନତା କରିବା ସହିତ ମାସ୍କ ପ୍ରଭୁତି ବଣ୍ଟନ କରିବା ସହିତ ସାନିଟାଇଜର ଲୋକ ମାନଙ୍କ ହାତକୁ ଦେଇ ହାତକୁ ଦେଇଥିଲେ, ରାସ୍ତାରେ ଯାଉଥିବା ଯାତ୍ରୀ ତଥା ବସ ରେ ଯାଉଥିବା ଯାତ୍ରୀ ମାନଙ୍କୁ ଅଟକାଇ ସେମାନଙ୍କ ମୁହଁରେ […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐 ଅଦ୍ୟ ମାର୍ଚ୍ଚ ୧୮ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -କୃଷ୍ଣପକ୍ଷ ତିଥି -ଦଶମୀ ରାତ୍ରି ଘ୦୪/୨୭ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ପୂର୍ବାଷାଢା ଦିବା ଘ୦୧/୪୮ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ଚନ୍ଦ୍ର- ଧନୁ ରାତ୍ରି ଘ୦୮/୧୨ ପର୍ଯ୍ୟନ୍ତ ତଦନ୍ତେ ମକର ଯୋଗ-ବରିୟାନ କରଣ-ବାଣିଜ୍ୟ ସୂର୍ଯ୍ୟ -ମୀନ ୦୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୫୫/୫୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୩୦ ଯୋଗିନୀ ଉତ୍ତରେ ରାତ୍ରି ଘ୦୪/୨୪ ଗତେ ଅଗ୍ନିକୋଣେ ତୁଳା ଓ […]

କରୋନା ସତର୍କତା ପାଇଁ ୩୧ ଯାଏଁ ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ ଟେଷ୍ଟ ଉପରେ ଲାଗିଲା ରୋକ

ଭୁବନେଶ୍ୱର: ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ ଟେଷ୍ଟ ଉପରେ ଲାଗିଲା ରୋକ ଲାଗିଛି। ପରିବହନ କମିସନର ୧୮ ରୁ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ଚିଠି ଲେଖିଛନ୍ତି। କରୋନା ଭାଇରସ ସତର୍କତା ପାଇଁ ପରିବହନ ବିଭାଗ ଆସନ୍ତା ୩୧ ତାରିଖ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ କରିଦେଇଛନ୍ତି। ପରିବହନ କାର୍ଯ୍ୟାଳୟରେ ଲୋକଗହଳି ବାରଣ ଲାଗି ଡିଏଲ୍‌ ଟେଷ୍ଟ ସ୍ଥଗିତ କରିଦିଆଯାଇଛି। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ସମ୍ପାଦନା – ମନୋରଞ୍ଜନ ମହାପାତ୍ର

କରୋନା ସଚେତନତାରେ ସାମିଲ ହେଲେ ଗଣ ମାଧ୍ୟମ ।

କଟକ (୧୭/୦୩/୨୦) (ବ୍ୟୁରୋ): ସବୁ କ୍ଷେତ୍ରରେ ଗଣମାଧ୍ୟମ ଲୋକଙ୍କୁ ସଚେତନ କରାଉଥିବା ବେଳେ ଆଜି କୋରୋନା ଭାଇରସ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା କରିବା ସହିତ ଜନସାଧାରଣ ଙ୍କୁ ସଚେତନ କରାଇବା ପାଇଁ ଆଜି ରାଜ୍ୟରେ ପ୍ରଥମ କୋରୋନା ସଚେତନତା ରେ ସାମିଲ ହେଲା କଟକ ଜିଲ୍ଲା କଣ୍ଟାପଡା ବ୍ଲକ କଣ୍ଟାପଡା ପ୍ରେସ କ୍ଲବ ପକ୍ଷରୁ ଗଡିଲା ସଚେତନତା ରଥ। ନିଆଳୀ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ନିରତାର ନିର୍ଦ୍ଦେଶକ […]

ଆଠଗଡ଼ ପ୍ରଶାସନ ପକ୍ଷରୁ କରୋନା କୋଭିଡ – ୧୯ ମୁକାବିଲା ଲାଗି ସଚେତନତା ପ୍ରସ୍ତୁତି ବୈଠକ ।

: ଆଠଗଡ଼ ତା୧୭/୩ ଆଜି ଉପଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ଅଜାମ୍ବର ମହାନ୍ତି ଙ୍କ ଅଧ୍ୟକ୍ଷତାରେ କରୋନା ସଂକ୍ରମଣ କୋଭିଡ -୧୯ ମୁକାବିଲା ନିମନ୍ତେ ପ୍ରଶାସନିକ ସ୍ତରରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ଆମେ ସଚେତନତା ହବା ସହିତ ସାଧାରଣ ଲୋକଙ୍କୁ କରୋନା ସମ୍ବଧରେ ସଚେତନତା ସୃଷ୍ଟି କରିବା, ସରକାର ଯେଉଁ ଆଦେଶନ।ମ। ଅନୁଯାୟୀ ସର୍ବସାଧାରଣଙ୍କ ସ୍ଥାନରେ ଏକତ୍ରିତ ନ ହେବା ପାଇଁ ଅନୁରୋଧ କରିଥିଲେ ।ଲୋକମାନେ ହାର।ସ ନହୋଇ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ମାର୍ଚ୍ଚ ୧୭ ତାରିଖ ୨୦୨୦ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -କୃଷ୍ଣପକ୍ଷ ତିଥି -ନବମୀ ରାତ୍ରି ଘ୦୩/୩୪ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ମୂଳା ଦିବା ଘ୧୨/୩୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢା ଚନ୍ଦ୍ର- ଧନୁ ଯୋଗ-ବ୍ୟତିପାତ କରଣ-ତୈତିଳ ସୂର୍ଯ୍ୟ -ମୀନ ୦୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୫୬/୪୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୪୦ ଯୋଗିନୀ ପୂର୍ବେ ରାତ୍ରି ଘ୦୩/୩୪ ଗତେ ଉତ୍ତରେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ମକର ରାଶିର […]

ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୨୯ ଜଣ

ଭୁବନେଶ୍ବର: ଗତକାଲି ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ। ତେବେ ଚିହ୍ନଟ କରୋନା ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ବର ବାସିନ୍ଦା ହୋଇଥିବା ବେଳେ ସେ ଗତ ୬ତାରିଖରେ ସେ ଇଟାଲୀରୁ ଦିଲ୍ଲୀ ଆସିଥିଲେ। ପରେ ଟ୍ରେନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ୧୨ରେ ପହଞ୍ଚିଥିଲେ। ମାର୍ଚ୍ଚ ୧୩ରେ ଏକ ଘରୋଇ ଡ଼ାକ୍ତରଙ୍କୁ ଦେଖାଇବା ସହ ଗତ ୧୪ରେ ଆଡ଼ମିଟ, ପରେ ୧୫ରେ ପରୀକ୍ଷା ରିପୋର୍ଟ ପଜିଟିଭି ଆସିଥିଲେ। ରାଜଧାନୀର ଯୁବକ କରୋନା ପଜିଟିଭ୍ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ମାର୍ଚ୍ଚ ୧୬ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -କୃଷ୍ଣପକ୍ଷ ତିଥି -ଅଷ୍ଠମୀ ରାତ୍ରି ଘ୦୩/୧୪ ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ଜ୍ୟେଷ୍ଠା ଦିବା ଘ୧୨/୦୮ ପର୍ଯ୍ୟନ୍ତ ତଦନ୍ତେ ମୂଳା ଚନ୍ଦ୍ର- ବିଛା ଦିବା ଘ୧୨/୦୮ ପର୍ଯ୍ୟନ୍ତ ତଦନ୍ତେ ଧନୁ ଯୋଗ-ଅଶୃକ କରଣ-ବାଳବ ସୂର୍ଯ୍ୟ -ମୀନ ୦୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୫୭/୩୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୫୦ ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୩/୧୪ ଗତେ ପୂର୍ବେ ତୁଳା ଓ […]

ୱାରେଣ୍ଟିକୁ ଧରିବାକୁ ଯାଇ ପୁଲିସ ହଟହଟା

କଳାହାଣ୍ଡି (): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରେ ୱାରେଣ୍ଟିକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ହଟହଟା ହେବାକୁ ପଡିଛି। ଅଭିଯୁକ୍ତ ୱାରେଣ୍ଟିର ପତ୍ନୀ ପୋଲିସ ଗାଡି ଉପରେ କିରୋସିନ ଢାଳି ଜାଳି ଦେବାକୁ ଉଦ୍ୟମ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛି। ମହିଳା ପୋଲିସ ଅଧିକାରୀଙ୍କୁ ମଧ୍ୟ ସେହି ମହିଳା ଆକ୍ରମଣ କରିଥିବା ପୁଲିସ ପାଲଟା ଅଭିଯୋଗ କରିଛି। ସୂଚନା ଅନୁଯାୟୀ କୋକସରା ଥାନା ବଡପଡା ଅଞ୍ଚଳର ଗଙ୍ଗାରାମ ଖମାରିଙ୍କ ନାଁରେ ପତ୍ନୀ […]