ଭାରତରେ ଆକ୍ରାନ୍ତଙ୍କ ମଧ୍ୟରୁ ୮୩% ୫୦ ବର୍ଷରୁ କମ୍‌ ବୟସର, ଅଧିକାଂଶ ୨୧ରୁ ୪୦

ନୂଆଦିଲ୍ଲୀ (୦୪/୦୪/୨୦୨୦) (ବ୍ୟୁରୋ): ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ୨୧ରୁ ୪୦ ବୟସ ବର୍ଗର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ବୟସ ଭିତ୍ତିରେ କରାଯାଇଥିବା ବିଶ୍ଲେଷଣ ଅନୁଯାୟୀ ୪୨% ଆକ୍ରାନ୍ତଙ୍କ ବୟସରେ ୨୧ରୁ ୪୦ ବର୍ଷ ମଧ୍ୟରେ। ଏହା ତଳେ ରହିଛି ୪୧ରୁ ୫୦ ବର୍ଷ ବୟସ ବର୍ଗ। ଏହାର ମାତ୍ରା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାର ୩୩%। ସେହିଭଳି […]

ଗଞ୍ଜାମ ଜିଲ୍ଲାରେ ୧୯ ଘଣ୍ଟା ଶଟ୍‌ ଡାଉନ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ‘କରୋନା’ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରତିଦିନ ୧୯ ଘଣ୍ଟା ଶଟ୍‌ ଡାଉନ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣା-ବିକା ପାଇଁ ୫ ଘଣ୍ଟା ମିଳିବ। ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକାକିଣା କରାଯିବ। ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଆସୁଥିବା ଲୋକଙ୍କୁ ଗାଡ଼ି ନେଇ ଆସିପାରିବେ ନାହିଁ। ଦିନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ମନା କରାଯାଇଛି। ଜିଲ୍ଲା ତମାମ ରାସ୍ତାରେ ମୋଟର ସାଇକେଲ ଚାଲିବା […]

*😱ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ 108 ଜଣ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ଏହି ସମସ୍ତ କର୍ମଚାରୀ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । କର୍ମଚାରୀଙ୍କ ମଧ୍ୟରେ ଅନେକ ବରିଷ୍ଠ ଡାକ୍ତର ରହିଛନ୍ତି ।*

କାନପୁର ରେ ଟ୍ରାକ୍ଟର ଚକାରେ ପମ୍ପ ଦେଲାବେଳେ ଘଟିଲା ଅଭାବନୀୟ ଘଟଣା, ମେକାନିକ ମୃତ

ବଡମ୍ବା ନରସିଂପୁର ନିର୍ବାଚନ ମଣ୍ଡଳୀ ର୍ କାନପୁର ରେ ଏକ ଅଭାବନୀୟ ଘଟଣା ଘଟିଛି,ଭୋର ଚାରିଟା ସମୟରେ ଟ୍ରାକ୍ଟର ଚକାରେ ପମ୍ପ ଦେଉଥିବା ବେଳେ ଚକା ଫାଟିଯିବାରୁ ମେକାନିକ ଜଣକର ଘଟଣା ସ୍ଥଳରେ ମୃତୁ ଘଟିଛି,ଟ୍ରାକ୍ଟର ଚକାରେ ଅଧିକ ପମ୍ପ ହୋଇଯିବା ଯୋଗୁ ଚକା ଫାଟିଯାଇଥିବା ଅନୁମାନ କରାଯାଉଛି, ମୃତକଙ୍କ ନାଁ ଲକ୍ଷ୍ମୀଧର ସାହୁ,ସେ କାନପୁର ମହାଦେବ ସାହିର ବୋଲି ଜଣାପଡିଛି,ମୃତ ବ୍ୟକ୍ତିଙ୍କ ଶବକୁ କାନପୁର ପୋଲିସ ଜବତ କରି ବଡମ୍ବା ମେଡ଼ିକାଲ ପଠାଇଥିଲା, ସେଠାରେ ମୃତଦେହ […]

*👉ପୃଥିବୀରେ ଦେଖାଦେଇଥିବା କରୋନା ଆତଙ୍କ ପାଇଁ ଚାଇନାର ମାଂସ ବଜାର ହିଁ ଦାୟୀ । ଏନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଅଭିଯୋଗ କରିଛନ୍ତି । ଚାଇନା ମାଂସ ବଜାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୋରିସନ୍ ଜାତିସଂଘରରେ ଅପିଲ୍ ମଧ୍ୟ କରିଛନ୍ତି ।*

🌹🌷💐ଆଜିର ରାଶିଫଳ🌹🌷💐

~~~~~ *ଅଦ୍ୟ ଏପ୍ରିଲ ୪ ତାରିଖ ୨୦୨୦ମସିହା(ଶନିବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -ଶୁକ୍ଳପକ୍ଷ ତିଥି -ସପ୍ତମୀ ରାତ୍ରି ଘ୦୩/୪୫ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ମୃଗଶିରା ରାତ୍ରି ଘ୦୭/୧୯ ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା ଚନ୍ଦ୍ର- ବୃଷ ପ୍ରାତଃ ଘ୦୬/୪୧ ପର୍ଯ୍ୟନ୍ତ ତଦନ୍ତେ ମିଥୁନ ଯୋଗ-ସୌଭାଗ୍ୟ କରଣ-ଗର ସୂର୍ଯ୍ୟ -ମୀନ ୧୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୪/୪୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୫୦ ଯୋଗିନୀ ବାୟବ୍ୟେ ରାତ୍ରି ଘ୦୩/୪୫ ଗତେ ଐଶାନ୍ୟେ କନ୍ୟା ରାଶିର […]

ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ, ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୯ରେ ପହଞ୍ଚିଲା

ଭୁବନେଶ୍ୱର : ଓଡ଼ିଶାରେ ଆଉ ୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୩ ଆକ୍ରାନ୍ତ ଭୁବନେଶ୍ୱରର ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ୩ ଜଣଙ୍କୁ ମିଶାଇଲେ ରାଜ୍ୟର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ ୪ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ତଥ୍ୟ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ଜଣାଇଛି।  ରାଜ୍ୟର […]

ତବଲିଗି ଜମାତର ପାଣ୍ଠି ସଂପର୍କରେ ଖୋଳତାଡ଼ ଆରମ୍ଭ କଲା ପୁଲିସ

ନୂଆଦିିଲ୍ଲୀ: ମାତ୍ର ଏକ ସପ୍ତାହ ତଳେ ଭାରତରେ କରୋନା ଭାଇରସ ସଂକ୍ରମତ ନିୟନ୍ତ୍ରଣରେ ଥିବାବେଳେ ଏବେ ତାହା ହଠାତ ବୃଦ୍ଧି ପାଇଛି । ମାତ୍ର ୫ ଦିନରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି । ଏଥିପାଇଁ ଦିଲ୍ଲୀର ତବଲିଗି ଜମାତ ପକ୍ଷରୁ ହୋଇଥିବା ଧାର୍ମିକ ସମ୍ମିଳନୀକୁ ଦାୟୀ କରାଯାଉଛି । ଗତ ଦୁଇଦିନରେ ତବଲିଗି ଜମାତ ସମ୍ମିଳନୀ ସହ ସଂପୃକ୍ତ ୬୪୭ଟି ପଜିଟିଭ ମାମଲା ସାମନାକୁ ଆସିଛି । ଏଗୁଡ଼ିକୁ ମିଶାଇ ଜମାତ ସମ୍ମିଳନୀ ସହ […]