ଓଡିଶା ଫେରନ୍ତା ଶ୍ରମିକଙ୍କ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା; ଅଧିକାରୀଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ବ୍ୟୁରୋ) : ଓଡିଶା ଫେରୁଥିବା ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ତା’ଛଡା ନରେଗା ଯୋଜନାରେ ଶ୍ରମ ଯୋଗାଇ ଦେବାକୁ ୧୦ ଲକ୍ଷ ମାନବ ଦିବସ ସୃଷ୍ଟି କରିବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି।ମଙ୍ଗଳବାର ମୁଖ୍ୟମନ୍ତ୍ରୀ କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜିଲାରେ ଥିବା ପର୍ଯ୍ୟବେକ୍ଷକଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ସେ ଓଡିଶା ଫେରନ୍ତା ଶ୍ରମିକଙ୍କ […]

ଏଟିବିଏନ ସଂଘ ତରଫରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଆଠଗଡ,(ଉଲାପ୍ର) ଉତ୍କଳ ପ୍ରଦେଶ ର ମଉଡ଼ ମଣି ତଥା ଉତ୍କଳର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ ତମ ଜନ୍ମ ଜୟନ୍ତୀ କୁ ସାମାଜିକ ଦୂରତ୍ୱ ରକ୍ଷା କରି ନିରାଡ଼ମ୍ବର ରେ ଆଠଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପାଳନ କରିଛନ୍ତି କଟକ ଜିଲ୍ଲା ଆଠଗଡ଼ ଏଟିବିଏନ ଓକିଲ ସଂଘର କର୍ମକର୍ତ୍ତା । ବରିଷ୍ଠ ଆଇନ ଜୀବୀ ତଥା ସଂଘ ର ସଭାପତି ଫଣୀଭୁସଣ ରଥଙ୍କ ଅଧ୍ୟକ୍ଷତାରେ ମଧୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। […]

ଆଠଗଡ ଓକିଲ ସଂଘ ତରଫରୁ ମଧୁସୂଦନ ଜୟନ୍ତୀ ପାଳିତ

ଆଠଗଡ,(ଉଲାପ୍ର) ଉତ୍କଳର ପ୍ରାଣ ପ୍ରତିଷ୍ଠାତା ତଥା ଓଡ଼ିଶାର ଗୌରବ ପ୍ରଥମ ଆଇନ ସ୍ନାତକ,ଓଡ଼ିଶାର ଘରେ ଘରେ ପରିଚିତ ମଧୁସୂଦନ ଦାସ ଙ୍କ ୧୭୨ ତମ ଜୟନ୍ତୀ କଟକ ଜିଲ୍ଲା ଦେୱାନୀ, ଓ ଫୌଜଦାରୀ ଅଦାଲତର ପରିସରରେ ସାମାଜିକ ଦୂରତ୍ୱ ରଖୁ ଉଭୟ କୋର୍ଟ ର ବିଚାରପତି ଙ୍କ ସମେତ ବରିଷ୍ଠ ଆଇନଜୀବୀ ମାନଙ୍କୁ ନେଇ ପାଳନ କରିଛନ୍ତି ଆଠଗଡ଼ ର ସମସ୍ତ ଆଇନଜୀବୀ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାସ ସ୍ଵତ୍ରନ୍ତ୍ର ଓଡ଼ିଶା ଗଠନ ଓ […]

*🌹🌷💐ଆଜିର ରାଶିଫଳ🌹🌷💐*

*🌷💐🌹*ଅଦ୍ୟ ଅପ୍ରେଲ ୨୮ ତାରିଖ ୨୦୨୦ମସିହା(ମଙ୍ଗଳବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀବୈଶାଖ -ଶୁକ୍ଳପକ୍ଷତିଥି -ପଞ୍ଚମୀ ଦିବା ଘ୦୨/୫୯ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର-ଆର୍ଦ୍ରା ରାତ୍ର ଘ୦୧/୫୯ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା ଚନ୍ଦ୍ର-ମିଥୁନଯୋଗ-ସୁକର୍ମାକରଣ-ବାଳବସୂର୍ଯ୍ୟ -ମେଷ ୧୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୩/୫୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୪୮ ଯୋଗିନୀ ଦକ୍ଷିଣେ ଦିବା ଘ୦୨/୫୯ଗତେ ପଶ୍ଚିମେକନ୍ୟା ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର ଅଦ୍ୟ ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା -ଦିବା ଘ୦୧/୨୦ ଗତେ ଘ୦୨/୫୫ମଧ୍ୟେବାରବେଳା- ଦିବା ଘ୦୭/୦୦ ଗତେ ଘ୦୮/୩୮ମଧ୍ୟେ […]

ରାଜ୍ୟକୁ ଫେରିବାକୁ ପ୍ରବାସୀ ବ୍ୟାକୁଳ; ୪୮ ଘଣ୍ଟା ମଧ୍ୟରେ ପଞ୍ଜିକରଣ କଲେ ୪.୮୬ ଲକ୍ଷ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଲକ୍‌ଡାଉନ୍‌ ଉଠିବା ମାତ୍ରେ ବିଭିନ୍ନ ରାଜ୍ୟ ଓ ବିଦେଶରେ ଅଟକ ରହି ଯାଇଥିବା ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ହୋଇ ଉଠିଲେଣି। ଏହାର ଏକ ଝଲକ ଦେଖିବା ପାଇଁ ମିଳିଛି ରାଜ୍ୟ ସରକାରଙ୍କ ପୋର୍ଟାଲରେ। କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ପରେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ରାଜ୍ୟ ସରକାର ପଞ୍ଜିକରଣକୁ ବାଧ୍ୟତାମୂଳକ କରିଦେବା ସହ ଗତ ୨୬ ତାରିଖ ଠାରୁ ପଞ୍ଜିକରଣ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ […]

ଛୋଟ ପିଲା ଜିଦ୍ ଧରିଲା ଜନ୍ମ ଦିନ ନକରି ରିଲିଫ ପାଣ୍ଠିକୁ ଦାନ କର । କରୋନାରୁ ଭଗବାନ ଆମକୁ ରକ୍ଷା କରିବେ । ବାପା ଜେଜେଙ୍କ ଆଖିରେ ଲୁହ ।

ଆଠଗଡ,(ଉଲାପ୍ର)ଦେଶ କରୋନା ନେଇ ଜୁଝୁଥିବା ବେଳେ ଏହି ଅସମୟରେ ନିଜର ଜନ୍ମଦିନ ପାଳନ ନକରିବା ପାଇଁ ଜେଜେଙ୍କୁ କହିଛନ୍ତି ଦୁଇ ନାତିନାତୁଣୀ,କୁଳାଇଲୋ ଅନନ୍ତ ବେଉରା ଅସ୍ଥିଶଲ୍ୟ ଚିକିସ୍ଥା କେନ୍ଦ୍ରର ଚିକିସ୍ଥକ ପ୍ରତାପ ରୁଦ୍ର ବେଉରାଙ୍କୁ ତାଙ୍କ ନାତିନାତୁଣୀ ଜନ୍ମଦିନରେ ଆମ ପାଇଁ ଖର୍ଚ୍ଚ କରିବାକୁ ଥିବା ଟଙ୍କାକୁ କ ରୋନା ସହିତ ଜୁଝୁଥିବା ଲୋକଙ୍କ ସାହାଯ୍ୟ ନିମନ୍ତେ ପ୍ରଦାନ କରିବା ପାଇଁ ଜେଜେଙ୍କୁ କହିବା ପରେ ସୋମବାର ଦିନ ଅସ୍ଥିଶଲ୍ୟ ଚିକିସ୍ଥକ ପ୍ରତାପ ରୁଦ୍ର ବେଉରା ନିଜ […]

🌞🕉⚛🌞 ରାଶିଫଳ🌞🕉⚛🌞

୨୭/୦୪/୨୦୨୦ :: ସୋମବାର, ତୃତୀୟା/ଚତୁର୍ଥୀ ମେଷ : ଆର୍ଥିକ ଏବଂ ବ୍ୟବସାୟୀକ ରୂପରେ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ଅଧିକ ଲୋକମାନଙ୍କ ସହିତ ସମ୍ପର୍କରେ ରହିବାକୁ ଅବସର ମିଳିବ। ବୃଷ : ବିଚାରର ବିଶାଳତା ଏବଂ ବାଣୀର ଜାଦୁ ଆଜି ଅନ୍ୟକୁ ପ୍ରଭାବିତ ଏବଂ […]

ନବେଢ଼ାରେ ଅଖିମୁଠି ଅନୁକୂଳ କଲେ ଯୁବସଙ୍ଗଠକ ଅଭୟ ବାରିକ

ଚାଷ କାମ ଯାହାର- କେଡେ ସୁଖ ତାହାର। ବର୍ଷ ରଗୋଟିଏ ଦିନକୁ ଚାହିଁ ରହି ଥାଏ ଚଷା ପୁଅ ,ତାର ଜମିରେ ଧରିତ୍ରୀ ମାତାକୁ କ୍ଷୀର ଚାଉଳ ,ଫୁଲ ଦେଇ ଗଉଣୀରେ ବର୍ଷ କର ବିହନ ଧାନ କୁ ମୁଣ୍ଡରେ ମୁଣ୍ଡାଇ ସକାଳୁ ନିଜ ଜମିରେ ଧରିତ୍ରୀ ମାତା କୁ ସମର୍ପଣ ଭାବରେ ମୁଣ୍ଡିଆ ମାରି ପୂଜା ଧାନକୁ ବିଲରେ ଅଖିମୁଠି ଅନୁକୂଳ କରିଥାଏ ଚାଷୀ ପୁଅ।ଜଣେ ପେଶା ରେ ରାଜନୈତିକ ସଙ୍ଗଠକ, ତଥା ଜଣେ ଅବସରପ୍ରାପ୍ତ […]

ମର୍ତ୍ତ୍ୟରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ

ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି । ତେବେ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦେବ-ଦାନବଙ୍କ ଦ୍ଵାରା ସମୁଦ୍ରମନ୍ଥନରୁ ଏହି ପାରିଜାତ ଫୁଲର ଉତ୍ପତ୍ତି । ଏହି ସୁନ୍ଦର ଫୁଲର ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧରେ ଆକୃଷ୍ଟ ହୋଇ ଦେବରାଜ ଇନ୍ଦ୍ର ସ୍ଵର୍ଗପୁରକୁ ନେଇ ନନ୍ଦନକାନନରେ ସ୍ଥାପନ କରିଥିଲେ । ପରେ ସ୍ୱର୍ଗରୁ ମର୍ତ୍ତ୍ୟକୁ ଏହି ପାରିଜାତ ଫୁଲ ଆଣି […]

ଭଦ୍ରକ: ସଟଡାଉନ ହଟିଲା, ସାମାଜିକ ଦୂରତାକୁ ଭୁଲିଗଲେ ଲୋକେ

୧୮ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍, ୧୦ ଦିନରେ ୧୫ ଶହ ରକ୍ତ ନମୁନା ସଂଗ୍ରହ ଭଦ୍ରକ: ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲାରେ ଆତଙ୍କ ଖେଳିଥିଲା। ଏହାର ମୁକାବିଲା କରିବା‌ ପାଇଁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ୬୦ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରିଥିଲେ। ଆଜି ସକାଳ ୧୦ଟାରେ ଏଇ ସଟ୍ ଡାଉନ୍ ନିୟମ ଉଠାଇ ଦିଆଯାଇଥିଲା। ସଟ୍ ଡାଉନ୍ ଉଠିବା ପରେ ଲୋକମାନେ ହାଜର ହାଜର ସଂଖ୍ୟାରେ […]