ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର

ଠାକୁରମୁଣ୍ଡା: ଠାକୁରମୁଣ୍ଡା ଆନନ୍ଦପୁର ରାସ୍ତା  ମହୁଲଡିହା ଥାନା ଗୋଡ଼ଭୋଙ୍ଗା ନିକଟରେ ଆଜି ଦିନ ପ୍ରାୟ ୧ ଟା ସମୟରେ କଟକ ରୁ ଠାକୁରମୁଣ୍ଡା କୁ ଏକ କାର ଯୋଗେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଛି। ଫଳରେ  କାରଟି ରାସ୍ତା ଉପରେ ଓଲଟି ପଡିଥିଲା। କାରରେ ଥିବା ଜଣେ ବାଳିକା ଗୁରୁତର ଭାବେ ଆହତ  ଥିବା ବେଳେ ୩ ଜଣ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି। ଗୁରୁତର ଥିବା ବାଳିକା ଜଣକ ରଶ୍ମିତା […]

ପ୍ରକୃତ କରୋନା ଯୋଦ୍ଧା ତିଗିରିଆ ତହସିଲଦାର

ଆଠଗଡ଼ (୧୫/୦୫/୨୦)(ଉଲାପ୍ର):: ଓ ଏ ସ ଅଫିସର ଙ୍କୁ ନେଇ ଏବେ ରାଜ୍ୟ ରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଓ ଏ ସ ଅଫିସର ତିଗିରିଆ ତହସିଲଦାର ଦେଖାଇଛନ୍ତି ମାନବିକତା । ନିଜେ ଅପରେସନ ହୋଇ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିଲେ ମଧ୍ୟ କୋରୋନା ଯୁଦ୍ଧର ମୁକାବିଲା ପାଇଁ ବାହାରି ଆସିଛନ୍ତି ବାହାରକୁ। ୪୭ ଜଣ ପ୍ରବାସୀ ମଧ୍ୟପ୍ରଦେଶ ଲୋକ ଚାଲି ଚାଲି କଟକ ରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ସେମାନଙ୍କୁ ଖାଇବା ପିଇବା ଦେବା […]

ଯୁବତୀ ଅପହରଣ ଉଦ୍ୟମ; ଅପହର୍ତ୍ତାକୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକ

ଢ଼େଙ୍କାନାଳ: ଜଣେ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ଜନୈକ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଅପହରଣ କରିବାକୁ ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକ ତାକୁ ଧରି ନିସ୍ତୁକ ପିଟିବା ଯୋଗୁଁ ଯୁବକର ଜୀବନ ଯାଇଛି । ଘଟଣାଟି ଘଟିଛି ଢ଼େଙ୍କାନାଳ ଜିଲାର ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁରେ । ଯୁବକର ନାମ ମାନସ ସାମଲ ଓ ତାର ଘର ଗଁଦିଆ ଥାନା ଅନ୍ତର୍ଗତ ଦଣ୍ଡେଇବରେଣି ଗ୍ରାମରେ ବୋଲି ସୂଚନା ମିଳିଛି ।ଯୁବକଙ୍କ ସାଙ୍ଗ […]

ବାତ୍ୟା ପୂର୍ବରୁ ଉପକୂଳ ଓଡ଼ିଶାରେ ପ୍ରଭାବ: ମେ’ ୧୯, ୨୦ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ଅମ୍ଫାନର ଗତିପଥ ଓ ଦିଗ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବେ, ମାତ୍ର ଏହା ପୂର୍ବରୁ ପାଣିପାଗ ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଅନୁଯାୟୀ ଏହି ବାତ୍ୟା ବାଂଲାଦେଶର ସ୍ଥଳପଥ ଛୁଇଁବାର ସମ୍ଭାବନା ରହିଛି । ଅନ୍ୟ କେତେକ ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ବାଂଲାଦେଶ ଆଡ଼କୁ ଏହି ବାତ୍ୟା ମୁହାଁଇବା ପଥରେ ଓଡ଼ିଶାକୁ ଏହା ମଧ୍ୟ ପ୍ରଭାବିତ କରିପାରେ । କେତେକ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ, ମେ’ ୨୦ ତାରିଖ ସକାଳେ […]

ପାଦରେ ଚାଲି ଚାଲି ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ପୁଲିସର ସହାୟତା

ଭୁବନେଶ୍ବର : ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଓଡ଼ିଶା ମଧ୍ୟ ଦେଇ ନିଜ ନିଜ ରାଜ୍ୟ ତଥା ପଶ୍ଚିମବଙ୍ଗ , ଝାଡଖଣ୍ଡ ଓ ବିହାରକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀ ମାନଙ୍କୁ ରାଜ୍ୟ ସୀମାର ପହଞ୍ଚାଇବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବସର ବନ୍ଦୋବସ୍ତ କରାଯାଇଛି। ଏହି ସବୁ ବସ ରାଜ୍ୟର ପ୍ରମୁଖ ସୀମା ତନଖି ଫାଟକ ସୋହେଲା , ଗିରିସୋଳା ଓ କେରଡା ଠାରୁ ପ୍ରବାସୀଙ୍କୁ ନେଇ ସେମାନଙ୍କ ରାଜ୍ୟ […]

*🌹🌷💐ଆଜିର ରାଶିଫଳ🌹🌷💐*

*🌷💐🌹🌹💐🌷 *ଅଦ୍ୟ ମଇ ୧୪ ତାରିଖ ୨୦୨୦ମସିହା(ଗୁରୁବାର)* ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଜ୍ୟେଷ୍ଠ -କୃଷ୍ଣପକ୍ଷ ତିଥି -ସପ୍ତମୀ ପ୍ରାତଃ ଘ୦୬/୩୨ପର୍ଯ୍ୟନ୍ତ ତଦନ୍ତେ ଅଷ୍ଠମୀ *🌷💐🌹🌹💐🌷 ଅଦ୍ୟ ମଇ ୧୪ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ -କୃଷ୍ଣପକ୍ଷତିଥି -ସପ୍ତମୀ ପ୍ରାତଃ ଘ୦୬/୩୨ପର୍ଯ୍ୟନ୍ତ ତଦନ୍ତେ ଅଷ୍ଠମୀନକ୍ଷତ୍ର- ଶ୍ରବଣା ପ୍ରାତଃ ଘ୦୬/୪୩ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ଚନ୍ଦ୍ର-ମକର ରାତ୍ର ଘ୦୭/୪୭ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ବ୍ରହ୍ମକରଣ-ବାଳବସୂର୍ଯ୍ୟ -ବୃଷ ୦୧ ଦିନଅଦ୍ୟ ବୃଷ ସଂକ୍ରାନ୍ତି ସୁର୍ୟୋଦୟ -ପ୍ରାତଃ […]

ଲକ୍‌ଡାଉନ୍‌ କୋହଳ ହେବା ପରେ ଖୋଲିଲା ସୋ’ ରୁମ୍‌; ଦେଖନ୍ତୁ ସାମଗ୍ରୀଗୁଡ଼ିକର କିଭଳି ଅବସ୍ଥା ହୋଇଛି

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ବି ଏହି କରୋନା ଭାଇରସ୍‌ ଚେନ୍‌କୁ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାର ପ୍ରକ୍ରିୟାମାନ ଆପଣାଇ ଚାଲିଛନ୍ତି। କରୋନା ସଂକ୍ରମଣ କାରଣରୁ ଏବେ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି । ଏହି କାରଣରୁ ସ୍କୁଲ, କଲେଜ, ଜିମ୍ ଓ ମଲ୍‌ ଆଦି ବନ୍ଦ ରହିଛି। ଲୋକମାନେ ଜରୁରୀ ସାମଗ୍ରୀକୁ ଛାଡ଼ି ଦେଲେ ମଲରୁ ଅନ୍ୟସବୁ ସାମଗ୍ରୀକୁ କ୍ରୟ କରି ପାରୁ ନାହାନ୍ତି। […]

ବିଦ୍ୟୁତ ବିତରଣ କମ୍ପାନିମାନଙ୍କ ପାଇଁ ୯୦ ହଜାର କୋଟିର ଋଣ ସହାୟତା

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟର ବିତ୍ୟୁତ ବିତରଣ କମ୍ପାନି (ଡିସକମ) ମାନେ ଗୁରୁତରଭାବେ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, କଳକାରଖାନା ଆଦି ବନ୍ଦ ଥିବାରୁ ଡିସକମ ମାନଙ୍କ ରାଜସ୍ୱ ଉଲ୍ଲେଖନୀୟଭାବେ ହ୍ରାସ ପାଇଛି । ଏହା ଫଳରେ ଡିସକମ ମାନଙ୍କ ନିକଟରେ ବିଦ୍ୟୁତ ଉତ୍ପାଦନ କମ୍ପାନିମାନଙ୍କର ପ୍ରାୟ ୯୪ ହଜାର କୋଟିର ବକେୟା ରହିଛି । ଏହାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିସକମ ମାନଙ୍କ ପାଇଁ ପ୍ରାୟ ୯୦ […]

ଦାଦନ ମାନଙ୍କ ପାଇଁ ସବୁ ଦିନିଆ ବ୍ୟବସ୍ଥା ଦରକାର ।

ଗଂଜାମ ଜିଲ୍ଲାରେ ସୁରତ ପେରନ୍ତା ପହଞ୍ଚିବା ପରେ ଏ ଚର୍ଚ୍ଚା ଜୋରରେ ଆରମ୍ଭ ହୋଇଗଲା । ପୁଣି ଯେତେବେଳେ ସୁରତ ଫେରନ୍ତାଙ୍କ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲା, ସେତେବେଳେ ଏ ବିବାଦ ଆହୁରି ବଢିଲା । ପୁଣି ଯେତେବେଳେ କୋଦଳା ବ୍ଲକର ଦୁଇଟି ସଂଗରୋଧ କେନ୍ଦ୍ରରୁ ଖାଦ୍ୟ ଅବସ୍ଥା ଖରାପ ଦର୍ଶାଇ ୧୦୦ରୁ ଅଧିକ ଦାଦନ ଶ୍ରମିକ ଚମ୍ପଟ ମାରିଲେ, ସେତେବେଳେ ସାରା ଓଡ଼ିଶା ତାଙ୍କୁ ଛି’ଛାକର କଲା । କଡ଼ା ଭାଷାରେ ନିନ୍ଦା […]

ସାମ୍ବାଦିକଙ୍କ ପେଟରେ ମାଲିକଙ୍କ ଲାତ !

ଭୁବନେଶ୍ୱର: କରୋନା ମାଡ଼ରେ ଏବେ ବେଶୀ କ୍ଷତି ସହିଛନ୍ତି କିଛି ପ୍ରମୁଖ ଖବରକାଗଜ ସଂସ୍ଥା କର୍ମଚାରୀ ଏବଂ ସାମ୍ବାଦିକ । କାହା ଚାକିରି ଗଲାଣି ତ ଆଉ କାହାରି ଯିବା ଯିବା ଅବସ୍ଥାରେ ରହିଛି । ନିଜକୁ ଏକ ନମ୍ବର ଦାବି କରି ପିଟାପିଟି ହେଉଥିବା ଖବର ସଂସ୍ଥାରେ କର୍ମଚାରୀ ଛଟେଇ ଓ ଦରମାକାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ମାଲିକଙ୍କ ବିଚାରରେ, ବିଜ୍ଞାପନ ନ ଥିବାରୁ କର୍ମଚାରୀଙ୍କୁ ଦରମା ଦେଇ ସଂସ୍ଥା ଚଳାଇବା ସମ୍ଭବ ନୁହେଁ । […]