ମାସ୍କ ନପିନ୍ଧିଲେ ଧରାପଡ଼ିବେ ରାଜଧାନୀବାସୀ, ଜଗିବ ଡ୍ରୋନ

ଭୁବନେଶ୍ୱର: କରୋନା ଭାଇରସ ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଲୋକ ଏହାକୁ ପାଳନ କରୁ ନାହାନ୍ତି । ତେଣୁ କୋଭିଡ-୧୯ ନିୟମ ଉଲଂଘନ କରୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଡ୍ରୋନ ଖଞ୍ଜିବାକୁ ନିଷ୍ପତ୍ତି ନେଇଛି । ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି ।ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ରାଜଧାନୀରେ ଲୋକଙ୍କୁ ସାମାଜିକ ଦୂରତାକୁ […]

*🌹🌷💐ଆଜିର ରାଶିଫଳ🌹🌷💐*

*🌷💐🌹*ଅଦ୍ୟ ମଇ ୨୮ ତାରିଖ ୨୦୨୦ମସିହା(ଗୁରୁବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ-ଶୁକ୍ଳ ପକ୍ଷତିଥି -ଷଷ୍ଠୀ ରାତ୍ର ଘ୧୦/୫୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର- ପୁଷ୍ୟା ଦିବା ଘ୦୭/୪୧ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା ଚନ୍ଦ୍ର-କର୍କଟଯୋଗ-ଧୃବକରଣ-କୌଳବସୂର୍ଯ୍ୟ -ବୃଷ ୧୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୦/୫୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୧୪ ଯୋଗିନୀ ପଶ୍ଚିମେ ରାତ୍ର ଘ୧୦/୫୭ଗତେ ବାୟବ୍ୟେ ତୁଳା ଓକୁମ୍ଭ ରାଶିର ଘାତବାର ଅଦ୍ୟ ଷଷ୍ଠୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା ଓ ବାରବେଳା- ଦିବା ଘ୦୩/୦୦ଗତେ ଘ୦୬/୨୦ମଧ୍ୟେ ଅମୃତବେଳା-ଦିବା ଘ୧୦/୦୫ ଗତେ […]

ଚିନ୍ତା ବଢ଼ାଇଲାଣି ପଙ୍ଗପାଳ: କୀଟନାଶକ ସ୍ପ୍ରେ କରିବା ପାଇଁ ନିୟୋଜିତ ହେଲା ୭୦୦ ଟ୍ରାକ୍ଟର, ୭୫ ଫାୟାର ଇଞ୍ଜିନ ଏବଂ ୫୦ଟି ଗାଡ଼ି

ନୂଆଦିଲ୍ଲୀ: ଏପଟେ ଦେଶରୁ କରୋନା ସଂକଟ ନ ଟଳୁଣୁ ସେପଟେ ଚିନ୍ତା ବଢ଼ାଇଲେଣି ଫସଲ ନଷ୍ଟକାରୀ ‌ପଙ୍ଗପାଳ ଦଳ। ଭାରତରେ ଏବେ ଏକ କିସମର କ୍ଷତିକାରକ ପ୍ରବାସୀ ପଙ୍ଗପାଳ ନଜର ଆସିଛନ୍ତି। ଯିଏକି ଦେଶର ଅନେକଗୁଡ଼ିଏ ରାଜ୍ୟର ଚାଷ ଜମିରେ ପଶି ଫସଲ ନଷ୍ଟ କରି ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିବାରେ ଲାଗିଛନ୍ତି। ଏହି ପଙ୍ଗପାଳ ଗୋଷ୍ଠୀଙ୍କ ସାମ୍ନାରେ ଆସୁଥିବା ପ୍ରତ୍ୟେକ ଜିନିଷକୁ ସେମାନେ ନଷ୍ଟ କରି ଦେଉଥିବା କାରଣରୁ ହଜାର ହଜାର ଚାଷୀଙ୍କ ଲକ୍ଷ […]

ସିବିଏସଇ ଛାତ୍ରଛାତ୍ରୀମାନେ ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ

ନୂଆଦିଲ୍ଲୀ : ସିବିଏସଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆଶ୍ୱସ୍ତିଭରା ଖବର । ଲକଡାଉନ ସମୟରେ ଯେଉଁ ଛାତ୍ରଛାତ୍ରୀମାନେ ନିଜ ରାଜ୍ୟ ବା ଜିଲ୍ଲାକୁ ଯାଇଥିଲେ ସେମାନଙ୍କୁ ନିଜ ଜିଲ୍ଲାରେ ହିଁ ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଯିବ । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସଂକେତ ଦେଇଛି ।କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ ଲକଡାଉନ ଲାଗୁ ହେବା ପରେ ଯେଉଁ ଛାତ୍ରଛାତ୍ରୀମାନେ ନିଜ ନିଜ ରାଜ୍ୟ […]

ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ

କଟକ: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଡାକ୍ତର ଜଣକ କଟକ ସିଟି ହସ୍ପିଟାଲରେ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ । କଟକ ଜିଲ୍ଲା ପ୍ରଶାସନ ତରଫରୁ ଏହି ସୂଚନା ଦିଆଯାଇଛି। ଶିଶୁରୋଗ ବିଭାଗର ଏହି ଡାକ୍ତର କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ସନ୍ଦେହ ହେବାରୁ ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା । ଏବେ ନମୁନା ରିପୋର୍ଟ ପଜିଟିଭ ଆସିବା […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹🌹💐🌷 ଅଦ୍ୟ ମଇ ୨୭ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ-ଶୁକ୍ଳ ପକ୍ଷତିଥି -ପଞ୍ଚମୀ ରାତ୍ର ଘ୧୨/୦୭ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀନକ୍ଷତ୍ର- ପୁନର୍ବସୁ ପ୍ରାଃ ଘ୦୭/୪୬ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ଚନ୍ଦ୍ର-କର୍କଟଯୋଗ-ବୃଦ୍ଧିକରଣ-ବବସୂର୍ଯ୍ୟ -ବୃଷ ୧୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୦/୦୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୫୪ ଯୋଗିନୀ ଦକ୍ଷିଣେ ରାତ୍ର ଘ୧୨/୦୭ଗତେ ପଶ୍ଚିମେ କର୍କଟ ରାଶିର ଘାତବାର ଅଦ୍ୟ ପଞ୍ଚମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା -ଦିବା ଘ୦୮/୨୬ଗତେ ଘ୧୦/୦୫ ମଧ୍ୟେବାରବେଳା- ଦିବା ଘ୧୧/୪୦ଗତେ ଘ୦୧/୨୦ମଧ୍ୟେ ଅମୃତବେଳା-ଦିବା […]

ରାଜ୍ୟରେ ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ, ୬୪୯ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର:  ଆଜି ପୁଣି ଆସିଛି ଏକ ଖୁସି ଖବର।  ରାଜ୍ୟରେ ଏକା ସାଙ୍ଗରେ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା‌ରୁ ଡିସଚାର୍ଜ ହୋଇଛନ୍ତି |  ଏହି ୯୯ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ୩୪ଜଣ , ଗଞ୍ଜାମରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୦, ଭଦ୍ରକରୁ ୯,ନୟାଗଡ଼ରୁ ୩, ସୁନ୍ଦରଗଡ ଏବଂ ଦେବଗଡରୁ ଜଣେ ଲେଖାଏଁ ଥିବା ଜଣାପଡିଛି।  ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଥିବା ସୂଚନା ଦେଇଛି […]

ଲଦାଖ ସୀମାରେ ୫ ହଜାର ଚୀନ ସେନା, ଜବାବରେ ନିଜର ସୈନ୍ୟ ସଂଖ୍ୟା ବଢାଇଲା ଭାରତ

ନୂଆଦିଲ୍ଲୀ : ଲଦାଖରେ ଥିବା ଭାରତ ଚୀନ ସୀମାରେ ଉତ୍ତେଜନା ଜାରି ରହିଛି । ଏହି ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ଚୀନ ସେନା ପ୍ରାୟ ୫ ହଜାର ଯବାନ ମୁତୟନ କରିଥିବାରୁ ଭାରତ ମଧ୍ୟ ନିଜର ସୈନିକ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ଉଭୟ ପକ୍ଷର ବହୁ ସାମରିକ ଯାନ ସୀମା ନିକଟରେ ରହିଛି ।ସୀମା ସେପଟେ ଚୀନ ସେନା ପକ୍ଷରୁ ଏକ ବଡ଼ଧରଣର ସମରାଭ୍ୟାସ ଚାଲିଥିବାରୁ ଭାରତୀୟ ସେନା ସତର୍କ ହୋଇଯାଇଛି । […]

ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶର ଦୁଇଟି ଜିଲ୍ଲାରେ ଜୁନ ୩୦ପର୍ଯ୍ୟନ୍ତ ବଢ଼ିଲା ଲକଡାଉନର ଅବଧି

ସୋଲନ: ଦେଶରେ ଏବେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲୁଥିବା ବେଳେ ଏହା ମେ ୩୧ରେ ଶେଷ ହେବ | ତେବେ, ଏହା ଆଗକୁ ଆଉ କେତେ ଦିନ ଲକଡାଉନର ଅବଧିକୁ ବଢାଯିବ ସେ ନେଇ କେନ୍ଦ୍ର ସରକାର କୌଣସି ପ୍ରକାର ନିଷ୍ପତ୍ତି ନେଇ ନଥିବା ବେଳେ ହିମାଚଳ ପ୍ରଦେଶରେ ଜୁନ ୩୦ ପର୍ଯ୍ୟନ୍ତ ଲକଡାଉନର ଅବଧିକୁ ବଢ଼ାଇ ଦିଆଯାଇଥିବା ନେଇ ସୂଚନା ମିଳିଛି | ଏ ନେଇ ପୂରା ତଥ୍ୟ ମିଳି ପାରି ନଥିଲେ ମଧ୍ୟ ରାଜ୍ୟର […]

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ନ ଅଟକିବାରୁ ଚେନ୍ ପୁଲିଙ୍ଗ କରି ଖସିଗଲେ ଗଂଜାମ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ

ବ୍ରହ୍ମପୁର: ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ନ ଅଟିକିବାରୁ ଗଂଜାମ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଚେନ୍ ପୁଲିଙ୍ଗ କରି ଖସିଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ତେଲେଙ୍ଗାନାର ହାଇଦ୍ରାବାଦ ନିକଟ ନାମପଲ୍ଲୀ ଠାରୁ ଖୋର୍ଦ୍ଧା ଆସୁଥିବା ଏକ ଟ୍ରେନକୁ ଆଜି ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ବାଲିବଗଡ଼ ଠାରେ ଚେନ ପୁଲିଙ୍ଗ କରି ପ୍ରବାସୀମାନେ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରାୟ ୨ ଶହରୁ ଅଧିକ ପ୍ରବାସୀ ୩ଟି ଟ୍ରେନର ଚେନ ପୁଲିଙ୍ଗ […]