ଚୀନରେ ନୂଆ ଭୂତାଣୁ ଚିହ୍ନଟ, ମହାମାରୀ ରୂପ ନେବା ଆଶଙ୍କା
ନୂଆଦିଲ୍ଲୀ: ବିଶ୍ୱ ବର୍ତ୍ତମାନ କରୋନାଭାଇରସ୍ ମହାମାରୀ ସହ ସଂଗ୍ରାମ କରୁଛି, ଯାହାର ଉତ୍ପତ୍ତି ଉତ୍ସ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (‘ହୁ’) କହିଛି ଯେ, କରୋନାଭାଇରସ୍ ମହାମାରୀର ଉତ୍ପତ୍ତିର ଉତ୍ସ ଜଣା ପଡିଗଲେ ହିଁ ଏହାକୁ ହରାଇବା ସହଜ ହେବ | ତେବେ ସାରା ବିଶ୍ୱ ଏବେ କରୋନାକୁ ହରାଇବା ପାଇଁ ବିଭିନ ଟୀକା ଉପରେ ଗବେଷଣା କରୁଥିବା ବେଳେ ଏବେ ଚୀନରେ ଏକ ନୂତନ ଭୂତାଣୁ ଆବିଷ୍କାର ହେବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା […]