*🌷💐🌹ଅଦ୍ୟ ଜୁଲାଇ ୧୧ ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-କୃଷ୍ଣପକ୍ଷତିଥି -ଷଷ୍ଠି ଦିବା ଘ୦୧/୨୩ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୦୬/୦୧ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର ଚନ୍ଦ୍ର- ମୀନଯୋଗ-ଶୋଭନକରଣ-ବାଣିଜ୍ୟସୂର୍ଯ୍ୟ -ମିଥୁନ ୨୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୯/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୩୪ ଯୋଗିନି ପଶ୍ଚିମେ ଦିବା ଘ୦୧/୨୪ ଗତେ ପଶ୍ଚିମେ ଧନୁ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ଷଷ୍ଠିର ଏକୋଦିଷ୍ଠ ଶ୍ରାଦ୍ଧ କାଳବେଳା -ଦିବା ଘ୦୬/୫୬ମଧ୍ୟେ ଘ୦୪/୪୬ଗତେ ଘ୦୬/୨୫ମଧ୍ୟେବାରବେଳା- […]

*👉୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ୨୦୧୫ ଉପନ୍ୟାସ ପାଇଁ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା, କ୍ଷୁଦ୍ର ଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା ପାଇଁ ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା ପାଇଁ ଯୁଗ୍ମ ଭାବେ ସଞ୍ଜୟ ହାତୀ ଓ ନବୀନ ପରିଡ଼ାଙ୍କୁ ପୁରସ୍କାର*

*👉ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ନ କରିବା ଅଭିଯୋଗରେ ଅମାନିଆଙ୍କଠାରୁ ୩ଟି ପର୍ଯ୍ୟାୟରେ ୨ ଲକ୍ଷ ୬୭ ହଜାର ଟଙ୍କା ଜୋରିମାନା ଆଦାୟ କଲା #BMC, ୭ ଦିନରେ BMC ଏନ୍‌ଫୋର୍ସମେଣ୍ଟ ଟିମ ଆଦାୟ କଲେ ୧.୧୦ ଲକ୍ଷ*

🌷💐🌹🌹💐🌷 *ଅଦ୍ୟ ଜୁଲାଇ ୧୦ ତାରିଖ ୨୦୨୦ମସିହା(ଶୁକ୍ରବାର)* *ଶକାବ୍ଦ -୧୯୪୨* *ସମ୍ବତ -୨୦୭୭* *ସାଲ-୧୪୨୭* *ସମ୍ବତ୍ସର -ଆନନ୍ଦୋ* *ଶ୍ରାବଣ-କୃଷ୍ଣପକ୍ଷ* *ତିଥି -ପଞ୍ଚମୀ ଦିବା ଘ୧୧/୧୩ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠି* *ନକ୍ଷତ୍ର- ପୂର୍ବଭାଦ୍ର ଚନ୍ଦ୍ର- କୁମ୍ଭ ରାତ୍ରି ଘ୧୧/୧୯ ପର୍ଯ୍ୟନ୍ତ ତଦନ୍ତେ ମୀନ* *ଯୋଗ-ସୌଭାଗ୍ୟ* *କରଣ-ତୈତିଳ* *ସୂର୍ଯ୍ୟ -ମିଥୁନ ୨୬ ଦିନ* *************** *ସୁର୍ୟୋଦୟ -ପ୍ରାତଃ ଘ୦୫/୧୮/୫୯* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୪* ————————— *ଯୋଗିନି ଦକ୍ଷିଣେ ଦିବା ଘ୧୧/୧୪ ଗତେ ପଶ୍ଚିମେ ଧନୁ ରାଶିର ଘାତଚନ୍ଦ୍ର* *ବିଛା,ଧନୁ ଓ ମୀନ ରାଶିର ଘାତବାର* *ଅଦ୍ୟ ଷଷ୍ଠିର ପ୍ରାବଣ ଶ୍ରାଦ୍ଧ* ——————————– *କାଳବେଳା ଓ ବାରବେଳା- ଦିବା ଘ୦୮/୩୪ଗତେ ଘ୧୧/୫୦ମଧ୍ୟେ* ***************** *ଅମୃତବେଳା-ଦିବା ଘ୦୬/୫୫ମଧ୍ୟେ ଓ ଘ୦୪/୫୦ଗତେ ଘ୦୬/୨୮ମଧ୍ୟେ* *ମାହେନ୍ଦ୍ରବେଳା- ଦିବା ଘ୦୬/୫୭ ଗତେ ଘ୦୮/୩୫ମଧ୍ୟେ ଓ ଘ୧୧/୫୫ଗତେ ଘ୦୧/୨୭ମଧ୍ୟେ* ******************** *ଅଦ୍ୟ ବେଲ ଦିବା ଘ୧୧/୧୩ଗତେ ନିମ୍ବ ଭକ୍ଷଣ ନିଷେଧ *🌹🌷💐ଆଜିର ରାଶିଫଳ🌹🌷💐* ———————- *🌹ମେଷ🌷👉 : ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।* *🌹ବୃଷ🌷👉 : ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜ ଚେଷ୍ଠା ଦ୍ବାରା ଆଶ୍ବସ୍ତି ଅନୁଭବ କରିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ ଅଯଥା କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।* *🌹ମିଥୁନ🌷👉 : କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।* *🌹କର୍କଟ🌷👉 : ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।* *🌹ସିଂହ🌷👉 : ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ପୁରୁଣାବନ୍ଧୁଙ୍କ ସହ ସାଖ୍ୟତ ଆଲୋଚନାଦ୍ବାରା ମନୋମାଳିନ୍ୟ ଦୂରହୋଇଜିବ।* *🌹କନ୍ୟା🌷👉 : ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।* *🌹ତୁଳା🌷👉 : ଆଜି ଆପଣଙ୍କର କରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । କରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ପାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।* *🌹ବିଛା🌷👉 : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।* *🌹ଧନୁ🌷👉 : ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।* *🌹ମକର🌷👉 : ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ । ଦମ୍ପତିଙ୍କ ସନ୍ତାନ ଚିନ୍ତା ଦୂରହେବ।* *🌹କୁମ୍ଭ🌷👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ବିଚଳିତ ଓ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ସମୟକୁ ଅପେକ୍ଷାକରନ୍ତୁ ।* *🌹ମୀନ🌷👉 : ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି।*