*👉କେନ୍ଦୁଝର ଯୋଡ଼ା ଅଞ୍ଚଳରୁ ୧୫ଟି ଉଚ୍ଚ ଶକ୍ତି ସମ୍ପନ୍ନ ବିସ୍ଫୋରକ ଓ ୧୫ଟି ଡିଟୋନେଟର ଜବତ, ଝାଡ଼ଖଣ୍ଡ ଚାଇବାସା ଅଞ୍ଚଳର କୁନାଲ ମିଶ୍ର ଗିରଫ, କାର୍‌ ଜବତ, ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲେ କୁନାଲ ମିଶ୍ର*

ଆଜିର ରାଶିଫଳ

🌷💐🌹🌹ଅଦ୍ୟ ଜୁଲାଇ ୧୭ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-କୃଷ୍ଣପକ୍ଷତିଥି -ଦ୍ବାଦଶୀ ରାତ୍ରି ଘ୧୨/୪୯ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର- ରୋହିଣୀ ରାତ୍ର ଘ୦୯/୨୨ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ଚନ୍ଦ୍ର- ବୃଷଯୋଗ-ବୃଦ୍ଧିକରଣ-କୌଳବସୂର୍ଯ୍ୟ -କର୍କଟ ୦୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୧/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୬ ଯୋଗିନି ନୈଋତକୋଣେ ରାତ୍ରି ଘ୧୨/୪୯ ଗତେ ଦକ୍ଷିଣେ ବିଛା ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ଦ୍ବାଦଶୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା ଓ ବାରବେଳା – […]

ହଠାତ୍‌ ରେଳ ଲାଇନ୍‌ ପାର୍‌ ହେଉଥିଲା ଟ୍ରକ୍‌, ମାଡ଼ି ଆସିଲା ଟ୍ରେନ୍‌

ପାରାଦୀପ: (ଉ ଲା ପ୍ର) ହଠାତ୍‌ ରେଳ ଲାଇନ୍‌ ପାର୍‌ ହେଉଥିଲା ଟ୍ରକ୍‌, ଏହି ସମୟରେ ମାଡ଼ି ଆସିଲା ଟ୍ରେନ୍।‌ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ JSW ସାଇଟ୍‌ରେ କୋଇଲା ଟ୍ରକ୍ ଉପରେ ଏକ ଟ୍ରେନ୍ ମାଡ଼ି ଯାଇଛି। ଏଥିରେ ଟ୍ରକ୍‌ଟି ପୂରା ଚାପି ହୋଇ ଯାଇଥିବା ଦେଖିବାକୁ ମିଳିଛି।ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରୁ ଟ୍ରକ୍‌ର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଗନାଲ୍‌ ମ୍ୟାନ୍ ନ ଥାଇ ଟ୍ରେନ୍ ଟି ପଛକୁ ଫେରୁଥିଲା। ଏହି ସମୟରେ ରାସ୍ତା ଜାମ୍ ଥିବାରୁ ଟ୍ରକ୍‌ଟି […]

ଭାରତୀୟ ରେଲୱେର ଆଉଏକ ଉପଲବ୍ଧି, ନିର୍ମାଣ ହେଉଛି ଦେଶର ପ୍ରଥମ କେବୁଲ୍ ବ୍ରିଜ୍

ନୂଆଦିଲ୍ଲୀ: ( ଉ ଲା ପ୍ର ) ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣଧୀନ ଅଛି। ଜମ୍ମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ୍ କଟରା ଓ ରିୟାସି ମଧ୍ୟରେ ଏହି ଅଞ୍ଜି ବ୍ରିଜ୍ ନିର୍ମାଣ କରାଯାଉଛି। ରେଳ ମନ୍ତ୍ରୀ ପିୟୂଷ ଗୋୟଲ୍ […]

🌷💐🌹ଆଜିର ରାଶିଫଳଅଦ୍ୟ ଜୁଲାଇ ୧୬ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-କୃଷ୍ଣପକ୍ଷତିଥି -ଏକାଦଶୀ ରାତ୍ରି ଘ୧୨/୦୯ ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ନକ୍ଷତ୍ର- କୃତିକା ଦିବା ଘ୦୭/୫୫ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ଚନ୍ଦ୍ର- ବୃଷଯୋଗ-ଗଣ୍ଡକରଣ-ବବସୂର୍ଯ୍ୟ -କର୍କଟ ୦୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୧/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୧୬ ଯୋଗିନି ଅଗ୍ନିକୋଣେ ରାତ୍ରି ଘ୧୨/୦୯ ଗତେ ନୈଋତକୋଣେ ବିଛା ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ଏକାଦଶୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା ଓ […]

ଆଠଗଡ ବ୍ଲକ ସମବାୟ ଦୁର୍ନୀତି ଉପରେ ଚାଷୀଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ

ଆଠଗଡ,(ଉଲାପ୍ର)ଆଠଗଡ ବ୍ଲକ ସମବାୟ ଦୁର୍ନୀତିର ପରଦା ଫାସ ଉଦୟଲାବଣ୍ୟ କରିବା ପରେ ସମବାୟ ବିଭାଗ ତରଫରୁ ଛ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇ ଥିଲା,ଏ ସମ୍ପର୍କରେ ଚାଷୀଙ୍କ ତରଫରୁ ଆଜି ବଡ ପଦାଗାଁ ଠାରେ ସତ୍ୟବାଦୀ କ୍ଲବ ପରିସରରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଆଠଗଡ ଯୁବ ସଙ୍ଗଠକ ଅଭୟ ବାରିକ,ନରେନ୍ଦ୍ର ସେଠି,ଅମରେନ୍ଦ୍ର ରାଉତ,ପ୍ରତିମା ରାଉତ ପ୍ରମୁଖ ଚାଷୀମାନେ ଏକାଠି ହୋଇ ସାମ୍ବାଦିକ ସମିଳନୀ କରିଛନ୍ତି, ଯୋଉଥିରେ କୋଟିକୋଟି ଟଙ୍କାର ଦୁର୍ନୀତିର ଗନ୍ଧ ସ୍ପଷ୍ଟ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ୧୫ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-କୃଷ୍ଣପକ୍ଷତିଥି -ଦଶମୀ ରାତ୍ରି ଘ୧୦/୪୪ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର- ଦ୍ବିଜା ଦିବା ଘ୦୫/୫୬ ପର୍ଯ୍ୟନ୍ତ ତଦନ୍ତେ କୃତିକା ଚନ୍ଦ୍ର- ମେଷ ରାତ୍ରି ଘ୧୨/୨୪ ପର୍ଯ୍ୟନ୍ତ ତଦନ୍ତେ କୃତିକାଯୋଗ-ଶୂଳକରଣ-ବାଣିଜ୍ୟସୂର୍ଯ୍ୟ -ମିଥୁନ ୩୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୦/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୬ ଯୋଗିନି ଉତ୍ତରେ ରାତ୍ରି ଘ୧୦/୪୫ ଗତେ ଅଗ୍ନିକୋଣେ ବିଛା ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ଦଶମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ […]

ଆଠଗଡ ସବଡିଭିଜନ ପାଇଁ କଟକଣା ଜାରିକଲେ କଟକ ଜିଲାପାଳ, ଆଠଗଡ ସବଡିଭିଜନକୁ କେହି ଆସିପାରିବେ ନାହିଁ କି କେହି କୁଆଡେ ଯାଇ ପାରିବେ ନାହିଁ,ଆଠଗଡ, ତିଗିରିଆ,ବଡମ୍ବା,ନରସିଂହପୁର ତହସିଲଦାର ଙ୍କୁ ଦିଆଗଲା ଦାୟିତ୍ୱ