ଗୋଛାପଡା ପୋଲିସ କୁ ମିଳିଲା ସଫଳତା, ୨ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ

ଫୁଲବାଣୀ(ସୁନୀଲ ପଟନାୟକ )ଶୁକ୍ରବାର ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ସଲାଗୁଡ଼ା ପଂଚାୟତ ଅନ୍ତର୍ଗତ ସାଙ୍ଗୁଯୋଡ଼ା ଟଣାଶୁ ରାସ୍ତା କଡରେଗଂଜେଇ ଚାଲାଣ କରିବାବେଳେ ଚଢ଼lଉ କରି ୨ କୁଇଣ୍ଟାଲ ୧ ୬ କେଜି ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ କରିବା ଲାଗି ଟଣା […]

ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ଓଡିଶାର ପ୍ରତ୍ୟେକ ଜିଲ୍ଳାରେ ବୈଷୟିକ ଶିକ୍ଷା ସଚେତନ ରଥ ଭ୍ରମଣ କରୁଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଓକେସିଏଲ ଅଧିନସ୍ଥ ୟୁଆଇସିଟି କମ୍ପୁଟର ସେଣ୍ଟର ଠାରୁ ଏହି ରଥକୁ ବାଲିଗୁଡା ସେଣ୍ଟର ପରିଚାଳକ ବିଦେଶୀ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସମଗ୍ର ସହର ପରିକ୍ରମା କରିଥିଲା l ଏଥିରେ ଅନୁଷ୍ଠାନର […]

ବାଲିଗୁଡାରେ ଠାକୁରାଣୀ ଯାତ୍ରା ଆୟୋଜନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇ ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ lଏଥି ନିମନ୍ତେ ବାଲିଗୁଡା ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ସଭା ଘୃହ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଏମ.ଏସ.ମଧୁମିତା ସଭାପତିତ୍ୱ କରିଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା ଉପସ୍ଥିତ […]

ପାଚେରୀ ଡେଇଁ ଚମ୍ପଟ ମାରିଥିବା ଦୁଈ ଛାତ୍ରୀ ଉଦ୍ଧାର

ଫୁଲବାଣୀ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବାସଦନ ରେ ରହି ପାଠପଢୁଥିବା ଦୁଇଜଣ ଛାତ୍ରୀ ଙ୍କୁ ଉଦ୍ଧାର କରାଯାଇଛି l ଏ ଦୁହେଁ କାହାକୁ ନଜଣାଇ ଚୁପ ଚାପ ପାଚେରୀ ଡ଼େଇଁ ଚମ୍ପଟ ମାରିଥିଲେ l ଉଦ୍ଧାର କରାଯିବା ପରେ ଏମାନଂକୁ ପୁଣି ଠାରେ ସୁଭଦ୍ରା ମହତାବ ସେବା ସଦନ ରେ ରଖାଯାଇଛି lମାଟ୍ରିକ ପରିକ୍ଷା ସରିବାପରେ ଏମାନେ ଗାଁ କୁ ଯିବାଲାଗି ଚାହିଁଥିଲେ l ହେଲେ କତୃପକ୍ଷ ଏମାନଙ୍କୁ ଘରକୁ ଯିବାକୁ […]

ଜଙ୍ଗଲ ଜଳୁଛି, ନାକେଦମ ବନବିଭାଗ

ଫୁଲବାଣୀ (ସୁନୀଲ ପଟନାୟକ )ମଂଗଳବାର ଫୁଲବାଣୀ ବନଖଣ୍ଡ ଅଧୀନ ଫିରିଙ୍ଗିଆ ରେଞ୍ଜ ର ମୁସୁଲି ପାଙ୍ଗା ବିଟ ଅନ୍ତର୍ଗତ କରାଣ୍ଡିବାଲି ପୂର୍ବ ସଂରକ୍ଷିତ ଜଙ୍ଗଲ ରେ ନିଆଁ ଲାଗିବା ଖବର ପାଇ ରେଞ୍ଜ ଅଫିସର ରବି ପାତ୍ର ଙ୍କ ନେତୃତ୍ୱରେ ଜଙ୍ଗଲ ବିଭାଗ କର୍ମଚାରୀ, ବନ ସରଂ କ୍ଷଣ ସମିତି ସଦସ୍ୟ ସଦସ୍ୟା, ମହିଳା ସଂଗଠନ ଓ ଗ୍ରାମବାସୀ ମିଶି ଲାଗିଥିବା ଜଙ୍ଗଲ ନିଆଁ କୁ ଆୟତ୍ତ କରିଥିଲେ lଫଳରେ ଧନ୍ୟବାଦ ଜଣାଇଛି ବନ ବିଭାଗ lତେବେ, […]

ଗୁଣିଆ ସନ୍ଦେହ ରେ ପିଟି ପିଟି ମାରିଦେଲେ, ୬ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ଗୁଣିଗାରେଡି ସନ୍ଦେହ ରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗ ରେ ବୁଧବାର ଖଜୁରୀ ପଡ଼ା ପୋଲିସ ୬ ଜଣକୁଗିରଫ କରିକୋର୍ଟ ଚାଲାଣ କରିଛି lବ୍ୟାପକ ସଚେତନତା ସତ୍ୱେ କନ୍ଧମାଳ ରେ ଗୁଣି ଗାରେଡି ଥମିବାର ନାଁ ନେଉନି lଲୋକେ ଏବେ ବି ଗୁଣିଆ ଉପରେ ବିଶ୍ୱାସ କରୁଛନ୍ତି ଫଳରେ ବିଭିନ୍ନସମୟରେ ଜିଲାରେ ହତ୍ୟା କାଣ୍ଡ ମାନ ଘଟୁଛି lସୋମବାର ଖଜୁରୀପଡା ଥାନା ଅନ୍ତର୍ଗତ ପାବେରି ଗ୍ରାମର ଦମୟନ୍ତୀ ମଲିକ ନାମକ […]

ଜଙ୍ଗଲ ନିଆଁ ରୋକିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୃପ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ରେ ଦିନକୁ ଦିନ ତାତି ବଢୁଥିବା ବେଳେ ଜଙ୍ଗଲ ନିଆଁ କୁ ଆୟତ୍ତ କରିବା ବନ ବିଭାଗ ପାଇଁ କଷ୍ଟ ହୋଇପଡୁଛି। ବନ ବିଭାଗ ପକ୍ଷରୁ ନିୟୋଜିତ ଓଡ୍ରାଫ ଟିମ୍ ନିୟୋଜିତ ହୋଇଥିଲେ ମଧ୍ଯ ନିଆଁ ଆୟତ୍ତ କୁ ନେଇ ଚିନ୍ତା ରେ ବନବିଭାଗ। ଜଙ୍ଗଲ ରେ ନିଆଁ କୁ ହ୍ରାସ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବାରମ୍ବାର ସମୀକ୍ଷା […]

କୁଟିକିଆ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗଞ୍ଜେଇ ଜବତ : ମାଫିଆ ଚମ୍ପଟ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା ।ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହୋଇ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଖବର ପାଇ ମାଡ଼ି ବସିଲା ପୋଲିସ୍ । ୪୪୦ କେଜି ୩୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ଜବତ କରିଛି । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା ଥାନା […]

ତାପମାତ୍ରା ବୃଦ୍ଧି ପାଉଛି : ପ୍ରବଳ ଗରମରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତ ବାସି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜଳସ୍ତର କମିବା ରେ ଲାଗିଛି, ପ୍ରତିଦିନ ର ତାପମାତ୍ରା ୪୦ ରୁ ୪୧ଡିଗ୍ରୀ ରହୁଛି l ତାପମାତ୍ରା ବୃଦ୍ଧି କାରଣରୁ ନଦୀ ନାଳ ଓ କୂପରେ ଜଳସ୍ତର କମିବାରେ ଲାଗିଛି l ଲୋକମାନେ ଜଳ ସଂଗ୍ରହ କରିବାରେ ନାନା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି l […]

କନ୍ଧମାଳ ଜିଲ୍ଲାରେ ଆଠଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ହେବ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ଆଠଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୁବ୍ ଶିଘ୍ର ଭିତ୍ତପ୍ରସ୍ତର ଦେବା ପାଇଁ କେନ୍ଦ୍ର ଅନୁସୂଚୀତ ଜନଜାତି ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ ଙ୍କ ନିକଟରେ ଦାବୀ କରିଛନ୍ତି ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ। ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀ ମାନଙ୍କୁ ସର୍ବଭାରତୀୟ ସ୍ତରରେ ସମକକ୍ଷ ହେବା ନେଇ କେନ୍ଦ୍ର ସରକାର ସିବିଏସଇ ପାଠ ପଢିବା ସହ […]