ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫କୁ ବୃଦ୍ଧି

ଭୁବନେଶ୍ୱର (ଉଲାପ୍ର) କୋଭିଡ ପରିସ୍ଥିତି ରେ ଡାକ୍ତର ମାନଙ୍କ ଗୁରୁ ଦାଇତ୍ୱ ରହିଛି,ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଡାକ୍ତର ମାନଙ୍କ ବୟସ ୬୨ରୁ ୬୫କୁ ବୃଦ୍ଧି କରିଛନ୍ତି,ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବା ସହିତ ଶ୍ରମ ଓ ଇଏସଆଈ ବିଭାଗରେ କାର୍ଯ୍ୟ କରୁଥିବା ଅଫିସର ମାନଙ୍କ ପାଇଁ ମଷ୍ୟ ଏହି ନିୟମ ଲାଗୁହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ କୋଭିଡ ପରିଚାଳନା […]

ଓଡ଼ିଶାର ଦୀର୍ଘତମ ପୋଲ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି

ବଡମ୍ବା,(ଉଲାପ୍ର)ମହାନଦୀ ରେ ଓଡ଼ିଶାର ଦୀର୍ଘତମ ପୋଲ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି,ମହାନଦୀରେ ତିଆରି ଚାଲିଥିବା ଓଡ଼ିଶାର ସବୁଠାରୁ ବୃହତ୍ତମ “T”ସେତୁ ଭାବେ ପରିଚିତ ହେବାକୁ ଥିବା କଟକ ଜିଲ୍ଲା ଆଠଗଡ ସବ ଡିଭିଜନ ଅନ୍ତର୍ଗତ ବଡମ୍ବା ବ୍ଲକ ଗୋପୀନାଥପୁର ଠାରୁ ବାଙ୍କୀ ବୈଦେଶ୍ୱରକୁ ସିଧାସଳଖ ସଂଯୋଗ ହେଉଛି ଏହି ପୋଲ,ମଝିରେ ପର୍ଯ୍ୟଟନ ସ୍ଥଳୀ ସିଂହନାଥ ପୀଠକୁ t ଆକୃତି ହୋଇ ସଂଯୋଗ କରୁଛି,ଯାହାକି ପର୍ଯ୍ୟଟକ ମାନଙ୍କୁ ନଦୀବଢି ସମୟରେ ବେଶ ଆନନ୍ଦ ଦେବ ଏହି […]

🌹🌷💐ଆଜିର ରାଶିଫଳ🌹🌷💐ଅଦ୍ୟ ଜୁଲାଇ ମାସ ୨୧,୦୭,୨୦🌷ମେଷ🌷👉 – ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | 🌷ବୃଷ🌷👉 – ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | […]

ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଙ୍କ ପରଲୋକ

ଭୁବନେଶ୍ୱର,(ଉଲାପ୍ର)ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଙ୍କ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି, ସେ ଗତ କିଛିମାସ ଧରି ରୋଗ ଶଯ୍ୟାରେ ପୀଡିତ ଥିଲେ,ଚେନାଇ ରେ ଚିକିସ୍ଥା ହେବାପରେ ନିଜ ମାଟି ଓଡିଶା କୁ ଫେରିବାକୁ ଚାହିଁଥିଲେ,ସେଥିପାଇଁ ତାଙ୍କୁ ଓଡିଶା ନେଇ ଆସିଥିଲେ ତାଙ୍କ ପରିବାର, କିଛିଦିନ ଭୁବନେଶ୍ୱରର ଏକ ଘରୋଇ ଚିକିସ୍ଥା ଳୟ ରେ ଚିକିତ୍ସା ହେବା ପରେ ତାଙ୍କୁ ଘରକୁ ପରିବାର ଲୋକେ ନେଇ ଯାଇଥିଲେ, ଆଜି ତାଙ୍କର ଦେହ ଅସୁସ୍ଥ […]

ଆଜିର ରାଶିଫଳ

*🌷💐🌹🌹💐🌷*ଅଦ୍ୟ ଜୁଲାଇ ୨୦ ତାରିଖ ୨୦୨୦ମସିହା(ସୋମବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-କୃଷ୍ଣପକ୍ଷତିଥି -ଅମାବାସ୍ୟା ରାତ୍ରି ଘ୧୦/୪୦ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର- ପୁନର୍ବସୁ ରାତ୍ର ଘ୦୯/୪୩ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ଚନ୍ଦ୍ର- ମିଥୁନ ଦିବା ଘ ୦୩/୫୨ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ହର୍ଷଣକରଣ-ନାଗସୂର୍ଯ୍ୟ -କର୍କଟ ୦୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୨/୨୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୬ ଯୋଗିନି ଐଶାନ୍ୟେ ରାତ୍ରି ଘ୧୦/୫୦ ଗତେ ପୂର୍ବେ ମିଥୁନ ରାଶିର ଘାତବାର ଅଦ୍ୟ ଅମାବାସ୍ଯା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ କାଳବେଳା […]

ବଡମ୍ବା ରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ବଡମ୍ବା,(ଉଲାପ୍ର)ବଡମ୍ବା ବ୍ଲକ ଗୋପୀନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କ ରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି,ରମେଶ ଚନ୍ଦ୍ର ବେହେରା ଙ୍କ ସଂଯୋଜନା ରେ ତୁଣପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପ୍ରହରାଜ,ସରପଞ୍ଚ ମିନତି ସାହୁ,ପ୍ରମୁଖ ଯୋଗଦେଇ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ, ସମ୍ବର୍ଦ୍ଧିତ ହୋଇଥିବା କ ରୋନା ଯୋଦ୍ଧା ମାନେ ହେଲେ ଡାକ୍ତର ସରୋଜ କୁମାର ପ୍ରଧାନ,ଶିକ୍ଷକ ରମେଶ ବେହେରା,ପ୍ରତାପ ଚନ୍ଦ୍ର ସାହୁ,ବୈଦ୍ୟନାଥ ସାହୁ,ଚିତ୍ତରଞ୍ଜନ ମହାପାତ୍ର, ସମସ୍ତ ଅଙ୍ଗନ ବାଡ଼ି କର୍ମୀ,ଆଶକର୍ମୀ,ସମାଜସେବୀ ଗୋବିନ୍ଦ […]

ଦିନକରେ ୫ ଶହ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ( ଉ ଲା ପ୍ର) ରାଜ୍ୟରେ ଆଜି ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୨ ହଜାର ୪୫୨ ପହଞ୍ଚିଲାଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଗଞ୍ଜାମରୁ ସର୍ବାଧିକ ୧୯୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡ଼ରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ଜଗତସିଂହପୁରରୁ ୧୮, ବାଲେଶ୍ୱରରୁ ୧୫, […]

ଚର୍ଚ୍ଚାରେ କଟକର ଗୋଲ୍ଡେନ୍‌ ମ୍ୟାନ୍‌ଙ୍କ ଗୋଲ୍ଡ ମାସ୍କ

କଟକ: ( ଉ ଲା ପ୍ର ) କରୋନାବେଳେ ମାସ୍କ ଫେସନ। କଟକର ଗୋଲ୍ଡେନ ମ୍ୟାନ(Golden Man) ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ। ମାସ୍କରେ ସୁନ୍ଦର କାରୁକାର୍ଯ୍ୟ ହୋଇଛି। ଏହି ମାସ୍କକୁ ନେଇ ଏବେ ଚର୍ଚ୍ଚାରେ କଟକର ଆଲୋକ ମହାନ୍ତି। ସୁନା ପ୍ରତି ଆଲୋକଙ୍କ ଅହେତୁକ ଦୁର୍ବଳତା ରହିଛି ବୋଲି […]

କରୋନାରୁ ସୁସ୍ଥ ହୋଇ ଫେରିଥିବା ବୃଦ୍ଧ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ( ଉ ଲା ପ୍ର ) ମହାମାରୀ କରୋନାକୁ ହରାଇ ସୁସ୍ଥ ହୋଇଥିବା ବୃଦ୍ଧ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏଭଳି ସଙ୍କଟ ସମୟରେ ବୃଦ୍ଧ ଦମ୍ପତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସିଏମ୍ଓ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ୮୫ ବର୍ଷିୟ ସୁରେନ୍ଦ୍ର ପତି ଓ ତାଙ୍କ ପତ୍ନୀ ୭୮ ବର୍ଷିୟା ସାବିତ୍ରୀ ପତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।୮୫ ବର୍ଷିୟ ସୁରେନ୍ଦ୍ର ପତି ଏବେ କ୍ୟାନସର ରୋଗରେ ପୀଡ଼ିତ […]