ବାଲିଚନ୍ଦ୍ରପୁର ବେଣିପୁର ରାସ୍ତାର ପୁନଃରୁଦ୍ଧାର ପାଇଁ ଦାନା ବାନ୍ଧୁଛି ଆନ୍ଦୋଳନ।

ବାଲିଚନ୍ଦ୍ରପୁର,(ଉଲାପ୍ର)କଟକ ଜିଲ୍ଲା ର ଜଗତପୁର ଠାରୁ ବିରୂପା ବ୍ଯାରେଜ ରୁ ଆରମ୍ଭ ହୋଇ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଲମ୍ବିଥିବା ପଟ୍ଟାମୁଣ୍ଡାଇ କେନାଲ ଯାହାକି କଟକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ହେକ୍ଟର ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ସହ ଏହାର ଉଭୟ ପାର୍ଶ୍ଵ ବନ୍ଧ ସ୍ଥଳ ବିଶେଷରେ ରାସ୍ତା ଓ ବନ୍ଯା ନିୟନ୍ତ୍ରଣ ପାଇଁ ବ୍ଯବହୃତ ହୋଇ ଆସୁଅଛି ।ଏହିରାସ୍ତା ଅଞ୍ଚଳବାସୀଙ୍କ ର ଏକ ପ୍ରମୁଖ ରାସ୍ତା ରୂପେ ବ୍ୟବହୃତ ହୋଇ ଆସୁଅଛି ।ଏହି […]

ସରକାରୀ ଜମିକୁ କେନ୍ଦ୍ରକରି ଧୁରୁଷିଆ ଗ୍ରାମରେ ହତ୍ୟାକାଣ୍ଡ,ଜଣେ ମୃତ,ସାତଜଣ ଅଟକ

ଆଠଗଡ,(ଉଲାପ୍ର)ଖୁଣ୍ଟୁଣି ଥାନା ଅନ୍ତର୍ଗତ ଧୁରୁଷିଆ ଗ୍ରାମର ପଂଚାୟତ ନିକଟରେ ଏକ ସରକାରୀ ଜମିକୁ କେନ୍ଦ୍ରକରି ଗତକାଲି ରାତିରେ ଏକ ହତ୍ୟାକାଣ୍ଡ ଘଟଣା ଘଟିଯାଇଛି,ଘଟଣା ସ୍ଥଳରେ କଟକ ଏସପି ଙ୍କ ସହିତ ଚୌଦ୍ୱାର ଡ଼ିଏସପି,ଖୁଣ୍ଟୁଣି ଥାନା ପୋଲିସ,ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଛନ୍ତି, ମୃତ ବ୍ୟକ୍ତି ଗୟାଧରଙ୍କ ଶବକୁ ପୋଲିସ ଜବତ କରି ବ୍ୟବଛେଦ ପାଇଁ ଆଠଗଡ ମେଡିକାଲ ପଠାଇଛନ୍ତି,ଖବର ନେବାରେ ଜଣାପଡିଛି ଧୁରୁଷିଆ ଗ୍ରାମର ଗୟାଧର ରାଉତଙ୍କ ପରିବାର ଓ ଶରତ ସାହୁଙ୍କ ପରିବାର ପଞ୍ଚାୟତ […]

*ଆଜିର ରାଶିଫଳ🌹🌷💐🌹🌷💐**🌹ମେଷ🌹👉:-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।* *🌹ବୃଷ🌹👉:-ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ […]

ଆଜିର ରାଶିଫଳ 🌷💐🌹💐🌷 ଅଦ୍ୟ ଜୁଲାଇ ୨୩ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ତୃତୀୟା ଦିନ ଘ୦୪/୪୧ ପର୍ଯ୍ୟନ୍ତ ତଦନ୍ତେ ଚତୃଥୀ ନକ୍ଷତ୍ର- ମଘା ଦିବା ଘ୦୫/୫୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫା ଚନ୍ଦ୍ର- ସିଂହଯୋଗ-ବ୍ୟତିପାତକରଣ-ତୈତିଲସୂର୍ଯ୍ୟ -କର୍କଟ ୦୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୩/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୨୬ ଯୋଗିନି ଅଗ୍ନିକୋଣେ ଦିବା ଘ୦୪/୪୨ଗତେ ନୈଋତକୋଣେକର୍କଟ ଓ ମକର ରାଶିର ଘାତଚାନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ତୃତୀୟାର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ […]

ବଡମ୍ବା ଥାନାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କଲେ ଏସପି

ଆଠଗଡ,(ଉଲାପ୍ର) କଟକ ଜିଲାର ବଡମ୍ବା ବ୍ଲକ କରୋନାର ହବ ପାଲଟି ଥିଲା ବୋଲି ସବୁଆଡେ ଆଲୋଚନା ହେଉଥିଲା,ବଡମ୍ବା ଥାନାର ସମସ୍ତ ଷ୍ଟାଫ ଯୋଉ ମାନେକି କରୋନା ଯୋଦ୍ଧା ଭାବେ କାମ କରୁଥିଲେ ସେମାନେ କରୋନା ଯୋଦ୍ଧା ବାହାରିବା ପରେ ପୋଲିସ ପାଇଁ ଓ ସ୍ଥାନୀୟ ଜନସାଧାରଣ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଥିଲା,ଏଥିରେ ବଡମ୍ବା ଥାନା ର ଆଇଆଇସି,ସମସ୍ତ ଷ୍ଟାଫ,ହୋମହାର୍ଡ,ଆଠଗଡ ଡିଏସପି,ପ୍ରମୁଖ ଓ ତାଙ୍କ ଡ୍ରାଇଭର ଓ ପରିବାର ଏଥିରେ ଆକ୍ରାନ୍ତ ହୋଇଥିଲେ,ସମସ୍ତେ ପଜିଟିଭ ହେବା […]

ଅମରନାଥ ଯାତ୍ରା ବାତିଲ ହେଲା

ନୂଆଦିଲ୍ଲୀ (ଉଲାପ୍ର) ପବିତ୍ର ଅମରନାଥ ଯାତ୍ରାକୁ ଜାମୁ କାଶ୍ମୀର ପ୍ରଶାସନ ବାତିଲ କରିଦେଇଛନ୍ତି,ଚଳିତ ମାସ ୨୧ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବାର ଥିଲା,କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏହି ଯାତ୍ରାକୁ ବାତିଲ କରାଯାଇଥିବା ଅମରନାଥ ପରିଚାଳନା ବୋର୍ଡ ବୈଠକ ରେ ଜାମୁ କାଶ୍ମୀର ଉପ ରାଜ୍ୟପାଳ ଗିରିଷ ଚନ୍ଦ୍ର ମୁର୍ମୁ ଘୋଷଣା କରିଛନ୍ତି।

ଆଜିର ରାଶିଫଳ*🌷💐🌹🌹💐🌷 ଅଦ୍ୟ ଜୁଲାଇ ୨୨ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ଦ୍ଵିତୀୟା ରାତ୍ରି ଘ୦୯/୦୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର- ଅଶ୍ଳେଷା ରାତ୍ର ଘ୦୭/୩୪ପର୍ଯ୍ୟନ୍ତ ତଦନ୍ତେ ମଘା ଚନ୍ଦ୍ର- କର୍କଟ ରାତ୍ର ଘ୦୭/୩୪ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ଅସୃକକରଣ-ବାଳବସୂର୍ଯ୍ୟ -କର୍କଟ ୦୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୩/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୩୬ ଯୋଗିନି ଉତ୍ତରେ ରାତ୍ରି ଘ୦୭/୦୪ ଗତେ ଅଗ୍ନିକୋଣେକର୍କଟ ଓ ମକର ରାଶିର ଘାତଚାନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ଦ୍ଵିତୀୟାର ଏକୋଦିଷ୍ଠ ଓ ପାର୍ବଣ […]