ଶ୍ରାବଣ ମାସରେ ଧବଳେଶ୍ବର ପୀଠ ଖାଁ ଖାଁ,ଜଳଲାଗି କଲେ ପୂଜକ

ଆଠଗଡ,(ଉଲାପ୍ର)ଶ୍ରାବଣ ମାସର ଚତୁର୍ଥ ସୋମବାର ରେ ଆଠଗଡ ର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠ ହୋଇ ଉଠିଛି ଖାଁ ଖାଁ,କରୋନା ଯେମିତି ସବୁ କିଛି ବିଗାଡି ଦେଇଛି,କରୋନା ମହାମାରୀ ଯୋଗୁ ପୀଠକୁ କୌଣସି ଭକ୍ତ ଆସୁନାହାନ୍ତି,କେବଳ ଧବଳେଶ୍ବର ପୂଜକ ସମାଜ ବାବାଙ୍କ ସେବା କରି ଆସୁଛନ୍ତି,ଆଜି ପୂଜକ ମାନେ ବାବାଙ୍କୁ ବେଲପତ୍ର ଓ ପଦ୍ମଫୁଲ ରେ ସଜାଇ ଥିବା ଦେଖା ଯାଇଛି,ପୀଠରେ ଶ୍ରାବଣ ମାସରେ ପୂଜକ ମାନେ ସଂସାରରୁ କରୋନା ଯେପରି ଦୁରୀଭୂତ ହୋଇଯିବ ବାବାଙ୍କ ନିକଟରେ […]

ଆଜିର ରାଶିଫଳ🌷🌹💐🌷 ଅଦ୍ୟ ଜୁଲାଇ ୨୭ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ସପ୍ତମୀ ଦିବା ଘ ୦୭/୨୭ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର- ଚିତ୍ରା ଦିବା ଘ୧୧/୧୭ ପର୍ଯ୍ୟନ୍ତ ତଦନ୍ତେ ସ୍ଵାତୀ ଚନ୍ଦ୍ର- ତୁଳାଯୋଗ-ସାଧ୍ୟକରଣ-ବାଣିଜ୍ୟସୂର୍ଯ୍ୟ -କର୍କଟ ୧୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୫୬ ଯୋଗିନୀ ବାୟବ୍ୟ ଦିବା ଘ୦୭/୨୮ ଗତେ ଐଶାନ୍ୟ ରେ ମିଥୁନ ରାଶି ର ଘାତବାର ଅଦ୍ୟ ଅଷ୍ଟମୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା – […]

ଭୁବନେଶ୍ୱର ରେ ଉଚ୍ଚ ପଦାଧିକାରୀ ମାନଙ୍କ ଦ୍ୱାରା କରୋନା ସଚେତନତା

ଭୁବନେଶ୍ୱର(ଉଲାପ୍ର)ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି ଆକ୍ଟିଭ୍‌ ସର୍ଭେଲାନ୍ସ ଟିମ କରୋନା ସ୍ଥିତି ଯାଞ୍ଚ କରୁଛନ୍ତି, ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ ହେଉଛି; ସଚେତକ ଆପ୍‌ କରାଯାଇଛି, ଏହାଦ୍ୱାରା ଉକ୍ତ ୱାର୍ଡରେ କେତେ ଆକ୍ରାନ୍ତ ଜଣାପଡୁଛି; ୬ ଜାଗାରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ କରାଯାଇଛି।ସେହିପରି*ଭୁବନେଶ୍ୱରରେ କରୋନା ସ୍ଥିତି ନେଇ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି, ବସ୍ତି ଅଞ୍ଚଳରୁ ଏବେ […]

ଓଡିଶା ଆନ୍ଧ୍ର ସୀମାରେ ମାଓବାଦୀ ପୋଲିସ ଗୁଳି ବିନି

ମୟମାଲକାନଗିରି,(ଉଲାପ୍ର)ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ୍ ମାଓବାଦୀ ଗୁଳି ବିନିମୟ ହୋଇଛି, ଚିତ୍ରକୋଣ୍ଡା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ଗୁଜେଡି ଜଙ୍ଗଲରେ ଗୁଳି ବିନିମୟ ଘଟଣା ଘଟିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି,ପୋଲିସ ଏନ୍‌କାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଖବର ଆସୁଛି,ଘଟଣାସ୍ଥଳରୁ ଟପ୍ ମାଓନେତା ରାମକୃଷ୍ଟ, ଉଦୟ, ଅରୁଣା ଓ ଜଗନ୍ ଫେରାର ହୋଇଯାଇଥିବା ଜଣା ପଡୁଛି,ମାଲକାନଗିରି ଜିଲ୍ଲା ପୋଲିସ କହିଛି ମାଓବାଦୀ ଙ୍କ ଉପରେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ।

ଆଜିର ରାଶିଫଳ🌹🌷💐🌹*🌹ମେଷ🌹👉: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।** *🌹ବୃଷ🌹👉: ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।**🌹ମିଥୁନ🌹👉: […]