କେରଳ କୋଝିକୋଡ଼ ରେ ଏୟାର ଇଣ୍ଡିଆ ବିମାନ ଲାଣ୍ଡିଙ୍ଗ ବେଳେ ଦୁର୍ଘଟଣା,ପାଇଲଟ ମୃତ,ଦୁବାଇ ରୁ ୧୯୧ ଯାତ୍ରୀଙ୍କୁ ନେଇ କେରଳ ଫେରୁଥିଲା ବିମାନ,ବହୁତ ଯାତ୍ରୀ ଆହତ,ଆହତ ଯାତ୍ରୀଙ୍କୁ ବିଭିନ୍ନ ମେଡିକାଲ ନିଆଯାଉଛି,ବର୍ଷା ପାଇଁ ବିମାନ ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି।

ବଡମ୍ବା ରେ ସ୍ୱାଧୀନତା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଡମ୍ବା,(ଉଲାପ୍ର)ବଡମ୍ବା ଟେନିସ୍ ପଡିଆରେ ୭୪ତମ ସ୍ଵାଧୀନତା ଦିବସ ନିରାଡମ୍ବର ସହକାରେ ପାଳନ କରାଯିବ। ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ ତହସିଲଦାର ଅନିଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତାଦିବସ ପାଳନ ଦିନ କେବଳ ଜାତୀୟ ପତାକା ସହ ଜାତୀୟ ସଙ୍ଗୀତ ଗାନ କରାଯିବ। ସମୂହ ପ୍ୟାରେଡ ହେବ ନାହିଁ। ଏହି ବୈଠକରେ ବଡମ୍ବା ନାଗରୀକ ମଞ୍ଚ ସଭାପତି ଅମିୟ କୁମାର ପଟ୍ଟନାୟକ, ଦୀପକ କୁମାର ସାହୁ, ଦେବରାଜ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ବେହେରା, ସନ୍ତୋଷ […]

ନରସିଂହପୁର ପାଇକପଡା ପାଟଣା ସଟଡାଉନ ହେଲା

ନରସିଂହପୁର,(ଉଲାପ୍ର)ନରସିଂହପୁର ତହସିଲ କାର୍ଯ୍ୟାଳୟର ଦୁଇ ଜଣ ଆର.ଆଇ.ଙ୍କର କରୋନା ପଜିଟିଭ ବାହାରିବା ପରେ ସର୍ବ ସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ପାଇକପଡା ସରପଞ୍ଚଙ୍କ ନିର୍ଦେଶ କ୍ରମେ ଆଜି ରାତି ୮ଘଟିକା ଠାରୁ ୭୨ ଘଣ୍ଟା ପାଇଁ ପାଇକ ପଡା ପାଟଣା ପଞ୍ଚାୟତ ଅଧିନ ସମସ୍ତ ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି,ଗତ କିଛିଦିନ ହେଲା ନରସିଂହପୁର ଅଞ୍ଚଳରେ ପଜିଟିଭ ସଂଖ୍ୟା ବଢୁଥିବା ଯୋଗୁ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଓ ସଟ ଡାଉନ ଘୋଷଣା କରାଯାଉଛି।

ଆଜିର ରାଶିଫଳ

🌷💐🌹🌹💐🌷ଅଦ୍ୟ ଅଗଷ୍ଟ ୦୭ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ଚତୁର୍ଥୀ ରାତ୍ରି ଘ ୦୧/୫୯ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ ୦୨/୦୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ରଚନ୍ଦ୍ର- କୁମ୍ଭ ଦିବା ଘ ୦୭/୨୬ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ଅତିଗଣ୍ଡକରଣ-ବବସୌରମାସ -କର୍କଟ ୨୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୯/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୧୦ ଯୋଗିନୀ ନୈଋତେ ରାତ୍ରୀ ଘ୦୨/୦୦ ଗତେ ଦକ୍ଷିଣେଧନୁ ରାଶିର ଘାତଚନ୍ଦ୍ରବିଛା, ଧନୁ ଓ ମୀନ ରାଶି ର ଘାତବାର ଅଦ୍ୟ ଚତୁର୍ଥୀର […]

ଆଜିର ରାଶିଫଳ

🌷💐🌹ଅଦ୍ୟ ଅଗଷ୍ଟ ୦୬ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ତୃତୀୟା ରାତ୍ରି ଘ ୧୧/୫୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର- ସତଭିିଷ। ଦିବା ଘ ୧୧/୪୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରଚନ୍ଦ୍ର- କୁମ୍ଭଯୋଗ-ଶୋଭନକରଣ-ବାଣିଜ୍ୟସୂର୍ଯ୍ୟ -କର୍କଟ ୨୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୮/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୪୦ ଯୋଗିନୀ ଅଗ୍ନିକୋଣେ ରାତ୍ରୀ ଘ୧୨/୦୦ ଗତେ ନୈଋତେମିଥୁନ ଓ ମିନ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶି ର ଘାତବାର ଅଦ୍ୟ ତୃତୀୟା ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ […]

ଜୀବନ ଜୀବିକାରେ ହାରି ଯାଇନାହାନ୍ତି ବଂଶୀଧର

ଆଠଗଡ(ଉଲାପ୍ର) ଆଠଗଡ ସହର କନ୍ତଲର ବଂଶୀଧର ପ୍ରଧାନ ।ପେସାରେ ଜଣେ ସିଲେଇ ମିସ୍ତ୍ରୀ, ସେ ଦୀର୍ଘ ୩୫ବର୍ଷ ଧରି ସିଲେଇ କାମ କରି ଆସୁଛନ୍ତି ଆଠଗଡ ରେ,ହେଲେ ଲକଡାଉନ ସତେ ଯେମିତି ତାଙ୍କ ହସ ଖୁସିର ସଂସାର ଉପରେ ସତେ ଯେମିତି ବାଧା ସୃଷ୍ଟି କରି ଦେଇଛି,କରୋନା ଯୋଗୁ ସବୁ ଆଡେ ଲକଡାଉନ ଓ ସଟଡାଉନ ହେବା ଯୋଗୁ ଦୋକାନ ବଜାର ବନ୍ଦ ରହିଲା,ଯାହା ଫଳରେ ସିଲେଇ କାରୀଗରଙ୍କ ହାତକୁ ଆଉ କାମ ଆସିଲା ନାହିଁ,ଯାହା ଫଳରେ […]

ଆଜିର ରାଶିଫଳ୫ ଜୁଲାଇ ୨୦୨୦ ମେଷ🌹👉:-ଆଜି ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। *ବୃଷ🌹👉:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା […]

ଟେଲର ଆସୋସିଏସନ ର ପ୍ରତିଷ୍ଠା ଦିବସ ପାଳନ।

ନରସିଂହପୁର(ଉଲାପ୍ର) ଅଲ ଓଡିଶା ଟେଲର ଆସୋସିଏସନ ତରଫରୁ ନରସିଂହପୁର ଠାରେ ସମ୍ପାଦକ କୃଷ୍ଣଚନ୍ଦ୍ର ବିନ୍ଧାଣୀରତ୍ନ ଙ୍କ ଆବାହକତ୍ବରେ ବ୍ଲକ ଚେୟାରମ୍ଯାନ କିଶୋର୍ ମିଶ୍ର, ସରପଞ୍ଚ ପ୍ରଭାକର ମିଶ୍ର, ପୁଲିସ ଏସ୍. ଆଇ ସମ୍ବିତ୍ ବେହେରା, ସାବିତ୍ରୀ ଦଲେଇ, ସସ୍ମିତା ମହାପାତ୍ର, ଭୂପେନ୍ କୁମାର ଦାସ, କାର୍ତ୍ତିକେଶ୍ଵର ନାଥ, ଦେବଦତ୍ତ ମଳୟ କୁମାର ବରାଳ, ତଥାଗତ ଶତପଥୀ ବିଶ୍ଵାଳ, ଅଜୟ କୁମାର ପଣ୍ଡା, ବୈକୁଣ୍ଠନାଥ ବିହାରୀ ନାୟକ, ବାସନ୍ତୀ ଦାସ, ମୋନାଲିସା ମଲିକ, ଆଇ. ଆଇ. ସି. ନରସିଂହପୁର […]