ଦୁର୍ଗା ପୂଜା ପାଇଁ ଆଠଗଡ ସହରରେ ମାଟି ଉଠିଲା

ଆଠଗଡ(ଉଲାପ୍ର)ପବିତ୍ର ଜନ୍ମାଷ୍ଟମୀ ଅବସରରେ ଦୁର୍ଗାଙ୍କ ପାଇଁ ମାଟି ଉଠିଛି,ଆଜିଠାରୁ ପାର୍ବଣର ଋତୁ ଆରମ୍ଭ ହୋଇଯାଇଛି,ହେଲେ ସବୁ କଟକଣା ଯେମିତି କ ରୋନା ର ଗାଇଡ଼ ଲାଇନ ରେ ଚାଲିଛି,ଆଠଗଡ ସହରର ଚାନ୍ଦବାଲି ଛକ ବଜାର,ଦୁର୍ଗା ବଜାର,ରାସରସିକ ପୁର ପୂଜା କମିଟି,କନ୍ତଲ ପୂଜା କମିଟି ଗୁଡିକର କର୍ମକର୍ତ୍ତା ମାନେ ନିରାଡ଼ମ୍ବର ଭାବେ ଅଳ୍ପ ସଂଖ୍ୟକ ବ୍ୟବସାୟୀ ସାପୁଆ ନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ମାଟି ଆଣି ନିଜ ପୂଜା ମଣ୍ଡପ ମାନଙ୍କରେ ସ୍ଥାପନା କରିଛନ୍ତି, ଅକ୍ଟୋବର ମାସ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୧୧ତାରିଖ ୨୦୨୦ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ସପ୍ତମୀ ଦିବା ଘ୦୯/୨୦ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର- ଦ୍ଵିଜା ରାତ୍ରି ଘ୦୧/୫୨ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାଚନ୍ଦ୍ର-ମେଷଯୋଗ-ଗଣ୍ଡକରଣ-ବବସୌରମାସ – କର୍କଟ ୨୭ ଦିନଅଦ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସୁର୍ୟୋଦୟ -ପ୍ରାତଃ ଘ୦୫/୩୦/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୦ ଯୋଗିନୀ ବାୟବ୍ୟେ ଦିବା ଘ୦୯/୨୦ ଗତେ ଐଶାନ୍ୟରେମେଷ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାର ଅଦ୍ୟ ଅଷ୍ଟମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ମୃତେ ଦୁଇପାଦ ଓ ଦିବା ଘ୦୯/୨୦ ଗତେ ଏକପାଦ […]

ବଡମ୍ବା ନରସିଂହପୁର ରେ ସେରୋ ଲୋଜିକାଲ ସର୍ଭେ ଆରମ୍ଭ

ନରସିଂହପୁର(ଉଲାପ୍ର)କଟକ ଜିଲା ନରସିଂହପୁର ବ୍ଲକ ରେ ଆର୍ ଏମ୍ ଆର୍ ସି ପକ୍ଷରୁ ବଡମ୍ବା,ନରସିଂହପୁର ବ୍ଲକ୍ର ବିଭିନ୍ନ ଗ୍ରାମରେ ସେରୋ ଲୋଜିକାଲ ସର୍ଭେ ଆରମ୍ଭ ହୋଇଛି,ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ନରସିଂହପୁର ଠାରେ ଏକ ବୈଠକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ସେରୋ ଲୋଜିକାଲ ସର୍ଭେ କୁ ଆରମ୍ଭ କରିଛନ୍ତି, ଏଥିରେ ନରସିଂହପୁର ବିଡିଓ ପ୍ରଶାନ୍ତ କୁମାର ତରାଇ,ଆରଏମଆରସି ର ଡାକ୍ତର ମାନେ ଯୋଗ ଦେଇଥିଲେ। ଆଜି ଠାରୁ […]

ବଡମ୍ବା,ନରସିଂହପୁର ରେ ସେରୋ ଲୋଜିକାଲ ସର୍ଭେ ଆରମ୍ଭ

ନରସିଂହପୁର(ଉଲାପ୍ର)କଟକ ଜିଲା ନରସିଂହପୁର ବ୍ଲକ ରେ ଆର୍ ଏମ୍ ଆର୍ ସି ପକ୍ଷରୁ ବଡମ୍ବା,ନରସିଂହପୁର ବ୍ଲକ୍ର ବିଭିନ୍ନ ଗ୍ରାମରେ ସେରୋ ଲୋଜିକାଲ ସର୍ଭେ ଆରମ୍ଭ ହୋଇଛି,ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ନରସିଂହପୁର ଠାରେ ଏକ ବୈଠକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ସେରୋ ଲୋଜିକାଲ ସର୍ଭେ କୁ ଆରମ୍ଭ କରିଛନ୍ତି, ଏଥିରେ ନରସିଂହପୁର ବିଡିଓ ପ୍ରଶାନ୍ତ କୁମାର ତରାଇ,ଆରଏମଆରସି ର ଡାକ୍ତର ମାନେ ଯୋଗ ଦେଇଥିଲେ। ଆଜି ଠାରୁ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୧୦ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ଷଷ୍ଠୀ ଦିବା ଘ୦୬/୫୨ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର- ଅଶ୍ୱିନୀ ରାତ୍ରି ଘ୧୦/୫୯ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜାଚନ୍ଦ୍ର-ମେଷଯୋଗ-ଶୂଳକରଣ-ବାଣିଜ୍ୟସୌରମାସ – କର୍କଟ ୨୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୯/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୨୦ ଯୋଗିନୀ ପଶ୍ଚିମେମେଷ ରାଶିର ଘାତଚନ୍ଦ୍ରମିଥୁନ ରାଶିର ଘାତବାର ଅଦ୍ୟ ସପ୍ତମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ମୃତେ ଦିବା ଘ୦୬/୫୨ ଗତେ ଏକପାଦ ପୁଷ୍କର ଦୋଷ କାଳବେଳା -ଦିବା ଘ୦୭/୦୪ଗତେ ଘ୦୮/୪୬ମଧ୍ୟେବାରବେଳା – […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୦୯ ତାରିଖ ୨୦୨୦ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ଷଷ୍ଠୀ ନକ୍ଷତ୍ର- ରେବତୀ ରାତ୍ରି ଘ୦୭/୫୭ ପର୍ଯ୍ୟନ୍ତ ତଦନ୍ତେ ଅଶ୍ୱିନୀଚନ୍ଦ୍ର- ମୀନ ରାତ୍ରି ଘ୦୭/୫୭ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ଧୃତିକରଣ-ଗରସୌରମାସ – କର୍କଟ ୨୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୯/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୨୦ ଯୋଗିନୀ ପଶ୍ଚିମେମେଷ ରାଶିର ଘାତଚନ୍ଦ୍ର ଓ ଘାତବାର ଅଦ୍ୟ ଷଷ୍ଠୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ମୃତେ ଏକପାଦ ପୁଷ୍କର ଦୋଷ କାଳବେଳା ଓ ବାରବେଳା – ଦିବା ଘ୧୦/୨୦ଗତେ ଘ୦୧/୪୨ମଧ୍ୟେ […]

ଆଠଗଡ କନ୍ଦରପୁର ପଞ୍ଚାୟତ ରେ ପାଇଖାନା ଖାଇଗଲେ କୁଜି ଠିକାଦାର

ଆଠଗଡ(ଉଲାପ୍ର)ଏ ରାଜ୍ୟରେ ସବୁ ଖାଇଗଲେ,କଣ ଖାଇଗଲେ,ଖାଦ୍ୟ ନୁହେଁ ପାଇଖାନା,ଏ କଳିଯୁଗରେ ପାଇଖାନା ଯୋଉଠି ମଳ ତ୍ୟାଗ କରିବା କଥା ତାକୁ ଖାଇବାକୁ ପଛାଉ ନାହାନ୍ତି ଠିକାଦାର ମାନେ,ଏ ଘଟଣା ଘଟିଛି ଆଠଗଡ ବ୍ଲକ କନ୍ଦରପୁର ପଞ୍ଚାୟତ ରେ,ପଞ୍ଚାୟତ ର କନ୍ଦରପୁର ଓ ନଣ୍ଡାଇଲୋ ମୌଜା ରେ ଗତ କିଛିମାସ ହେବ ଚଉଦ ଘରିଆର ଜଣେ ପାଇଖାନା ଠିକାଦାର ୨୦ରୁ ଅଧିକ ପାଇଖାନା କରି ଟଙ୍କା ଖାଇ ଯାଇଛି,ଆଉ ଏହି ସବୁ ପାଇଖାନା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି […]

ସ୍କୁଲ ପାଚେରି ଭାଙ୍ଗି ମାର୍କେଟ କମ୍ପ୍ଲେକ୍ସ କରିବା ନେଇ ଫାଣ୍ଡିରେ ଅଭିଯୋଗ

ନରସିଂହପୁର(ଉଲାପ୍ର) କଟକ ଜିଲା ନରସିଂହପୁର ବ୍ଲକ ର କମଳାଡ଼ିହ ପଞ୍ଚାୟତ ର ଚିନ୍ତାମଣି ବିଦ୍ୟାପୀଠ ର ପାଚେରି ଭାଙ୍ଗି କିଛି ରାଜନୈତିକ ଦଳ କାମକରିବା ସହ ସେହିଠାରେ ମାର୍କେଟ କମ୍ପ୍ଲେକ୍ସ ତିଆରି କରିବାକୁ ନେଇ ଆଜି ଯୋଡୁମୁ ଫାଣ୍ଡିରେ ଅଭିଯୋଗ ହୋଇଛି।ଘଟଣାରୁ ପ୍ରକାଶ ଯେ ନରସିଂହପୁର ଜୁଡୁମୁ ଫାଣ୍ଡି ଅଧିନସ୍ଥ କମଳାଡିହ ପଞ୍ଚାୟତ ରେ ଥିବା ଚିନ୍ତାମଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ଥିବା ପାଚେରୀକୁ ଭାଙ୍ଗି ସେହି ପଞ୍ଚାୟତ ର କିଛି ରାଜନୈତିକ ବ୍ୟକ୍ତି ଜୋର ଜବରଦସ୍ତ […]

କରୋନା ସମୟରେ ଚାଷୀଙ୍କ ଫସଲ ଚନ୍ଦକା ହାତୀପଲଙ୍କ ପାଦତଳେ

ଆଠଗଡ(ଉଲାପ୍ର)କରୋନା ସମୟରେ ଚାଷୀଙ୍କ ଝାଳ ବୁହା ଓ ମେହେନତ ର ଫଳ ଯାଇଛି ଚନ୍ଦକା ହାତୀପଲ ଙ୍କ ପାଦତଳେ, ଏ ଦୃଶ୍ୟ ହେଉଛି ଆଠଗଡ ବ୍ଲକ ଅନ୍ତର୍ଗତ ମହାକାଲବସ୍ତ ପଂଚାୟତ ରେ,ଗତ ପାଞ୍ଚ ମାସ ଧରି ସାଧାରଣ ଲୋକ ଲକଡାଉନ ଓ ସଟଡାଉନ ମଧ୍ୟରେ ରହିଥିବା ବେଳେ ଆଠଗଡ ବ୍ଲକ ମହାକାଲବସ୍ତ ଚାଷୀ ଜୀବନକୁ ଖାତିର ନକରି ଚାଷ ବାସ କରି କିଛି ଅର୍ଥ ରୋଜଗାର କରିବା ପାଇଁ ଚେଷ୍ଟା କରିଥିଲେ,ଏ ଚେଷ୍ଟା ଚାଷୀଙ୍କ ଯେମିତି ଫିକା […]

ଆଜିର ରାଶିଫଳ

*🌷💐🌹🌹💐*ଅଦ୍ୟ ଅଗଷ୍ଟ ୦୮ ତାରିଖ ୨୦୨୦ମସିହା(ଶନିବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ପଞ୍ଚମୀ ରାତ୍ରି ଘ୦୪/୧୮ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଟି ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୦୪/୫୨ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର- ମୀନଯୋଗ-ସୁକର୍ମାକରଣ-କୌଳବସୌରମାସ -କର୍କଟ ୨୪ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୯/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୪୦ ଯୋଗିନୀ ଦକ୍ଷିଣେ ରାତ୍ରୀ ଘ୦୪/୧୮ ଗତେ ପଶ୍ଚିମେଧନୁ ରାଶିର ଘାତଚନ୍ଦ୍ରବୃଷ , ସିଂହ ଓ କନ୍ୟା ରାଶି ର ଘାତବାର ଅଦ୍ୟ ପଞ୍ଚମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ମୃତେ ଏକପାଦ ପୁଷ୍କର ଦୋଷ […]