ଆଜିର ରାଶିଫଳ

୧୮ ଅଗଷ୍ଟ ୨୦୨୦ ମେଷ : 👉ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ :👉 ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୧୭ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ତ୍ରୟୋଦଶୀ ଦିବା ଘ୧୨/୨୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ପୁନର୍ବସୁ ଦିବା ଘ୦୭/୨୦ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟ।ଚନ୍ଦ୍ର-କର୍କଟଯୋଗ-ଆସୃକକରଣ-ବାଣିଜ୍ୟସୌରମାସ -ସିଂହ ୦୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୧/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୪୦ ଯୋଗିନୀ ଦକ୍ଷିଣେ ଦିବା ଘ୧୨/୨୭ ଗତେ ପଶ୍ଚିମେମିଥୁନ ରାଶିର ଘାତବାର ଅଦ୍ୟ ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ତ୍ରୟୋଦଶୀ ର ଏକୋଦିଷ୍ଟ ଶ୍ରାଦ୍ଧ ମୃତେ ଦିବା ଘ ୦୭/୨୦ ମଧ୍ୟେ ଏକପାଦ […]

ବାଦଲ ଫଟା ବର୍ଷାରେ ଆଠଗଡ ସହର ବେହାଲ

ଆଠଗଡ(ଉଲାପ୍ର)ଉଦୟ ଲାବଣ୍ୟ ସମ୍ବାଦପତ୍ର ଓ ଚାନେଲ ଯାହା ପୂର୍ବରୁ ଆଶା କରିଥିଲା ତାହା ଆଜି ସତ୍ୟରେ ପରିଣତ ହୋଇଛି,ପ୍ରବଳ ବର୍ଷାରେ ଆଜି ଆଠଗଡ ସହର ର ଅବସ୍ଥା ଆଜି ବେହାଲ ହୋଇ ପଡିଛି,ବାଦଲ ଫାଟିଲା ଭଳି ଆଜି ବର୍ଷା ହେବା ଫଳରେ ଚାନ୍ଦବାଲି ଛକ ରାସ୍ତାରେ ଦୁଇ ଫୁଟର ବର୍ଷା ପାଣି ଜମିବା ଫଳରେ ପାଣି ସବୁ ଦୋକାନ ମଧ୍ୟରେ ପଶି ଯାଇଥିଲା,ଆଠଗଡ ସହରରେ ଆରକେଡି ନିର୍ମାଣ କରିଥିବା ଡ୍ରେନ ନିର୍ମାଣ ସମ୍ପର୍କରେ ପୂର୍ବରୁ ଆଠଗଡ ସହରର […]

ଭୁବନେଶ୍ୱର,ଏଥର ବିନା ଛାତ୍ରଛାତ୍ରୀରେ ସ୍କୁଲରେ ପାଳନ ହେବ ସ୍ବାଧୀନତା ଦିବସ , ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ପାଳନ ହେବ ସ୍ବାଧୀନତା ଦିବସ, ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନିମନ୍ତ୍ରଣ କରାଯାଇପାରେ, VEC ନ ଥିଲେ ପତାକା ଉତ୍ତୋଳନ କରିବେ ପ୍ରଧାନ ଶିକ୍ଷକ*

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୧୩ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ନବମୀ ଦିବା ଘ୦୧/୦୯ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ରୋହିଣୀଚନ୍ଦ୍ର- ବୃଷଯୋଗ-ଧୃବକରଣ-ଗରସୌରମାସ – କର୍କଟ ୨୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୦/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୧୦ ଯୋଗିନୀ ପୂର୍ବେ ଦିବା ଘ୦୧/୧୦ ଗତେ ଉତ୍ତରେବିଛା ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ନବମୀ ର ଆକୋଦିଷ୍ଟ ଶ୍ରାଦ୍ଧ କାଳବେଳା ଓ ବାରବେଳା – ଦିବା ଘ୦୩/୨୦ଗତେ ଘ୦୬/୧୪ମଧ୍ୟେ ଅମୃତବେଳା-ଦିବା ଘ୧୦/୨୫ ଗତେ ଘ୧୨/୦୦ମଧ୍ୟେ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୧୧ତାରିଖ ୨୦୨୦ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ସପ୍ତମୀ ଦିବା ଘ୦୯/୨୦ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର- ଦ୍ଵିଜା ରାତ୍ରି ଘ୦୧/୫୨ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାଚନ୍ଦ୍ର-ମେଷଯୋଗ-ଗଣ୍ଡକରଣ-ବବସୌରମାସ – କର୍କଟ ୨୭ ଦିନଅଦ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସୁର୍ୟୋଦୟ -ପ୍ରାତଃ ଘ୦୫/୩୦/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୦ ଯୋଗିନୀ ବାୟବ୍ୟେ ଦିବା ଘ୦୯/୨୦ ଗତେ ଐଶାନ୍ୟରେମେଷ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାର ଅଦ୍ୟ ଅଷ୍ଟମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ମୃତେ ଦୁଇପାଦ ଓ ଦିବା ଘ୦୯/୨୦ ଗତେ ଏକପାଦ […]

ସାମାଜିକ ଦୂରତା ନାହିଁ ଆଠଗଡ ରାଧାଗୋବିନ୍ଦ ଜୀଉ ମନ୍ଦିରରେ

ଆଠଗଡ(ଉଲାପ୍ର)ଆଜି ଜନ୍ମାଷ୍ଟମୀ, ଏହି ଅବସରରେ ଆଠଗଡ ସହର ରାଧାଗୋବିନ୍ଦ ମନ୍ଦିର ରେ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି,ଭିଡକୁ ନିୟନ୍ତ୍ରଣ କରିବା ପାଇଁ ନା ଏଠି ପୋଲିସ ଅଛି ନା ଦେବୋତ୍ତର ପ୍ରଶାସନ, କେହିହେଲେ ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସ ମନ୍ଦିର ମଧ୍ୟରେ ଉପସ୍ଥିତ ନାହାନ୍ତି, କରୋନା ପାଇଁ ସବୁ ଦେବାଦେବୀ ମନ୍ଦିର ଉପରେ କଟକଣା ଲାଗିଛି,ଆଠଗଡ ମନ୍ଦିର ମାନଙ୍କରେ ମଧ୍ୟ କଟକଣା ଲାଗିଥିଲେ ମଧ୍ୟ ଭକ୍ତ ସାମାଜିକ ଦୂରତା କୁ ଜମାରୁ ମାନି ନାହାଁନ୍ତି, ମହିଳା […]