ଝାଡଖଣ୍ଡ, ଛତିଶଗଡ଼ ରେ ପ୍ରବଳ ବର୍ଷୁଛି

ଭୁବନେଶ୍ୱର(ଉଲା ପ୍ର)ଲଘୁଚାପ ଏବେ ଝାଡଖଣ୍ଡର ଦକ୍ଷିଣ ପଶ୍ଚିମ ଦିଗରେ ଉତର ଓ ଅଭ୍ୟନ୍ତରୀଣ ଓଡିଶା ଉପରେ ରହିଛି । ସମୁଦ୍ର ପତନରୁ ଏବେ ଲଘୁଚାପ ୭.୬ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରୁ ପଶ୍ଚିମଓଡିଶାରେ ବିଶେଷ କରି ବର୍ଷା ପ୍ରବଳ ରହିବ । ଆସନ୍ତା ୨୪ ଘଂଟାରେ ରାଜ୍ୟର ପଶ୍ଚିମଓଡିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ଛତିଶଗଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ସଂଭାବନା ରହିଥିବା ପୂର୍ବାନୁମାନ କରାଯାଇଛି […]

ମହାନଦୀ ରେ ଆସୁଛି ବଡବନ୍ୟା

ଭୁବନେଶ୍ୱର(ଉଲାପ୍ର)ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି ମହାନଦୀରେ ଆସୁଛି ବଡ ବନ୍ୟା । ମହାନଦୀର ଉପରମୁଣ୍ଡରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି,ସେ ଦୃଷ୍ଟିକୋଣରୁ ୩୬ ଘଣ୍ଟାରେ ମୁଣ୍ଡୁଳିରେ ପହଞ୍ଚିବ ବନ୍ୟାଜଳ । ମୁଣ୍ଡୁଳିରେ ସାଢେ ୧୦ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବାର ଥିବା ବେଳେ ଏହା ଠାରୁ ଅଧିକ ବନ୍ୟା ପ୍ରଭାହିତ ହେବାର ସମ୍ବାବନା ରହିଛି,ପାଞ୍ଚ ଗୋଟି ଜିଲା ଅଧିକ ପ୍ରଭାବିତ ହେବା ର ଆଶଙ୍କା ରହିଛି,ଏଗୁଡିକ ହେଲା କଟକ, […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୨୮ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ଦଶମୀ ଦିବା ଘ୦୮/୫୨ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ମୂଳା ଦିବା ଘ୦୧/୩୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ାଚନ୍ଦ୍ର-ଧନୁଯୋଗ-ପ୍ରିତିକରଣ-ଗରସୌରମାସ -ସିଂହ ୧୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୪/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୨୦ ଯୋଗିନୀ ଉତ୍ତରେ ଦିବା ଘ୦୮/୫୨ ଗତେ ଅଗ୍ନିକୋଣେତୁଳା ଓ କୁମ୍ଭ ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ଘାତବାର ଅଦ୍ୟ ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । କାଳବେଳା ଓ ବାର ବେଳା -ଦିବା ଘ୦୯/୦୧ଗତେ ଘ୧୨/୦୭ମଧ୍ୟେ […]

ପୂଜାଛୁଟି ଯାଏଁ ସବୁ ସ୍କୁଲ,କଲେଜ ବନ୍ଦ

ଭୁବନେଶ୍ବର, (ଉଲାପ୍ର)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ ଫୋକସ୍‌ ଦେବା ପାଇଁ […]

ଆଠଗଡ କୁଲାଇଲୋ ଅସ୍ଥିଶଲ୍ୟ ଚିକିସ୍ଥା ସେବାକେନ୍ଦ୍ର ଉପରେ ଢେଲାମାଡ

ଆଠଗଡ ବ୍ଲକ ଅନ୍ତର୍ଗତ କୁଲା ଇଲୋ ଅସ୍ଥି ଚିକିସ୍ଥା ସଦନ ଉପରେ ହୋଇଛି ଢେଲା ମାଡ଼,ଗତ ରବିବାର ଦିନ ଅପରାହ୍ନରେ ପୋଲିସ ଉପସ୍ଥିତିରେ ହୋଇଛି ଢେଲା ମାଡ଼,ଏହା ପୂର୍ବରୁ ଗତବର୍ଷ ସେହି ଅସ୍ଥି ସେବା ସଦନ ଉପରେ ବୋମା ମାଡ଼ ହୋଇଥିଲା,ଆହି ମାମଲା ଏବେବି ଆଠଗଡ ଥାନାରେ ଥିବା ବେଳେ ପୁନର୍ବାର ଅସ୍ଥିସଦନ ଉପରେ ଢେଲା ମାଡ ହେବା ଘଟଣା କୁ ନେଇ ରୋଗୀମାନେ ଭୟଭୀତ ଅଛନ୍ତି,ସୋମବାର ଦିନ ଅସ୍ଥିସଦନ ତରଫରୁ ଏକ ସାମ୍ବାଦିକ ସମିଳନୀ କରାଯାଇ […]

ଆଠଗଡ ବ୍ଲକ ଜେନାପଦା ଦଣ୍ଡା ରାସ୍ତା କାମନିମ୍ନମାନର ଅଭିଯୋଗ

ଆଠଗଡ,(ଉଲାପ୍ର)ଜେନାପଦା ଦଣ୍ଡା ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଆଠଗଡ ବ୍ଲକ ଜେନା ପଦା ଗ୍ରାମରେ ଏକ ଦଣ୍ଡା ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନ ହୋଇଥିବା ଅଭିଯୋଗ ହୋଇଛି,ଆଜି ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଖବର ପାଇ ଘଟଣା ସ୍ଥଳକୁ ଯାଇ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି,ବ୍ଲକ ତରଫରୁ ଏହି ଯୋଜନା ମାଧ୍ୟମରେ ଜନସାଧାରଣ ଙ୍କୁ କର୍ମନିଯୁକ୍ତି ଦେବାପାଇଁ ଏହି ଯୋଜନା କରାଯାଇଛି, […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୨୫ ତାରିଖ ୨୦୨୦ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ସପ୍ତମୀ ଦିବା ଘ୧୨/୪୮ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ବିଶାଖା ଦିବା ଘ୦୩/୦୧ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧାଚନ୍ଦ୍ର-ତୁଳା ଦିବା ଘ୦୮/୫୪ ପର୍ଯ୍ୟନ୍ତ ତଦନ୍ତେ ବିଛାଯୋଗ-ଇନ୍ଦ୍ରକରଣ-ବାଣିଜ୍ୟସୌରମାସ -ସିଂହ ୧୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୪/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୨୦ ଯୋଗିନୀ ବୟବ୍ୟେ ଦିବା ଘ୧୨/୪୮ ଗତେ ଐଶାନ୍ୟେମକର ରାଶିର ଘାତବାର ଅଦ୍ୟ ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ମୃତେ ତ୍ରିପାଦ ଦୋଷ ଓ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୨୪ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ଷଷ୍ଠୀ ଦିବା ଘ୦୨/୫୮ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ସ୍ଵାତୀ ଦିବା ଘ୦୪/୨୧ ପର୍ଯ୍ୟନ୍ତ ତଦନ୍ତେ ବିଶାଖାଚନ୍ଦ୍ର-ତୁଳାଯୋଗ-ବ୍ରହ୍ମକରଣ-ତୈତିଳସୌରମାସ -ସିଂହ ୦୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୩/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୫୦ ଯୋଗିନୀ ପଶ୍ଚିମେ ଦିବା ଘ୦୨/୫୮ ଗତେ ବୟବ୍ୟେମିଥୁନ ରାଶିର ଘାତବାର ଅଦ୍ୟ ଷଷ୍ଠୀର ଆକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ମୃତେ ଦିବା ଘ ୦୨/୫୮ ଗତେ ଏକପାଦ ଓ ଦିବା ଘ ୦୪/୨୨ ଦ୍ଵିପାଦ ପୁଷ୍କର […]

ଡିଜିଟାଲ ପ୍ଲାଟଫର୍ମ ରେ ଉଦୟଲାବଣ୍ୟ ଚାନେଲ ଆଉ ପାଦେ ଆଗକୁ,ଲୋକାର୍ପିତ ହେଲା ଆମ ଓଡ଼ିଶା ଏଣ୍ଟର ଟେନମେଣ୍ଟ ଚାନେଲ

ଆଠଗଡ, ଡିଜିଟାଲ ପ୍ଲାଟଫର୍ମ ରେ ଉଦୟଲାବଣ୍ୟ ୱେବ ଚାନେଲ ଆଉ ପାଦେ ଆଗକୁ ବଢିଛି,ପବିତ୍ର ଗଣେଶ ପୂଜା ଅବସରରେ ଆମ ଓଡ଼ିଶା ଏଣ୍ଟରଟେନମେଣ୍ଟ ଚାନେଲ ଲୋକାର୍ପିତ ହୋଇଛି ଆଠଗଡ଼ ର ଆରାଧ୍ୟ ଦେବ ଅଟ୍ଟାଳି ଜଗନ୍ନାଥଙ୍କ କରକମଳ ରେ,ଏହାକୁ ଲୋକାର୍ପିତ କରିଛନ୍ତି ଆଠଗଡ ର ବରିଷ୍ଠ ନାଗରିକ,ଆଇନଜୀବୀ, ଗଡଜାତ ପରିକ୍ରମା ଓ ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ, ଉଦୟ ଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି ଙ୍କ ସଭାପତିତ୍ୱ ରେ ଅଟ୍ଟାଳି ଜଗନ୍ନାଥଙ୍କ ମନ୍ଦିରରେ ସାମାଜିକ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୨୧ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ତୃତୀୟା ରାତ୍ର ଘ୧୧/୧୩ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ଉତ୍ତରାଫା ରାତ୍ର ଘ୧୦/୧୩ ପର୍ଯ୍ୟନ୍ତ ତଦନ୍ତେ ହସ୍ତାଚନ୍ଦ୍ର-ସିଂହ ପ୍ରାତଃ ଘ୦୬/୦୧ ପର୍ଯ୍ୟନ୍ତ ତଦନ୍ତେ କନ୍ୟାଯୋଗ-ସିଦ୍ଧିକରଣ-ତୈତିଳସୌରମାସ -ସିଂହ ୦୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୨/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୫୦ ଯୋଗିନୀ ଅଗ୍ନିକୋଣେ ରାତ୍ର ଘ୧୧/୧୩ ଗତେ ନୈରୁତେବୃଷ ରାଶିରେ ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ତୃତୀୟାର ଆକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ମୃତେ ରାତ୍ର ଘ […]