ଆଜିର ରାଶିଫଳ

ଅଦ୍ୟ ସେପଟେମ୍ବର ୦୨ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ପୂର୍ଣ୍ଣିମା ଦିବା ଘ୦୯/୨୭ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ଶତଭିଷା ଦିବା ଘ୦୫/୦୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରପଦଚନ୍ଦ୍ର-କୁମ୍ଭଯୋଗ-ସୁକର୍ମାକରଣ-ବାଳବସୌରମାସ -ସିଂହ ୧୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୪୯ ଯୋଗିନୀ ବାୟବ୍ୟେ ଦିବା ଘ୧୦/୨୩ ଗତେ ପୂର୍ବେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ପ୍ରତିପଦା ର ସମ୍ବସ୍ଛରିକ ଶ୍ରାଦ୍ଧ ମହାଳୟା ବିଧି ରେ ହେବ। କାଳବେଳା -ଦିବା ଘ୦୮/୫୨ଗତେ ଘ୧୦/୩୧ମଧ୍ୟେ […]

ଆଠଗଡ କଂଗ୍ରେସ ଦଳ ତରଫରୁ ଦ୍ୱିତୀୟ ଦିନ ପାଇଁ ବନ୍ୟା ପ୍ରପିଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଆଠଗଡ(ଉଲାପ୍ର)ଆଠଗଡ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ,ବଡନାଉପୁଟ ଓ ହାଟମାଳ ଗ୍ରାମ ପଂଚାୟତ ର ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଗ୍ରାମଗୁଡିକୁ ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ପ୍ରତିନିଧି ଦଳ ର ନେତୃତ୍ୱ ନେଇଥିଲେ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ର ବରିଷ୍ଠ ନେତା ଉମାବଲ୍ଲଭ ରଥ। ଏହି ପ୍ରତିନିଧି ଦଳ ଗଦାଧରପୁର ପଂଚାୟତ ର କୋଇଲି କନ୍ୟା, ରଘୁରାମପୁର, ହାଟମାଳ ପଞ୍ଚାୟତ ର ବିଷ୍ଣୁପୁର,ବଡ […]

ଆଠଗଡ ଦଶହରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଠଗଡ(ଉଲାପ୍ର)ଚଳିତବର୍ଷ ଆଠଗଡ ଦଶହରା କୋଭିଡ କଟକଣା ମଧ୍ୟରେ ପାଳିତ ହେବ,ମଙ୍ଗଳବାର ଅପରାହ୍ନରେ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଆଠଗଡ ଡ଼ିଏସପି ଆଲୋକ ରଞ୍ଜନ ରାୟ,ତହସିଲଦାର ତପନ କୁମାର ଖୁଣ୍ଟିଆ,ସୂଚନା ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ,ଏହି ବୈଠକରେ ଆଠଗଡ ସହରର ସମସ୍ତ ପୂଜା କମିଟିର ସଦସ୍ୟ,ସାହି ପୂଜାକମିଟି ସଦସ୍ୟ,ସାମ୍ବାଦିକ,ପୋଲିସ,ସାଧାରଣ ଜନତା ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ, ସର୍ବସମତି କ୍ରମେ ଚଳିତବର୍ଷ କୋଭିଡ କଟକଣା ଯୋଗୁ ଦଶହରା […]

ଆଜିର ରାଶିଫଳ

ଅଦ୍ୟ ସେପଟେମ୍ବର ୦୧ ତାରିଖ ୨୦୨୦ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ଚତୁର୍ଦ୍ଦଶୀ ଦିବା ଘ୦୯/୨୭ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-ଧନିଷ୍ଟା ଦିବା ଘ୦୫/୦୯ ପର୍ଯ୍ୟନ୍ତ ତଦନ୍ତେ ଶତଭିଷାଚନ୍ଦ୍ର-କୁମ୍ଭଯୋଗ-ଅତିଗଣ୍ଡକରଣ-ବାଣିଜ୍ୟସୌରମାସ -ସିଂହ ୧୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୪୯ ଯୋଗିନୀ ପଶ୍ଚିମେ ଦିବା ଘ୦୯/୨୮ ଗତେ ବାୟବ୍ୟେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର ଅଦ୍ୟ ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । କାଳବେଳା -ଦିବା ଘ୦୧/୨୦ଗତେ ଘ୦୨/୫୩ ମଧ୍ୟେ ବାର ବେଳା […]

ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ରେ ଭୂଷିତ ହୋଇଥିବା ପ୍ରଣବ ମୁଖାର୍ଜୀ ଙ୍କ ପରଲୋକ

ନୂଆଦିଲ୍ଲୀ(ଉଲାପ୍ର)ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଉପାଧି ରେ ଭୂଷିତ ହୋଇଥିବା ପ୍ରଣବ ମୁଖାର୍ଜୀ ଙ୍କ ୮୪ବର୍ଷ ବୟସରେ ଆର୍ମି ହସ୍ପିଟାଲ ରେ ପରଲୋକ ହୋଇଯାଇଛି,୨୦୧୯ ରେ ତାଙ୍କୁ ଭାରତରତ୍ନ ରେ ଭୂଷିତ କରାଯାଇଥିଲା,ସେ ପାଞ୍ଚଥର ରାଜ୍ୟସଭାକୁ ଓ ଦୁଇଥର ଲୋକସଭା କୁ ନିର୍ବାଚିତ ହୋଇଥିଲେ, ସେ ଥିଲେ କଂଗ୍ରେସ ର ଜଣେ ଟାଣୁଆ ନେତା,ପୂର୍ବତନ ପ୍ରଧାନମନ୍ତ୍ରୀ ଇଣ୍ଡିରାଗାନ୍ଧୀଙ୍କ ସେ ଥିଲେ ଜଣେ ଅତ୍ୟନ୍ତ ବିଶ୍ୱସ୍ତ,ଇଣ୍ଡିରାଗାନ୍ଧୀ,ରାଜୀଵଗାନ୍ଧି,ପିଭି ନରସିଂହ ରାଓ ଙ୍କ ସମୟରେ ସେ ଥିଲେ କଂଗ୍ରେସ ର […]

ଭର୍ଚୁଆଲ ବ୍ୟଙ୍ଗ ବର୍ଷା; ତୃତୀୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀ

ଭୁବନେଶ୍ବର/ମଣିଷକୁ ଖୁସି ନାମକ ଅମୃତ ପ୍ରଦାନରେ ହାସ୍ୟବ୍ୟଙ୍ଗ ସାହିତ୍ୟର ପ୍ରମୁଖ ଭୂମିକା ରହିଛି ବୋଲି ୩ୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀରେ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଓଡିଆ ହାସ୍ୟକବି ସମ୍ମିଳନୀର ସଂଯୋଜକ ଡଃ କୁଳାଙ୍ଗାରଙ୍କ ପୈାରହିତ୍ୟରେ ଆୟୋଜିତ ଅନ୍ଲାଇନ୍ ଆସରକୁ ଉଦ୍ଘାଟନ କରି ବିଶିଷ୍ଟ ବ୍ୟଙ୍ଗକାର ପୀତବାସ ରାଉତରାୟ ଜଗନ୍ନାଥଙ୍କ ମୁହଁର ହସ ପରି ଚିରକାଳ ମଣିଷ ହାସ୍ୟଗ୍ରାହୀ ବୋଲି ବର୍ଣ୍ଣନା କରିବା ସହିତ ସାମାଜିକ ଗଣମାଧ୍ୟମରେ ଅଧିକାଂଶ ରଚନା ହାସ୍ୟବ୍ୟଙ୍ଗଯୁକ୍ତ ହେଉଥିବା […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୩୦ ତାରିଖ ୨୦୨୦ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ଦ୍ୱାଦଶୀ ଦିବା ଘ୦୮/୧୮ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର-ଉତ୍ତରାଷାଢ଼ା ଦିବା ଘ୦୨/୩୧ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣାଚନ୍ଦ୍ର-ମକରଯୋଗ-ସୌଭାଗ୍ୟକରଣ-ବାଳବସୌରମାସ -ସିଂହ ୧୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୫/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୨୯ ଯୋଗିନୀ ନୈରୁତକୋଣେ ଦିବା ଘ୦୮/୧୯ ଗତେ ଦକ୍ଷିଣେସିଂହ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । କାଳବେଳା ଓ ବାର ବେଳା – ଦିବା ଘ୧୦/୧୮ଗତେ ଘ୦୧/୨୭ ମଧ୍ୟେ […]

ଖୋର୍ଦ୍ଧା ଓ କଟକ ଜିଲ୍ଲା ୧୫ ଦିନ ସଂପୂର୍ଣ୍ଣ ସଟ୍‌ଡାଉନ ଘୋଷଣା ନେଇ ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ (ଉଲାପ୍ର)କରୋନ ଭୂତାଣୁ ସଂକ୍ରମଣକୁ ନେଇ ଦେଖାଦେଇଥିବା ସ୍ଥିତିର ନିୟନ୍ତ୍ରଣ ପାଇଁ ‌ଖୋର୍ଦ୍ଧା, କଟକ ଓ ଗଞ୍ଜାମ ସହିତ ରେଡ୍ ଜୋନରେ ଥିବା ସମସ୍ତ ଜିଲ୍ଲା ଓ ଅଞ୍ଚଳକୁ ୧୫ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରାଯାଉ ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଜୁଲାଇ ମାସରୁ ରାଜ୍ୟରେ କରେନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହୁ […]

ସେତୁ ସାଜିଲା ଫେସବୁକ,ହଜି ଯାଇଥିବା ବାପାକୁ ଖୋଜି ପାଇଲା ପୁଅ

ଫୁଲବାଣୀ(ଉଲାପ୍ର)ହଜି ଯାଇଥିବା ବାପାଙ୍କୁ ଖୋଜି ପାଇଲେ ପୁଅ। ତା’ ପୁଣି ଫେସବୁକ୍ ପୋଷ୍ଟ ଜରିଆରେ। କୋରାପୁଟ ଜୟପୁରର ତ୍ରିନାଥ ସାହୁ ମାନସିକ ଭାରସାମ୍ୟ ହରାଇ ଗତ କିଛି ଦିନ ଧରି ନିଖୋଜ ଥିଲେ। ଗତ ୬ ମାସ ହେବ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିଲା।ଏନେଇ ତ୍ରିନାଥଙ୍କ ପରିବାର ଲୋକେ ଚିନ୍ତିତ ଥିବା ବେଳେ ତ୍ରିନାଥଙ୍କ ପୁଅ ସୁମନ ଫେସବୁକ୍‌ରେ ଦେଖିଥିଲେ। ତାଙ୍କ ବାପା କନ୍ଧମାଳ ରାଇକିଆରେ ଅଛନ୍ତି। କିଛି ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ଏସମ୍ପର୍କରେ […]