ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଜିପି ଅଭୟଙ୍କ ସୂଚନା,ଛତିଶଗଡ଼ର ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ ୭ ଆହତଙ୍କର ରାୟପୁର ମେଡିକାଲରେ ଚିକିତ୍ସା ଚାଲିଛି,ରାୟପୁର ଯାଉଛନ୍ତି ପଦ୍ମପୁର SDPO,୫୯ ଜଣ ସୁରକ୍ଷିତ ନିରାପଦ ଅଛନ୍ତି ରାୟପୁର ପୋଲିସର ସୂଚନା ଅନୁସାରେ ୮ ମୃତ,ଭୋର ୩ଟା ୩୦ରେ ଘଟିଛି ଦୁର୍ଘଟଣା

ଆଜିର ରାଶିଫଳ

ଅଦ୍ୟ ସେପଟେମ୍ବର ୦୫ ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-କୃଷ୍ଣପକ୍ଷତିଥି -ତୃତୀୟା ଦିବା ଘ୦୪/୫୦ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ରେବତୀ ରାତ୍ରି ଘ୦୩/୧୭ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀଚନ୍ଦ୍ର- ମୀନ ରାତ୍ରି ଘ୦୩/୧୭ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ଗଣ୍ଡକରଣ-ବିଷ୍ଟିସୌରମାସ -ସିଂହ ୨୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୦୯ ଯୋଗିନୀ ଅଗ୍ନିକୋଣେ ଦିବା ଘ୦୪/୫୦ ଗତେ ନୈରୁତେମେଷ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ତୃତୀୟା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧି ରେ ହେବ। […]

ରବିବାର କଟକ ଜିଲ୍ଲା କଂଗ୍ରେସ ଆଠଗଡ, ବଡମ୍ବା ନିର୍ବାଚନ ମଣ୍ଡଳୀ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବ

ଆଠଗଡ(ଉଲାପ୍ର)ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶକ୍ରମେ ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ କୁ ପରିଦର୍ଶନ କରିବା ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଗୁରୁପଦ ନନ୍ଦ ,କଟକ ର ମାନ୍ୟବର ବିଧାୟକ ଶ୍ରୀ ମହମ୍ମଦ ମୋକିମ , ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ , ବିଶ୍ୱଜିତ ଦାସ,ନିକୁଞ୍ଜ ପଶାୟତ ପ୍ରମୁଖ ନେତୃବୃନ୍ଦ ଆସନ୍ତା ରବିବାର ଦିନ ଆଠଗଡ,ତିଗିରିଆ ,ବଡମ୍ବା, ନରସିଂପୁର ଓ ବାଙ୍କୀ ନିର୍ବାଚନମଣ୍ଡଳୀ ଗସ୍ତକରି ବନ୍ୟାଦ୍ୱାରା କ୍ଷୟକ୍ଷତି ର ଆକଳନ କରିବା ସହ ସ୍ଥାନୀୟ […]

ଜାମ୍ମୁ ଓ କାଶ୍ମୀର: ଶ୍ରୀନଗରର ପାଣ୍ଡାଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପର୍ଦାଫାସ, ୫ ଜଣ ISJK ଆତଙ୍କବାଦୀ ଗିରଫ, ୨ଟି ଆମ୍ବୁଲାନ୍ସ ଓ ଗୋଟିଏ ବାଇକ୍ ଜବତ; ଏମାନେ ଆତଙ୍କବାଦୀ ଆକ୍ରମଣ ପାଇଁ ଗାଡ଼ି ଓ ଗୋଳା ବାରୁଦ ଯୋଗାଇଥିଲେ*

ଆଜିର ରାଶିଫଳ

ଅଦ୍ୟ ସେପଟେମ୍ବର ୦୪ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-କୃଷ୍ଣପକ୍ଷତିଥି -ଦ୍ଵିତୀୟା ଦିବା ଘ୦୨/୩୦ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ଉତ୍ତରଭାଦ୍ରପଦ ରାତ୍ରି ଘ୧୨/୨୩ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର- ମୀନଯୋଗ-ଶୂଳକରଣ-ଗରସୌରମାସ -ସିଂହ ୨୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୫୯ ଯୋଗିନୀ ଉତ୍ତରେ ଦିବା ଘ୦୨/୩୦ ଗତେ ଅଗ୍ନିକୋଣେଧନୁ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ଦ୍ଵିତୀୟା ର ଏକୋଦିଷ୍ଟ ସମ୍ବସ୍ଛରିକ ଶ୍ରାଦ୍ଧ ମହାଳୟା ବିଧି ରେ ହେବ। କାଳବେଳା ଓ ବାର […]

ଆଜିର ରାଶିଫଳ

ଅଦ୍ୟ ସେପଟେମ୍ବର ୦୩ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ପ୍ରତିପଦ ଦିବା ଘ୧୨/୨୩ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ନକ୍ଷତ୍ର-ପୂର୍ବଭାଦ୍ରପଦ ରାତ୍ରି ଘ୦୯/୩୪ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ରପଦଚନ୍ଦ୍ର-କୁମ୍ଭ ଦିବା ଘ୦୨/୫୬ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ଧୃତିକରଣ-କୌଳବସୌରମାସ -ସିଂହ ୧୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୨୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୫୯ ଯୋଗିନୀ ପୂର୍ବେ ଦିବା ଘ୧୨/୨୩ ଗତେ ଉତ୍ତରେଧନୁ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ଦ୍ଵିତୀୟା ର ସମ୍ବସ୍ଛରିକ ଶ୍ରାଦ୍ଧ ମହାଳୟା ବିଧି ରେ […]

ଆଠଗଡ ଖୁଣ୍ଟୁଣି ରାସ୍ତାର ଈଶ୍ୱରା ନିକଟରେ ମୁହାଁମୁହିଁ ବାଇକ ଧକା,ଜଣେ ଯୁବକ ମୃତ,ଅନ୍ୟଜଣେ ଗୁରୁତର

ଆଠଗଡ(ଉଲାପ୍ର) ଆଠଗଡ ଖୁଣ୍ଟୁଣି ରାସ୍ତାର ଇଶ୍ବରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମୃତୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଆଠଗଡ ମେଡିକାଲ ରେ ଭର୍ତି ହୋଇଛନ୍ତି, ମୃତକ ଜଣକ ହେଲେ ତୋଟାପଡା ଗ୍ରାମର ଅଜୟ ମହାନ୍ତି ଓ ଗୁରୁତର ଆହତ ଜଣଙ୍କ ହେଲେ ଖୁଣ୍ଟୁଣୀ ଗ୍ରାମର ସ୍ୟୈମ୍ଯ ରଞ୍ଜନ ସାହୁ ।ଘଟଣାରୁ ଜଣାପଡିଛି ଆଜି ଦିନ ଦୁଇଟା ସମୟରେ ଅଜୟ ମହାନ୍ତି ଦ୍ରୁତ ଗତିରେ ତୋଟାପଡାରୁ ଆଠଗଡ ପଦ୍ମସାହି ଶଶୁର […]

ଓଡିଶା ଚାଷୀଙ୍କ ୟୁରିଆ ସାର ଛତିଶଗଡ, ଆନ୍ଧ୍ରପ୍ରଦେଶ, ବେଙ୍ଗଲ କୁ ଚୋରା ଚାଲାଣ ଅଭିଯୋଗବରଗଡ଼(ଉଲାପ୍ର୍) କେନ୍ଦ୍ର ସରକାର ଓଡିଶା ଚାଷୀଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ସାର ଯୋଗାଇ ଦେଇଥିବା ବେଳେ ରାଜ୍ୟ କୃଷି ବିଭାଗର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଓଡିଶା ଚାଷୀ କଲା ବଜାରରେ ୫ ଶହ ରୁ ୬ ଶହ ଟଙ୍କା ଦେଇ ୟୁରିଆ ସାର କିଣୁଥିବା ବେଳେ ଓଡିଶା ଚାଷୀଙ୍କ ସାର ବ୍ଯାପକ ମାତ୍ରାରେ ସୀମାନ୍ତବର୍ତ୍ତୀ ଛତିଶଗଡ, […]