ସରକାର ଅସମ୍ବାଧାନିକ ଭାବେ ସରପଞ୍ଚ ଙ୍କୁ ବହିସ୍କାର କଲେ ଅଦାଲତ ର ଆଶ୍ରୟ ନେବି ବୋଲି କହିଲେ ନିରୁପାସିଂ

ପଦ୍ମପୁର,(ଉଲାପ୍ର)ରାଜ୍ୟ ସରକାର ଅସମ୍ବାଧାନିକ ଉପାୟରେ ସରପଞ୍ଚ ନିରୂପା ସିଂ ଙ୍କୁ ବହିସ୍କାର କରିଛନ୍ତି , ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବେ ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପାସିଂ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଆଜି ନିରୂପା ସିଂ ଅଭିଯୋଗ କରିଛନ୍ତି ଯେ , ବିରୋଧି ସରପଞ୍ଚ ମାନଙ୍କୁ ବ୍ଲକ ଏବଂ ଜିଲ୍ଲା ଅଧିକାରୀ ମାନେ ବିଭିନ୍ନ ଉପାୟରେ ହଇରାଣ ହରକତ କରିବା […]

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କୁ ଛାତ୍ର ପ୍ରତିନିଧି ଙ୍କ ଦାବିପତ୍ର

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କୁ ଏବିଭିପି ଛାତ୍ରଛାତ୍ରୀ ମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ନଗର ସମ୍ପାଦକ ଅରିଜିତ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ଛାତ୍ର ପ୍ରତିନିଧି ଦଳ ଅଧ୍ୟକ୍ଷ ଙ୍କୁ ଦେଖାକରି ug ରେ ହେବାକୁ ଥିବା ପରୀକ୍ଷା ପାଇଁ ସମସ୍ତ ଦ୍ଵନ୍ଦ ଦୂର କରିବାକୁ ଅନୁରୋଧ କରିଛନ୍ତି, ଏହି ଦାବିପତ୍ର ରେ ଏକ ଚାରିଦଫା ଦାବିପତ୍ର ପ୍ରଦାନ କରାଯାଇଛି।

ଧବଳେଶ୍ବର ମନ୍ଦିରରେ ଆଜିଠାରୁ ପୂଜକ ମାନେ ଆରମ୍ଭ କଲେ ଧର୍ମଘଟ

ଆଠଗଡ(ଉଲାପ୍ର)କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ରାଜ୍ୟରେ ଜୁନ ମାସରୁ ଦେବାଦେବୀ ମନ୍ଦିର କ ରୋନା କଟକଣା ମଧ୍ୟରେ ଖୋଲାଯାଇଥିଲେ ମଧ୍ୟ ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ଦେବାଦେବୀ ମନ୍ଦିର ଖୋଲିବା ପାଇଁ ସରକାର ଅନୁମତି ଦେଉନାହାନ୍ତି, ଏହାକୁ ବିରୋଧ କରିଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ,ଏ ସମ୍ପର୍କରେ ଏକ ଦାବିପତ୍ର ଦେବୋତ୍ତର ଆୟୁକ୍ତ ଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ସେବାୟତ ସଂଘ,ଯେଉଁ ମନ୍ଦିର ଗୁଡିକ ରାଜ୍ୟ ଦେବୋତ୍ତର ଅଧୀନରେ […]

ଭାଇକୁ ଆକ୍ରମଣ କରି ଭଉଣୀ କୁ ଅପହରଣ

ଜୟପୁର,ଅଧରାତିରେ ଆକ୍ରମଣ ଓ ଅପହରଣ । ଦୁର୍ବୃତ୍ତ ପ୍ରଥମେ ଭାଇକୁ ଆକ୍ରମଣ କରି ଭଉଣୀକୁ ଅପହରଣ କରିନେଲେ । ଆଉ ତାପରେ ନିଛାଟିଆ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ । ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବୃତ୍ତଙ୍କୁ ଚକମା ଦେଇ ଖସିଆସିଲେ ଯୁବତୀ । ଭାଇର ଅଭିଯୋଗ ପରେ ଯୁବତୀଙ୍କୁ ଉଦ୍ଧାର କରି ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏପରି ଘଟଣା ଘଟିଛି ଜୟପୁର ସହରରେ । ଗତକାଲି ରାତିରେ ଛତିଶଗଡ଼ରୁ ରାତିରେ […]

ଆଜିର ରାଶିଫଳ

ଅଦ୍ୟ ସେପଟେମ୍ବର ୦୭ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-କୃଷ୍ଣପକ୍ଷତିଥି -ପଞ୍ଚମୀ ରାତ୍ରି ଘ୧୦/୦୨ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର-ଅଶ୍ଵିନୀ ଦିବା ଘ୦୬/୨୯ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜାଚନ୍ଦ୍ର- ମେଷଯୋଗ-ଧ୍ରୁବକରଣ-କୌଲବସୌରମାସ -ସିଂହ ୨୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୧୯ ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୦୨ ଗତେ ପଶ୍ଚିମରେମେଷ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ପଞ୍ଚମୀ ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧି ରେ ହେବ। କାଳବେଳା -ଦିବା ଘ୦୭/୧୫ଗତେ ଘ୦୮/୫୩ ମଧ୍ୟେ […]

ଆଠଗଡ, ତିଗିରିଆ,ବାଙ୍କି ବନ୍ୟାଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ କଟକ ଜିଲ୍ଲା କଂଗ୍ରେସ କମିଟି

ଆଠଗଡ(ଉଲାପ୍ର)ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶକ୍ରମେ ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ କୁ ପରିଦର୍ଶନ କରିବା ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଗୁରୁପଦ ନନ୍ଦ ,କଟକ ର ମାନ୍ୟବର ବିଧାୟକ ଶ୍ରୀ ମହମ୍ମଦ ମୋକିମ , ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ , ବିଶ୍ୱଜିତ ଦାସ,ନିକୁଞ୍ଜ ପଶାୟତ ପ୍ରମୁଖ ନେତୃବୃନ୍ଦ ଆଜି ଆଠଗଡ,ତିଗିରିଆଓ ବାଙ୍କୀ ନିର୍ବାଚନମଣ୍ଡଳୀ ଗସ୍ତକରି ବନ୍ୟାଦ୍ୱାରା କ୍ଷୟକ୍ଷତି ର ଆକଳନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ସକାଳ […]

ଖୋର୍ଦ୍ଧା ରେ କରୋନା କାବୁ ପାଇଁ ଗଞ୍ଜାମ ରଣନୀତି

ଭୁବନେଶ୍ୱର(ଉଲାପ୍ର)ଖୋର୍ଦ୍ଧାରେ କରୋନା ମୁକାବିଲା ପାଇଁ ନୂଆ ରଣନୀତି ଆପଣେଇବେ ସରକାର । ଖୋର୍ଦ୍ଧାରେ ଅଣାୟତ୍ତ କରୋନା ସ୍ଥିତିରେ ରୋକ ଲଗାଇବାକୁ ଲାଗୁ ହେବ ଗଞ୍ଜାମ ରଣନୀତି । କୋଭିଡ ସ୍ଥିତି ସମୀକ୍ଷା ପାଇଁ ବସିଥିବା ବୈଠକରେ ରାଜଧାନୀ ଭୁବନେଶ୍ୱର ସହ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯାଇଛି । ଗଞ୍ଜାମରେ କୋଭିଡ୍ ନିୟନ୍ତ୍ରଣ ରଣନୀତି ସଫଳ ହେବା ପରେ ଗଞ୍ଜାମ୍ ଜିଲ୍ଲା କରୋନା ନିୟନ୍ତ୍ରଣ ଦାୟିତ୍ଵରେ ଥିବା ଆଇଏଏସ ଅଧିକାରୀ ବିଶାଲ ସିଂଙ୍କୁ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ କୋଭିଡ୍ […]

IPL କାର୍ଯ୍ୟସୂଚୀ ଘୋଷିତ

IPL 2020: ଜାରି ହେଲା ଆଇପିଏଲ କାର୍ଯ୍ୟସୂଚୀ, ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍, ଜାଣନ୍ତୁ କେବେ କାହା ସହ ମୁକାବିଲା ନୂଆଦିଲ୍ଲୀ(ଉଲାପ୍ର)କରୋନା କାରଣରୁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା ହୋଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ଅନୁଯାୟୀ ଟୂର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସେପ୍ଟେମ୍ବର ୧୯ରେ ଆବୁଧାବିରେ ଖେଳାଯିବ। ଏହା ସହିତ କ୍ରୀଡାସୂଚୀକୁ ନେଇ ଅପେକ୍ଷାର […]

ଆଜିର ରାଶିଫଳ

ଅଦ୍ୟ ସେପଟେମ୍ବର ୦୬ ତାରିଖ ୨୦୨୦ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-କୃଷ୍ଣପକ୍ଷତିଥି -ଚତୁର୍ଥୀ ରାତ୍ର ଘ୦୭/୨୭ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର-ଅଶ୍ଵିନୀଚନ୍ଦ୍ର- ମେଷଯୋଗ-ବୃଦ୍ଧିକରଣ-ବବସୌରମାସ -ସିଂହ ୨୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୧୯ ଯୋଗିନୀ ନୈରୁତେ ଦିବା ଘ୦୭/୨୭ ଗତେ ଦକ୍ଷିଣେମେଷ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ଚତୁର୍ଥୀ ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧି ରେ ହେବ। କାଳବେଳା ଓ ବାର ବେଳା – ଦିବା ଘ୧୦/୧୩ଗତେ ଘ୦୧/୧୮ ମଧ୍ୟେ ବିଶୁଦ୍ଧ […]