ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି ନେଇ ଗଣଧାରଣା ଆରମ୍ଭ

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା ଯୋଗଦାନ କରି ଏହି ଗଣଧାରଣାକୁ ସମର୍ଥନ ଜଣାଇଥିଲେ. କୋରାନା ର ଭୟା ଭୟତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ଗଣଧାରଣା କାର୍ଯ୍ୟକ୍ରମ ଆରମ୍ଭ ହାଇଥିଲା. ସୂଚନା ଅନୁଯାଇ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୦୫ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ତୃତୀୟା ଦିବା ଘ୧୦/୧୭ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ଦ୍ଵିଜା ଦିବା ଘ୦୩/୫୫ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକା ଚନ୍ଦ୍ର- ମେଷ ରାତ୍ରି ଘ୧୦/୩୯ ପର୍ଯ୍ୟନ୍ତ ତଦନ୍ତେ ବୃଷଯୋଗ-ବଜ୍ରକରଣ-ବିଷ୍ଟିସୌରମାସ -କନ୍ୟା ୨୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୩/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୧୯ ଯୋଗିନୀ ଅଗ୍ନିକୋଣେ ଦିବା ଘ୧୦/୧୮ ପର୍ଯ୍ୟନ୍ତ ତଦନ୍ତେ ନୈରୁତେମେଷ ରାଶି ର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ଚତୁର୍ଥୀ ର ପାର୍ବଣ ଶ୍ରାଦ୍ଧ । […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୦୩ ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ଦ୍ଵିତୀୟା ନକ୍ଷତ୍ର-ରେବତୀ ଦିବା ଘ୦୯/୪୪ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀଚନ୍ଦ୍ର- ମୀନ ଦିବା ଘ୦୯/୪୪ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ବ୍ୟାଘାତକରଣ-ତୈତିଳସୌରମାସ -କନ୍ୟା ୧୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୨/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୦୯ ଯୋଗିନୀ ଉତ୍ତରେମେଷ ରାଶି ର ଘାତଚନ୍ଦ୍ର ବୃଷ, ସିଂହ,ଓ କନ୍ୟା ରାଶିର ଘାତବାର ଅଦ୍ୟ ଦ୍ଵିତୀୟାର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କାଳବେଳା -ଦିବା ଘ୦୭/୧୨ମଧ୍ୟେ ଓ ଘ ୦୪/୦୧ଗତେ ଘ୦୫/୩୨ ମଧ୍ୟେ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୦୨ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ପ୍ରତିପଦ ରାତ୍ରି ଘ୦୫/୦୩ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ନକ୍ଷତ୍ର-ଉତ୍ତରଭାଦ୍ର ପ୍ରାତଃ ଘ୦୬/୪୨ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର- ମୀନଯୋଗ-ଧ୍ରୁବକରଣ-ବାଳବସୌରମାସ -କନ୍ୟା ୧୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୨/୨୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୦୯ ଯୋଗିନୀ ପୂର୍ବେ ରାତ୍ରି ଘ୦୫/୦୩ ଗତେ ଉତ୍ତରେଧନୁ ରାଶି ର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ପ୍ରତିପଦାର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କାଳବେଳା ଓ ବାରବେଳା – […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୦୧ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ ଶୁକ୍ଳପକ୍ଷତିଥି-ପୂର୍ଣ୍ଣିମା ରାତ୍ରି ଘ୦୨/୪୦ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ଉତ୍ତରଭାଦ୍ରଚନ୍ଦ୍ର- ମୀନଯୋଗ-ବୃଦ୍ଧିକରଣ-ବିଷ୍ଟିସୌରମାସ -କନ୍ୟା ୧୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୨/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୫୯ ଯୋଗିନୀ ବାୟବ୍ୟେ ରାତ୍ରି ଘ୦୨/୪୦ ଗତେ ପୂର୍ବେଧନୁ ରାଶି ର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ପୂର୍ଣ୍ଣିମାର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କାଳବେଳା ଓ ବାରବେଳା – ଦିବା ଘ୦୨/୩୫ଗତେ ଘ୦୫/୩୪ ମଧ୍ୟେ ବିଶୁଦ୍ଧ […]

ହସ୍ପିଟାଲ ଭିତରେ ହେଉଛି ଚୋରି! କରୋନା ରୋଗୀଙ୍କୁ ବି ଛାଡିଲେନି, ମୃତ୍ୟୁ ହେବା ପରେ ଚୋରି କରିନେଲେ କାନଫୁଲ

ଭୁବନେଶ୍ୱର(ଉଲାପ୍ର)କରୋନା ମୃତକଙ୍କୁ ବି ଛାଡିଲେନି । ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ୭୫ ବର୍ଷର ମହିଳାଙ୍କ ଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି । ମହିଳା ଜଣକ କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ । ହେଲେ ପରିବାର ଲୋକ ମହିଳାଙ୍କ କାନଫୁଲ ନଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକ ଏମ୍ସର ଅଧୀକ୍ଷକଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କପିଳପ୍ରସାଦ […]

ସଂକ୍ରମଣ ବଢ଼ିବା ପରେ ଚେତା ପଶିଲା : ଶ୍ରୀମନ୍ଦିରରେ ଆଜିଠୁ ପୁଣି ଯାଞ୍ଚ କଡ଼ାକଡ଼ି; ପଜିଟିଭ୍‌ ଥାଇ ସେବାୟତ ଧରାପଡ଼ିଲେ ହେବେ ଗିରଫ

👉 ଶ୍ରୀମନ୍ଦିରରେ ସେବାୟତ ସଂକ୍ରମଣ ସଂଖ୍ୟା ବଢିବା ପରେ ଆକ୍ସନରେ ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଶ୍ରୀମନ୍ଦିରରେ ଆଜିଠୁ ପୁଣି ଯାଂଚ କଡାକଡି ହୋଇଛି । ଶ୍ରୀମନ୍ଦିରରେ ବର୍ତମାନସୁଦ୍ଧା କରୋନା ସଂକ୍ରମିତ ସେବାୟତଙ୍କ ସଂଖ୍ୟା ୪ ଶହ ଡେଇଁଲାଣି । ୫୩ ଜଣ ଶ୍ରୀମନ୍ଦିର କର୍ମଚାରୀ ସଂକ୍ରମିତ ହୋଇସାରିଲେଣି । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ପ୍ରଶାସନର ଚିନ୍ତା ବଢିଯାଇଛି । ଏଥିଲାଗି ଯାଂଚ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଥର୍ମାଲ ସ୍କିନିଂ, ସାନିଟାଇଜର ଆଦିର ବ୍ୟବସ୍ଥା […]

ଆଠଗଡ ସହର ଦ୍ୱିତୀୟ ଦିନ ପାଇଁ ସଟଡାଉନ

ଆଠଗଡ(ଉଲାପ୍ର)କରୋନା ସ୍ଥିତିକୁ ଦେଖି ଆଠଗଡ ସହରର ବ୍ୟବସାୟୀ ମାନେ ସହରକୁ ଦ୍ୱିତୀୟ ଦିନ ପାଇଁ ସଟଡାଉନ କରି ସହରର ସମସ୍ତ ଦୋକାନ ବଜାର ବନ୍ଦ ରଖିଛନ୍ତି,ଆଠଗଡ ସହର ସହିତ ଗ୍ରାମାଞ୍ଚଳରେ ଦିନକୁ ଦିନ କରୋନା ବେକାବୁ ହେଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଆଠଗଡ ସହରର ବ୍ୟବସାୟୀ ମାନେ ଏକାଠି ହୋଇଥିଲେ,ଆଉ ସହରକୁ ୪୮ ଘଣ୍ଟା ପାଇଁ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ସମସ୍ତ ବ୍ୟବସାୟୀ ଓ ପ୍ରଶାସନ ମଧ୍ୟ ସ୍ୱାଗତ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ୩୦ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ ଶୁକ୍ଳପକ୍ଷତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୧୨/୧୭ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-ପୂର୍ବଭାଦ୍ର ରାତ୍ରି ଘ ୦୩/୫୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ରଚନ୍ଦ୍ର- କୁମ୍ଭ ରାତ୍ରି ଘ ୦୯/୧୧ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ଗଣ୍ଡକରଣ-ଗରସୌରମାସ -କନ୍ୟା ୧୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୧/୨୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୩୯ ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୧୭ ଗତେ ବାୟବ୍ୟେଧନୁ ରାଶି ର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ଚତୁର୍ଦ୍ଦଶୀର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ […]