ଆଠଗଡ ଈଶ୍ୱରା ଗ୍ରାମରେ ଖାଇଗଲେ ପୋଖରୀ ଖୋଳା ଟଙ୍କା

ଆଠଗଡ(ଉଲାପ୍ର)ଆଠଗଡ ରେ ଦୁର୍ନୀତିର ଚେର ଲମ୍ବି ଲମ୍ବି ଚାଲିଛି,ସୋସାଇଟି ଦୁର୍ନୀତି ପରେ ଏବେ ଆସିଛି ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଦୁର୍ନୀତି,ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ରେ ମହାଘୋଟଲା ହୋଇଥିବା ଅଭିଯୋଗ କରିଛନ୍ତି ଜବ କାର୍ଡ ଧାରୀ ମାନେ, ଦୋରଡ଼ ପଂଚାୟତର ଜବକାଡ ଧାରୀମାନଙ୍କୁ ଇଶ୍ୱରା ଗ୍ରାମରେ ପୋଖରୀ ଖୋଲିବାକୁ କହି ଗାଁ ଟାଉତର ମନେ କାମ କରାଇଥିଲେ,ହେଲେ ଶ୍ରମିକ ମାନଙ୍କର ଜବ କାର୍ଡ ଥିଲେ ମଧ୍ୟ ସେମାନଙ୍କୁ ଠିକଣା ସମୟରେ ପ୍ରାପ୍ୟ ମିଳିଲା ନାହିଁ,ଯାହା ଫଳରେ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୧୫ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ତ୍ରୟୋଦଶୀ ଦିବା ଘ୦୮/୪୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ଉତ୍ତରା:ଫା ସଂ ଘ୦୬/୪୭ ପର୍ଯ୍ୟନ୍ତ ତଦନ୍ତେ ହସ୍ତା ଚନ୍ଦ୍ର- କନ୍ୟାଯୋଗ-ବ୍ରହ୍ମକରଣ -ବାଣିଜ୍ୟସୌରମାସ -କନ୍ୟା ୩୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୫/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୦୯ ଯୋଗିନୀ ଦକ୍ଷିଣେ ଦିବା ଘ୦୮/୪୯ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମରେବୃଷ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶି ର ଘାତବାର ଅଦ୍ୟ ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା ଓ […]

ଆଜିର ରାଶିଫଳ

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୧୩ ତାରିଖ ୨୦୨୦ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ଏକାଦଶୀ ଦିବା ଘ୦୨/୩୪ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର-ମଘା ରାତ୍ରି ଘ୧୧/୩୩ ପର୍ଯ୍ୟନ୍ତ ତଦନ୍ତେ ପୂର୍ବା: ଫା ଚନ୍ଦ୍ର- ସିଂହଯୋଗ-ଶୁଭକରଣ -ବାଳବସୌରମାସ -କନ୍ୟା ୨୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୫/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/୨୯ ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୩୪ ପର୍ଯ୍ୟନ୍ତ ତଦନ୍ତେ ନୈଋତରେକର୍କଟ ଓ ମକର ରାଶିର ଘାତଚନ୍ଦ୍ରମକର ରାଶି ର ଘାତବାର ଅଦ୍ୟ ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ […]

ଆଜିର ରାଶିଫଳ

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୧୨ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ଦଶମୀ ଦିବା ଘ୦୪/୩୪ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୦୧/୦୩ ପର୍ଯ୍ୟନ୍ତ ତଦନ୍ତେ ମଘା ଚନ୍ଦ୍ର- କର୍କଟ ରାତ୍ରି ଘ୦୧/୦୩ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ- ସାଧ୍ୟକରଣ -ବିଷ୍ଟିସୌରମାସ -କନ୍ୟା ୨୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୪/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୨୯ ଯୋଗିନୀ ଉତ୍ତରେ ଦିବା ଘ୦୪/୩୪ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେମିଥୁନ ରାଶି ର ଘାତବାର ଅଦ୍ୟ ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୧୦ ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ଅଷ୍ଟମୀ ସଂ ଘ୦୬/୦୮ ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ପୁନର୍ବସୁ ରାତ୍ରି ଘ୦୧/୪୯ ପର୍ଯ୍ୟନ୍ତ ତଦନ୍ତେ ପୂଷ୍ୟା ଚନ୍ଦ୍ର-ମିଥୁନ ରାତ୍ରି ଘ୦୭/୪୨ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ଶିବକରଣ-କୌଲବସୌରମାସ -କନ୍ୟା ୨୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୩/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୪୯ ଯୋଗିନୀ ଐଶାନ୍ୟେ ସଂ ଘ୦୦୬/୦୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେକନ୍ୟା ରାଶି ର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ଅଷ୍ଟମୀ ର ଏକୋଦିଷ୍ଟ ଓ […]

ଆଠଗଡର ବିଶିଷ୍ଠ ସ୍ଥପତି, ଚିତ୍ରକର ଶ୍ୟାମ ସୁନ୍ଦର ପଟ୍ଟନାୟକ ପାଇବେ ଚଳିତବର୍ଷର ଇଲାପଣ୍ଡା ପୁରସ୍କାର

ଆଠଗଡ(ଉଲାପ୍ର)ଆଠଗଡ ର ବିଶିଷ୍ଠ ସ୍ଥପତି,ଚିତ୍ରକର ଶ୍ୟାମ ସୁନ୍ଦର ପଟ୍ଟନାୟକ ପାଇବେ ଚଳିତବର୍ଷ ଇମ୍ଫା ତରଫରୁ ଇଲା ପଣ୍ଡା ପୁରସ୍କାର, ପୁରସ୍କାର ବାବଦକୁ ପାଇବେ ଦେଢଲକ୍ଷ ଟଙ୍କା ଓ ସମ୍ମାନ ପତ୍ର, ଆଠଗଡ ରେ ସେ ମୂଷି ଭାଇ ନାମରେ ପରିଚିତ,ଖାରବେଳଙ୍କ ଚିତ୍ରକରି ସେ ଓଡ଼ିଶାରେ ବେଶ ପରିଚିତ ହୋଇଛନ୍ତି,ଖଣ୍ଡଗିରି ରେ ଯୋଉ ଚିତ୍ର ସବୁ ଦେଖୁଛନ୍ତି ତାହା ତାଙ୍କରି ହାତରୁ ଝଲସି ଉଠୁଛି,ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ ଏହି ପୁରସ୍କାର ପାଇବା ପରେ ଉଦୟ ଲାବଣ୍ୟ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୦୯ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ସପ୍ତମୀ ସଂ ଘ୦୫/୪୪ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ଆଦ୍ରା ରାତ୍ରି ଘ୦୧/୦୩ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ଚନ୍ଦ୍ର-ମିଥୁନଯୋଗ-ପରିଘକରଣ-ବବସୌରମାସ -କନ୍ୟା ୨୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୩/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୪୯ ଯୋଗିନୀ ବାୟବ୍ୟେ ସଂ ଘ୦୫/୪୪ ପର୍ଯ୍ୟନ୍ତ ତଦନ୍ତେ ଐଶାନେକନ୍ୟା ରାଶି ର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କାଳବେଳା ଓ […]

ଆଠଗଡ ଏନଏସି ରେ କୋଟିକୋଟି ଟଙ୍କା ଦୁର୍ନୀତି,ପ୍ରଭାତ,ଦିଲୀପ,ଜୟନ୍ତ ସବୁ ଖାଇଗଲେ,କାର୍ଯ୍ୟାଦେଶ ନପାଇ ହୋଇଛି କାମ,ଉଠି ଯାଇଛି ବିଲ

ଆଠଗଡ(ଉଲାପ୍ର)ଆଠଗଡ ରେ ସୋସାଇଟି ଦୁର୍ନୀତି ର ପରଦା ଫାସ ପରେ ଏବେ ଯୁବ ସଙ୍ଗଠକ ଅଭୟ ବାରିକ ଆଠଗଡ ଏନଏସି ଉପରେ ନିଶାନା କରିଛନ୍ତି,ଆଠଗଡ ଏ ନ ଏ ସି ରେ ଦୀର୍ଘବର୍ଷ ହେଲା ଦୁର୍ନୀତି ଚାଲି ରହିଥିଲେ ମଧ୍ୟ କୌଣସି ବି ଦଳ ଏହା ଉପରେ ମୁହଁ ଖୋଲୁ ନଥିଲେ,ଅଭୟଙ୍କ ସହଯୋଗୀ ସରୋଜ ଦାସ ବାରମ୍ବାର ଏ ନ ଏ ସି ରେ ସୂଚନା ଅଧିକାର ଆଇନ ବଳରେ ଯୋଉ ତଥ୍ୟ ମାଗୁଛନ୍ତି ଏ ନ […]

ଭୋକ ଉପାସରେ ଦିନ କାଟୁଛନ୍ତି ବୁଣାକାର ପରିବାର।ବିକ୍ରି ହେଉନି ଲୁଗା କି ମିଳୁନି କଞ୍ଚାମାଲ

। ନୂଆପାଟଣା(ଉଲାପ୍ର)କୋଭିଡ ମହାମାରୀ କଟକଣାକୁ ୭ ମାସ ବିତିଲାଣି ହେଲେ କଟକ ଜିଲ୍ଲା ତିଗିରିଆ ବ୍ଲକ ନୂଆପାଟଣାର ବୁଣାକାର ପରିବାର ଏବେ ଦୟନୀୟ ପରିସ୍ଥିତି ରେ ଦିନ କାଟୁଛନ୍ତି।ତିଗିରିଆ ବ୍ଲକର ନୂଆପାଟଣା ପଞ୍ଚାୟତ ରେ ପାଖାପାଖି ୪ ହଜାରରୁ ଉର୍ଧ ବୁଣାକାରପାଟଶାଢୀ,ଖଣ୍ଡୁଆପାଟ,ବାନ୍ଧଶାଢୀ ବୁଣି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି ।ହେଲେ କୋରୋନା ମହାମାରୀ ଏବେ ସେମାନଙ୍କ ଉପରେ ଚଡକ ପକାଇଛି । ବିକ୍ରୀ ହେଉନି ଲୁଗା କି ଆସୁନାହି କଞ୍ଚାମାଲ, ଯାହାଫଳରେ ପେଟ କୁ ଦୁଇମୁଠା ଖାଦ୍ୟ […]

ଭିଜିଲାସନ୍ସ ଜାଲରେ ବିଦୁତ ବିଭାଗ ଜେଈ

ଛତିଆ,(ଉଲାପ୍ର)ଭିଜିଲାନ୍ସ ଜାଲରେ ବିଦୁତ ବିଭାଗ je. ବଡ଼ଚଣା ବିଦୁତ ଉପଖଣ୍ଡ ର je ସ୍ୱାଧୀନ କୁମାର ସାହୁ 10000 ଟଙ୍କା ଲାଞ୍ଚ ନେଉ ଥିବା ବେଳେ, ଯାଜପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି, ସ୍ଥାନୀୟ ଚଣ୍ଡିଖୋଲ ନିକଟ ନୂଆ ସୂଂଗୁଡା ଗ୍ରାମରର ଚିତରଞ୍ଜନ ନାୟକ ଘର ପାଖରେ ଥିବା 11 kv ବିଦୁତ ଲାଇନ ସ୍ଥାନାନ୍ତର ନେଇ ବଡ଼ଚଣା ବିଦୁତ ବିଭାଗ କୁ ଲିଖିତ ଅଭିଯୋଗ କରି ଥିଲେ, ଏ ନେଇ ବାରମ୍ବାର ଅଫିସ କୁ ଯାଇ […]