ଢେଙ୍କାନାଳ ରେ ଇଦ ପାଳିତ

ଢେଙ୍କାନାଳ ( ଉଲ୍ଲାପ୍ର )ଆଜି ହେଉଛି ଇଦ୍ ମୁବାରକ ବା ଇଦୁଲଫିତର। ଯାହାକି ମୁସଲମାନ ସମ୍ପ୍ରଦାୟର ବହୁ ବିଶିଷ୍ଟ ପର୍ବ। ବର୍ଷକରେ ଥରେ ଆସୁଥିବା ଏହି ପର୍ବ କୁ ମୁସଲମାନ ଭାଇ ଓ ଭଉଣୀମାନେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥାନ୍ତି। ତେବେ ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ମିନା ବଜାର ସ୍ଥିତ ଜାମା ମସଜିଦ ଠାରେ ସକାଳ ୯ ଘଣ୍ଟିକା ସମୟରେ ଇମାମ ସାହାବ ମୈାଲାନା ମୁଦସିର ଅହେମଦ ନମାଜ ପାଠ କରିବା ପରେ […]

ମତ୍ସ୍ୟ ଓ ପଶୁ ସମ୍ପଦ ସ୍ୱତନ୍ତ୍ର ସଚିବ ଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ

ଫୁଲବାଣୀ (ସୁନୀଲ ପଟନାୟକ )ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ସ୍ୱତନ୍ତ୍ର ପ୍ରକଳ୍ପ ତଥା ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ କୁମାର ବଶିଷ୍ଟ କନ୍ଧମାଳ ଗସ୍ତ ରେ ଆସି ଶୁକ୍ରବାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବିଭି ନ୍ନ ଅଂଚଳ ରେ ଚାଲିଥିବା କେତକ ଉନ୍ନୟନ ମୂଳକ କାର୍ଯ୍ୟ ମାନ ବୁଲି ଦେଖିବା ସହ ଲୋକଙ୍କୁ ପଚାରି ବୁଝିଥିଲେ lକାର୍ଯ୍ୟ ର ମାନ କିଭଳି ରହି ଛି, ଲୋକେ ସରକାରୀ ଯୋଜନା ର ସୁଫଳ ପାଉଛନ୍ତିକିନାହିଁ, […]

ନାବାଳିକା ଦୁଷ୍କର୍ମ ଉଦ୍ୟମ କାରୀ କୁ ୩ ବର୍ଷ ଜେଲ ଓ ଜରିମାନା

ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଏକ ନା ବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାର ବିଚାରକରି ଅଭିଯୁକ୍ତ ସୁଧାକର ପୃଷ୍ଟି ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ସୂଚନା ଯୋଗ୍ୟ ଯେ, ଅକ୍ଟୋବର ଚବିସ ୨0୨ 0 ରେ ନାବାଳିକା ଜଣକ ଫୁଲ ତୋଳିବାକୁ ସ୍କୁଲ […]

ଜି. ଉଦୟଗିରି ଏନ ଏ ସି ରେ ଜଳ ଛତ୍ର

ଫୁଲବାଣୀ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଏନ ଏ ସି ପକ୍ଷରୁ ଅଧ୍ୟକ୍ଷା ଶ୍ରୀମତୀ ଭାନୁ ପ୍ରଭା ମିଶ୍ର, ଓ ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ଙ୍କ ଆନ୍ତରିକତା ଓ ନିଷ୍ଠା ପର ଉଦ୍ୟମ କ୍ରମେ ବିଭିନ୍ନ ସ୍ଥାନରେ ଜଳ ଛତ୍ର ମାନ ଖୋଲାଯାଇଛି lସହର ର ବଜାର ଛକ, ଆହାର କେନ୍ଦ୍ର, ବ୍ଲକ, ଏନଏ ସି ଛକ ଆଦି […]

ଯୁବକ ମୃତ୍ୟୁ ନେଇ ପୋଲିସ ତଦନ୍ତ ରେ ଅବହେଳା ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଲିପକ ପ୍ରଧାନ ନାମକ ଏକ ଯୁବକ ରମୃତ୍ୟୁ ଘଟଣାରେ ତଦନ୍ତ ରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହୋଇଛିlସୂଚନା ଯୋଗ୍ୟ ଯେ, ଗତ ୬ ଏପ୍ରିଲ ରେ ଲିପକ ର ମୃତଦେହ ଏକ ମହୁଲ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା l ତେବେ ଲିପକ କୁ ହତ୍ୟା କରାଯାଇ ପରବର୍ତୀ ଅବସ୍ଥାରେ ଗଛରେ ଟାଙ୍ଗି ଦେଇଥିବା ପରିବାରଲୋକେ ଅଭଯୋଗ କରିଛନ୍ତ୍ତି lଲିପକ ଘରୁ ଦଣ୍ଡ […]

ବାଇକ ଦୂର୍ଘଟଣା ରେ ସାମ୍ବାଦିକ ଗୁରୁତର

ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାରକନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବରିଷ୍ଠ ସାମ୍ବାଦିକ ତଥା କେ ଡି ଯେ ଏ ର କାର୍ଯ୍ୟକାରୀ ସଦସ୍ୟ ରଜତ ନାୟକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇପଡିଥିବାବେଳେ ଗୁରୁତର ହୋଇପଡିଛନ୍ତି l ରଜତ ଦିନ ଦୁଇଟାରେ ବାଇକ ଚଳାଇ ଘରକୁ ଯାଉଥିବାବେଳେ ରାସ୍ତାରେ ଥିବା ଗାଈପଲ ସହ ବାଇକ ଧକା ହେବା ଫଳରେ ସେ ବାଇକ ସହ ଛି ଟିକିପଡ଼ିଥିଲେ lତାଙ୍କର ମୁଣ୍ଡ, ରେ ଆଘାତ ହେବl ସହ ଦୁଇ ହାତ […]

ଡଙ୍ଗର.ମହୋତ୍ସବ 2023 ଉଦଘାଟିତ

ଫୁଲବାଣୀ -21/04(ସୁନୀଲ ପଟନାୟକ )ଶୁକ୍ରବାର ଫୁଲବାଣୀ ସ୍ଥିତ ହାଇସ୍କୁଲ ପଡିଆରେ ଓଡ଼ିଆ ଭାଷା ସାହିତ୍ୟ, ଓ ସଂସ୍କୃତି ବିଭାଗ ଆନୁ କୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଭୁବେନେଶ୍ୱର ଓ ଜିଲ୍ଲା ସଂସ୍କୃତି ପରିଷଦ କନ୍ଧମାଳ ମିଳିତ ସହଯୋଗ ରେ ଆୟୋଜିତ ଡଙ୍ଗର ମହୋତ୍ସବ 2023 ଉଦଘାଟନୀ ଅବସରରେମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସ ଡି ସି ଅଧ୍ୟକ୍ଷ ରଦନ କହଁର ଉଦଘାଟନ କରିଥିଲେ l ଏ ହି ଅବସରେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ […]

ଗୋଛାପଡା ପୋଲିସ କୁ ମିଳିଲା ସଫଳତା, ୨ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ

ଫୁଲବାଣୀ(ସୁନୀଲ ପଟନାୟକ )ଶୁକ୍ରବାର ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ସଲାଗୁଡ଼ା ପଂଚାୟତ ଅନ୍ତର୍ଗତ ସାଙ୍ଗୁଯୋଡ଼ା ଟଣାଶୁ ରାସ୍ତା କଡରେଗଂଜେଇ ଚାଲାଣ କରିବାବେଳେ ଚଢ଼lଉ କରି ୨ କୁଇଣ୍ଟାଲ ୧ ୬ କେଜି ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ କରିବା ଲାଗି ଟଣା […]

ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ଓଡିଶାର ପ୍ରତ୍ୟେକ ଜିଲ୍ଳାରେ ବୈଷୟିକ ଶିକ୍ଷା ସଚେତନ ରଥ ଭ୍ରମଣ କରୁଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଓକେସିଏଲ ଅଧିନସ୍ଥ ୟୁଆଇସିଟି କମ୍ପୁଟର ସେଣ୍ଟର ଠାରୁ ଏହି ରଥକୁ ବାଲିଗୁଡା ସେଣ୍ଟର ପରିଚାଳକ ବିଦେଶୀ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସମଗ୍ର ସହର ପରିକ୍ରମା କରିଥିଲା l ଏଥିରେ ଅନୁଷ୍ଠାନର […]

ବାଲିଗୁଡାରେ ଠାକୁରାଣୀ ଯାତ୍ରା ଆୟୋଜନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇ ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ lଏଥି ନିମନ୍ତେ ବାଲିଗୁଡା ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ସଭା ଘୃହ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଏମ.ଏସ.ମଧୁମିତା ସଭାପତିତ୍ୱ କରିଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା ଉପସ୍ଥିତ […]