*👉ବ୍ରହ୍ମପୁରର ବିଭିନ୍ନ ଜୁଆଆଡ୍ଡା ଉପରେ ପୋଲିସର ଚଢାଉ । ଦଶହରାଠାରୁ ଆଜିଯାଏଁ ଗିରଫ ହେଲେଣି ୨୦୦ଜୁଆଡ୍ଡି । ୨ଶହରୁ ଅଧିକ ଜୁଆଡ୍ଡିଙ୍କୁ ଗିରଫ କଲାଣି ବ୍ରହ୍ମପୁର ପୋଲିସ । ୬୦ଲକ୍ଷରୁ ଅଧିକ ଟଙ୍କା ସହ ମୋବାଇଲ ଓ ବାଇକ ଜବତ । କୁମାର ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବ୍ୟାପକ ଚଢାଉ । ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ସୂଚନା ।*

*👉ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଲେ ଆଦିତ୍ୟଙ୍କ ମା’ । ତଦନ୍ତରେ ଶିଥିଳତା ନେଇ କ୍ରାଇମବ୍ରାଞ୍ଚକୁ ନେଇ କଲେ ପ୍ରଶ୍ନ । ନ୍ୟାୟ ନମିଳିଲେ ଜୀବନ ହାରିବାକୁ ଚେତାବନୀ ।*

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୩୦ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ଶୁକ୍ଳପକ୍ଷତିଥି-ଚତୁର୍ଦ୍ଦଶୀ ସଂ ଘ୦୫/୫୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-ରେବତୀ ଦିବା ଘ୦୩/୫୦ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀ ଚନ୍ଦ୍ର- ମୀନ ଦିବା ଘ୦୩/୫୦ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ବଜ୍ରକରଣ-ବାଣିଜ୍ୟସୌରମାସ -ତୁଳା ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୧୯✧═════•❁❀❁•═════✧ଯୋଗିନୀ ପଶ୍ଚିମରେ ସଂ ଘ୦୫/୫୦ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେମେଷ ରାଶି ର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତ ବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୨୯ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ଶୁକ୍ଳପକ୍ଷତିଥି-ତ୍ରୟୋଦଶୀ ଦିବା ଘ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୧୨/୪୦ ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର- ମୀନଯୋଗ-ହର୍ଷଣକରଣ-ତୈତିିଳସୌରମାସ -ତୁଳା ୧୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୫୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେଧନୁ ରାଶି ର ଘାତଚନ୍ଦ୍ରତୁଳା ଓ ଧନୁ ରାଶିର ଘାତ ବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା ଘ୦୨/୨୦ ଗତେ ଘ୦୫/୧୩ ମଧ୍ୟେ✧═════•❁❀❁•═════✧*ବିଶୁଦ୍ଧ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୨୮ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ଶୁକ୍ଳପକ୍ଷତିଥି-ଦ୍ୱାଦଶୀ ଦିବା ଘ୧୨/୪୩ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର-ପୂର୍ବଭାଦ୍ର ଦିବା ଘ୦୯/୪୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର ଚନ୍ଦ୍ର- ମୀନଯୋଗ-ବ୍ୟାଘାତକରଣ- ବାଳବସୌରମାସ -ତୁଳା ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୦୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୩୯✧═════•❁❀❁•═════✧ଯୋଗିନୀ ନୈରୁତେ ଦିବା ଘ୧୨/୪୩ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେଧନୁ ରାଶି ର ଘାତଚନ୍ଦ୍ରକର୍କଟ ରାଶିର ଘାତ ବାରତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୮/୪୧ ଗତେ ଘ୧୦/୦୭ ମଧ୍ୟେବାରବେଳା – ଦିବା ଘ୧୧/୩୧ ଗତେ ଘ୧୨/୫୬ […]

ଆଜିର ରାଶିଫଳ

*ଅଦ୍ୟ ଅକ୍ଟୋବର ୨୫ ତାରିଖ ୨୦୨୦ମସିହା(ରବିବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ଶୁକ୍ଳପକ୍ଷ*ତିଥି-ନବମୀ ଦିବା ଘ୦୭/୨୩ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ଧନିଷ୍ଟା ରାତ୍ରି ଘ୦୪/୫୧ ପର୍ଯ୍ୟନ୍ତ ତଦନ୍ତେ ଶତଭିଶା *ଚନ୍ଦ୍ର- ମକର ଦିବା ଘ୦୩/୫୪ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭ*ଯୋଗ-ଗଣ୍ଡକରଣ -କୌଳବସୌରମାସ -ତୁଳା ୦୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୪୯/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୧୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ୦୭/୨୩ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେସିଂହ ରାଶି ର ଘାତଚନ୍ଦ୍ରମେଷ ରାଶିର ଘାତ ବାରଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା ଘ୧୦/୦୭ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୨୪ ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ଶୁକ୍ଳପକ୍ଷତିଥି-ଅଷ୍ଟମୀ ଦିବା ଘ୦୬/୪୩ ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ଶ୍ରାବଣ। ରାତ୍ରି ଘ୦୩/୦୧ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟା। ଚନ୍ଦ୍ର- ମକରଯୋଗ-ଶୂଳକରଣ -ବବସୌରମାସ -ତୁଳା ୦୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୪୯/୧୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୫୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ଦିବା ଘ୦୬/୪୩ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେସିଂହ ରାଶି ର ଘାତଚନ୍ଦ୍ରବୃଷ ,ସିଂହ ଓ କନ୍ୟା ରାଶି ର ଘାତବାରଅଦ୍ୟ ନବମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା – ଦିବା ଘ୦୭/୧୩ ମଧ୍ୟେ ଓ ଘ୦୩/୪୭ […]

ଅଦ୍ୟ ଅକ୍ଟୋବର ୨୩ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ଶୁକ୍ଳପକ୍ଷତିଥି-ସପ୍ତମୀ ଦିବା ଘ୦୬/୫୪ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ଉତ୍ତରାଷ।ଢା ରାତ୍ରି ଘ୦୨/୦୨ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ। ଚନ୍ଦ୍ର- ଧନୁ ଦିବା ଘ୦୭/୩୪ ପର୍ଯ୍ୟନ୍ତ ତଦନ୍ତେ ମକରଯୋଗ- ଧୃତିକରଣ -ବାଣିଜ୍ୟସୌରମାସ -ତୁଳା ୦୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୪୮/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୩୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ଦିବା ଘ୦୬/୫୪ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେସିଂହ ରାଶି ର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶି ର ଘାତବାରଅଦ୍ୟ ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୨୨ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ଶୁକ୍ଳପକ୍ଷତିଥି-ଷଷ୍ଠୀ ଦିବା ଘ୦୭/୩୮ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ପୂର୍ବାଷ।ଢା ରାତ୍ରି ଘ୦୧/୩୭ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷ।ଢା ଚନ୍ଦ୍ର- ଧନୁଯୋଗ- ସୁକର୍ମାକରଣ -ତୈତିିଳସୌରମାସ -ତୁଳା ୦୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୪୮/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୦୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ୦୭/୩୮ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶି ର ଘାତବାରଅଦ୍ୟ ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା […]

ତହସିଲଦାର ଙ୍କ ବଦଳି ଦାବିରେ ନରସିଂହପୁର ରେ ଓକିଲଙ୍କ ଆନ୍ଦୋଳନ

ନରସିଂହପୁର(ଉଲାପ୍ର)କଟକ ଜିଲ୍ଲା ନରସିଂହପୁର ତହସିଲ ରେ କି ପାଲା ଚାଲିଛି,ଏଠି ତହସିଲଦାର ଙ୍କ ବଦଳି ଦାବିରେ ଓକିଲମାନେ ଗତ ତିନିଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି,ଯାହା ଫଳରେ ତହସିଲଦାର ଅଫିସ କୁ ଆସୁନାହାନ୍ତି,ଅନ୍ୟପଟେ କର୍ମଚାରୀ ମାନେ ଅଫିସ ବାହାରେ କର୍ମଚାରୀ ମାନେ ପାଲ ପକାଇ ତିନିଦିନ ହେଲା ବସିବସି ଯାଉଛନ୍ତି,ଯେହେତୁ ଓକିଲମାନେ ଆନ୍ଦୋଳନ ଜାରି ରଖିଛନ୍ତି ସେ ଦୃଷ୍ଟିରୁ ଅଫିସ ଗେଟ ଆଗରେ ଓକିଲ ମାନେ ବସି ରହିବା ଫଳରେ କର୍ମଚାରୀ ମାନେ ଆଉ ଅଫିସ ଭିତରକୁ […]