ଆମ ସଂସ୍କୃତି କଥା – 24 ଶରତ ପୂଣ୍ଣିମାର ସ୍ବାସ୍ଥ୍ଯ କଥା ଉପରେ*
କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ ଏହି ଗୀତ ନିଶ୍ଚୟ ମନେଥିବ ହେଲେ ଆଜିକାଲି ଆମେ ସମସ୍ତେ ବହୁତ ବ୍ୟସ୍ତ ଆଉ ସେଇ ବ୍ୟସ୍ତତା ଭିତରେ ଆମେ ଆମ ସଂସ୍କୃତି କଥା ମାଧ୍ୟମରେ ଆପଣମାନଙ୍କ ସାମ୍ନାରେ ସେଇ ଶରତ ପୂର୍ଣ୍ଣିମା ତଥା କୁମାର ପୂଣ୍ଣିମାର ସ୍ୱାସ୍ଥ୍ୟ ଭିତ୍ତିକ ମହତ୍ୱ ବିଷୟରେ ଆଲୋକପାତ କରିବାକୁ ଯାଉଛୁ । ୧:- ଶରତ ପୂର୍ଣ୍ଣିମାରେ ଚନ୍ଦ୍ର କାହିଁକି ବଡ଼ ଦେଖାଯାନ୍ତି?👇👉 ସୂର୍ଯ୍ୟକୁ ଯେଭଳି ପୃଥିବୀ ପରିକ୍ରମା କରେ ସେଭଳି […]