ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୩ ତାରିଖ ୨୦୨୦ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି- ନବମୀ ରାତ୍ରି ଘ୧୨/୧୩ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ଶତଭିଶା ଦିବା ଘ୦୧/୨୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର ଚନ୍ଦ୍ର- କୁମ୍ଭଯୋଗ-ବ୍ୟାଘାତକରଣ-ବାଳବସୌରମାସ – ବିଛା ୦୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୪/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୪୦✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ରି ଘ ୧୨/୧୩ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରମିଥୁନ ରାଶି ର ଘାତବାରନବମୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା – ଦିବା ଘ୦୭/୨୫ ଗତେ ଘ୦୮/୫୦ ମଧ୍ୟେବାରବେଳ। […]

ଆସନ୍ତା ୨୬ ତାରିଖ ବରଗଡ଼ ବନ୍ଦ

ବରଗଡ଼:- ଆସନ୍ତା ୨୬ ତାରିଖ ଦିନ ବରଗଡ଼ ଜିଲ୍ଲା ସମ୍ପୁର୍ଣ୍ଣ ବନ୍ଦ କରିବାକୁ ବରଗଡ଼ ଜିଲ୍ଲା ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ସୂଚୀତ କରାଯାଇଛି। ଆଜି ସମିତି ର ଏକ ବୈଠକ ସମିତି ର ଯୁଗ୍ମ ଆବାହକ ବ୍ରହ୍ମାନନ୍ଦ ମହାକୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଉକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆସନ୍ତା ୨୬ ତାରିଖ ଦିନ ସର୍ବ ଭାରତୀୟ ଟ୍ରେଡ ୟୁନିୟନ ଏବଂ ସରକାରୀ ଓ ବେସରକାରୀ କର୍ମଚାରୀ ମହାସ°ଘ ମାନଙ୍କ ଆହ୍ବାନ କ୍ରମେ […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୨ ତାରିଖ ୨୦୨୦ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି- ଅଷ୍ଟମୀ ରାତ୍ରି ଘ୧୦/୨୮ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ଧନିଷ୍ଠା ଦିବା ଘ୧୧/୨୮ ପର୍ଯ୍ୟନ୍ତ ତଦନ୍ତେ ଶତଭିଶା ଚନ୍ଦ୍ର- କୁମ୍ଭଯୋଗ- ଧ୍ରୁବକରଣ-ବିଷ୍ଟିସୌରମାସ -ତୁଳା ବିଛା ୦୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୪/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୪୫✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ରାତ୍ରି ଘ ୧୦/୨୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରମେଷ ରାଶି ର ଘାତବାରଅଷ୍ଟମୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା ଓ ବାରବେଳ। – ଦିବା ଘ୧୦/୧୦ […]

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୂଖ୍ୟ କାରାଗାରକୁ ଟିଭି ଓ ସିଲେଇ ମେସିନ ପ୍ରଦାନ

ବରଗଡ -ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୂଖ୍ୟ କାରାଗାର କୁ ଆଜି ଗୋଟିଏ ଟଭି ଓ ଗୋଟିଏ ସିଲେଇ ମେସିନର ପ୍ରଦାନ କରାଯାଇଛି। ଏହି ମେସିନ ମହିଲା ବନ୍ଦୀ ମାନଙ୍କ ସହାୟକ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଗଲା ଏହା ସହିତ ଅନ୍ତବାସୀ ମାନଙ୍କ ମନୋରଞନ ପାଇଁ ଏକ LCD ଟିଭି ପ୍ରଦାନ କରାଯାଇଛି ।ଏହି ସମସ୍ତ ସାମଗ୍ରୀ କୁ ଅନୁଷ୍ଠାନ ର ଜଣେ ସକ୍ରିୟ ସହଯୋଗୀ ଶ୍ରୀ […]

ସ୍କୁଲ ବନ୍ଦ ପ୍ରତିବାଦ ରେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ଅଭିଭାବକ

ବରଗଡ଼(ଉଲାପ୍ର) ଜିଲ୍ଳା ରେ ବନ୍ଦ ହେଉଥିବା 273 ଟି ସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ପାଠ ପଢା କୁ ନେଇ ଅଭିଭାବକ ମହଲରେ ଚିନ୍ତା ଦେଖା ଦେଇଛି। ସୋହେଲା ବ୍ଲକ ବିନ୍ଧନପାଲି ଓ ବରପାଲି ବ୍ଲକ ଟିଙ୍ଗିପାଲି ଗାଁ ର ଅଭିଭାବକ ମାନେ ସ୍କୁଲ ବନ୍ଦ ପ୍ରତିବାଦ ରେ ଜିଲ୍ଳାପାଳ ଙ୍କ ଠାରେ ଫେରାଦ ହୋଇଛନ୍ତି। ସରକାର ଙ୍କ ଏହି ନିଷ୍ପତି ସମ୍ବିଧାନିକ ଅଧିକାର କୁ କ୍ଷୁନ୍ୟ କରୁଥିବା ଅଭିଯୋଗ କରିଛନ୍ତି, 20 ରୁ […]

ନାଗାର୍ଜୁନ ବେଶର ପରମ୍ପରା

ନାଗାର୍ଜୁନ ବେଶଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା ସ୍ଵରୂପ ତାଙ୍କର ମୃତ ପାଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପାଂଚପୁତ୍ରଙ୍କର ପ୍ରାଣଭିକ୍ଷା କରିଥିଲେ । ଯମପୁର ପରିଦର୍ଶନ ସମୟରେ ନିଜର ପ୍ରିୟସଖା ପାଣ୍ଡବମାନଙ୍କର ମୃତ ପିତା ପଣ୍ଡୁଙ୍କୁ ଦେଖିବାର ସୁଯୋଗ ପାଇଥିଲେ। ଦୀର୍ଘ ଏକସ୍ତରୀ ବର୍ଷ ହେଲା ପଣ୍ଡୁ ଶରୀର ତ୍ୟାଗ କରିଥିଲେ ମଧ୍ୟ ସେ ବ୍ରହ୍ମ ଲୋକରେ ପହଞ୍ଚି ପାରି […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୧ ତାରିଖ ୨୦୨୦ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି- ସପ୍ତମୀ ରାତ୍ରି ଘ୦୯/୨୪ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ଶ୍ରବଣା ଦିବା ଘ୧୦/୧୦ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟା ଚନ୍ଦ୍ର- ମକର ରାତ୍ରି ଘ୧୦/୪୫ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ବୃଦ୍ଧିକରଣ-ଗରସୌରମାସ -ତୁଳା ବିଛା ୦୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୩/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୫✧═════•❁❀❁•═════✧ଯୋଗିନୀ ବାୟବ୍ୟେ ରାତ୍ରି ଘ ୦୯/୨୪ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେସିଂହ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶି ର ଘାତବାରସପ୍ତମୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା -ଦିବା […]

ସଂକ୍ଷେପରେ ଖବର

୧-ପୁଣି ତେଜିଲା ବରଗଡ଼ରେ କ୍ୟାନସର ହସ୍ପିଟାଲ ଦାବି: ଅନଶନ କାରୀ ଙ୍କୁ ପୋଲିସ ଉଠାଇ ନେଲା । ୨-କଟକର ସୁନା ଋଣ ସଂସ୍ଥାରେ ରହସ୍ୟମୟ ଲୁଟ । ବନ୍ଧୁକ ଦେଖାଇ ୧୦ ମିନିଟରେ ଲୁଟିନେଲେ ୧୦ କୋଟିରୁ ଅଧିକ ଟଙ୍କା, ୨୦ ମିନିଟ ପୂର୍ବରୁ ଖୋଲିଥିଲା ଶାଖା ୩-ପିଓକେରେ ଭାରତ ପକ୍ଷରୁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ହୋଇନାହିଁ : ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ୍ ସିଂ । ୪-ବିଧାନସଭା ଶୀତ ଅଧିବେଶନ ପାଇଁ ରଣନୀତି : ସବୁ ପ୍ରସଙ୍ଗରେ […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୧୯ ତାରିଖ ୨୦୨୦ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି- ପଞ୍ଚମୀ ରାତ୍ରି ଘ୧୦/୦୯ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର-ପୂର୍ବାଷାଢା ଦିବା ଘ୧୦/୧୩ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ଚନ୍ଦ୍ର- ଧନୁ ଦିବା ଘ୦୪/୦୪ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ଶୂଳକରଣ-ବବସୌରମାସ -ତୁଳା ବିଛା ୦୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୨/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୧୦✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ରାତ୍ରି ଘ ୧୧/୧୨ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶି ର ଘାତବାରପଞ୍ଚମୀ ର ଏକୋଦିଷ୍ଟ ପ୍ରାବଣ […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୦୨୦ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି- ଚତୁର୍ଥୀ ରାତ୍ରି ଘ୧୧/୧୨ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର-ମୂଳା ଦିବା ଘ୧୧/୨୩ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢା ଚନ୍ଦ୍ର- ଧନୁଯୋଗ-ଧୃତିକରଣ-ବାଣିଜ୍ୟସୌରମାସ -ତୁଳା ବିଛା ୦୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୧/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୨୦✧═════•❁❀❁•═════✧ଯୋଗିନୀ ନୈରୁତେ ରାତ୍ରି ଘ ୧୧/୧୨ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ରକର୍କଟ ରାଶି ର ଘାତବାରଚତୁର୍ଥୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା -ଦିବା ଘ୦୮/୪୫ ଗତେ ଘ୧୦/୦୯ ମଧ୍ୟେବାର ବେଳ। – […]