ପଞ୍ଚୁକ ଦ୍ୱିତୀୟ ଦିନରେ ଧବଳେଶ୍ବର ଙ୍କ ବଡ଼ସିଂହାର ବେଶ

ଆଠଗଡ(ଉଲାପ୍ର)କାର୍ତ୍ତିକ ମାସର ଦ୍ୱିତୀୟ ପଞ୍ଚୁକ ରେ ବାବା ଧବଳେଶ୍ବର ଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଛି,କରୋନା ମହାମାରୀ ଯୋଗୁ ଧବଳେଶ୍ବର ପୀଠଟି ଖାଁ ଖାଁ ହୋଇ ପଡ଼ିଥିବା ବେଳେ ଯୋଉ ଝୁଲା ପୋଲରେ ଶହ ଶହ ଶ୍ରଦ୍ଧାଳୁ ବାବାଙ୍କ ବଡ଼ସିଂହାର ବେଶ ଦର୍ଶନ କରିଥାନ୍ତେ ସେହି ଝୁଲା ପୋଲ ଆଜି ଖାଲି ଖାଲି ଲାଗୁଚି, ପୀଠରେ କେବଳ ସେବାୟତ ମାନଙ୍କୁ ଛାଡିଦେଲେ ସୂଚନା ଲୋକ ସମ୍ପର୍କ ଓ ଦେବୋତ୍ତର ବିଭାଗ କର୍ମଚାରୀ ଙ୍କ ଛଡା ଆଉ କେହି […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୫ ତାରିଖ ୨୦୨୦ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ୦୫/୦୦ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର-ଉତ୍ତରଭାଦ୍ର ରାତ୍ରି ଘ୦୬/୫୨ ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର-ମୀନଯୋଗ-ବଜ୍ରକରଣ-ବାଣିଜ୍ୟସୌରମାସ – ବିଛା ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୫/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୦✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୫/୦୦ ପର୍ଯ୍ୟନ୍ତ ତଦନ୍ତେ ନୈରୁତେଧନୁ ରାଶିର ଘାତଚନ୍ଦ୍ରକର୍କଟ ରାଶି ର ଘାତବାରଏକାଦଶି ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା – ଦିବା ଘ୦୮/୪୫ ଗତେ ଘ୧୦/୧୦ ମଧ୍ୟେବାରବେଳ। – ଦିବା ଘ୧୧/୩୪ ଗତେ […]

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ ର ୨୬ ଗୋଟି ସୋସାଇଟି ରେ ୨ସହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ,ଆଠଗଡ ସିସିବି ବ୍ୟାଙ୍କ ଆଗରେ ଶତାଧିକ ଚାଷୀ ଙ୍କ ଆମରଣ ଅନଶନ

ଆଠଗଡ(ଉଲାପ୍ର)ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ସମବାୟ ଦୁର୍ନୀତି ଶୁଣିଲେ ଟିକେ କେମିତି ଖଟକା ଲାଗୁଥିଲେ ମଧ୍ୟ ଘଟଣା ସତ୍ୟ,ତାହା ପୁଣି ଆଠଗଡ ନିର୍ବାଚନ ମଣ୍ଡଳୀ ର ୨୬ଗୋଟି ସୋସାଇଟି ରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ସାରା ନିର୍ବାଚନ ମଣ୍ଡଳୀ ର ଶତାଧିକ ଚାଷୀ ଆଜି ଆଠଗଡ ସିସିବି ବ୍ୟାଙ୍କ ଆଗରେ ଆମରଣ ଅନଶନ ଆରମ୍ଭ କରିଛନ୍ତି, ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୫ ତାରିଖ ୨୦୨୦ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ୦୫/୦୦ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର-ଉତ୍ତରଭାଦ୍ର ରାତ୍ରି ଘ୦୬/୫୨ ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର-ମୀନଯୋଗ-ବଜ୍ରକରଣ-ବାଣିଜ୍ୟସୌରମାସ – ବିଛା ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୫/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୦✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୫/୦୦ ପର୍ଯ୍ୟନ୍ତ ତଦନ୍ତେ ନୈରୁତେଧନୁ ରାଶିର ଘାତଚନ୍ଦ୍ରକର୍କଟ ରାଶି ର ଘାତବାରଏକାଦଶି ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା – ଦିବା ଘ୦୮/୪୫ ଗତେ ଘ୧୦/୧୦ ମଧ୍ୟେବାରବେଳ। – ଦିବା ଘ୧୧/୩୪ ଗତେ […]

ନୟାଗଡ଼ ଜିଲା ସରଣକୁଳରେ ସିରିଜ ଦୁର୍ଘଟଣା,୬ମୃତୁ

ନୟାଗଡ଼(ଉଲାପ୍ର) ଡମ୍ପର ଧକ୍କାରେ ୬ ଜଣଙ୍କ ଅକାଳ ମୃତ୍ୟୁ । ଏଭଳି ଦୁଃଖଦ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ନିକଟରେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଓଡି-୦୨-ଡି-୬୧୬୫ ନମ୍ବର ହଳଦିଆ ରଙ୍ଗର ଆର୍. କେ. ଡି. କମ୍ପାନୀର ଡମ୍ପରଟି ନୟାଗଡ଼ ପଟରୁ ଆସୁଥିବା ବେଳେ ପଥଚାରୀଙ୍କ ଉପରେ ମାଡ଼ିଯାଇଥିଲା। ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଏବଂ ୪ ଜଣ ପୁରୁଷ ଥିବା ସୂଚନା ମିଳିଛି l […]

ସମାଜରେ ଏବେ ପରିବର୍ତ୍ତନ ସମ୍ଭବ ନୁହେଁ

ଦେଶରେ ଆଜି ଅବିଶ୍ୱାସର ବାତାବରଣ, ଘୃଣା, ହିଂସା ପ୍ରତିବାଦ କରିବାର ଅଧିକାର ଆଉ ନାହିଁ କହିଲେ ଚଳେ ଓଡିଶା କାହିଁକି ବାଦ ଯିବ,ଦେଶ ଵ୍ୟାପୀ ଯେତେବେଳେ ଗଣତାନ୍ତ୍ରିକ ଅଧିକାର ବିପନ୍ନ, ଓଡିଶା ସରକାରଙ୍କ ଠାରୁ କାହିଁକି ଆଶା କରିବା, ପୃଥିବୀ ସାରା ଆଜି କ୍ଷମତାଶାଳୀ ମାନେ ଅଧିକରୁ ଅଧିକ ସ୍ୱେଚ୍ଛାଚାରୀ ହେଉଛନ୍ତି l ସମସ୍ତେ yes person ଖୋଜୁଛନ୍ତି l କୌଣସି ଦଳ, କୌଣସି ଚିନ୍ତାଧାରାର ବ୍ୟକ୍ତି ଏଥିରୁ ମୁକ୍ତ ନୁହଁନ୍ତି l କେହି ସ୍ରୋତର ପ୍ରତିକୂଳରେ […]

ପଞ୍ଚାୟତ କଲେଜ୍ ଛାତ୍ରଛାତ୍ରୀ ଙ୍କ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼:(ଉଲାପ୍ର)୬ ଦଫା ଦାବିରେ ଆଜି ବରଗଡ଼ ପଞ୍ଚାୟତ କଲେଜ୍ କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଲଫ ଫାଇନାନ୍ସ ପାଠ୍ୟକ୍ରମ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏ ପର୍ଯ୍ୟନ୍ତ ଠିକ୍ ଭାବେ କ୍ଲାସ୍ କରାଯାଉନଥିବା ଅଭିଯୋଗ କରିଛନ୍ତି। ସେହିପରି ବିଭାଗରେ ସ୍ଥାୟୀ ଅଧ୍ୟାପକ ନଥିବା ବେଳେ ଗେଷ୍ଟ ଫେକଲଟି ମାଧ୍ୟମରେ ପାଠ ପଢା ଯାଉଛି। ଯା ଫଳରେ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରୁନାହାନ୍ତି ବୋଲି […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୪ ତାରିଖ ୨୦୨୦ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି-ଦଶମୀ ରାତ୍ରି ଘ୦୨/୩୨ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ପୂର୍ବଭାଦ୍ର ଦିବା ଘ୦୩/୫୮ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର ଚନ୍ଦ୍ର- କୁମ୍ଭ ଦିବା ଘ୦୯/୧୮ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ହର୍ଷଣକରଣ-ତୈତିିଳସୌରମାସ – ବିଛା ୦୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୫/୧୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୨୦✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ରି ଘ ୦୨/୩୦ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେଧନୁ ରାଶିର ଘାତଚନ୍ଦ୍ରମକର ରାଶି ର ଘାତବାରଦଶମୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା – ଦିବା ଘ୧୨/୫୫ ଗତେ […]

ପରିବେଶ ସୁରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା 20 ଘଣ୍ଟାରେ ତିନି ଶହ କିଲୋମିଟର ସାଇକେଲ ଯାତ୍ରା

ନରସିଂହପୁର,(ଉଲାପ୍ର)ପରିବେଶ ସଚେତନତା ବାର୍ତ୍ତା ନେଇ ଭୁବନେଶ୍ୱରରୁ ବାହାରିଛନ୍ତି,ଏକ 50 ଜଣିଆ ସାଇକେଲ ଟିମ୍ 19 ଘଣ୍ଟାରେ ତିନି ଶହ କିଲୋମିଟର ଅତିକ୍ରମ କରିବାର ଲକ୍ଷ୍ୟ ନେଇ,ରବିବାର ସକାଳ ଛଅ ଟାରୁ ଆରମ୍ଭ ହୋଇଛି ସାଇକେଲ ଯାତ୍ରାସୂଚନାରୁ ପ୍ରକାଶ ଯେ BCAC (ଭୁବନେଶ୍ୱର ସାଇକେଲିଙ୍ଗ୍ ଏଣ୍ଡ ଆଡ଼ଭେଞ୍ଚର କ୍ଳବର) ସଭାପତି ତଥା ପରିବହନ କମିଶନର ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଙ୍କ ନେତୃତ୍ୱରେ ଏକ 50 ଜଣିଆ ଟିମ୍ bravet (ବ୍ରେଭେ) ବା long distance […]

ବିନାଭକ୍ତ ରେ ହେବ ଧବଳେଶ୍ବରଙ୍କ ବଡଓଷା ଓ ପଞ୍ଚୁକ ବ୍ରତ,ମନ୍ଦିର ଆଖପାଖ ଅଞ୍ଚଳରେ ଜାରିହେଲା ୧୪୪ ଧାରା,ସେବାୟତ ଙ୍କ ବ୍ୟତିତ ସମସ୍ତଙ୍କୁ ମନ୍ଦିର ପ୍ରବେଶ ମନା

ଆଠଗଡ(ଉଲାପ୍ର)ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଆଠଗଡର ବାବା ଧବଳେଶ୍ବର ଙ୍କର ବଡ଼ ଓଷା ପାଇଁ ଏବର୍ଷ ବାଧକ ସାଜିଛି ମହାମାରୀ କରୋନା ।ଚଳିତ ବର୍ଷ ଅଁଳା ନବମୀ ଠାରୁ ପଞ୍ଚକ ପର୍ଯ୍ୟନ୍ତ ବାବା ଙ୍କ ନୀତିକାନ୍ତି ହେବ ଭକ୍ତ ଶୁନ୍ୟ ରେ। ରାଜ୍ୟ ସରକାରଙ୍କ କୋଭିଡ ଆଇନ କୁ କାର୍ଯ୍ୟକାରୀ କରି ଆଜି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଧବଳେଶ୍ବର ଫାଣ୍ଡି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ଼ […]