*ତୁଳସୀ ଦାସ କହିଛନ୍ତି ସଫଳତା ପାଇବାର 6ଟି ସୂତ୍ର, ସବୁ ମଣିଷ ଜାଣିବା ଉଚିତ…..*

.ବନ୍ଧୁଗଣ ରାମ ଚରିତା ମାନସର ରଚୟତା ତୁଳସୀ ଦାସ କହିଛନ୍ତି ପ୍ରାଏକ ବ୍ୟକ୍ତି ସଫଳ ହେବା ପାଇଁ ୬ଟି ମନ୍ତ୍ର ବା ସୂତ୍ର ବିଷୟରେ ଜଣାଇବା ନିହାତି ଜରୁରୀ ଅଟେ । ଆଜିକାଲି ପ୍ରତେକ ବ୍ୟକ୍ତି ଜୀବନରେ ଆନନ୍ଦ ଓ ଉନ୍ନତି ର ବାଟ ଖୋଜିଥାନ୍ତି । ପ୍ରତେକ ବ୍ୟକ୍ତି ଇଚ୍ଛା ରଖିଥାଏ କି ନିଜକୁ ସମ୍ମାନ ମିଳୁ ନିଜର ନାମ ଆଗକୁ ଯାଉ ଓ ଧନ ସମ୍ପତି ରେ ଘର ପରି ପୂର୍ଣ୍ଣ ହେଉ ।ତେବେ […]

*ବଙ୍ଗୋପସାଗରରେ_ବାତ୍ୟା_ସମ୍ଭାବନା!.*

*-ଆସନ୍ତାକାଲି ଅବପାତର ରୂପ ନେବ ଲଘୁଚାପ* *-୨୫ ତାରିଖରେ ବାତ୍ୟାର ରୂପ ନେବା ସମ୍ଭାବନା* *-୨୬ ସନ୍ଧ୍ୟାରେ ଭୀଷଣ ବାତ୍ୟାର ରୂପ ନେଇପାରେ* *-ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ପଖାପାଖି ପହଞ୍ଚିବ* *-କେଉଁଠି ବାତ୍ୟା ଛୁଇଁବ ସ୍ପଷ୍ଟ ହୋଇନାହିଁ* *-mcbbsr ପକ୍ଷରୁ ସୂଚନା!.*

*ଯୁବପୀଢ଼ିଙ୍କ_ପାଇଁ_ନବୀନଙ୍କ_୫_ଗ୍ୟାରେଣ୍ଟି!.*

*-ସାମ୍ବାଦିକ ସମ୍ମିଳନୀରେ ଭିକେ ପାଣ୍ଡିଆନଙ୍କ ସୂଚନା* *-‘ଆଗାମୀ ୧୦ ବର୍ଷ ଯୁବକଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ’* *-‘ପ୍ରଥମ ଥର ପାଇଁ ଆସିବ ୧ ଲକ୍ଷ କୋଟିର ଯୁବ ବଜେଟ୍’* *-‘ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥରାଶି’* *‘ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ’* *‘ଛାତ୍ରଛାତ୍ରୀଙ୍କ ମତାମତରେ ୧ ହଜାର କୋଟି ଖର୍ଚ୍ଚ ହେବ’* *‘ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା’* *‘୮ ହଜାର ସ୍କୁଲ, […]

ଟିକାବାଲି କଲେଜ ପାଇଁ ସଫଳତା ଆଣିଲେ ଆଦ୍ୟାଶା,

ଫୁଲବାଣୀ ୯/୫ – କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଶେଷ ବର୍ଷ ସ୍ନାତକ ଉଦ୍ଭିଦ ବିଜ୍ଞାନ ଛାତ୍ରୀ ଆଦ୍ୟାଶା ପଟ୍ଟନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଆଦ୍ୟାଶା ଦଶ ଜଣ ଙ୍କ ମଧ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରି କନ୍ଧମାଳ ଜିଲ୍ଲା ଏବଂ କଲେଜ ପାଇଁ ଗୌରବ ଆଣିଛନ୍ତି, ଏ ସଫଳତା ପାଇଁ ସେ ତାଙ୍କ ପିତା ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ, ମାତା […]

ବିରୋଧୀ ଙ୍କ ମିଥ୍ୟା କଥା ଓ କୁମ୍ଭୀର କାନ୍ଦଣା ରେ ବିଶ୍ୱାସ କରନି —-ମୁଖ୍ୟ ମନ୍ତ୍ରୀ

ଫୁଲବାଣୀ =09/05(ସୁନୀଲ ପଟନାୟକ ) ଆଜିଗୁରୁବାର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ହେଲିକାପ୍ତର ଯୋଗେ ଅପରାହ୍ନ ଦୁଇଟା ରେ ପହଂଚି ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ ପରିସର ରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଉପସ୍ଥିତ ହଜାର ହଜାର ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ l ସାଂସଦ ଓ ବିଧାୟକ ପ୍ରାର୍ଥୀ ମାନଙ୍କୁ ଶଙ୍ଖ ଚି଼ହ୍ନ ରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଓଡ଼ିଶାରେ ଷଷ୍ଠ ଥର ପାଇଁ ବିଜେଡି ସରକାର ଗଠନ କରିବା ଲାଗି […]

କଂଗ୍ରେସ ସାଂସଦ ପ୍ରାର୍ଥୀ ଚର୍ଚ୍ଚ ଫା ଦେର ଙ୍କ ଆଶୀର୍ବାଦ ଲୋଡିଲେ

ଫୁଲବାଣୀ – (ସୁନୀଲ ପଟନାୟକ ) ଭୋଟ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳୀୟ ପ୍ରାର୍ଥୀ ଙ୍କ ହୃତ ସ୍ପନ୍ଦନ ସେତିକି ବଢ଼ିବାରେ ଲାଗିଛି lନିର୍ବାଚନ ବୈତରଣୀ ପାର ହେବା ଲାଗି କିଏ ମନ୍ଦିର, ତ କିଏ ମସଜିଦ ଆଉ କିଏ ଚର୍ଚ୍ଚ ଯାଇ ଆଶୀର୍ବାଦ ଲୋଡ଼ିବl ସହ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି l ଆଜି କଂଗ୍ରେସ ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ଚର୍ଚ୍ଚ କୁ ଯାଇ ପ୍ରାର୍ଥନlକରିବାସହ ଆଣ୍ଠେଇ ରହି […]

ଭୁବନେଶ୍ୱର ବିମାନ ବନ୍ଦରରେ 3.77 କେଜି ସୁନାର 12ଟି କ୍ଯାପସୁଲ ସହ 4 ଗିରଫ

  ଭୁବନେଶ୍ୱର ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଲୟ (ଡିଆର୍ଆଇ) ହାଇଦ୍ରାବାଦ ଜୋନାଲ ଯ଼ୁନିଟ୍ ବୁଧବାର ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀଯ଼ ବିମାନ ବନ୍ଦରରେ 2.79 କୋଟି ଟଙ୍କା ମୂଲ୍ଯ଼ର 3.77 କେଜି ସୁନା ଜବତ କରିଛି। ନିର୍ଦ୍ଦିଷ୍ଟ ଗୁଇନ୍ଦା ତଥ୍ଯ଼ ଆଧାରରେ ଏହି କାର୍ଯ୍ଯ଼ାନୁଷ୍ଠାନ ଫଳରେ ମେ 6 ତାରିଖରେ ଦୁବାଇରୁ ଆସିଥିବା ଚାରି ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା। ଗୁପ୍ତ ସୂଚନା ଆଧାରରେ ଡିଆର୍ଆଇ ଅଧିକାରୀମାନେ ପହଞ୍ଚିବା ପରେ ସନ୍ଦିଗ୍ଧ ଯାତ୍ରୀମାନଙ୍କୁ ଚିହ୍ନଟ କରିଥିଲେ। ପଚରା […]