New logo

ରାୟଗଡା ରେ ଅଳ୍ପକେ ବର୍ତିଲା ଉଦ୍ଧାରକାରୀ ପୋଲିସ ଗାଡି। ଟ୍ରାକ୍ଟର କୁ ଟ୍ରକ ଦେଲା ଧକ୍କା , ଦୁଇ ମୃତ ଓ ଦୁଇ ଆହତ

ରାୟଗଡା,(ଉଲାପ୍ର)ରାୟଗଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି, ଟ୍ରାକ୍ଟର ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ବେଳେ ଅନ୍ୟ ପଟରୁ ଟ୍ରକ ଦେଲା ଧକା ଫଳରେ ଘଟଣା ସ୍ଥଳରେ ଦୁଇ ମୃତ ଓ ଦୁଇ ଗୁରୁତର ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟି ରେ। ବିଳମ୍ବିତ ରାତିରେ କଳାହାଣ୍ଡି ରୁ ଆନ୍ଦ୍ରପ୍ରଦେଶ ଶ୍ରୀକାକୁଲମ ଟ୍ରାକ୍ଟର ଯୋଗେ ୪ ଶ୍ରମିକ ଯାଉଥିବା ବେଳେ ଟିକିରି ନିକଟ କାଳିଆପଡା ଘାଟିରେ ଟ୍ରାକ୍ଟର ଭାରସାମ୍ୟ […]

କୋଭିଡ ବେଳେ ନିଯୁକ୍ତି ଦେଲେ,କୋଭିଡ ସରିଲା ପରେ ବିଦା କଲେ

ରାୟଗଡା(ଉଲାପ୍ର)କୋଭିଡ ସମୟରେ ସେମାନଙ୍କର ଆବଶ୍ୟକ କରି ରଖିଲେ ଓ ପରେ ସେମାନଙ୍କୁ ଖୀରରୁ ମାଛି କାଢ଼ି ଫିଙ୍ଗିଲା ପରି ଫିଙ୍ଗିଦେଲେ ସରକାର ବୋଲି ଅଭିଯୋଗ କରିଛନ୍ତି । ଏ ନେଇ ସେମାନେ ମିଶନ ଡ଼ାଇରେକ୍ଟର NHM ଓଡିଶା, ଆଡିସନାଲ ସେକ୍ରେଟାରୀ ଫେମିଲି ୱେଲଫେର ଡିପାର୍ଟମେଂଟ ଭୁବନେଶ୍ୱର, CDMO & PHO ରାୟଗଡା ସହିତ ରାୟଗଡା ଜିଲ୍ଲାପାଳ ଓ ଆରଖିଅଧିକ୍ଷକଙ୍କୁ ସେମାନେ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଧାରଣା ଦେବାକୁ ବାଧ୍ୟ […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୧୪ ତାରିଖ ୨୦୨୦ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-କୃଷ୍ଣପକ୍ଷତିଥି-ଅମାବାସ୍ୟା ରାତ୍ରି ଘ୦୯/୪୪ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ଜ୍ୟେଷ୍ଠା ରାତ୍ରି ଘ୧୧/୫୭ ପର୍ଯ୍ୟନ୍ତ ତଦନ୍ତେ ମୂଳା ଚନ୍ଦ୍ର- ବିଛା ରାତ୍ରି ଘ୧୧/୫୭ ପର୍ଯ୍ୟନ୍ତ ତଦନ୍ତେ ଧନୁଯୋଗ-ଶୂଳକରଣ-ନାଗସୌରମାସ – ବିଛା ୨୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୫/୪୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୫୯✧═════•❁❀❁•═════✧ଯୋଗିନୀ ଐଶନ୍ୟେ ରାତ୍ରି ଘ୦୯/୪୪ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେମିଥୁନ ରାଶିର ଘାତ ବାରତୁଳା ଓ କୁମ୍ଭ ରାଶି ର ଘାତ ଚନ୍ଦ୍ରଅମାବାସ୍ୟା ର ସମ୍ବଚ୍ଛରିକ ଶ୍ରାଦ୍ଧ ମହାଳୟା ବିଧିରେ […]

ବଡମ୍ବା ଓକିଲ ସଂଘ ନିର୍ବାଚନ, କୈଳାଶ ଜେନା ସଭାପତି, ଦିଲୀପ ସାମନ୍ତ ସମ୍ପାଦକ

ବଡମ୍ବା(ସୁଜିତ ପଟ୍ଟନାୟକ)ବଡମ୍ବା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି,କୋଭିଡ କଟକଣା ମଧ୍ୟରେ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଏଥିରେ ଓକିଲ ସଂଘର ସଭାପତି ଭାବେ ବରିଷ୍ଠ ଆଇନଜୀବୀ କୈଳାଶ ଚନ୍ଦ୍ର ଜେନା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି, ସମ୍ପାଦକ ଭାବେ ଦିଲୀପ କୁମାର ସାମନ୍ତ ନିର୍ବାଚିତ ହୋଇଛନ୍ତି,ସେହିପରି କୋଷାଧ୍ୟକ ଭାବେ ଚିତ୍ତରଞ୍ଜନ ଗୋଛି ନିର୍ବାଚିତ ହୋଇଥିବା ଜଣାପଡିଛି,

ଆଠଗଡ ଓକିଲ ସଙ୍ଘ ନିର୍ବାଚନ, ସତେନ ପଣ୍ଡା ସଭାପତି, ମନୋରଞ୍ଜନ ମହାନ୍ତି ସମ୍ପାଦକ

ଆଠଗଡ(ଉଲାପ୍ର)ଆଠଗଡ ଓକିଲ ସଂଘର ନିର୍ବାଚନ ଆଜି ଶେଷ ହୋଇଛି,ଏଥିରେ ସଭାପତି ଭାବେ ସତେନ ପଣ୍ଡା ୩୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ମନୋରଞ୍ଜନ ମହାନ୍ତି କଡା ପ୍ରତିଦ୍ବନ୍ଦିତା କରି ୫ ଖଣ୍ଡ ଭୋଟ ରେ ପ୍ରସାଦ ମାଝିକୁ ହରାଇ ଛନ୍ତି,ସତେନ ପଣ୍ଡାଙ୍କ ସହିତ ଅରୁଣ ମହାନ୍ତି ନିର୍ବାଚନ ଲଢ଼ୁଥିବା ବେଳେ ଶ୍ରୀ ପଣ୍ଡା ୭୮ ଖଣ୍ଡ ଭୋଟ ପାଇଥିବା ବେଳେ ଅରୁଣ ମହାନ୍ତି ୪୬ ଖଣ୍ଡ ଭୋଟ ପାଇଥିଲେ,ସେହିପରି ସମ୍ପାଦକ ପଦବୀ ପାଇଁ […]