ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ମୁଣ୍ଡମହୁଲ ଗ୍ରାମରେ ଖାଦ୍ୟ ଉତ୍ସବ ଉଦଘାଟିତ

ବରଗଡ଼(ଉଲାପ୍ର)ଓଡିଶା ମିଲେଟ ମିଶନ ବିଜେପୁର ଆନୁକୂଲ୍ୟରେ ତାଲପଦର ପଂଚାୟତ ଅନ୍ତର୍ଗତ ମୁଣ୍ଡମହୁଲ ଗ୍ରାମ ରେ ଦୁଇ ଦିନିଆଁ ମାଣ୍ଡିଆ ଉପରେ ଖାଦ୍ୟ ଖାଦ୍ୟ ଉତ୍ସବ ଉଦଘାଟିତ ହୋଇଯାଇଛି l ଆଜିକାର ଏହି କାର୍ଯ୍ୟକ୍ରମ କୁ କୃଷି ବିଭାଗ ର ଭିଏଡବ୍ଲୁ ଶ୍ରୀଯୁକ୍ତ ସନ୍ୟାସୀ ସେଠ୍ ଉଦଘାଟନ କରି ମାଣ୍ଡିଆ ଚାଷ ବିଷୟରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସୁବୋଧ ସାହୁ ପ୍ରୋଜେକ୍ଟ କୋରଡ଼ିନେଟର ଇଶକ୍ତି ପ୍ରକଳ୍ପ, ରବି ରଣା, ଗୌର ରଣା ଓଡିଶା ମିଲେଟ […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୨୦ ତାରିଖ ୨୦୨୦ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ଷଷ୍ଠୀ ଦିବା ଘ୦୨/୨୬ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର- ଶତଭିଶା ରାତ୍ରି ଘ୦୯/୨୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭ।ଦ୍ରଚନ୍ଦ୍ର-କୁମ୍ଭ ଯୋଗ-ବଜ୍ରକରଣ -ତୈତିିଳସୌରମାସ – ଧନୁ ୦୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୯/୫୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୫୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ୦୨/୨୬ ପର୍ଯ୍ୟନ୍ତ ତଦନ୍ତେ ବୟବ୍ୟେମେଷ ରାଶିର ଘାତ ବାରମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ରଷଷ୍ଠୀ ର ଏକୋଦିଷ୍ଟ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବରବେଳା- ଘ୧୦/୨୧ ଗତେ ଘ୦୧/୦୪ ମଧ୍ୟେ ✧═════•❁❀❁•════*ବିଶୁଦ୍ଧ […]

ଜୀ-ସାର୍ଥକ ଓ ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ବର୍ଷ ଉପହାର

🔶ପ୍ରଥମ ଥର ପାଇଁ ମେଗା ସିରିୟଲରେ ଅଭିନୟ କରିବେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର🔶ଓଡ଼ିଆ ସିନେମା ଓ ଟେଲି ଇଣ୍ଡଷ୍ଟ୍ରିର ପୁନଃରୁଦ୍ଧାର ପାଇଁ ଆଗେଇ ଆସିଲେ ଏହି ଦିଗ୍ଗଜ ଅଭିନେତା🔶ଓଡ଼ିଆ ଟେଲିଭିଜନ ଇତିହାସରେ ଏହା ସବୁଠୁ ବ୍ୟୟ ବହୁଳ ମେଗା ଧାରାବାହିକ🔶ହେଲିକପ୍ଟରର ଉପଯୋଗ କୌଣସି ଓଡ଼ିଆ ଧାରାବାହିକରେ ପ୍ରଥମ 🔶ନିର୍ଦ୍ଦେଶନା ଦେବେ ସୁଶାନ୍ତ ମଣି ଜୀ-ସାର୍ଥକ ଏବଂ ଅକ୍ଷୟ ପରିଜା ପ୍ରଡକ୍ସନ ଓଡ଼ିଆ ଟେଲିଭିଜନ ଜଗତରେ ଏକ ନୂଆ ଅଧ୍ୟାୟ ରଚନା କରିବାକୁ ଯାଉଛନ୍ତି | ପ୍ରଥମ ଥର […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୧୯ ତାରିଖ ୨୦୨୦ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ପଞ୍ଚମୀ ଦିବା ଘ୦୧/୪୪ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର- ଧାନିଷ୍ଟା ରାତ୍ରି ଘ୦୭/୫୪ ପର୍ଯ୍ୟନ୍ତ ତଦନ୍ତେ ଶତଭିଶାଚନ୍ଦ୍ର-ମକର ଦିବା ଘ୦୭/୩୧ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭ ଯୋଗ-ହର୍ଷଣକରଣ -ବାଳବସୌରମାସ – ଧନୁ ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୮/୫୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୪୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ୦୧/୦୫ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେବୃଷ,ସିଂହ ଓ କନ୍ୟା ରାଶିର ଘାତବାରମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ରପଞ୍ଚମୀ ର ଏକୋଦିଷ୍ଟ ଓ ଷଷ୍ଠୀ […]

ଡିଜିଟାଲ ମାଧ୍ୟମରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉ

ବରଗଡ଼: ବିଶ୍ଵ ବିଖ୍ୟାତ ବରଗଡ଼ ର ଧନୁଯାତ୍ରା ମହୋତ୍ସବକୁ ଡିଜିଟାଲ ମାଧ୍ୟମରେ କରିବାକୁ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦାବି କରିଛନ୍ତି। ଆଜି ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଡେପୁଟି କଲେକ୍ଟର ସୁମତୀ ଦାଶଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ବିଶ୍ଵ ପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚ ରେ ଆୟୋଜିତ ହେଉଥିବା ବରଗଡ଼ ଧନୁଯାତ୍ରା କୁ କୋଭିଡ ୧୯ ଯୋଗୁଁ ମହୋତ୍ସବ […]

ବରଗଡ଼ ରେ କୋଭିଡ କିଓସ୍କ ଉଦଘାଟିତ

ବରଗଡ଼: ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ପ୍ରୋତ୍ସାହିତ କରିବା ପରିପ୍ରେକ୍ଷୀରେ ଓରମାସ ଓ ମିଶନ ଶକ୍ତି ସହାୟତା ରେ କୋଭିଡ କିଓସ୍କ ଉଦଘାଟିତ ହୋଇଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଲଗାଯାଇଥିବା ଏହି କୋଭିଡ କିଓସ୍କ ଷ୍ଟଲକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ସେନିଟାଇଜର,ଖାଡା,ମାସ୍କ ଆଦି […]

ଡିସେମ୍ବର ୨୩ ରୁ ପୁରି ବାସି ଜଗନ୍ନାଥ ଦର୍ଶନ କରି ପାରିବେ

ଆସନ୍ତା ଡିସେମ୍ବର ୨୩ ତାରିଖରୁ ନ ମାସର ବ୍ୟବଧାନ ପରେ ପୁରୀ ଶ୍ରୀମନ୍ଦିର ରେ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ।ମାତ୍ର କେଉଁମାନେ କେବେ ଠାକୁରଙ୍କୁ ଦର୍ଶନ କରିବେ ତାହା ସ୍ଥାନୀୟ ପ୍ରଶାସନ ଦ୍ୱାରା ସ୍ଥିରୀକୃତ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଦୁଇଦିନ ମନ୍ଦିରର ସେବାୟତ ଓ ସେମାନଙ୍କ ପରିବାର ଦର୍ଶନ ର ସୁବିଧା ପାଇବେ।ତା ପରେ ପୁରୀ ସହରର ଭିଭିନ୍ନ ୱାର୍ଡ ର ବାସିନ୍ଦା ମାନେ ସ୍ଥାନୀୟ ପୌରପାଳିକାରୁ ଟୋକନ ସଂଗ୍ରହ କରି ଠାକୁରଙ୍କୁ ଦର୍ଶନ କରିପାରିବେ […]

କଟକ ଜିଲ୍ଲା ତିଗିରିଆ, ନରସିଂହପୁର ଓ ବଡ଼ମ୍ବାରେ ବ୍ୟାପୁଥିବା କିଡ୍‌ନି ରୋଗ ପାଇଁ ଟାସ୍କ ଫୋର୍ସ ଗଠିତ । RMRC, SCB ସହିତ ରାଜ୍ୟ ବାହାରର ବିଶେଷଜ୍ଞ ସାମିଲ । କିଡ୍‌ନି ରୋଗ ବ୍ୟାପିବାର ଅନୁସନ୍ଧାନ, ଗବେଷଣା ଓ ରୋଗ ନିରାକରଣର ବାଟ ବାହାର କରିବ ଟିମ୍‌ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସୂଚନା*

ଆଠଗଡ ଏନଏସି ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଆଠଗଡ(ଉଲାପ୍ର) ଆଠଗଡ ଏନଏସି ର ମହାବୀର ପ୍ଳାଜା ଠାରେ ସହରାଞ୍ଚଳ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି,ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ ଯୋଗଦେଇ କହିଲେ ସହରାଞ୍ଚଳ ରେ ଲୋକେ ସଚେତନ ହେଲେ ବିଜେପି ଦଳ ଆଠଗଡ ନିର୍ବାଚନ ମଣ୍ଡଳୀ ରେ ସୁଦୃଢ଼ ହୋଇପାରିବ ବୋଲି ପ୍ରକାଶ କରିଥିଲେ,ଏହି ପ୍ରଶିକ୍ଷଣ ଶିବିରରେ କଟକ ମହାନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ,କଟକ ନଗର […]