ବରଗଡ଼ ରେ ଭାଜପାର କୃଷକ ସମାବେଶ ଅନୁଷ୍ଠିତ

ବରଗଡ଼: ବରଗଡ଼ ଘୁଲିପାଲି ଠାରେ ଭାରତୀୟ ଜନତା ପାର୍ଟିର ମହା କୃଷକ ସମାବେଶ ରଆୟୋଜିତ ହୋଇଯାଇଛି। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ସଭାରେ ଉପସ୍ଥିତ ନେତାମାନେ କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍ ସଂପର୍କରେ ତୃଣମୂଳ ସ୍ତରରୁ କୃଷକ ମାନଙ୍କୁ ଅବଗତ କରାଇବା ସହ ଏଥିରେ ଥିବା ସ°ସ୍କାର ନିଶ୍ଚିତ ଭାବେ କୃଷକ ଭାଇ ଭଉଣୀ ମାନଙ୍କ ସମୃଦ୍ଧ,ସଶକ୍ତ ଏବ° ଆତ୍ମ ନିର୍ଭରଶୀଳ ହେବାରେ ସହାୟକ ହେବ ବୋଲି କହିଥିଲେ। […]

ପରି ହତ୍ୟାକାଣ୍ଡ ନେଇ ରାୟଗଡା ଏସପି ଙ୍କ ଅଫିସ ଆଗରେ କଂଗ୍ରେସ ର ଧାରଣା

ରାୟଗଡା(ଉଲାପ୍ର) ପରି ହତ୍ୟା ମାମଲାରେ ରାୟଗଡା ଜିଲ୍ଲା କଂଗ୍ରେସର ରାୟଗଡା ଜିଲ୍ଲା SP ଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା । ଆଜି ରାୟଗଡା ଜିଲ୍ଳା କଂଗ୍ରେସର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ମହିଳା କଂଗ୍ରେସ କର୍ମୀ ସମେତ ଶତାଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ରାୟଗଡା SP ଙ୍କ କାର୍ଯ୍ୟାଳୟ ରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି।କୁନି ଝିଅ ପରି ସମେତ ଅନ୍ୟାନ୍ୟ ଶିଶୁଙ୍କ ନିର୍ମମ ହତ୍ୟା […]

କୃଷକ ଆଇନ ପ୍ରତ୍ୟାହାର ଦାବିରେ ଖୋଲା ଆକାଶ ତଳେ ଚାଷୀଙ୍କୁ ସମର୍ଥନ କରି କଂଗ୍ରେସ ର ଧାରଣା

ଆଠଗଡ(ଉଲାପ୍ର)ଭାରତବର୍ଷରେ କଳା କୃଷି ଆଇନ ପ୍ରତ୍ୟାହାର ଦାବିକରି ଗତ ୨୪ଦିନ ହେଲା ଦିଲୀ ରାଜରାସ୍ତା ରେ ସାରା ଭାରତ ବର୍ଷର ଚାଷିମାନେ ଧାରଣା ଦେଇଛନ୍ତି, ଏହାକୁ ସମର୍ଥନ କରି ଜାତୀୟ କଂଗ୍ରେସ ମଧ୍ୟ ଏହି କଳା ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି,ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ଓଡ଼ିଶାର ୧୪୭ଟି ନିର୍ବାଚନ ମଣ୍ଡଳୀ ରେ ଆଜି ୨୪ ଘଣ୍ଟିଆ ଧାରଣା ଖୋଲା ଆକାଶ ତଳେ ଦିଆଯାଇଛି,ଏହି ପରିପ୍ରେକ୍ଷୀରେ ଆଠଗଡ କଂଗ୍ରେସ କମିଟି […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୨୨ ତାରିଖ ୨୦୨୦ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ଅଷ୍ଟମୀ ରାତ୍ରି ଘ୦୬/୦୨ ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର- ଉତ୍ତରଭ।ଦ୍ର ରାତ୍ରି ଘ୦୨/୧୩ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର- ମୀନଯୋଗ-ବ୍ୟତିପ।ତକରଣ -ବବସୌରମାସ – ଧନୁ ୦୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୦/୫୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୫୯✧═════•❁❀❁•═════✧ଯୋଗିନୀ ଐଶନ୍ୟେ ରାତ୍ରି ଘ୦୬/୦୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେମକର ରାଶିର ଘାତବାରଧନୁ ରାଶି ର ଘାତଚନ୍ଦ୍ରଅଷ୍ଟିମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୧/୦୫ତେ ଘ୦୨/୨୮ ମଧ୍ୟେବରବେଳା- ଘ୦୭/୪୦ ଗତେ ଘ୦୯/୦୨ ମଧ୍ୟେ […]

,,,,,,,,,,,,,,,,,,,,,,,,ଉଦୟ ଲାବଣ୍ୟ ଓ କଟକ ଜିଲା ସାମ୍ବାଦିକ ସଂଘର ମହାପ୍ରଭାଵ,,,,,,,,,,,,,,,,,

ସାମ୍ବାଦିକଙ୍କୁ ଭିକାରୀ କହିବା,ଆଠଗଡ ରେଞ୍ଜ ଅଫିସରୁ ଜଣେ କର୍ମଚାରୀଙ୍କୁ ଚାକିରିରୁ ଲକଡାଉନ ବେଳେ ବାହାର କରିଦେବା,ଶ୍ରୀ ସିମେଣ୍ଟ କମ୍ପାନୀକୁ ଅହେତୁକ ସୁବିଧା ଦେଇ ରିଜର୍ଭ ଫରେଷ୍ଟ ଜମିକୁ ଗଛ କାଟିବା ପାଇଁ ଅନୁମତି ଦେବା,କାମ୍ପା ଟଙ୍କା ବ୍ୟାପକ ତୋଷରପାତ ହେବା ଭଳି ସଙ୍ଗିନ ଅଭିଯୋଗ ହୋଇ ଆସୁଥିଲା,ଯାହାକି ମହଙ୍ଗା ପଡିଲା ଆଠଗଡ ଡିଏଫଓ ସସ୍ମିତା ଲେଙ୍କାଙ୍କୁ, ଏହା ସହିତ ଆଠଗଡ ରେଞ୍ଜ ଅଫିସରୁ ଜଣେ ପାରା କର୍ମଚାରୀ ଙ୍କୁ ମଧ୍ୟ ଚାକିରିରୁ ବିଦା କରିଥିଲେ,ଜଙ୍ଗଲ ମନ୍ତ୍ରୀ ମଦନଙ୍କୁ […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୨୧ ତାରିଖ ୨୦୨୦ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ସପ୍ତମୀ ଦିବା ଘ୦୩/୪୬ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର- ପୂର୍ବଭ।ଦ୍ର ରାତ୍ରି ଘ୧୧/୩୩ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭ।ଦ୍ରଚନ୍ଦ୍ର-କୁମ୍ଭ ଦିବା ଘ୦୪/୫୦ ପର୍ଯ୍ୟନ୍ତ ତଦନ୍ତେ ମୀନ ଯୋଗ-ଅସୃକକରଣ -ବାଣିଜ୍ୟସୌରମାସ – ଧନୁ ୦୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୦/୫୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୫୯✧═════•❁❀❁•═════✧ଯୋଗିନୀ ବୟବ୍ୟେ ଦିବା ଘ୦୩/୫୬ ପର୍ଯ୍ୟନ୍ତ ତଦନ୍ତେ ଐଶନ୍ୟେମିଥୁନ ରାଶିର ଘାତବାରମୀନ ରାଶି ର ଘାତଚନ୍ଦ୍ରସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଘ୦୭/୪୧ ଗତେ ଘ୦୯/୦୪ […]

ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-2020ର ପାନରୋମା ପାଇଁ ନୀଳମାଧଵ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’ ମନୋନୀତ

ଓଡିଶା ପାଇଁ ଏକ ଖୁସି ଓ ଗୌରବର ଖବର | ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସଵର ପାନରମାରେ ଅନ୍ତର୍ଜାତିକ ନିର୍ମାତା ଓ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’ ମନୋନୀତ ହୋଇଛି | କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି |ଓଡିଶାର ଜନଜୀବନରେ ପ୍ରକୃତି ସହିତ ସଂଘର୍ଷ ଏକ ନିତିଦିନିଆ କଥା | ଶହ ଶହ ବର୍ଷ […]

ଭଲ ରାସ୍ତାକୁ ଭାଙ୍ଗି ଲୁଟୁଛି ଆଠଗଡ ଏନଏସି

ଆଠଗଡ(ଉଲାପ୍ର)ଆଠଗଡ ଏନଏ ସି ରେ ନାହିଁ ଶାସନ କି ପ୍ରଶାସନ,ଏଠି କେତେକ କୁଜି ନେତାଙ୍କ କଥାରେ ଚାଲିଛି ଆଠଗଡ ଏନଏସି,ଅଡିଟ ହେଉକି ସ୍ପେସିଆଲ ଅଡିଟ,କୋଟିକୋଟି ଟଙ୍କାର ଦୁର୍ନୀତି ଘଟଣାର ଅଡିଟ ରିପୋର୍ଟ ବାହାରିଥିଲେ ମଧ୍ୟ ଏଠି ହାତ ମୁହଁ ଧୋଇହୋଇ ସମସ୍ତେ ଚୁପ ବସି ଯାଇଛନ୍ତି,ଏହି ଘଟଣା ଉପରେ ବିରୋଧୀ ଦଳଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ,ଏଠି ଆମେ ଏଭଳି ଏକ ଚିତ୍ର ଦେଖାଉଛୁ ଯାହା ଦେଖିଲେ ଆପଣମାନେ ଅନୁମାନ କରିପାରିବେ ଆଠଗଡ ଏନଏସିରେ କେମିତି ହୁଏ […]