ବିନା ହେଲମେଟ ରେ ଯିବା ମହଙ୍ଗା ପଡିଲା ,ପୋଲିସ ମାଡରେ ବାଇକ ଚାଳକ ଲହୁ ଲୁହାଣ

ରାୟଗଡ଼ା, ଟ୍ରାଫିକ ଯାଂଚ ବେଳେ ହେଲମେଟ ନ ପିନ୍ଧି ଥିବାରୁ ବିଚରାସ୍ତାରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ । ତଳ ଶାଙ୍କେଶ ଗାଁର ରାହୁଲ ହିମିରିକା (18) ଓ କିଷାନ କୋଲକା (17) ନାମକ ଦୁଇ ଯୁବକ ବାଇକ ଯୋଗେ ମା ମଝିଘରିଆଣୀ ମନ୍ଦିର ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ହେଲମେଟ ଯାଞ୍ଚ ସମୟରେ ହେଲମେଟ ପିନ୍ଧି ନ ଥିବାରୁ ପୋଲିସ ଗାଡି ଅଟକାଇ ଥିଲେ। ଗାଡ଼ିରୁ ଚାବି ଟାଣି ନେବା ସହ […]

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

– ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମ ରେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀ ରାମ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଶେଷକରି ସାମ୍ପ୍ରତିକ ପରିସ୍ଥିତି ରେ ଆଜି ସକାଳୁ ଭବ୍ୟ ଲଗ୍ନ ଅନୁସାରେ ପୂଜାର୍ଚନା କରାଯାଇଥିଲା l ଆଜିକାର କାର୍ଯ୍ୟକ୍ରମ ରେ କର୍ତା ଭାବରେ ଯୋଗୀନ୍ଦ୍ର ମହାକୁର ଓ ତାଙ୍କ ଧର୍ମପତ୍ନୀ ମାମି ମହାକୁର ଯୋଗଦାନ କରିଥିଲେ l ପଣ୍ଡିତ ସୀତାରାମ ତ୍ରିପାଠୀ ପୂଜାର୍ଚନା କରିଥିଲେ l ଲଗ୍ନ ଅନୁସାରେ ସନ୍ଧ୍ୟା […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୨୬ ତାରିଖ ୨୦୨୦ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ଦ୍ୱାଦଶୀ ରାତ୍ରି ଘ୦୪/୨୫ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର- ଦ୍ଵିଜା ଦିବା ଘ୧୧/୨୪ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାଚନ୍ଦ୍ର- ମେଷ ରାତ୍ର ଘ୦୬/୦୬ ପର୍ଯ୍ୟନ୍ତ ତଦନ୍ତେ ବୃଷଯୋଗ-ସିଦ୍ଧିକରଣ -ବବସୌରମାସ – ଧନୁ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୨/୪୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୯✧═════•❁❀❁•═════✧ଯୋଗିନୀ ନୈଋତେ ରାତ୍ରି ଘ୦୪/୨୫ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେବିଛା ରାଶି ର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳ ବେଳା […]

ଅମିତ ଶାହାଙ୍କ ଆସାମ ଗସ୍ତ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ବର, ୨୪।୧୨- ଆସନ୍ତା ୨୬ ତାରିଖରେ ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହା ଆସାମ ଗସ୍ତ କରୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ଯୋଜନାର ତଥା ବିଜେପି ଆସାମ ପ୍ରଦେଶର ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବୁଧବାର ଆସାମରେ ପହଞ୍ଚିଛନ୍ତି। ଗତକାଲି ସେ ଅପରାହ୍ନରେ କରିମଗଂଜଠାରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ସହପ୍ରଭାରୀ ପବନ ଶର୍ମା, ବିଜେପି ରାଷ୍ଟ୍ରୀୟ ମହାମନ୍ତ୍ରୀ ଦିଲ୍ଲୀପ ସାଇକିଆଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ […]

ଯଶସ୍ବୀ ଫିଲ୍ମସର ଦ୍ୱିଭାଷୀ ଚିତ୍ର ‘ନବ ମାସ’ର ଶୁଭ ମହୁରତ

ପ୍ରଯୋଜନା କ୍ଷେତ୍ରରେ ପ୍ରଥମ କରି ପାଦ ରଖିଛି ଯଶସ୍ବୀ ଫିଲ୍ମସ | ବିଡିଏ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଯଶସ୍ବୀ ଫିଲ୍ମସର ପ୍ରଥମ ଅବଦାନ ‘ନବ ମାସ’ର ଟାଇଟଲ ଘୋଷଣା ସହିତ ମହୁରତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଦ୍ୱିଭାଷୀ ଚଳଚ୍ଚିତ୍ରର ନାୟକ ଭୂମିକାରେ ଉଦୟନ ଅପରାଜିତ (ୟୁଡି) ଅଭିନୟ କରୁଛନ୍ତି | ଉଭୟ ଓଡ଼ିଆ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିବା ସହ […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୨୫ ତାରିଖ ୨୦୨୦ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ୦୧/୫୯ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୮/୨୨ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜାଚନ୍ଦ୍ର- ମେଷଯୋଗ-ଶିବକରଣ -ବାଣିଜ୍ୟସୌରମାସ – ଧନୁ ୧୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୨/୩୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୪୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୧/୫୯ ପର୍ଯ୍ୟନ୍ତ ତଦନ୍ତେ ନୈରୁତେମେଷ ରାଶି ର ଘାତଚନ୍ଦ୍ରବିଛା,ଧନୁ ମୀନ ରାଶିର ଘାତବାରଆକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳ ବେଳା ଓ ବାର ବେଳା- ଦିବା ଘ୦୯/୦୨ ଗତେ […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୨୪ ତାରିଖ ୨୦୨୦ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ଦଶମୀ ରାତ୍ରି ଘ୧୧/୧୯ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର- ଅଶ୍ଵିନୀଚନ୍ଦ୍ର- ମେଷଯୋଗ-ପରିଘକରଣ -ତୈତିିଳସୌରମାସ – ଧନୁ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୧/୩୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୩୯✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ରି ଘ୧୧/୧୯ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେତୁଳା ଓ କୁମ୍ଭ ରାଶିର ଘାତବାରମେଷ ରାଶି ର ଘାତଚନ୍ଦ୍ରଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳ ବେଳା ଓ ବାର ବେଳା- ଦିବା ଘ୦୨/୨୫ ଗତେ ଘ୦୫/୧୨ ମଧ୍ୟେ ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- […]

ଆଠଗଡ ରେ ଜାତୀୟ ଖାଉଟି ଦିବସ ପାଳିତ

ଆଠଗଡ(ଉଲାପ୍ର)ଆଠଗଡ ଉପଜିଲ୍ଲାପାଳ ଙ୍କ ଅଫିସର ସଭାଗୃହ ଠାରେ ଉପଖଣ୍ଡ ସ୍ତରୀୟ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି, ଆଠଗଡ ଖାଉଟି କଲ୍ୟାଣ ସଂଘ ଓ ଯୋଗାଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଖାଉଟି ସଚେତନ ହେଲେ ଦେଶରୁ ଦୁର୍ନୀତି ହଟିବ ବୋଲି ପ୍ରକାଶ କରିଥିଲେ,ସଭାରେ ସଭାପତିତ୍ୱ କରିଥିଲେ ଆଠଗଡ ଖାଉଟି କଲ୍ୟାଣ ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ସମ୍ପାଦକ ଅଶୋକ କୁମାର […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୨୩ ତାରିଖ ୨୦୨୦ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ନବମୀ ରାତ୍ରି ଘ୦୮/୩୨ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର- ରେବତୀ ଶେଷରାତ୍ରି ଘ୦୫/୧୩ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀଚନ୍ଦ୍ର- ମୀନ ଶେଷରାତ୍ରି ଘ୦୫/୧୩ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ବରୀୟ।ନକରଣ -ବାଳବସୌରମାସ – ଧନୁ ୦୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୧/୦୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୫୯✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ରି ଘ୦୮/୩୨ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେକର୍କଟ ରାଶିର ଘାତବାରଧନୁ ରାଶି ର ଘାତଚନ୍ଦ୍ରନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୯/୦୧ ଗତେ […]