ଅଦ୍ୟ ଜାନୁଆରୀ ୧୫ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ଦ୍ଵିତୀୟା ଦିବା ଘ୦୭/୩୩ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ଧନିଷ୍ଟାଚନ୍ଦ୍ର – ମକର ଦିବା ଘ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ଅଶ୍ରୁକକରଣ-କୌଳବସୌରମାସ -ମକର ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୮/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୫୯✧═════•❁❀❁•═════✧ଯୋଗିନୀ ଉତ୍ତରେ ଦିବା ଘ ୦୭/୩୩ ଗତେ ଅଗ୍ନିକୋଣେସିଂହ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା- ଦିବା ଘ୦୯/୧୦ ଗତେ ଘ୧୧/୫୫ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା […]
ଆଠଗଡ(ଉଲାପ୍ର)ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପାଇଁ ଆଜି ଆଠଗଡ ରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଆଠଗଡ ଖଣ୍ଡ ତରଫରୁ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି,ସ୍ଥାନୀୟ ଚାନ୍ଦବାଲି ଛକ ହନୁମାନ ମନ୍ଦିର ଠାରେ ଆଠଗଡ ଖଣ୍ଡ ତରଫରୁ ପୂଜାର୍ଚ୍ଚନା କରାଯାଇ ଶ୍ରୀରାମଚନ୍ଦ୍ର ଙ୍କ ଉଦେଶ୍ୟରେ ଦୀପ ଦାନ କରାଯିବା ସହିତ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି,ଏହି କାର୍ଯ୍ୟକ୍ରମ ରେ ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲା କାର୍ଯ୍ୟବାହ ବିଚିତ୍ରା ନନ୍ଦ […]
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନୂଆ ବର୍ଷର ନିଆରା ପ୍ରୟାସ | ଏକାଠି ହେଲେ ଓଡ଼ିଆ ସଙ୍ଗୀତର ଆଗଧାଡିର କଣ୍ଠଶିଳ୍ପୀ | ମୁକ୍ତାକାଶ ତଳେ ହେଲା ମ୍ୟୁଜିକ ସିଟିଙ୍ଗ | କମ୍ପୋଜ ହେଲା ଗୀତ | ଆଭିମୁଖ୍ୟ ଥିଲା ନୂଆବର୍ଷରେ ସବୁ କଣ୍ଠଶିଳ୍ପୀଙ୍କୁ ଏକାଠି କରିବା ଏବଂ ସେମାନଙ୍କ ମିଳିତ କଣ୍ଠରେ ଏମିତି ଗୋଟିଏ ଗୀତ ପ୍ରସ୍ତୁତ କରିବା ଯାହା ଓଡ଼ିଶାର ନୂଆ ଏକ ପରିଚୟ ବହନ କରିବ |ଓଡିଶାର ସଂସ୍କୃତି, ପରମ୍ପରା ଓ ପରିଚୟକୁ […]
👉 କଳାହାଣ୍ଡି ମଙ୍ଗଳପୁରରେ ଜନସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭୋକର ଭୂଗୋଳ ଏବେ ରାଜ୍ୟର ଭାତହାଣ୍ଡି ପାଲଟିଛି । ନୂଆ ଓଡିଶା ପାଇଁ କଳହାଣ୍ଡି ଜିଲ୍ଲା ବାଟ ଦେଖାଇଛି । କୃଷି କ୍ଷେତ୍ରରେ ଜିଲ୍ଲା ଆଗେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ସରକାରଙ୍କ ଫୋକସରେ ରହିଛି ଜିଲ୍ଲା । ୩ ଗୁଣା ଚାଷ ଜମି ଅଧିକ ଜଳସେଚତି ହେଉଛି । ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁହାର କମିଛି । ସ୍ୱାସ୍ଥ୍ୟ, ଚାଷ, […]
ଅଦ୍ୟ ଜାନୁଆରୀ ୧୩ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-କୃଷ୍ଣପକ୍ଷତିଥି-ଅମାବାସ୍ୟା ଦିବା ଘ୧୦/୧୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର- ପୂର୍ବଷାଢା ପ୍ରାତଃ ଘ୦୬/୩୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢାଚନ୍ଦ୍ର – ଧନୁ ଦିବା ଘ୧୨/୨୦ ପର୍ଯ୍ୟନ୍ତ ତଦନ୍ତେ ମକରଯୋଗ-ହର୍ଷଣକରଣ-ନାଗସୌରମାସ – ଧନୁ ୩୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୮/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/୫୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ଦିବା ଘ ୧୦/୧୨ ଗତେ ପୂର୍ବେସିଂହ ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୦ […]
ଅଦ୍ୟ ଜାନୁଆରୀ ୧୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-କୃଷ୍ଣପକ୍ଷତିଥି-ଚତୁର୍ଦ୍ଦଶୀ ଦିବା ଘ୧୨/୧୬ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ନକ୍ଷତ୍ର- ମୂଳା ଦିବା ଘ୦୮/୦୪ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଷାଢାଚନ୍ଦ୍ର – ଧନୁଯୋଗ-ଧ୍ରୁବକରଣ-ଶଙ୍କୁନୀସୌରମାସ – ଧନୁ ୨୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୮/୨୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/୪୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ ୧୨/୧୬ ଗତେ ଐଶାନ୍ୟେତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାର ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଶ୍ରାଦ୍ଧ ଓ ଅମାବାସ୍ୟା ର ସ।ମ୍ବଛରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ✧═════•❁❀❁•═════✧କାଳବେଳା […]
ବରଗଡ଼,ବରଗଡ଼ ଜ଼ିଲ୍ଲା ଅନ୍ତର୍ଗତ ସତଲମା ଗ୍ରାମରେ ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ସମଲେଶ୍ୱରୀ ଭଲିବଲ ସଂଘ ଆନୁକୂଲ୍ୟରେ ସତଲମା ବାଳକ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ବରପାଲି ଦଳ ଅଡ଼ଗାଁ ଦଳ କୁ 2-1 ସେଟ ରେ ପରାସ୍ତ କରିଥିଲା l ଅଡ଼ଗାଁ ଦଳର ହର ମ୍ୟାନ ଅପ ଦ ମ୍ୟାଚ ହୋଇଥିବା ବେଳେ ନୀଳ ମ୍ୟାନ ଅପ ଦ ସିରିଜ ହୋଇଥିଲେ l ସକାଳର ଉଦଘାଟନୀ ଉତ୍ସବ […]
ରାୟପୁର , ୧୯୯୨ ମସିହା ବ୍ୟାଚ ର ଆଇ.ଏ.ଏସ. ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ ରାଜ୍ୟର ମୁଖ୍ୟ ଶାସନ ସଚ୍ଚିବ ପଦର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି | ମୁଖ୍ୟ ଶାସନ ସଚ୍ଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟ ଗତ କାରଣରୁ ଛୁଟି ରେ ଯାଇଥିବା ହେତୁ ତାଙ୍କ ସ୍ଥାନରେ ଶ୍ରୀ ସାହୁଙ୍କୁ ନିଯୁକ୍ତ କରାଯାଇଥିବାର ସରକାରୀ ବିଜ୍ଞପ୍ତି ନାମା ସାଧାରଣ ପ୍ରଶାସନ ବିଭାଗରୁ ପ୍ରକାଶ ପାଇଛି | ଶ୍ରୀ ସାହୁ ଏବେ ମୁଖ୍ୟମନ୍ତ୍ରୀ ଭୁପେଶ […]