ରାଜ୍ୟ ସ୍ତରୀୟ ଶ୍ରମିକ ଦିବସ ରେ ସାମ୍ବାଦିକ ସମ୍ବର୍ଦ୍ଧିତ
ଫୁଲବାଣୀ ( ଉଲ୍ଲାପ୍ର )କଳିଙ୍ଗ ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ୱ ଶ୍ରମିକ ଦିବସ ରେ କନ୍ଧମାଳ ଜିଲାର ବରିଷ୍ଠ ସାମ୍ବାଦିକ ତଥା କନ୍ଧମାଳ ଜିଲ୍ଲା ସାମ୍ବାଦିଜ ସଙ୍ଘ କାର୍ଯ୍ୟକାରୀ ସଭାପତି ଓ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସର ରେ ମୁଖ୍ୟ ଅତିଥି ଭାବେରାଜ୍ୟ ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ସିନେ ଅଭିନେତା ଅଶ୍ରୁମୋଚନ […]