ଦିନିଆରୀ ଫୁଟବଲ ଟୂଣ୍ଣାମେଣ୍ଟ ରେ ଶରଧାପୁର କୁ ହରାଇ କେରଙ୍ଗ ଚମ୍ପିୟାନ
ମା’ ମଙ୍ଗଳା ସ୍ପୋର୍ଟସ୍ କ୍ଳବ୍ ଦିନିଆରୀ ଅନୂକୁଲ୍ୟାରେ ଆରମ୍ଭ ହୋଇଥିବା ନବମ ବାର୍ଷିକ ଫୁଟବଲ୍ ଟୂଣ୍ଣାମେଣ୍ଟ ରେ ଆଜି ଫାଇନାଲ ମ୍ୟାଚ ରେ ଶରଧାପୁର ଦଳ ଓ କେରଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ମ୍ୟାଚ ରେ ଶରଧାପୁର ଦଳ କୁ ୧ ଟି ଗୋଲ ଦେଇ କେରଙ୍ଗ ଦଳ ଚମ୍ପିୟାନ ଟ୍ରଫି ହାସଲ କରିଛି। ପୁରସ୍କାର ବିତରଣ ଉତ୍ସବ ରେ ଶ୍ରୀ ପଦୀପ କୁମାର ସାହୁ ଓ ପୂର୍ବତନ ସରପଂଚ ପୋଡାଡିହ ଗ୍ରା଼.ପ ସୁଦର୍ଶନ ମାଣିକ ମୁଖ୍ୟ […]