ବ୍ରିଟିଶ ଶାସନରୁ ସ୍ୱାଧୀନ ଭାରତ, ବଜେଟରେ ବଦଳିନି କଣ
ଆଉ କିଛି ଦିନ ପରେ ଆସିବ ଦେଶ ପାଇଁ ବଜେଟ୍। ତେବେ କେବେ ଭାବିଛନ୍ତି ଭାରତରେ ପ୍ରଥମ ବଜେଟ୍ କେବେ ଆସିଥିଲା ? କିଏ ବଜେଟ୍ ତିଆରି କରିଥିଲେ ଓ କିଏ ବଜେଟ୍ ଉପସ୍ଥାପନ କରିଥିଲେ ? ବଜେଟକୁ ନେଇ କିଛି ଏମିତି ତଥ୍ୟ ଆଜି ଆପଣଙ୍କୁ ଆମେ କହିବୁ ଯାହା ହୁଏତ ଆପଣ ଜାଣିନଥିବେ । ଇଷ୍ଟ ଇଣ୍ଡିଆ ଶାସନ କାଳରେ କମ୍ପାନୀ ବାହାଦୁରଙ୍କ ଦୁଇଟି କାମ ଥିଲା । ପ୍ରଥମ ହେଉଛି ଚାଷୀଙ୍କଠାରୁ କର […]