PRESS RELEASE ଅବିକା କ୍ୟାଲେଣ୍ଡର୍‍ ଗ୍ରାଣ୍ଡଫିନାଲେ: ପ୍ରଗତି ପ୍ରିୟଦର୍ଶିନୀ ଫେସ୍‍ ଅଫ୍‍ ଦ ଇୟର ଭୁବନେଶ୍ୱର ୧୭/୧: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍‍ ପ୍ରତିଯୋଗିତାରେ ‘ଫେସ୍‍ ଅଫ୍‍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି ପ୍ରଗତି ପ୍ରିୟଦର୍ଶିନୀ । ସ୍ଥାନୀୟ ୱିସଡମ୍‍-ଟ୍ରି ଗ୍ଲୋବାଲ୍‍ ସ୍କୁଲ୍‍ ପ୍ରେକ୍ଷାଳୟରେ ଆୟୋଜିତ ଗ୍ରାଣ୍ଡ୍‍ ଫିନାଲେ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର ସହ ଖଣ୍ଡୁଆପାଟ ଦେଇ ସମ୍ମାନିତ କରିଥିଲେ ଓଲିଉଡ୍‍ର […]

ଗଡଜାତ ପରିକ୍ରମା ତରଫରୁ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ

ଆଠଗଡ(ଉଲାପ୍ର)୭୨ ତମ ସାଧାରଣ ତନ୍ତ୍ର ଦିବସରେ ଆଠଗଡ ର ସ୍ମୃତି ପୀଠ ଠାରେ ମହାପୁରୁଷ ମାନଙ୍କୁ ଗଡଜାତ ପରିକ୍ରମା ତରଫରୁ ମାଲ୍ୟାର୍ପଣ କରାଯାଇଛି, ଗଡଜାତ ପରିକ୍ରମାର ସଭାପତି ପ୍ରାଣକୃଷ୍ଣ ଦାଶ,ଉପସଭାପତି ସୁରେଶ ଚନ୍ଦ୍ର ପରିଡା,ସମ୍ପାଦକ ଲଲାଟେନ୍ଦୁ ସେନାପତି,ପ୍ରଭାକର ପଟ୍ଟନାୟକ, ତ୍ରିଲୋଚନ ବେହେରା,ପୁଲିନ ମିଶ୍ର,ବିଜୟ ନାୟକ,ସନ୍ତୋଷ ବାରିକ,ସର୍ବେଶ୍ୱର ପଣ୍ଡା,ପ୍ରକାଶ ସେଠୀ, ଅଶୋକ ଦାଶ,ସ୍ୱପ୍ନାରାଣୀ ବେହେରା ପ୍ରମୁଖ ନେହେରୁ,ଇନ୍ଦିରା ଗାନ୍ଧୀ,ଗୋପବନ୍ଧୁ,ବାଦଲ ରଥ ଓ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ,ସୂଚନାଯୋଗ୍ୟ ଗତ ସାତବର୍ଷ ଧରି ଆଠଗଡ ମୁଖ୍ୟରାସ୍ତା ନବୀକରଣ ବେଳେ ନେହେରୁ,ଗାନ୍ଧୀ,ଗୋପବନ୍ଧୁ, […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୨୭ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୦୧/୧୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-ପୁନର୍ବସୁ ରାତ୍ରି ଘ୦୪/୨୭ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାଚନ୍ଦ୍ର – ମିଥୁନ ରାତ୍ରି ଘ୧୦/୨୦ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ବିସ୍କୁମ୍ଭକରଣ-ଗରସୌରମାସ -ମକର ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୧୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ରାତ୍ର ଘ ୦୧/୧୫ ଗତେ ବାୟବ୍ୟେକନ୍ୟା ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୯/୧୩ ଗତେ ଘ୧୦/୩୭ ମଧ୍ୟେବାରବେଳା – […]

ଉତ୍କଳ ସାମ୍ବାଦିକ ସଂଘର ୭୬ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର(ଉଲାପ୍ର)ଉତ୍କଳ ସାମ୍ବାଦିକ ସଂଘର ୭୬ ତମ ପ୍ରତିଷ୍ଠା ଦିବସ ବିଧାୟକଙ୍କ କଲୋନୀ ରେ ଅନୁଷ୍ଠିତ ହୋଇଯାଇଛି, କରୋନା କଟକଣାକୁ ଆଖି ଆଗରେ ରଖି ମହା ଆଡମ୍ବରରେ ରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଭୁବନେଶ୍ୱର ବାସଭବନରେ ଅନୁଷ୍ଠିତ ହୋଇ ଯାଇ ଅଛି।ପ୍ରତିଷ୍ଠା ଦିବସ,ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜିମୁତ ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଷ୍ଠା ଦିବସରେ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ,ବରିଷ୍ଠ ବିଜେଡ଼ି ନେତା ଅମର ଶତପଥୀ, ଅରବିନ୍ଦ […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୨୪ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ୧୧/୦୧ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର-ରୋହିଣୀ ରାତ୍ର ଘ୧୨/୪୪ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରାଚନ୍ଦ୍ର – ବୃଷଯୋଗ-ବ୍ରହ୍ମକରଣ-ବାଣିଜ୍ୟସୌରମାସ -ମକର ୧୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୪୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ର ଘ ୧୧/୦୧ ଗତେ ନୈୠତେବିଛା ରାଶିର ଘାତଚନ୍ଦ୍ରରବି ରାଶିର ଘାତବାରଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା ଘ୧୦/୩୨ ଗତେ ଘ୦୧/୨୦ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୦ […]

ଆଠଗଡ ବିକାଶ ପରିଷଦ ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମଜୟନ୍ତି ପାଳିତ

ଆଠଗଡ(ଉଲାପ୍ର)ଆଠଗଡ ବିକାଶ ପରିଷଦ ତରଫରୁ ସ୍ତାନୀୟ ପୁରୁଣା ବସ ଷ୍ଟାଣ୍ଡ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଜୟନ୍ତି ପାଳିତ ହୋଇଯାଇଛି, ବିକାଶ ପରିଷଦ ର ସଭାପତି ରାମନାରାୟନ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶ୍ରଦ୍ଧା ସୁମନ ସମାବେଶରେ ବରିଷ୍ଠ ନାଗରିକ ଶରତ ସାମନ୍ତ,ସର୍ବେଶ୍ୱର ପଣ୍ଡା,କ୍ଷୀରୋଦ ମିଶ୍ର,ଜ୍ଞାନରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ଆଜିର ଏହି ଦିବସକୁ ବିଜେପି ଦଳ ତରଫରୁ ପରାକ୍ରମ ଦିବସ ପାଳନ କରୁଛନ୍ତି।

ଓଡିଶା ଗତବର୍ଷ ତୁଳନାରେ ବଢ଼ିଛି ରପ୍ତାନୀ, ନଭେମ୍ବର ସୁଦ୍ଧା ୫୫ ପ୍ରତିଶତ ବୃଦ୍ଧି: ମୁଖ୍ୟମନ୍ତ୍ରୀ

ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ ସେରମନିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- କୌଣସି ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିରେ ରପ୍ତାନୀର ବଡ଼ ଭୂମିକା ରହିଛି । ଅନ୍ତର୍ଜାତୀୟ ବ୍ୟାପାର ଓ ବାଣିଜ୍ୟରେ ଓଡ଼ିଶାର ଭଲ ଇତିହାସ ରହିଛି । କଳିଙ୍ଗର ‘ସାଧବ ପୁଅ’ ଅନ୍ତର୍ଜାତୀୟ ବଜାରରେ ଆମ ବାଣିଜ୍ୟକୁ ପୋତ୍ସାହିତ କରିଥିଲେ । ଯେଉଁ ଅତୀତ ଆମକୁ ପ୍ରେରଣା ଦିଏ । ବ୍ୟବସାୟ କରିବା, 5Tର କାର୍ଯ୍ୟକାରୀତା, ଗୁଣାତ୍ମକ ମାନ ପାଇଁ ଭିତ୍ତିଭୂମି ସାହାଯ୍ୟ […]

ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି: ଆତ୍ମନିର୍ଭର ହେବେ ଭିକ୍ଷୁକ

ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି । ଏଥିପାଇଁ ବିଏମସି ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ଭିକ୍ଷାବୃତ୍ତି ଉପରେ କଟକଣା ଜାରି କରାଯିବା ସହ ସେମାନଙ୍କୁ ଥଇଥାନ କରାଯିବ । ପରେ ସେମାନଙ୍କ ଦକ୍ଷତାକୁ ଆଧାର କରି ଆତ୍ମନିର୍ଭରଶୀଳ ହେବା ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ପ୍ରଦାନ କରାଯିବ । ରାଜଧାନୀକୁ ଭିକାରୀମୁକ୍ତ କରିବା ନିଷ୍ପତି ଉପରେ ଲାଗିଛି ସରକାରୀ ମୋହର । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର […]

ଓଡ଼ିଶା ରେ ଗତବର୍ଷ ତୁଳନାରେ ବଢ଼ିଛି ରପ୍ତାନୀ, ନଭେମ୍ବର ସୁଦ୍ଧା ୫୫ ପ୍ରତିଶତ ବୃଦ୍ଧି: ମୁଖ୍ୟମନ୍ତ୍ରୀ

ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ ସେରମନିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- କୌଣସି ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିରେ ରପ୍ତାନୀର ବଡ଼ ଭୂମିକା ରହିଛି । ଅନ୍ତର୍ଜାତୀୟ ବ୍ୟାପାର ଓ ବାଣିଜ୍ୟରେ ଓଡ଼ିଶାର ଭଲ ଇତିହାସ ରହିଛି । କଳିଙ୍ଗର ‘ସାଧବ ପୁଅ’ ଅନ୍ତର୍ଜାତୀୟ ବଜାରରେ ଆମ ବାଣିଜ୍ୟକୁ ପୋତ୍ସାହିତ କରିଥିଲେ । ଯେଉଁ ଅତୀତ ଆମକୁ ପ୍ରେରଣା ଦିଏ । ବ୍ୟବସାୟ କରିବା, 5Tର କାର୍ଯ୍ୟକାରୀତା, ଗୁଣାତ୍ମକ ମାନ ପାଇଁ ଭିତ୍ତିଭୂମି ସାହାଯ୍ୟ […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୨୩ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ଦଶମୀ ରାତ୍ରି ଘ୦୯/୦୧ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-କୃତ୍ତିକା ରାତ୍ର ଘ୧୦/୧୬ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର – ବୃଷଯୋଗ-ଶୁଳ୍କକରଣ- ତୈତିିଳସୌରମାସ -ମକର ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୮/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୪୯✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ର ଘ ୦୯/୦୧ ଗତେ ଅଗ୍ନିକୋଣେବିଛା ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା- ଦିବା ଘ୦୭/୫୧ ମଧ୍ୟେ ଓ ଘ୦୪/୦୫ ଗତେ ଘ୦୫/୩୧ ମଧ୍ୟେବ।ରବେଳା […]