ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ଭୁଲିଗଲା ଆଠଗଡ ପ୍ରଶାସନ

ଆଠଗଡ(ଉଲାପ୍ର)ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ଭୁଲିଗଲା ଆଠଗଡ ପ୍ରଶାସନ, ଆଜି ହେଉଛି ମହାତ୍ମାଗାନ୍ଧୀ ଙ୍କ ତିରୋଧାନ ଦିବସ,ଶନିବାର ଅଫିସ ସବୁ ଛୁଟି,ଆଠଗଡ ବ୍ଲକ ପରିସରରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତିରେ ଜାନୁଆରୀ ୨୬ ଦିନ ବ୍ଲକ ପ୍ରଶାସନ ପକାଇଥିଲା ଫୁଲମାଳ, ଏହି ତିରୋଧାନ ଦିବସ ରେ ଆଉ ଫୁଲମାଳ ଟିଏ ପ୍ରଶାସନ ପକାଇ ପାରିଲା ନାହିଁ,ଆଠଗଡ ର ସ୍ବେଛାସେବୀ ସଂଗଠନ ଗଡଜାତ ପରିକ୍ରମା ଖବର ପାଇବା ପରେ ଦିନ ଗୋଟାଏ ବେଳେ ବ୍ଲକ ରେ […]

ରାମମନ୍ଦିର ପାଇଁ ଢେ଼ଙ୍କାନାଳ ରେ ନିଧି ସଂଗ୍ରହ

ଢେ଼ଙ୍କାନାଳ(ଉଲାପ୍ର)ଅଯୋଧ୍ୟାର ମାଟିରେ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମିରେ ହେବାକୁ ଥିବା ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସାରା ଭାରତ ବର୍ଷରେ ପ୍ରତ୍ୟେକ କୋଣ ଅନୁକୋଣରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଚାଲିଥିବାବେଳେ ଢେଙ୍କାନାଳ ବିଜେପି ତରଫରୁ ସ୍ଥାନୀୟ ଟାଉନ ହଲ ସାମ୍ନାରେ ଆୟୋଜିତ ନିଧି ସଂଗ୍ରହ କାର୍ଯ୍ୟକ୍ରମରେ ଉପସ୍ଥିତ ଆମ ପ୍ରିୟ ନେତା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମ ଭାଇ,ବିଜେପି ନଗରମଣ୍ଡଳ ସଭାପତି ଟୁଟୁ ଭାଇ, ପୂର୍ବତନ ନଗରମଣ୍ଡଳ ଯୁବମୋର୍ଚ୍ଚା ସଭାପତି ବ୍ରହ୍ମ|ନନ୍ଦ ସାହୁ, ନଗରମଣ୍ଡଳ […]

ଇସୋ ଆନୁକୂଲ୍ୟରେ ଶିଶୁ କନ୍ୟା ଦିବସ ପାଳିତ

ଢେଙ୍କାନାଳ(ଉଲାପ୍ର)ଢେ଼ଙ୍କାନାଳ ମହାବିଦ୍ୟାଳୟ ମଧ୍ୟରେ ଇସୋ ତରଫରୁ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ରେ ମୁଖ୍ୟଅତିଥି ରୂପେ ଅତିରିିକ୍ତ ଏସପି ନାୟକକୃଷ୍ଣ କମେଲା, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମହିଳା ମହାବିଦ୍ୟାଳୟର ଅଧକ୍ଷ ରାମଚନ୍ଦ୍ର ମଲ୍ଲ, ମହିଳା ସହଯୋଗ କେନ୍ଦ୍ର ର ଆଡ଼ଭାଇଜର ଶାନ୍ତି ମିଶ୍ର, ଅମୃତା ନନ୍ଦିନୀ ମହାନ୍ତି ଯୋଗ ଦେଇଛନ୍ତି ।ଇସୋ ର କାର୍ଯ୍ୟକାରୀ ସମ୍ପାଦିକା ପୁଷ୍ପାଞ୍ଜଳି ଜେନା ଏହାକୁ ଆୟୋଜନ କରାଇଥିଲେ । କନ୍ୟାରତ୍ନଙ୍କର ଆଜିର ଯୁଗରେ ଆବଶ୍ୟକତା […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୩୦ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି-ଦ୍ଵିତୀୟା ରାତ୍ରି ଘ୧୦/୧୬ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ମଘା ରାତ୍ରି ଘ୦୩/୧୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ବା: ଫାଚନ୍ଦ୍ର – ସିଂହଯୋଗ-ସୌଭାଗ୍ୟକରଣ-ତୈତିଳସୌରମାସ -ମକର ୧୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୩୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୫୯✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ର ଘ ୧୦/୧୬ ଗତେ ଅଗ୍ନିକୋଣେକର୍କଟ ଓ ମକର ରାଶିର ଘାତ ଚନ୍ଦ୍ରବୃଷ, ସିଂହ ଓ କନ୍ୟା ରାଶିର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୭/୫୦ ମଧ୍ୟେ ଓ […]

ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜେପିର ଗଣଧାରଣା

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଓଡିଶା ସରକାରଙ୍କ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ଦାବି ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛି ଜିଲ୍ଲା ବିଜେପି । କାମାକ୍ଷା ନଗର ମହାବିଦ୍ୟାଳୟରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ବେଆଇନ ଭାବେ ଦରମା ନେଉଥିବା ସହିତ କାମାକ୍ଷା ନଗର ମହାବିଦ୍ୟାଳୟର ପରିଚାଳନା କମିଟିରେ ଅଧ୍ୟକ୍ଷ ଥିବା ସମୟରେ ଦୁଇ କୋଟିରୁ ଅଧିକ ଟଙ୍କା ହେରଫେର ହେଇଥିବାର ଅଭିଯୋଗ କରି ଏକ ଉଚ୍ଚସ୍ତରୀୟ ତଦନ୍ତ ସହ […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୨୯ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି-ପ୍ରତିପଦ ରାତ୍ରି ଘ୧୧/୪୧ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୦୪/୦୦ ପର୍ଯ୍ୟନ୍ତ ତଦନ୍ତେ ମାଘଚନ୍ଦ୍ର -କର୍କଟ ରାତ୍ରି ଘ୦୪/୦୦ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ଆୟୁ ଷ୍ମାନକରଣ-ବାଳବସୌରମାସ -ମକର ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୪୯✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ର ଘ ୧୧/୪୦ ଗତେ ଉତ୍ତରେବିଛା,ଧନୁ ଓ ମୀନ ରାଶିର ଘାତବାରପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା ୦୯/୧୦ ଗତେ […]

୨୯ରେ ପଦ୍ମପୁରରେ କୃଷକ ଅଧିକାର ରାଲି ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼(ଉଲାପ୍ର)ଆସନ୍ତା ୨୯ ତାରିଖ ଦିନ ପଦ୍ମପୁରରେ ଭାରତୀୟ ଜନତା ପାର୍ଟି ଆହ୍ବାନ ରେ କୃଷକ ଅଧିକାର ରେଲି ଓ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମନାରେ ଗଣ ଧାରଣା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପାଇକମାଲ ଠାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଖଣ୍ତ ରେ ମଣ୍ତି ମାନଙ୍କ ରେ ପଡି ରହିଥିବା ଧାନ ତୁରନ୍ତ ଉଠାଇବା,ଲେପ୍ସ ହୋଇ ଯାଇଥିବା ଚାଷୀଙ୍କ ଟୋକନକୁ ରିଜେନେରେଟ୍ କରିବା ,ମଣ୍ତିରେ […]

ଆଠଗଡରେ ସ୍ଥାନୀୟ ନିଯୁକ୍ତି ଓ ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଦାବିନେଇ ଧାରଣା

ଆଠଗଡ(ଉଲାପ୍ର)ରାଷ୍ଟ୍ରୀୟ ଜୟ ହିନ୍ଦ ପାର୍ଟି ତରଫରୁ ଆଜି ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି ଜୟ ହିନ୍ଦ ପାର୍ଟିର ରାଜ୍ୟ ସଭାପତି ଇଂଜିନିଅର ଦେବୀପ୍ରସାଦ ମହାପାତ୍ର,ଆଠଗଡରେ ଗଢି ଉଠିଥିବା କମ୍ପାନୀ ମାନଙ୍କରେ ସ୍ଥାନିୟ ଯୁବକ ମାନଙ୍କୁ ନିଯୁକ୍ତି ଓ ଆଠଗଡ ରେ ବିଭିନ୍ନ କମ୍ପାନୀ ମାନଙ୍କ ମୁଖ୍ୟ କାର୍ଯ୍ୟାଳୟ ଖୋଲିବାକୁ ଦାବିକରି ଗତ ଏକ ସପ୍ତାହ ତଳେ ଇଂଜିନିଅର ଦେବୀପ୍ରସାଦ ମହାପାତ୍ର ଆଠଗଡ ଉପଜିଲାପାଳ ଙ୍କୁ ଏକ ଦାବିପତ୍ର […]

ଅଦ୍ୟ ଜାନୁଆରୀ ୨୮ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ପୂର୍ଣ୍ଣିମା ରାତ୍ରି ଘ୧୨/୪୪ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ପୁଷ୍ୟା ରାତ୍ରି ଘ୦୪/୨୭ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାଚନ୍ଦ୍ର -କର୍କଟଯୋଗ-ପ୍ରୀତିକରଣ-ଵିଷ୍ଟୀସୌରମାସ -ମକର ୧୫ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୦୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ରାତ୍ର ଘ ୧୨/୪୪ ଗତେ ପୂର୍ବେତୁଳା ଓ କୁମ୍ଭ ରାଶିର ଘାତବାରପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା ୦୨/୪୬ ଗତେ ଘ୦୫/୩୩ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା ଘ୧୦/୩୬ ଗତେ […]

ସାଧାରଣତନ୍ତ୍ର ଦିବସକୁ ନିଆରା ଢଙ୍ଗରେ ପାଳିଲେ ଅଭୟ,ପାଞ୍ଚଶହ ମିଟର ଜାତୀୟ ପତାକା ଧରି କଲେ ସହର

ଆଠଗଡ(ଉଲାପ୍ର)ଭାରତ ବର୍ଷ ପାଳନ କରିଛି ୭୨ତମ ସାଧାରଣତନ୍ତ୍ର ଦିବସ। ଯେଉଁଥି ପାଇଁ ଚଳ ଚଞ୍ଚଳ ହୋଇ ଉଠିଥିଲା ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ।ଚଳିତ ବର୍ଷ ମହାମାରୀ କୁ ଆଖି ଆଗରେ ରଖି କାଣ୍ଟ ଛାଂଟ କରି ଅଳ୍ପ ସଂଖ୍ୟକ ରେ ସାରା ଭାରତ ବର୍ଷରେ ପାଳନ କରାଯାଇଛି ଏହି ମହାନ ଦିବସ କୁ ।ଚଳିତ ବର୍ଷ ଆଉ ଦୁଇ ପାଦ ଆଗକୁ ଯାଇ କଟକ ଜିଲ୍ଲା ଆଠଗଡ଼ ର ଯୁବ ସଙ୍ଗଠକ ତଥା ଅବସର ପ୍ରାପ୍ତ ସୈନିକ […]