ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ ଅଚଳ

କନ୍ଧମାଳ,(ଉଲାପ୍ର): ଆଦିବାସୀ ଅଧ୍ୟୁଷିତ ଏବଂ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଜିଲ୍ଲାରେ ଦିନ ଦିନ ଧରି ବିଏସ୍‌ଏନ୍‌ଏଲ୍‌ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ସମେତ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା କାର୍ଯ୍ୟ କରୁନି। ଜିଲ୍ଲାର ଅଧିକାଂଶ ବ୍ଲକ‌୍‌ରେ କ୍ରମାଗତ ଭାବେ ନେଟ୍‌ୱର୍କ ରହୁ ନଥିବାରୁ ମୋବାଇଲ୍‌ ସେବା ବ୍ୟାହତ ହୋଇପଡ଼ିଛି। ଦିନତମାମ ସମଗ୍ର ଫିରିଙ୍ଗିଆ ବ୍ଲକ୍‌, ଫୁଲବାଣୀ ସଦର, ରାଇକିଆ, କ. ନୂଆଗାଁ ଓ ବାଲିଗୁଡା ବ୍ଲକ୍‌ରେ ବିଏସ୍‌ଏନ୍‌ଏଲ୍‌ […]

ପେଟ୍ରୋଲ,ଡିଜେଲ,ଗ୍ୟାସ ଦର ବୃଦ୍ଧି ପ୍ରତିବାଦ ରେ ଓଡିଶା ବନ୍ଦ ସଫଳ

ଭୁବନେଶ୍ୱର,ଆଠଗଡ, ତିଗିରିଆ,ଖୁଣ୍ଟୁଣି,ବଡମ୍ବା,ନରସିଂହପୁର(ଉଲାପ୍ର)ରାଜ୍ୟ କଂଗ୍ରେସ ତରଫରୁ ଦିଆ ଯାଇଥିବା ଛଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ରାଜ୍ୟରେ ସଫଳ ହୋଇଛି,କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ଗ୍ୟାସ ଦରଦାମ ଉପରେ ନିୟନ୍ତ୍ରଣ ହରାଇଥିବା ଯୋଗୁ ବାରମ୍ବାର ରାଜ୍ୟରେ ତୈଳଦର ବୃଦ୍ଧି ଘଟୁଛି,ଯାହାକୁ ନେଇ ସାଧାରଣ ଖାଉଟି ଠାରୁ ଆରମ୍ଭକରି ମଧ୍ୟବିତ୍ତ ପର୍ଯ୍ୟନ୍ତ ଵ୍ୟକ୍ତି ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ ମଧ୍ୟ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର ଏହାଉପରେ କୌଣସି ପଦକ୍ଷେପ ଗ୍ରହଣ ନକରି ନିଜନିଜ ମଧ୍ୟରେ ବିଜେପି ଓ […]

ସାବଧାନ,, ନକଲି ସମ୍ପାଦକ ଏବଂ ନକଲି ସାମ୍ବାଦିକଙ୍କୁ ଜେଲକୁ ପଠାଯିବ

ନୂଆଦିଲ୍ଲୀ,ଡିଜିଟାଲ ମିଡିଆର ଏହି ଯୁଗରେ ନ୍ୟୁଜ୍ ପୋର୍ଟାଲର ଏକ ବନ୍ୟା ପରିସ୍ଥିତି ଦେଖାଗଲା | ଅଧିକାଂଶ ନ୍ୟୁଜ୍ ପୋର୍ଟାଲ୍ ଏବଂ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲଗୁଡିକର ଅପରେଟରମାନେ ନିଜକୁ ସମ୍ପାଦକ ଭାବରେ ଘୋଷଣା କରିଛନ୍ତି ଏବଂ ନକଲି ପ୍ରେସ୍ କାର୍ଡ ମଧ୍ୟ ପ୍ରଦାନ କରୁଛନ୍ତି | ଏଭଳି ମାମଲାଗୁଡ଼ିକର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଆରଏନଆଇ) କଠୋର କାର୍ଯ୍ୟ କରିବାକୁ ଯାଉଛି। ନିଜକୁ ସଂପାଦକ ଲେଖୁଥିବା ତଥା ସୋସିଆଲ ସାଇଟ, ନ୍ୟୁଜ ପୋର୍ଟାଲ ଏବଂ […]

ସଂକ୍ଷେପରେ ଖବର ଉଦୟ ଲାବଣ୍ୟ

୧-କଂଗ୍ରେସର ବନ୍ଦ ଡ଼ାକରା: ଆଜି ସକାଳ ୭ ରୁ ୧ ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ । ୨-କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ନେଇ ଘୋଷଣା କରିବା ପରେ ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ଥ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ୩-କେରଳରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ୪-ଓଡିଶା ପାଇଁ ଗର୍ବ ଆଣିଲା ଲାଲଚାନ୍ଦ ଜୁଏଲର୍ସ । ଇଣ୍ଡିଆଜ ମୋଷ୍ଟ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୧୫ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ଚତୁର୍ଥୀ ରାତ୍ରି ଘ୦୩/୪୫ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୦୭/୧୫ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର -ମୀନଯୋଗା- ସାଧ୍ୟକରଣ-ବାଣିଜ୍ୟସୌରମାସ-କୁମ୍ଭ ୦୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୦/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୯✧═════•❁❀❁•═════✧ଯୋଗିନୀ ନୈରୁତେ ରାତ୍ରି ଘ ୦୩/୪୪ ଗତେ ଦକ୍ଷିଣେମିଥୁନ ରାଶି ର ଘାତବାରଧନୁ ରାଶିର ଘାତଚନ୍ଦ୍ରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ✧═════•❁❀❁•════*କାଳବେଳା- ଦିବା ଘ୦୭/୪୩ଗତେ ଘ ୦୯/୧୧ ମଧ୍ୟେବାରବେଳା – ଦିବା ଘ୦୨/୫୨ଗତେ ଘ ୦୪/୧୯ […]

ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛରୁ ପଡି ଗଛ କଟାଳି ଗୁରୁତର : କ୍ଷତି ପୂରଣ ପାଇଁ ଦାବୀ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବେଆଇନ ଭାବେ ଗଛ କାଟୁଥିବା ବେଳେ ଅସାବଧାନତା ବଶତଃ ଗଛରୁ ପଡି ମନୋଜ ଡିଗାଲ ନାମକ ଜଣେ ଗଛ କଟାଳି ଗୁରୁତର ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ,ବାଲିଗୁଡା-ବୁଡ଼ାଗୁଡା ରାସ୍ତା ପାର୍ଶ୍ୱରେ ସରକାରୀ ଜମି ଉପରେ ଥିବା ଏକ ଗଛକୁ ନୁଆସାହିରେ ରହୁଥିବା ଶିକ୍ଷକ ନନ୍ଦ କିଶୋର ପଣ୍ଡା ଜଣେ ଗଛ କଟାଳି ମନୋଜ ଡିଗାଲଙ୍କୁ ଡାକି ଗଛ କଟାଉଥିଲେ […]

କନ୍ଧମାଳ ଟିମ ହ୍ୟୁମାନିଟି ତରଫରୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିରର ଅନୁଷ୍ଠିତ

କନ୍ଧମାଳ,(ଉଲାପ୍ର): 2019 ମସିହା ଫେବୃଆରୀ ମାସ 14 ତାରିଖ ଦିନ ଜlମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ମାନଙ୍କର ଆତ୍ମଘାତି ବିସ୍ପୋରଣ ରେ ସହିଦ ହୋଇଥିବା 40 ଜଣ CRPF ଯବାନ ମାନଙ୍କର ଅମର ଆତ୍ମା ର ସଦଗତି ଏବଂ ଦେଶ ପାଇଁ ସେମାନେ ଦେଇଥିବା ଵଳିଦାନ କୁ ସମ୍ମାନ ଜଣାଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସମେତ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା l ଟିମ ହ୍ୟୁମାନିଟି […]

ତୁମୁଡିବନ୍ଧ ପୋଲିସ ଦ୍ୱାରା ହେଲମେଟ ଯାଞ୍ଚ କଡାକଡି ସହ ଜୋରିମାନା ଆଦାୟ

ବାଲିଗୁଡା,(ଉଲାପ୍ର): ରାଜ୍ୟ ସରକାର ବର୍ତ୍ତମାନ ବିନା ହେଲମେଟରେ ଗାଡି ଚଳାଉ ଥିବା ବାଇକ ଚାଳକଙ୍କ ପାଇଁ କଠୋର ନିୟମ ଲାଗୁ କରିଛନ୍ତି I କିନ୍ତୁ ପ୍ରାୟ ଜନସାଧାରଣ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ କରି ବିନା ହେଲମେଟରେ ଗାଡି ଚଳାଉ ଥିବା ଦେଖାଦେଇଛି I ଏହା ସହ ଆନେକ ସମୟରେ ବାଇକ ଚାଳକ ଜଣେ ପିନ୍ଧିଥିବା ବେଳେ ଅନ୍ୟ ଜଣେ ବିନା ହେଲମେଟରେ ଯାତ୍ରା କରୁଛନ୍ତି I ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ […]

ବଢିଲା ସେନାର ଶକ୍ତି, ସାମିଲ ହେଲା ୧୧୪ ଶକ୍ତିଶାଳି ଅର୍ଜୁନ

ପୁଲଓ୍ୱାମା ସହିଦ ଦିବସରେ ବଢିଲା ସେନାର ଶକ୍ତି । ଭାରତୀୟ ସେନାରେ ସାମିଲ ହେଲା ଲଢୁଆ ଟ୍ୟାଙ୍କ ଅର୍ଜୁନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡୁ ଗସ୍ତରେ ଯାଇ ସେନାକୁ ଅର୍ପଣ କରିଛନ୍ତି ୧୧୮ଟି ଅର୍ଜୁନ ଟ୍ୟାଙ୍କ୍‌ । ଏହା ଦ୍ୱାରା ସେନାର ମନବୋଳ ଓ ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି । ଏହି ଅବସରରେ ଉପସ୍ଥିତ ଥିଲେ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ୱାଣେ । ପ୍ରତିରକ୍ଷା ବିଭାଗ ପକ୍ଷରୁ ୧୧୮ଟି […]