କଟକ ଶତାବ୍ଦୀ ଭବନରେ ଓଡ଼ିଆ ଗୀତିକବି ସମାଜ ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ(ଉଲାପ୍ର)ରାଜ୍ୟର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ଶତାବ୍ଦୀ ଭବନ ଠାରେ ରାଜ୍ୟ ଓଡ଼ିଆ ଗୀତିକବି ସମାଜର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,କାର୍ଯ୍ୟକାରୀ ସଭାପତି ଲିଙ୍ଗରାଜ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସକାଳ ଅଧିବେଶନରେ ଗୀତିକବିତା ପାଠୋତ୍ସଭ ଅନୁଷ୍ଠିତ ହୋଇଥିଲା,ଏଥିରେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ବାବାଜୀ ଚରଣ ଜେନା,ଅନ୍ୟତମ ଅତିଥି ଭାବେ ଡକ୍ଟର ନାରାୟଣ ପ୍ରସାଦ ଜେନା,ଗୋପକୃଷ୍ଣ ନାୟକ,ପ୍ରେମଚାନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ, ଗୀତିକବିତାକୁ ସଂଯୋଜନା କରିଥିଲେ ସଂଧ୍ୟାରାଣୀ ମିତ୍ର,ଓଡ଼ିଆ ଗୀତିକବି ସମାଜର ସଭାପତି ମନୋଜ […]

ବରଗଡ ରେ ହୋଲଡିଂ ଟ୍ୟାକ୍ସ ଆପତ୍ତି ସମୟ ସୀମା ବୃଦ୍ଧି କରାଯାଉ: ଆପ୍

ବରଗଡ: ବରଗଡ ପୋୖର ପରିଷଦରେ ସେବା କର ହୋଲଡିଂ ଟେକ୍ସ ଅହେତୁକ ଭାବେ ବୃଦ୍ଧି କୁ ଆମ୍ ଆଦମୀ ପାର୍ଟି ଵିରୋଧ କରିଆସୁଛି । ଆସନ୍ତା ୨୫ ତାରିଖ ଆପତ୍ତି ଅଭିଯୋଗ ର ଶେଷ ଦିନ ହୋଇଥିବାରୁ ବହୁ ଲୋକ ଏ ବିଷୟରେ ଅବଗତ ନୁହନ୍ତି ତେଣୁ ଆଗାମୀ ୩୦ ଦିନ ପାଇଁ ସମୟ ବୃଦ୍ଧି କରିବାକୁ ଆପ୍ ଦାବି କରିଛି । ପ୍ରତ୍ୟକ ୱାର୍ଡ ରେ ସହାୟତା କେନ୍ଦ୍ର ଓ ସଚେତନତା କରାଯାଇ ଆପତ୍ତି ଗ୍ରହଣ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୧ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ନବମୀ ଦିବା ଘ ୦୩/୪୫ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର- ରୋହିଣୀ ଦିବା ଘ ୦୯/୨୮ ପର୍ଯ୍ୟନ୍ତ ତଦନ୍ତେ ମୂର୍ଗଶିରାଚନ୍ଦ୍ର -ବୃଷ ରାତ୍ରି ଗ୧୦/୪୦ ପର୍ଯ୍ୟନ୍ତ ତଦନ୍ତେ ମିଥୁନଯୋଗା-ଵୈଧୃତିକରଣ-କୌଲବସୌରମାସ-କୁମ୍ଭ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୬/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୫୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବାଘ ୦୩/୪୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେମେଷ ରାଶି ର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶି ର ଘାତବାରନବମୀ ର ଏ କୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା […]

ଶେଷ ହେଉନି ସମ୍ବଲପୁର- ଟିଟଲାଗଡ ରେଳ ଲାଇନ ଦୋହରିକରଣ !

ବରଗଡ଼:- ସମ୍ବଲପୁର ଟିଟଲାଗଡ ରେଳ ଲାଇନ ଦୋହରିକରଣ କାର୍ଯ୍ୟ ଦୀର୍ଘ ବର୍ଷ ଧରି ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି ! ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ତେବେ କାର୍ଯ୍ୟ ରେ ଶିତଳତା ଯୋଗୁଁ ଏହା ଶେଷ ହୋଇ ପାରୁନଥିବା ପରିଲକ୍ଷିତ ହେଉଛି। ଟିଟିଲାଗଡ଼ ପଟରୁ ଡୁଙ୍ଗୁରିପାଲି ପର୍ଯ୍ୟନ୍ତ ପ୍ରାୟ କାର୍ଯ୍ୟ ଶେଷ ହୋଇଥିବା ଏବଂ ଟ୍ରାଏଲ ରନି° କାର୍ଯ୍ୟ ସରିଥିବା ବେଳେ ବରଗଡ଼ ଜିଲ୍ଲା ବରପାଲି […]

ବିଧାନସଭା ଗୃହରେ ଧନ୍ୟବାଦ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାରାଷ୍ଟ୍ର ସହ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖାଦେଲାଣି, କୋଭିଡ ଗାଇଡ଼ଲାଇନ ମାନିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ଆହ୍ବାନ ଦେଲେ, କୋଭିଡ ମହାମାରୀ ପ୍ରତି ଗାଁ, ପ୍ରତି ବ୍ୟକ୍ତିଙ୍କୁ ପ୍ରଭାବିତ କରିଛି, ଆମେ ଦୃଢ଼ତାର ସହ ମୁକାବିଲା କରିଛୁ, ଲକଡାଉନ ଘୋଷଣା କରିଥିଲୁ, କୋଭିଡ ମୁକାବିଲା ପାଇଁ ଓଡ଼ିଶା ପ୍ରଶଂସିତ ହୋଇଛି […]

ଗଛରେ ବାଇକ ପିଟି ହୋଇ ଦୁଇ ମୃତ : ଜଣେ ଗୁରୁତର

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଣା ବାଟାଗୁଡାରେ ଏକ ବାଇକ ଭାରସାମ୍ୟ ହରାଇ ଗଛକୁ ପିଟି ହେବାରୁ ବାଇକ ରେ ବସିଥିବା ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଇ ହେଲେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଦାନୁଙ୍ଗିଆ ଗାଁ ର ରିବିୟାନ ମାଝୀ ଏବଂ ଆହାତ ହେଲେ ଅନନ୍ତ ମାଝୀ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳି ପାରିନାହିଁ ନାହିଁ l ଶନିବାର ଦିନ ଦଶଟା […]

ଜୀବନ ମୁକ୍ତା ନନ୍ଦପୁରୀ ବାବାଙ୍କୁ ଅଜଣା ବ୍ୟକ୍ତିଙ୍କ ଫୋନ କଲରେ ହତ୍ୟା ଧମକ

ବାଲିଗୁଡ଼ା,(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ମଧ୍ୟରେ ରହୁଥିବା ଜୀବନ ମୁକ୍ତା ନନ୍ଦ ପୁରୀ ବାବା ଙ୍କୁ ଆଜି ଏକ ଅଜଣା ଫୋନ କଲ୍ ରେ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଏକ ଏତଲା ବାବା ଦେଇଥିବା ଜଣାପଡିଛି। ଏ ନେଇ ପୁଲିସ ଘଟଣା ର ସତ୍ୟତା ନିର୍ଦ୍ଧାରଣ କରୁଥିବା ବେଳେ ଏବେ ଏ ନେଇ କିଛି ସ୍ପଷ୍ଟ କରିନାହିଁ। ଘଟଣା ରୁ ପ୍ରକାଶ ଶନିବାର ସନ୍ଧ୍ୟା ୫ଟା ସମୟ […]

ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧ । ଏଥରର ବିଷୟବସ୍ତୁ ‘ସମନ୍ୱିତ ଚାଷ: ଚାଷୀଙ୍କ ବିକାଶ’ ।

ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେବ କୃଷି ଓଡିଶା-୨୦୨୧ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହି କାର୍ଯ୍ୟକ୍ରମ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ହେବ । ଏହାକୁ ନେଇ ଆଜି କୃଷି ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । […]

ନିର୍ବାଚିତ ସରକାରକୁ କାମ କରିବାକୁ ଦିଅ : ନୀତି ଆୟୋଗ ବୈଠକରେ ନବୀନଙ୍କ କଡା ବାର୍ତ୍ତା

ନୀତି ଆୟୋଗର ଷଷ୍ଠ ବୈଠକରେ ଯୋଗଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଗଣତନ୍ତ୍ରରେ ନିର୍ବାଚନର ଆବଶ୍ୟକତା ରହିଛି । ହେଲେ ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର । ତେଣୁ ଦେଶରେ ନିର୍ବାଚନୀ ବାତାବରଣରୁ ବାହାରି ଲୋକଙ୍କ […]

ଏ କେମିତି ହେଲା, ବାଂଲାଦେଶୀ ନାଗରିକ ଉତ୍ତର ମୁମ୍ବାଇର ବିଜେପି ସଂଖ୍ୟାଲଘୁ ସେଲର ସଭାପତି । ଟ୍ୱିଟ୍ କରି କଂଗ୍ରେସ କଲା ଟାର୍ଗେଟ?

ଜଣେ ବାଂଲାଦେଶୀ ନାଗରିକଙ୍କ ଗିରଫକୁ ନେଇ ଏବେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଦଳର ମୁଖପାତ୍ର ସଚିନ ସାୱନ୍ତ ଏନେଇ ଟ୍ୱିଟ୍ କରିବା ସହ ବିଜେପି ଉପରେ ବର୍ଷିଛନ୍ତି । ତେବେ ଏହି ବାଂଲାଦେଶୀ ନାଗରିକଙ୍କ ପରିଚୟ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । କାରଣ ଗିରଫ ହୋଇଥିବା ବାଂଲାଦେଶୀ ନାଗରିକ ଜଣକ ହେଉଛନ୍ତି ବିଜେପିର ଉତ୍ତର ମୁମ୍ବାଇ ସଂଖ୍ୟାଲଘୁ ସେଲର ସଭାପତି । ଯିଏ ଦୀର୍ଘ ବର୍ଷ ହେବ ଜାଲ କାଗଜପତ୍ର […]