ତୈଳଦର ବୃଦ୍ଧି ପ୍ରତିବାଦରେ ନରେନ୍ଦ୍ର ମୋଦିଙ୍କ ଫଟୋକୁ ଚିରିଲେ ଯୁବକଂଗ୍ରେସ କର୍ମୀମାନେ

ଆଠଗଡ(ଉଲାପ୍ର)ସାରା ଦେଶରେ ତୈଳଦର ହୁହୁ ହୋଇ ବଢ଼ିବାରେ ଲାଗିଛି ହେଲେ କମିବାର ନାଁଧରୁନି। ଯାହାକୁ ନେଇ ଦେଶର ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି, ଏହାର ପ୍ରତିବାଦ କରିବାକୁ ଯାଇ ଜାତୀୟ କଂଗ୍ରେସର ଡାକରାରେ ଆଜି କଟକ ଜିଲ୍ଲା ଆଠଗଡ଼ କଂଗ୍ରେସ ପକ୍ଷରୁ ଆଠଗଡ଼ ସହର ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ଗୁଡିକ ରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋରେ କଳାଦାଗ ଲଗାଇବା ସହିତ ପୋଷ୍ଟର ଗୁଡିକ ଚିରି ପକାଇଥିବା ଦେଖିବାକୁ ମିଳିଛି।ଆଠଗଡ଼ ଛାତ୍ର କଂଗ୍ରେସ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୫ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ତ୍ରୟୋଦଶୀ ଦିବା ଘ ୦୫/୨୫ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀନକ୍ଷତ୍ର-ପୂଷ୍ୟ। ଦିବା ଘ ୦୧/୫୮ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାଚନ୍ଦ୍ର – କର୍କଟଯୋଗା-ଶୋଭନକରଣ-ତୈତିିଳସୌରମାସ-କୁମ୍ଭ ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୪/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୪୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ ୦୫/୨୫ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେତୁଳା ଓ କୁମ୍ଭ ରାଶିର ଘାତ ବାରତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାର ବେଳା – ଦିବା ଘ୦୨/୫୪ଗତେ ଘ୦୫/୪୬ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- […]

କୁଟିଆ ଆଦିବାସୀଙ୍କ ରାସନ ହଡ଼ପର ସ୍ୱତନ୍ତ୍ର ଅଡିଟ୍ ଆରମ୍ଭ :ନ୍ୟାୟ ଅପେକ୍ଷାରେ ଆଦିବାସୀ

ବାଲିଗୁଡା,(ଉଲାପ୍ର) : କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ତଥା କୁଟିଆ ଆଦିବାସୀଙ୍କ ପାଇଁ ଆସିଥିବା ଅନ୍ତ୍ୟୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନା ବାବଦ ରାସନ ମହାଦୁର୍ନୀତି ମାମଲାରେ ବିଳମ୍ବ ହେଲେ ବି ସ୍ଵତନ୍ତ୍ର ଅଡ଼ିଟ୍ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସୂଚନା ପ୍ରକାରେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ୍ ଗୁମା ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ୩୦୦ରୁ ଅଧିକା କୁଟିଆ ଆଦିବାସୀଙ୍କୁ ତିନି ବର୍ଷର ରାସନ ଚାଉଳ […]

ମଦ ଜବତ କରିବାକୁ ଯାଇ ମହିଳାଙ୍କୁ ଅସଦ ବ୍ୟବହାର :ଅବକାରୀ ବିଭାଗ କର୍ମଚାରୀ ଙ୍କ ନାମରେ ଥାନାରେ ଏତଲା

କନ୍ଧମାଳ, (ଉଲାପ୍ର): ଦେଶୀମଦ ଜବତ କରିବାକୁ ଯାଇ ଏବେ ହରଡ଼ଘଣାରେ ପଡିଛି ଅବକାରୀ ବିଭାଗ। ମଦ ଜବତ କରିବାକୁ ଯାଇ ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ମାରିବା ଫଳରେ ମହିଳା ଜଣଙ୍କ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି । ଏ ନେଇ ଅବକାରୀ ବିଭାଗ କର୍ମଚାରୀଙ୍କ ନାମରେ ମାଡ଼ ମାରିବା ଓ ଟଙ୍କା ଲୁଟ କରିବା ଅଭିଯୋଗ କରି ଫିରିଙ୍ଗିଆ […]

ବଡମ୍ବାରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ,ଥାନାରେ ମାମଲା ରୁଜୁ,ଅଭିଯୁକ୍ତ ଥାନାରେ ଅଟକ

ବଡମ୍ବା(ଉଲାପ୍ର)କଟକ ଜିଲ୍ଲା ବଡମ୍ବାରେ ଚାଂଚଲ୍ୟକର ଘଟଣା ସାମାନ୍ନାକୁ ଆସିଛି,ପଡ଼ିଶା ଘରର ସମ୍ପର୍କୀୟ ମାମୁଁ କରିଛନ୍ତି ଦୁଷ୍କର୍ମ ଘଟଣା,ରାଜ୍ୟରେ ଗଣ ଦୁଷ୍କର୍ମ ଘଟଣା ଦିନକୁଦିନ ବଢୁଥିବା ବେଳେ ଏବେ ଯୋଡ଼ି ହୋଇଛି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଗମେଇ ଗ୍ରାମ,ଯୋଉ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ମହିଳାଙ୍କ ଭାଉଜ, ୨୨ ତାରିଖ ଦିନ ଦିବ୍ୟାଙ୍ଗ ମହିଳା ଘରେ ଏକା ଥିବା ସମୟରେ ସମ୍ପର୍କୀୟ ମାମୁ […]

ମା ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ଆଠଗଡ(ଉଲାପ୍ର) ଆଠଗଡ ସହର କନତୋଲ ର ଆରାଧ୍ୟ ଦେବୀ ମା ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ମାଘ ମାସ ବୁଧବାର ଦିନ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି, ମାଙ୍କ ପୀଠରୁ ଶହଶହ ମହିଳା କଳସ ଧରି ସାପୁଆ ନଦୀରୁ କଳସ ବୁଡାଇ ସ୍ୱଚ୍ଛ ଜଳ ଆଣି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପୀଠରେ କଳସ ବସାଇଛନ୍ତି, ଏହି କଳସ ଶୋଭାଯାତ୍ରାରେ ଶହଶହ ମହିଳା ମାକ୍ସ ପରିଧାନ କରି କୋଭିଡ ନିୟମ ମାନି […]

Breaking news ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ

କଟକ(ଉଲାପ୍ର)କ୍ରାଇମବ୍ରାଞ୍ଚ ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ,ହାଇକୋର୍ଟ ଦେଲେ ଜାମିନ,୨୪ଲକ୍ଷ ଟଙ୍କା ନଗଦ ଜମା କରିବାକୁ ନିର୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ,୫ଲକ୍ଷ ଟଙ୍କା ଲେଖାଏଁ ଦୁଇଜଣ ଜାମିନଦାର ଙ୍କ ବଦଳରେ ଜାମିନ ମିଳିଛି ବୋଲି ଜଣାପଡ଼ିଛି।

ଖୁଣ୍ଟୁଣୀ ବନାଞ୍ଚଳରେ ପୁଣି ମାତିଲା ଦଳ ଛଡା ଦନ୍ତାହାତୀ, ଘର ବାରଣ୍ଡାରୁ ଘୋଷାରି ବୃଦ୍ଧଙ୍କୁ ଦଳି ମାରିଲା ଦନ୍ତା

ଖୁଣ୍ଟୁଣି(ଉଲାପ୍ର)ଖୁଣ୍ଟୁଣୀ ବନାଞ୍ଚଳରେ ଦଳ ଛଡା ହୋଇ ବୁଲୁଥିବା ଦନ୍ତାହାତୀ ଗତକାଲି ସନ୍ଧ୍ୟାରେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୁଶପଙ୍ଗି ଗ୍ରାମ ରାଉଳ ସାହିରେ ପସି ଘର ବାରଣ୍ଡାକୁ ଲାଗି ରହିଥିବା ଏକ ଅସ୍ଥାୟୀ କୁଡ଼ିଆ ଘରେ ଶୋଇଥିବା ପୂର୍ଣ୍ଣଚନ୍ଦ୍ର ରାଉଳ(୭୫) ନାମକ ଜଣେ ବୃଦ୍ଧଙ୍କୁ ଦଳି ମାରି ଦେଇଥିବା ଜଣାପଡିଛି ମୃତ ବୃଦ୍ଧ ଜଣକ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସ୍ଥାନୀୟ ଲୋକମାନେ ବୃଦ୍ଧଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀଙ୍କ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୪ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ଦ୍ୱାଦଶୀ ସଂ ଘ ୦୬/୦୫ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର-ପୁନର୍ବସୁ ଦିବା ଘ ୦୧/୫୦ ପର୍ଯ୍ୟନ୍ତ ତଦନ୍ତେ ପୂଷ୍ୟଚନ୍ଦ୍ର – ମିଥୁନ ଦିବା ଘ ୦୧/୫୦ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗା-ସୌଭାଗ୍ୟକରଣ-ବାଳବସୌରମାସ-କୁମ୍ଭ ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୪/୫୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୨୯✧═════•❁❀❁•═════✧ଯୋଗିନୀ ନୈଋତେ ସଂ ଘ ୦୬/୦୫ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେକନ୍ୟା ରାଶି ର ଘାତଚନ୍ଦ୍ରକର୍କଟ ରାଶି ର ଘାତବାରଦ୍ଵାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୯/୦୭ଗତେ […]