ମା ଦକ୍ଷିଣଚଣ୍ଡୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣାହୁତି ଅନୁଷ୍ଠିତ,ହଜାର ହଜାର ଲୋକ କଲେ ପ୍ରସାଦ ସେବନ

ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ମହାନ ଶକ୍ତିପୀଠ ମା ଦକ୍ଷିଣ ଚଣ୍ଡୀଙ୍କ ପୀଠ କଁନ୍ତଲ ରେ ଗତ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଙ୍କ ବାର୍ଷିକ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞର ଆଜି ସନ୍ଧ୍ୟାରେ ପୂର୍ଣାହୁତି ହୋଇଛି,ମାଙ୍କ ପୀଠ ହେଉଛି ଏକ ଶକ୍ତିପୀଠ,ଏଠାରେ ଯିଏ ଯାହା ମାନସିକ କରେ ଅବିଳମ୍ବେ ମା ତାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି,ସେ ଦୃଷ୍ଟି କୋଣରୁ ଏହି ପୀଠକୁ ଦୂରଦୂରାନ୍ତରୁ ଭକ୍ତମାନେ ଛୁଟି ଆସନ୍ତି ମାଙ୍କୁ ଦର୍ଶନ କରିବା ପାଇଁ, ପୀଠରେ ମାଙ୍କ ବିଭିନ୍ନ ପୂଜା […]

ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି,ସିଡିପିଓ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟରେ ରହିଥିବା ଦୁଇ ଦୁଇଟି ମନ୍ଦିରରୁ ଗୋଟିଏ ରାତିରେ ଚୋରୀ ହେଇଛି l ଯାହାକୁ ନେଇ ପୁଲିସ ର ରାତ୍ରୀ ପାଟ୍ରୋଲିଂ କୁ ନେଇ ପ୍ରଶ୍ନ ଉଠିଛି। ଶନିବାର ସକାଳୁ ସକାଳୁ ଜଗନ୍ନାଥ ମନ୍ଦିର ପୂଜକ ଓ ଦକ୍ଷିଣ କାଳୀ ମନ୍ଦିର ପୂଜକ ନୀତି କାର୍ଯ୍ୟ ପାଇଁ ଆସିଥିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ମେନେଜିଂ ଟ୍ରଷ୍ଟି ମଧୁସୂଦନ ଦାସଙ୍କୁ ଜଣାଇବା ପରେ […]

ସ୍ବର୍ଗତ ବାବାଜୀ ଚରଣ ପଣ୍ଡା ଓ ରତ୍ନମଣି ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧଉତ୍ସବ ପାଳିତ

ଯାଜପୁର(ଉଲାପ୍ର)ଯାଜପୁର ଜିଲ୍ଲା ଗୋଡିପାଟିଆ ଗ୍ରାମ ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡାଙ୍କ ପିତା ସ୍ବର୍ଗତ ପଣ୍ଡିତ ବାବାଜିଚରଣ ପଣ୍ଡା ଓ ମାତା ସ୍ବର୍ଗତ ରତ୍ନମଣି ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଯାଜପୁର ଜିଲାର ବର୍ଷିଆନ ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା,ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା,ଅବସରପ୍ରାପ୍ତ ଜିଲା ଜଜ ଗୟାଧର ପଣ୍ଡା,କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ […]

କଟକ ସହରର ଐତିହାସିକ ସାହି ଖାନ ନଗରରେ ଆରମ୍ଭ ହେଲା ପଶୁ ମାନଙ୍କ ପାଇଁ ”ରୁଟି ବ୍ୟାଙ୍କ”

ଅସହାୟ ବୁଲା ଷଣ୍ଢ, ଗାଈ ଓ କୁକୁର ଭଳି ପଶୁ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ”ରୁଟି ବ୍ୟାଙ୍କ”ରେ ସାମିଲ ହେଲେ ଖାନ ନଗର ସାହିର ଯୁବପିଢ଼ି ।ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ,କଟକର ସଭାପତି ତଥା ଏଇତ ଜୀବନ ସଂଗଠନର ଯୁବ ସଭାପତି କ୍ଷିତିଶ କୁମାର ବେହେରାଙ୍କ ନେତୃତ୍ୱରେ ଆରମ୍ଭ ହେଲା ପଶୁ ମାନଙ୍କ ପାଇଁ ରୁଟି ବ୍ୟାଙ୍କ।ଏହି କାର୍ଯ୍ୟକ୍ରମରେ ଖାନ ନଗର ଓ ଖପୁରିଆ ଶିଳ୍ପାଞ୍ଚଳ ଦୁର୍ଗାପୂଜା କମିଟିର ସମ୍ପାଦକ ଶ୍ରୀଯୁକ୍ତ […]

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମର୍ଯ୍ୟାଦା ପ୍ରଦାନ ନିମନ୍ତେ ଚଳିତ ବିଧାନସଭା ଅଧିବେଶନରେ ସର୍ବସମ୍ମତି ନିର୍ଦ୍ଧାରଣ ହେଉ

ଭୁବନେଶ୍ୱର 26/02- ଅଢ଼େଇ ହଜାର ବର୍ଷରୁ ଅଧିକ ସମୟ ଧରି ଓଡ଼ିଶୀ ସଙ୍ଗୀତର ଦୀର୍ଘ ପରମ୍ପରା, ସମୃଦ୍ଧ ଉତ୍ତରାଧିକାରୀ, ସମ୍ପନ୍ନ ଐତିହ୍ୟ ଏବଂ ଲିଖିତ ଇତିହାସ ରହିଛି | ରାଜା ରାଜୁଡାଙ୍କ ଦରବାର ଏବଂ ସରକାରଙ୍କ ପୃଷ୍ଠପୋଷକତା ହେତୁ ଏହା ବିକଶିତ ହୋଇ ଅଭିବୃଦ୍ଧି ହାସଲ କରିଛି। ଏଥିରେ ଲିପିବଦ୍ଧ ପ୍ରମାଣ ଏବଂ କଳା-ସ୍ଥାପତ୍ୟ ଏବଂ ମୂର୍ତ୍ତିକଳାର ଚମତ୍କାରତା ଅଛି | ଏହା ଶାସ୍ତ୍ରୀୟ ଓଡିଆ ଭାଷାରେ ରଚିତ ନାଟକ ଏବଂ ଗୀତି ସାହିତ୍ୟ ଉପରେ ପ୍ରଭାବ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୭ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ପୂର୍ଣ୍ଣିମା ଦିବା ଘ ୦୨/୦୦ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର-ମଘା ଦିବା ଘ ୧୨/୦୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବା:ଫାଚନ୍ଦ୍ର – ସିଂହଯୋଗା-ସୁକର୍ମାକରଣ-ବବସୌରମାସ-କୁମ୍ଭ ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୨/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୫୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ଦିବା ଘ ୦୨/୦୦ପର୍ଯ୍ୟନ୍ତ ତଦନ୍ତେ ପୂର୍ବେକର୍କଟ ଓ ମକର ରାଶିର ଘାତଚନ୍ଦ୍ରବୃଷ ,ସିଂହ ଓ କନ୍ୟା ଘାତବାରପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା – ଦିବାଘ୦୭/୪୦ ମଧ୍ୟେ ଓ ଘ୦୪/୨୦ଗତେ ଘ୦୫/୪୬ […]

ଗୋପବନ୍ଧୁ ଚିକିସ୍ଥାଳୟ ରେ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥଙ୍କ ୨୩ ତମ ଶ୍ରାଦ୍ଧ ଦିବସ ପାଳିତ

ଆଠଗଡ(ଉଲାପ୍ର)ଆଠଗଡର ମାଧବପୁର ଠାରେ ଲୋକସେବକ ମଣ୍ଡଳ ଦ୍ୱାରା ପ୍ରତିଷ୍ଠିତ ସମାଜର ଗୋପବନ୍ଧୁ ଚିକିସ୍ଥାଳୟ ଠାରେ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥ ଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି,ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ସମ୍ପାଦକ ତଥା ସମାଜର ମୁଦ୍ରକାର,ପ୍ରକାଶକ ନିରଞ୍ଜନ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ନର୍ସିଙ୍ଗ କଲେଜର ଛାତ୍ରୀ ମାନଙ୍କୁ ରାଧାନାଥ ରଥଙ୍କ ପରି ଉତ୍ସଗୀକୃତ ସେବା ଭାବନା ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ, ଏଥିରେ ମୁଖ୍ୟ ମେଡିକାଲ ଅଧିକାରୀ ଡ଼ଃ ପଦ୍ମଚରଣ ଦାଶ, […]

ରାଜ୍ୟ ସୌର ବ୍ରାହ୍ମଣ ପରିଷଦର ଆଞ୍ଚଳିକ ବୈଠକ ନୟାଗଡ ଜିଲାରେ ଅନୁଷ୍ଠିତ

କଣ୍ଟିଲୋ(ଉଲାପ୍ର) ଓଡିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ର ଏକ ଆଞ୍ଚଳିକ ବୈଠକ ନୟାଗଡ ଜିଲ୍ଲା ଅନ୍ତର୍ଗତ ଦର୍ପନାରାୟଣପୁର ପଞ୍ଚାୟତ ର ଗୋପୀନାଥପୁର  ଗ୍ରାମ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଶତାଧିକ ସୌର ବ୍ରାହ୍ମଣମାନଙ୍କ ଉପସ୍ଥିତିରେ ବନଦୁର୍ଗା ଓ ବିଶ୍ୱେଶ୍ଵର ମହାଦେବଙ୍କ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା l  .         ନୟାଗଡଜିଲ୍ଲା ଶାକଦୀପ ବୈଦିକ ବ୍ରାହ୍ମଣ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସଭାରେ ରାଜ୍ୟ ସୌର ବ୍ରାହ୍ମଣ ପରିଷଦ, […]

ପୁଅ ର କଟୁରି ଚୋଟରେ ବାପାର ମୃତ୍ୟୁ ।

ଢେ଼ଙ୍କାନାଳ(ଉଲାପ୍ର)ବାପା ପୁଅଙ୍କ କଳୀରୁ ଘଟିଛି ଏକ ହୃଦୟ ବିଦାରକ ହତ୍ୟାକାଣ୍ଡର ଦୃର୍ଶ୍ୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ । ପାରିବାରିକ କଳହକୁ ନେଇ ପୁଅ ଶିବରାମ ସାହୁ (କାଳିଆ) ବାପା ଢ଼ଗୁଆ ସାହୁଙ୍କୁ କଟୁରିରେ ପ୍ରହାର କରିଥିଲେ । ଘଟଣା ସ୍ଥଳରେ ବାପା ଢ଼ଗୁଆ ସାହୁଙ୍କର ମୃତ୍ୟୁ ଘଟିଥିଲା । ବାପା ଢ଼ଗୁଆ ସାହୁଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ସଦର ଥାନା ପୋଲିସ ଘଟଣା […]

ଭିଜିଲାନ୍ସ ଜାଲରେ ଧରାପଡିଲେ ନିହଲ ପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ନି‌ଲପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଢେ଼ଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏକ ଯୈାତୁକ ଜନିତ ମାମଲାରେ ଅଭିଯୋଗକାରୀ ଅଇଁଠା ସେଠୀଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କୁ ଗିରଫ କରିଛି। ଏକ ଯୈାତୁକ ଜନିତ ମାମଲାରେ ୩୦୭ ଦଫା ହଟାଇବାକୁ ଆଇଆଇସି ୨୦ […]