ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୦୧ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି- ଦ୍ଵିତୀୟା ଦିବା ଘ ୦୮/୫୯ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର-ଉତ୍ତରା:ଫା ଦିବା ଘ ୦୮/୩୦ ପର୍ଯ୍ୟନ୍ତ ତଦନ୍ତେ ହସ୍ତାଚନ୍ଦ୍ର – କନ୍ୟାଯୋଗା-ଶୂଳକରଣ-ଗରସୌରମାସ-କୁମ୍ଭ ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୧/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୨୯✧═════•❁❀❁•═════✧ଯୋଗିନୀ ଉତ୍ତରେ ଦିବା ଘ ୦୮/୫୯ପର୍ଯ୍ୟନ୍ତ ତଦନ୍ତେ ଅଗ୍ନି କୋଣେବୃଷ ରାଶିର ଘାତଚନ୍ଦ୍ରମିଥୁନ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୭/୩୫ଗତେ ଘ୦୯/୦୨ ମଧ୍ୟେବାରବେଳା – ଦିବା ଘ୦୨/୫୫ଗତେ ଘ୦୪/୪୬ […]

କଳିଙ୍ଗ ମହାବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ମେଳା ଉଦଯାପିତ: ୨୫ଟି ପ୍ରକଳ୍ପପ୍ରଦର୍ଶିତ

ବାଲିଗୁଡା,(ଉଲାପ୍ର):ଜାତୀୟ ବିଜ୍ଞାନ ଦିବସ ଅବସରରେ ଜି .ଉଦୟଗିରିର କଳିଙ୍ଗ ମହାବିଦ୍ୟାଳୟ ଓ ଗଣପତି ସାବତ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ପରିସରରେ ୨ ଦିନ ଧରି ଚାଲିଥିବା ବିଜ୍ଞାନ ପ୍ରଦର୍ଶନୀ ମେଳା ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜ୍ଞାନ ମେଳାରେ ମୂଖ୍ୟ ଅତିଥି ଭାବେ ରାଇକିଆ ଜୀବନଜ୍ୟୋତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ […]

ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ ହେବ ଜୟନ୍ତୀ । ଜନସାଧାରଣଙ୍କ ସହ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ । ବିଜୁ ବାବୁ ଓଡ଼ିଶା ବିକାଶର ମହାନାୟକ । ତାଙ୍କ ଦର୍ଶିତ ମାର୍ଗରେ ଓଡ଼ିଶାର ଅବିରତ ବିକାଶ ଯାତ୍ରା ଆଗେଇ ଚାଲିଛି

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗାଇଲେ ଗୀତ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଗୀତରେ କଣ୍ଠଦାନ କରିଛନ୍ତି ପ୍ରଫେସର ଗଣେଶୀ ଲାଲ୍‌ । ଏହି ଗୀତରେ ଓଡ଼ିଶାର ଆଗଧାଡ଼ିର ୧୪ ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି

ଜଙ୍ଗଲ ନିଆଁରେ ପୋଡିଗଲେ ରାସ୍ତାରେ ଯାଉଥିବା ୫ ଜଣ ଯାତ୍ରୀ । ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ ଧୂଆଁ ।

ରାଜ୍ୟରେ ତାତି ବଢ଼ିବା ସହିତ ଜଙ୍ଗଲ ଜଳିବା ଆରମ୍ଭ ହୋଇଛି । ଢ଼େଙ୍କାନାଳ କାମାକ୍ଷାନଗରର ଓ ମୟୂରଭଞ୍ଜ କରଞ୍ଜିଆ ଜଙ୍ଗଲରେ ମାଡିଚାଲିଛି ନିଆଁ । ଜଙ୍ଗଲ ଭିତରେ ଶୁଖିଲା ପତ୍ର ପଡିଥିବାରୁ ନିଆଁ ସହଜରେ ବ୍ୟାପି ଚାଲିଛି । ଆଉ ଏହି ନିଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଉଛି । ଅନ୍ୟପଟେ ଏହି ନିଆଁକୁ ବନବିଭାଗ ଆୟତ୍ତ କରିପାରିନି । ଯାହା ଫଳରେ ବହୁମୂୂଲ୍ୟ ସମ୍ପଦ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏପଟେ ଜଙ୍ଗଲ […]

ଯମୁନାରେ ବୁଡ଼ ପକାଇବେନି ସାଧୁ, ପ୍ରଶାସନକୁ ଦେଲେ ଚେତାବନୀ

ପରିବେଶ ପ୍ରଦୂଷଣ ଯୋଗୁ ଧିରେ ଧିରେ ହଜିଯିବାକୁ ବସିଛି ଭାରତର ଐତିହାସିକ ପରମ୍ପରା । ନଦୀର ପବିତ୍ର ଜଳରେ ବୁଡ଼ ପକାଇ କୋଟି ପୂର୍ଣ୍ୟ ଅର୍ଜନ କରୁଥିବା ସାଧୂସନ୍ଥମାନେ ଏବେ ଅପରିଷ୍କାର ଜଳରେ ବୁଡ଼ ପକାଇବାକୁ ମନା କରିଦେଇଛନ୍ତି । ଯମୁନାର ଦୂଷିତ ପାଣି ଯୋଗୁ ସାହି ସ୍ନାନ ବହିଷ୍କାର କଲେ ୩ ସାଧୁ ସଂଘ । ନଦୀ ଜଳ ସଫା କରା ନ ଯିବା ପର୍ଯ୍ୟନ୍ତ ସାହି ସ୍ନାନ ହେବ ନାହିଁ ବୋଲି ସଂଘର ନିଷ୍ପତ୍ତି […]

ଚାଷୀଙ୍କୁ ମିଳୁନି ପାଣି, ଉଠାଜଳ ସେଚନ ପ୍ରକଳ୍ପ କାହା ସ୍ବାର୍ଥରେ ??

ବାଲିଗୁଡା,(ଉଲାପ୍ର): ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି l ଚାଷ ଜମିକୁ ଖରିଫ ଓ ରବିଋତୁରେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଉଠା ଜଳ ସେଚନ ପ୍ରକଳ୍ପ ମାନ ନିର୍ମାଣ କରିଛନ୍ତି l ଜ଼ିଲ୍ଲାର ଓ ବାଲିଗୁଡା ଉପଖଣ୍ଡ ର ଅନେକ ଉଠା ଜଳ ସେଚନ ପ୍ରକଳ୍ପ ଅଚଳ ହୋଇପଡିଥିବା ବେଳେ ଆଉ କେଉଁଠି ଆଦୌ ବ୍ୟବହାର ନ କରିବି ଚାଷୀଙ୍କୁ ହଜାର ହଜାର ଟଙ୍କାର ବିଜୁଳି […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୮ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନମାସ-କୃଷ୍ଣପକ୍ଷତିଥି- ପ୍ରତିପଦ ଦିବା ଘ ୧୧/୪୦ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର-ପୂର୍ବା:ଫା ଦିବା ଘ ୧୦/୩୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ରରା:ଫାଚନ୍ଦ୍ର – ସିଂହ ଦିବା ଘ ୦୪/୩୦ ପର୍ଯ୍ୟନ୍ତ ତଦନ୍ତେ କନ୍ୟାଯୋଗା-ଧୃତିକରଣ-କୌ ଳ ବସୌରମାସ-କୁମ୍ଭ ୧୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୨/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୧୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ ୧୧/୪୦ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେକର୍କଟ ଓ ମକର ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରପ୍ରତିପଦ ର ଏକୋଦିଷ୍ଟ ଓ ଦ୍ଵିତୀୟା ର […]

ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ,ଜଳିଗଲା ତିନୋଟି ଟେଣ୍ଡ,ଅଳ୍ପକେ ବଞ୍ଚିଗଲେ ips ସଞ୍ଜୀବ ପଣ୍ଡା ଓ ତାଙ୍କ ସାଥି

ନରସିଂହପୁର ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟ ରେ ଲାଗିଲା ନିଆଁ,ଆଜି ଉଦଯାପିତ ହୋଇଥାନ୍ତା ଇକୋ ରିଟ୍ରିଟ,ଭୋରରୁ ହଟାତ ତିନିଟି ଟେଣ୍ଡ ରେ ଲାଗିଲା ନିଆଁ,ଟେଣ୍ଡ ଭିତରେ ରାତ୍ରି ଯାପନ କରୁଥିଲେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ips ସଞ୍ଜୀବ ପଣ୍ଡା,ଅଳ୍ପକେ ବର୍ତ୍ତିଗଲେ ସଂଜୀବ ପଣ୍ଡା ଓ ତାଙ୍କ ସାଥି ମାନେ,ନିଆଁ ଲାଗିବାର କାରଣ ଅସ୍ପଷ୍ଟ,ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ,ଘଟଣା ସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ।