ଦାରିଙ୍ଗିବାଡି ରେ ଭାରସାମ୍ୟ ହରାଇ ଅଟୋ ଓଲଟି ୩ ଯାତ୍ରୀ ଆହତ

ବାଲିଗୁଡା,(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକର କୁମ୍ଭାରିଗାଁ ପଞ୍ଚାୟତ ନିକଟସ୍ଥ ଆଡିମାହା ଗ୍ରାମର କେତେକ ଲୋକ ଗୋଟିଏ ଅଟୋ ଯୋଗେ ପର୍ତମାହା ଗ୍ରାମକୁ ଯୀଶୁଖ୍ରୀଷ୍ଟ ଙ୍କର ଏକ ଯାତ୍ରା ଦେଖିବା ପାଇଁ ଯାଇଥିଲେ। ଯାତ୍ରା ଶେଷ କରି ନିଜ ଗ୍ରାମକୁ ଫେରିବା ସମୟରେ ପର୍ତମାହା ନିକଟରେ ଥିବା ପାଟା ଗଡାଣିରେ ଅଟୋଟି ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ଉଦ୍ଧାର କରି […]

ଭିଡିଓ କନଫରେନ୍ସ ମାଧ୍ୟମରେ ମୋ ସେବା କେନ୍ଦ୍ର ଉଦଘାଟିତ

ବରଗଡ଼:- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ତଥା ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଅତାବିରା ଏନ ଏ ସି ଠାରେ ଏକ ମୋ ସେବା କେନ୍ଦ୍ର କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ସେବା କେନ୍ଦ୍ର ମାଧ୍ୟମରେ ଓଡ଼ିଶାର ଜନସାଧାରଣ ସହଜରେ ବିଭିନ୍ନ ସରକାରୀ ସେବା ଯୋଗାଇ ଦିଆଯାଇ ପାରିବ ବୋଲି କହିଥିଲେ। ଉଦଘାଟନୀ ଉତ୍ସବ […]

ବରଗଡ଼ ରେ ଜିଲ୍ଲାସ୍ତରୀୟ ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳିତ

ବରଗଡ଼:- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳିତ ହୋଇଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଆୟୋଜିତ ଉତ୍ସବରେ ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଙ୍କ ଅଧ୍ୟକ୍ଷତାରେ କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ […]

କନ୍ଧମାଳରେ ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଜୋରିମାନା ନିର୍ଦେଶ

କନ୍ଧମାଳ,(ଉଲାପ୍ର): ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୭ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନା ଦେୟ ଅଧିକ ୬ମାସ ଦଣ୍ଡ ଭୋଗିବାକୁ ରାୟରେ ଶୁଣାଇଛନ୍ତି। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା କେସ ନମ୍ବର ୪୯/୧୫ରେ ନାବାଳିକା ଦୁଷ୍କର୍ମ ମାମଲାର ପୀଡିତା ଓ ଅନ୍ୟ […]

ବିଚାରାଧୀନ କଏଦୀର ମୃତ୍ୟୁ ଅଭିଯୋଗ,୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଗ୍ରାମବାସୀଙ୍କ ଦାବି

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ୍‌ଜେଲ୍‌ର ଜଣେ ବିଚରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଥାର୍ଡ଼୍ ଡିଗ୍ରି ପ୍ରୟୋଗ କରି ତାଙ୍କୁ ମାରିଦେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରାଯିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି। ଘଟଣାରୁ ପ୍ରକାଶ, ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ସାରଙ୍ଗଗଡ଼ର ଜଣେ […]

ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡ଼ାଟିଆ : ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠାରେ ନିଶା ଦେଇ କଳାକନା ବୁଲାଇଲେ ଆନ୍ଧ୍ର ଦମ୍ପତି

ମାଲକାନଗିରି(ଉଲାପ୍ର)ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡ଼ାଟିଆ । ଏଭଳି ଅଭାବନୀୟ ଖବର ଆସିଛି ମାଲକାନଗିରି ସଦର ମହକୁମାରୁ । ସହରର ଡିଏନକେ ସ୍ଥିତ ସୁନା ବ୍ୟବସାୟୀ ସୁବାଷ ପଟେଲଙ୍କ ଘରେ ଭଡ଼ାରେ ରହୁଥିଲେ ଆନ୍ଧ୍ରପ୍ରଦେଶ ଗୁଂଟୁର ଜିଲ୍ଲାର ଜଗଦିଶ ଓ ତାଙ୍କ ସ୍ତ୍ରୀ ଅର୍ଚ୍ଚନା । ଗତକାଲି ଲୁଟ କରିବା ଉଦ୍ଦେଶ୍ୟରେ ଘର ମାଲିକଙ୍କ ସହିତ ସାହି ବାସିନ୍ଦାଙ୍କୁ ଲଡ଼ୁରେ ନିଶା ମିଶାଇ ଖୁଆଇ ଥିଲେ ଏହି ଦମ୍ପତି । ଗ୍ରିଲ କାଟି ୭ଶହ […]

ଅନୁସୂଚିତ ଜନଜାତି, ଜାତି ବିକାଶ ବିଭାଗ କାର୍ଯ୍ୟକ୍ରମର ଶୁଭାରମ୍ଭ, ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ, ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ଟି ଛାତ୍ରାବାସର ଉଦ୍‌ଘାଟନ ବ୍ରହ୍ମପୁର, ସମ୍ବଲପୁର, ରାଉରକେଲାରେ ଆକାଂକ୍ଷା ହଷ୍ଟେଲର ଉଦ୍‌ଘାଟନ, ହଷ୍ଟେଲରେ ରହୁଥିବା ୫.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ, ୫୦ ହଜାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ୧୦୧ କୋଟି ଟଙ୍କାର ବୃତ୍ତି ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ […]

ବାଲିଗୁଡାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | | ବାଲିଗୁଡ଼ା ବିଜେଡ଼ି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଅଞ୍ଚଳର ବିଜୁପ୍ରେମୀ ମାନଙ୍କୁ ନେଇ ବିଜୁବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା | ଏହି ସମାରୋହରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର,ପୂର୍ବତନ […]

ହାଇୱା-ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୫ ଗୁରୁତର ଆହତ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ଫୁଲବାଣୀ ଶିଳ୍ପ ତାଲିମ ଅନୁଷ୍ଟାନ ନିକଟରେ ଏକ ଅଟୋରିକ୍ସା ସହ ଏକ ଅଜଣା ଟ୍ରକ(ହାଇୱା) ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ପ୍ରକାରେ ସଂଧ୍ୟା ପ୍ରାୟ ୭ଟା ସମୟରେ ଏକ ଅଟୋରିକ୍ସା ୫ ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀରୁ ସୁଡ୍ରୁକୁମ୍ପା ଯାଉଥିବା ବେଳେ ଫୁଲବାଣୀ ଆଇଟିଆଇ ନିକଟରେ ଅପର ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୦୫ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-କୃଷ୍ଣପକ୍ଷତିଥି-ସପ୍ତମୀ ରାତ୍ରି ଘ ୦୮/୨୭ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର-ଅନୁରାଧା ରାତ୍ରି ଘ ୧୧/୪୧ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର -ବିଛାଯୋଗ- ହର୍ଷଣକରଣ- ଵିଷ୍ଟିସୌରମାସ-କୁମ୍ଭ ୨୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୮/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୧୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ରାତ୍ରି ଘ ୦୮/୨୭ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେବିଛା,ଧନୁ ଓ ମୀନ ରାଶିର ଘାତବାରସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାରବେଳା – ଦିବା ଘ୦୯/୦୨ଗତେ ଘ୧୧/୫୭ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା […]