ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୦୯ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-କୃଷ୍ଣପକ୍ଷତିଥି-ଏକାଦଶୀ ଦିବା ଘ ୦୩/୦୧ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀନକ୍ଷତ୍ର-ଉତ୍ତରାଷ।ଢ଼ା ରାତ୍ରି ଘ ୦୯/୧୭ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।ଚନ୍ଦ୍ର -ମକରଯୋଗ-ବାରୀୟ।ନକରଣ-ବ।ଳବସୌରମାସ-କୁମ୍ଭ ୨୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୬/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୪୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୩/୦୧ପର୍ଯ୍ୟନ୍ତ ତଦନ୍ତେ ନୈଋତେସିଂହ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୧/୨୮ ଗତେ ଘ୦୨/୫୬ ମଧ୍ୟେବାରବେଳା – ଦିବା ଘ୦୭/୩୩ ଗତେ ଘ୦୯/୦୨ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- […]

ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ବାଲିଗୁଡା,(ଉଲାପ୍ର):ଜଙ୍ଗଲ ମାଫିଆ ବା ଶିକାରୀଙ୍କ କବଜାରେ ଜଙ୍ଗଲ। ସବୁଜ ବନାନୀ ଜଙ୍ଗଲ ଏବେ ରକ୍ତ ମୁଖା ପାଲଟିଛି। ଏହାକୁ ଆୟତ୍ତ କରିବାରେ ବନ ବିଭାଗରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନ ଥିବାରୁ ବିଭାଗ ନିଜର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଏ ନେଇ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ଅବିନାଶ ମାହାର, ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୁରା, ବନପାଳ ପ୍ରବୀଣ ଦାସ ଓ […]

ବାଲିଗୁଡା: ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟମହିଳା ଦିବସ ପାଳିତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ହଲ୍ ଠାରେ ବନବାସୀ ସେବା ସମିତି , ତାଲୁକା ଆଇନ ସେବା କମିଟି , ସମନ୍ୟୁତ ଶିଶୁ ବିକାଶ ପ୍ରକଳ୍ପ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିଷ୍ଟାଣ୍ଟ ସେସନ୍ ଜଜ ଶୁଭଦର୍ଶୀ ପଟ୍ଟନାୟକ ପ୍ରଦିପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଜୁଡିସିଆଲ୍ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ […]

ଡି.ଡି .ଆର .ସି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ମୁଖ୍ୟମନ୍ତ୍ରୀ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା କର୍ମଚାରୀ ସଂଘ,

ଫୁଲବାଣୀ- (ସୁନୀଲ ପଟନାୟକ) ବିଳମ୍ବରେ ହେଲେ ବି ସରକାର ସେମାନଙ୍କ ଦୁଃଖ କୁ ହୃଦୟଙ୍ଗମ କରି ରାଜ୍ୟ 6ର କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା, ସମ୍ବଲପୁର ମୟୂରଭଞ୍ଜ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଭଳି ୮ଟି ଜିଲାରେ କର୍ଯ୍ୟକାରୀ ହେଉଥିବା ଜିଲ୍ଲା ଭିନ୍ନ କ୍ଷମ ପୁର୍ନବାସ ଥଇଥାନ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି କମ ପାରିଶ୍ରମିକ ପାଇ ମଧ୍ୟ ନିଷ୍ଠା ଓ ଆନ୍ତରିକତା ର ସହ ‘ଲୋକଙ୍କ ସେବା କରିଆସୁଥିବା ୩୬ ଜଣ କାର୍ଯ୍ୟରତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ […]

ଚାରିଦିନ ହେଲାଣି ରାଣୀପଥର ଜଙ୍ଗଲଜଳୁଛି ଲିଭାଇବା ପାଇଁ ଜଙ୍ଗଲ ବିଭାଗର ପ୍ରୟାସ ଜାରି

ଫୁଲ ବାଣୀ-( ସୁନୀଲ ପଟନାୟକ) ଦିନେ କି ଦି ଦିନ ନୁହେଁ ଗଲା ୪ ଦିନ ହେଲାଣି ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ସୁଡୁରୁ କୁମ୍ପା ଜଙ୍ଗଲ 6 ରଂଜ ଅଧିନରେ ଥିବା ରାଣି ପଥର ରିଜର୍ଭ ଜଙ୍ଗଲ ଓ ଆଖପାଖ ଜଙ୍ଗଲ ହୁତ ହୁତ ହୋଇ ଜଳୁଛି ଯେ, ଲିଭିବାର ନା ଧରୁନି। ନିଆଁ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଏତେ ଜୋରରେ ବ୍ୟାପୁଛି ଯେ ନିଆଁର ଆଁ ଭିତରକୁ ୯/୧୦ ଟି ଗାଁ […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଫୁଲବାଣୀ- (ସୁନୀଲ ପଟନାୟକ) ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଆର୍ନ୍ତଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ଫୁଲ ବାଣୀସ୍ଥିତ ଗାନ୍ଧୀ ସ୍ତୃତି ଭବନଠାରେ ଆୟୋଜିତ ମହିଳା ସମାବେଶ ରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲ୍ଲପାଳ ଡା. ବୃନ୍ଦ । ଡି ଯୋଗଦେଇ ଏକ ସଶକ୍ତ ସମାଜ ଗଠନ ଦିଗରେ ମହିଳାମାନଙ୍କ ମହତ୍ଵପୂର୍ଣ୍ଣ ଭୂମିକା ରହିଛି ଏଣୁ ଏହି ଅବସରରେ ପ୍ରତ୍ୟେକ ମହିଳାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ସେହିପରି […]

ଫୁଲବାଣୀରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ୫ ମହିଳାପୋଲିସ କର୍ମଚାରୀ ପୁରସ୍କୃତ

ଫୁଲବାଣୀ- (ସୁନୀଲ ପଟନାୟକ) ସୋମବାର ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ବଛା ବଛା ୫ ଜଣ ମହିଳା ପୋଲିସ କର୍ମଚାରୀଙ୍କୁ ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କୃତ କରିଥିଲେ । ୨୦୨୦ ବର୍ଷରେ ଏହି ମହିଳା କର୍ମଚାରି ମାନେ ନିଷ୍ଠା ଓ ଆନ୍ତରୀକତାର ସହ ସ6ଚ୍ଚ।ଟତା ଓ ଦକ୍ଷତା ପ୍ରଦର୍ଶନ କରି ନିଜ କର୍ତ୍ତବ୍ୟ ସଂପାଦନ କରିଥିବାରୁ ପୁରସ୍କୃତ କରିଥିଲେ । ସେମାନେ ହେଲେ ଟିକାବାଲି ଥାନା […]

ରାଜଧାନୀରେ ହେବ ଜୋରଦାର ଚେକିଂ, ରାସ୍ତାରେ ଗଡ଼ିପାରିବନି ଅନ୍‌ଫିଟ୍‌ ଗାଡ଼ି

ଯାନବାହାନ ଜନିତ ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ପରିବହନ ବିଭାଗର ଆଉ ଏକ ନୂଆ ପ୍ରୟାସ । ଏଣିକି ଭୁବନେଶ୍ୱର ୧ ଏବଂ ଭୁବନେଶ୍ୱର ୨ ଅନ୍ତର୍ଗତ ସମସ୍ତ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ସମେତ ସମସ୍ତ ଭାରିଯାନର ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ୍ କଡ଼ାକଡ଼ି ଯାଞ୍ଚ ହେବ । ରୋବୋଟ୍ ଦେବ ଫିଟନେସ୍ ସାର୍ଟିଫିକେଟ୍ । ଗଳାବାଟରେ ଲାଗିବ ରୋକ୍ । କଡାକଡି ହେବ ପ୍ରଦୂଷଣ ଯାଞ୍ଚ । ଆଉ ପରିବହନ […]

ଜାତୀୟ ଜୁନିୟର ତୀରନ୍ଦାଜ ଚାମ୍ପିଅନସିପ୍‌ରେ ୧୩ ଓଡ଼ିଆ

ଡେରାଡୁନରେ ଆୟୋଜିତ ହେଉଛି ଜାତୀୟ ଜୁନିୟର ତୀରନ୍ଦାଜ ଚାମ୍ପିଅନସିପ୍ । ଏଥିରେ ତିନୋଟି ବିଭାଗରେ ଓଡିଶାର ୧୩ ଜଣ ଖେଳାଳି ଭାଗ ନେଉଛନ୍ତି । କଟକରେ ଅଭ୍ୟାସ କରି ଓଡିଶା ଟିମ୍ ଡେରାଡୁନ ଯାତ୍ରା କରିବ । ଏଥର ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଛନ୍ତି ଉଭୟ କୋଚ ଓ ଖେଳାଳି । ଜାତୀୟସ୍ତରୀୟ ଖେଳ ପାଇଁ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ତୀରନ୍ଦାଜଙ୍କ ଜୋରଦାର ଅଭ୍ୟାସ ଚାଲିଛି […]

ଖୁବଶୀଘ୍ର ପୁରୀ ପୌରପାଳିକା ହେବ ମହାନଗର ନିଗମ, ଚାଲିଛି ଜୋରଦାର ପ୍ରସ୍ତୁତି

ଖୁବଶୀଘ୍ର ମହାନଗର ନିଗମର ମାନ୍ୟତା ପାଇବ ପୁରୀ ପୌରପାଳିକା । ଏନେଇ ସବୁ ପ୍ରକାରର ଉଦ୍ୟମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପୁରୀର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିଥିବା ବେଳେ ପୁରୀ ମହାନଗର ନିଗମ ପାଇଁ ସମସ୍ତ ସର୍ତ୍ତାବଳୀ ପୂରଣ କରିଥିବା କୁହାଯାଉଛି । ଯାହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ପୁରୀରେ ଜନସଂଖ୍ୟା ସମସ୍ୟା ଏଡାଇବାକୁ ଆଖପାଖ ଅଞ୍ଚଳ ହେବ ସାମିଲ୍ । ଐତିହ୍ୟ ନଗରୀ ପୁରୀର ସାମଗ୍ରିକ ବିକାଶ […]