ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ର ଦାବି, ରାଧାନାଥ ରଥଙ୍କ ଜନ୍ମସ୍ଥାନକୁ ସ୍ମାରକୀ ଭାବେ ସରକାର ଘୋଷଣା କରନ୍ତୁ

ଆଠଗଡ(ବୁରୋ news)ପଦ୍ମଭୂଷଣ, ସମାଜର ପୂର୍ବତନ ସମ୍ପାଦକ,ଆଠଗଡର ପୂର୍ବତନ ବିଧାୟକ,ରାଜ୍ୟର ଅନେକବାର ମନ୍ତ୍ରୀ ହୋଇଥିବା ଡ଼ଃ ରାଧାନାଥ ରଥଙ୍କ ଜନ୍ମସ୍ଥାନ ରାଧନାଥପୁର ଶାସନ ଘରକୁ ସ୍ମାରକୀ କରିବା ପାଇଁ ଆଠଗଡ ର ସ୍ୱେଚ୍ଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ସମ୍ବାଦପତ୍ର ରାଜ୍ୟ ସରକାରଙ୍କ ଠାରେ ଦାବି କରିଛି,ଆଠଗଡ ରାଧନାଥପୁର ଶାସନର ପ୍ରଥମ ସନ୍ତାନ ହୋଇଥିବା ଯୋଗୁ ତାଙ୍କ ନାମ ଅନୁସାରେ ରାଧନାଥପୁର ଶାସନ ହୋଇଛି,ଡ଼ଃ ରଥଙ୍କ ଘର ଶାସନ ରେ ଏବେବି ରହିଛି,ଯେହେତୁ ଏହି ଘରେ […]

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ କରଡ଼ା ବନ କର୍ମଚାରୀଙ୍କ ଦ୍ଵାରା ୨ଜଣ ଗିରଫ

ଫୁଲ ବାଣୀ-(ସୁନୀଲ ପଟ ନାୟକ ) ବନବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ଜାଣିଶୁଣି ନିଆଁ ଲଗାଉଛନ୍ତି । ଲୋକମାନଙ୍କର ମାନସୀ କତାରେ ପରିବର୍ତ୍ତନ ଆସୁନି ।ଫଳରେ ଏହାକୁ ନେଇ ବନ ବିଦ୍ଭାଗ ଏବେ ଚିନ୍ତାରେ । ଶୁକ୍ରକାର ଫୁଲବାଣୀ ବନଖଣ୍ଡ ଅଧିନ କରଡ଼ା ପରେ ଷ୍ଟ 6ରଂଜ ଅର୍ନ୍ତଗତ ବ।ରବା ରିଜର୍ଭ ଜଙ୍ଗଲ ମଧ୍ୟରେ ନିଆଁ ଲାଗ।ଉ ଥିବାବେଳେ ବନ କର୍ମଚାରୀ ମାନେ ନିଆଁକୁ ଆୟତ କରିବା ସହ ଅଭିଯୁକ୍ତ […]

ପଦ୍ମଶ୍ରୀ ତାଡିଶରୁ ବାବାଙ୍କ ଦ୍ୱାରା ଫୁଲବାଣୀରେ ନୂତନ ପେଟ୍ରୋଲ ପମ୍ପ ଉଦଘାଟିତ

ଫୁଲ ବାଣୀ- (ଉଲାପ୍ର)ଫୁଲ ବାଣୀ ସହରର ମାଷ୍ଟ୍ରପଡ଼ା ସା ର୍କୁଲାର ରୋଡରେ ପ୍ରଦୀପ ଫୁଏଲ ସ ନାମରେଏକ ନୂତନ ପେଟ୍ରୋଲ ପମ୍ପ ମହାଶୀବରାତ୍ରି ଅବସରରେ ଉଦ୍‌ଘାଟିତ ହୋଇଛିଏହି ନୂତନ ପେଟ୍ରୋଲ ପମ୍ପକୁ ପଦ୍ମଶ୍ରୀତାଡ଼ିଶରୁ ବାବା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।ଫୁଲ ବାଣୀ ସହରରେ ଦେଖାଦେଇଥିବା ପେଟ୍ରୋଲ ଓ ଡିଜେଲସମସ୍ୟା ଦୁର କରିବାରେ ଏହ।ସହାୟକ ହେବ,I ବିଶେଷକରି ମାଷ୍ଟ୍ରପଡ଼ା ଫୁଲବାଣୀ ସ।ହୀ, କେନ୍ଦୁପଦର, ମେଡ଼ିକାଲ ଛକ,ପଟା ବାଲିସାହି, ବସଷ୍ଟାଣ୍ଡ,କୁମ୍ଭାର ପଡା ସାର୍ତ୍ତା ଗୁଡ଼ା, ଗୋଛାପଡ଼ା, ତୁଡିପାଜୁ,ଦଡକୀ କଟ୍ରିଙ୍ଗିଆ […]

କନ୍ଧ ମାଳରେ ପୃଥକ ପୃଥକ ଦୁର୍ଘଟଣା ରେ ୨ ଗୁରୁତର

.ଫୁଲବାଣୀ,(ଉଲାପ୍ର) ଶୁକ୍ରବାର କନ୍ଧମାଳ ଜିଲ। ର କଳିଙ୍ଗା ଘାଟି ଓ ଖଜୁରୀପଡ଼ାଠାରେ ପୃଥକ ପୃଥକ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଶୁକ୍ରବାର ଏକଶୋରିଷ ତେଲ ବୋଝେଇ ଟ୍ରକ କଳିଙ୍ଗା ଘାଟି ଗଡୁଥିବାବେଳେ ବୁଲାଣୀରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ହେଲ ପର ଗୁରୁତର ଆହତ ହୋଇଥିଲା। ଦୁର୍ଘଟଣା ଘଟ। ଇ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।ଅଞ୍ଚଳବାସୀ ଆହତ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୪ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ପ୍ରତିପଦ ଦିବା ଘ ୦୫/୧୦ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର-ଉତ୍ତରଭାଦ୍ର ରାତ୍ରି ଘ ୦୩/୧୨ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର – ମୀନଯୋଗ-ଶୁଭକରଣ- ବବସୌରମାସ-ମୀନ ୦୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୧/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୦୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ ୦୫/୧୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେଧନୁ ରାଶି ର ଘାତଚନ୍ଦ୍ରମେଷ ରାଶି ର ଘାତବାରପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାରବେଳା – ଦିବା ଘ୦୧/୨୭ ଗତେ […]

ବରଗଡ଼ ସା°ସଦ ଙ୍କ ଜନଶୁଣାଣୀ

।ବରଗଡ(ଉଲାପ୍ର)ବରଗଡ଼ ସା°ସଦ ସୁରେଶ ପୂଜାରୀ ଆଜି ତାଙ୍କ ସରକାରୀ କାର୍ଯ୍ୟାଳୟ ଠାରେ ଜିଲ୍ଲା ର ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକଙ୍କ ସମାଧାନ ପାଇଁ ଜନଶୁଣାଣୀ କରିଥିଲେ। ବରଗଡ଼ ସଦର ମହକୁମା ଉପ ଜିଲ୍ଲାପାଳ ଙ୍କ ପରିସରରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ ରେ ଉକ୍ତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ଅନେକ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଆପତ୍ତି ଅଭିଯୋଗ ଓ ସମସ୍ୟା ର ସମାଧାନ ପାଇଁ […]

ବଡ଼ ମାଁ ଚଳଚ୍ଚିତ୍ର ର ସୁଟିଂ ଆରମ୍ଭ

ବରଗଡ଼(ଉଲାପ୍ର)ସ୍ବାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରି ଆତ୍ମ ଜୀବନୀ କୁ ନେଇ ନିର୍ମିତ ହେବାକୁ ଥିବା ଚଳଚ୍ଚିତ୍ର ବଡ଼ ମାଁ ର ସୁଟିଂ କାର୍ଯ୍ୟ ଜିଲ୍ଲା ର ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ରେ ଆରମ୍ଭ ହୋଇଛି। ସୁନାମଧନ୍ୟ ଟେଲିଭିଜନ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ର ରେ ପୃଥ୍ୱୀରାଜ ନାଏକ, ଅଶ୍ବିନୀ ପଣ୍ଡା, ପ୍ରଦୀପ ଦେବତା, ଡଃ ତପସ୍ଵିନୀ ଗୁରୁ,ମୋନିକା,କନକ ଦଣ୍ଡ ସେନା, ତଥା ଅନେକ […]

କୁନି ପୁଅ କରୁଛି ଗୁହାରି,ବାବୁ ମୋ ଆଖି ଦୁଇଟାକୁ ଭଲ କରିଦିଅ

ଫୁଲବାଣୀ- (ସୁନୀଲ ପଟନାୟକ) ବାବୁ ମୋ ଆଖି ଦୁଇଟା କୁ ପ୍ଲିଜ ଭଲ କରି ଦିଅ.ମୁଁ ପାଠପଢିବି। ଅନ୍ୟ ପିଲାଙ୍କ ଭଳି ଖେଳିବି । ଏଭଳି କିଛି କହିକୁନି ପୁଅ କରୁଛି ଗୁହାରୀ ।କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରଠାରୁ ମାତ୍ର ୧୫ କିମି ଦୁର ଗୁମା ଗଡ଼ ଗ୍ରାମର ଲଡୁ କିଶୋର ମହାନ୍ତିଙ୍କ ମଝିଆ ପୁଅ ୮ ମ ଶ୍ରେଣୀ ଛାତ୍ର ସିଦ୍ଧାନ୍ତ ପ୍ରସାଦ ମହାନ୍ତି ।ଗୁମାଗଡ଼ରେ ପରିବାର ଧରି ରୁହନ୍ତି ଲଡୁ କିଶୋର, ।ଲଡୁ କିଶୋରଙ୍କ […]

ରାଜ୍ୟପାଳଙ୍କ ଦ୍ଵାରାଫୁଲବାଣୀର ସଫଳ ମହିଳା ଉଦ୍ୟୋଗୀ ସମ୍ବର୍ଦ୍ଧିତ

ଫୁଲ ବାଣୀ,-(ସୁନୀଲପଟନାୟକ)ଫୁଲ ବାଣୀ ସହରର ମାଷ୍ଟ୍ରପଡ଼ା ସ୍ଥିତ ଜଣେ ମହିଳା ଉଦ୍ୟୋଗୀ ବନାନୀ ରାଣୀ ପଟନାୟକଙ୍କୁ ଭୁବନେଶ୍ଵରସ୍ଥିତ ଇଡ଼କୋ ପଡିଆଠାରେ ଅନୁଷ୍ଠିତ ଏମଏସ.ଏମ.ଇ ଟ୍ରେଡ଼ ଫେୟାର ରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ମୁଖ୍ୟଅତିଥି ରୂପେ ଯୋଗଦେଇ ବନାନୀଙ୍କୁ ସମ୍ବର୍ଦ୍ଧିତକରିଥିଲେ।ବନୀନୀଙ୍କୁ ପି. ଏମ.ଇ.ଜି.ପି ଯୋଜନାରେ ଖଲିପତ୍ର ଓ ପେପର କପ ପ୍ଳେଟ ୟୁ ନିଟ ପାଇଁ ଫୁଲବାଣୀ ଷ୍ଟେଟବ୍ୟାଙ୍କ ଋଣଦେଇଥିଲେ। ଆଉ ଏହି ୟୁନିଟ କରି ବନୀନୀରାଣୀ ପଟନାୟକ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମହିଳାମାନଙ୍କୁ ନିଯୁକ୍ତି […]

ମୂଲ୍ୟବାନ ଜଙ୍ଗଲକୁ ନିଆଁର ଆଁରୁ ରକ୍ଷାକରିବା ଲାଗି ଫୁଲବାଣୀ ବନବିଭାଗ ପକ୍ଷରୁ ସଚେତନତା ରାଲି

ଫୁଲ ବାଣୀ- (ସୁନୀଲ ପଟନାୟକ) ଫୁଲ ବାଣୀ ବନ ବିଭାଗ ଅଧିନସ୍ତ ଫୁଲ ବାଣୀ .ଫିରଙ୍ଗିଆ ସୁଡରୁ କୁମ୍ଫା ସମେତ ୭ଟି 6ରଂଜ ଅଧିନସମସ୍ତ ଜଙ୍ଗଲରେ ଜଙ୍ଗଲ ବିଭାଗ ଅଫିସର,କର୍ମଚାରୀ ଓ ସ୍ଥାନୀୟ ବନ ସରକ୍ଷଂଣ ସମିତିର ସ ପୂର୍ଣ୍ଣ ସହାୟତାରେ ଜଙ୍ଗଲରେ ଲାଗିଥିବା ନିଆଁ ସଂପୂର୍ଣ୍ଣ ଆୟତ ହୋଇଛି, Iତେବେ ଆଗକୁ ଆହୁରି ଖରା ଦିନ ରହିଛି ଫଳ ରେ ଆଗାମୀ ଦିନରେ ଯେପରି ଜଙ୍ଗଲରେ ଆଉ ନିଆଁ ନ ଲାଗିବ ସେଥିପାଇଁ ଫୁଲବାଣୀ 6ରଂଜଅଫିସର […]