ସରିଲା ସର୍ବଦଳୀୟ ବୈଠକ, ଧାନ କିଣା ନେଇ ଆସନ୍ତାକାଲି ସ୍ପଷ୍ଟ ହେବ ସରକାରଙ୍କ ଆଭିମୁକ୍ଷ, ସମବାୟ ମନ୍ତ୍ରୀ ବିଧାନସଭା ରେ ରଖିବେ ଉତ୍ତର

ଭୁବନେଶ୍ୱର:ସରିଲା ସର୍ବଦଳୀୟ ବୈଠକ।ତେବେ ବୈଠକ ପରେ ଗୃହ କାର୍ଯ୍ୟ ପାଇଁ ବାଟ ଫିଟିଛି।ଧାନ କିଣା ନେଇ ଆସନ୍ତାକାଲି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବ।ଆସନ୍ତାକାଲି ଧାନ କିଣା ନେଇ ସାଢେ ୧୧ଟାରେ ବିବୃତି ରଖିବେ ଯୋଗାଣ ମନ୍ତ୍ରୀ।ଏନେଇ ବୈଠକ ପରେ ଗୃହରେ ଘୋଷଣା କରିଛନ୍ତି ବାଚସ୍ପତି।ତେବେ ସୁବାସ ପାଣିଗ୍ରାହୀ ପ୍ରସଙ୍ଗ ଗୃହରେ ଆଲୋଚନା ହେବନି । ଏହି ପ୍ରସଙ୍ଗକୁ ସ୍ୱାଧିକାର କମିଟିକୁ ପଠାଯିବ।ଆସନ୍ତାକାଲି ସାଢେ ୧୦.୩୦ ମିନିଟ୍ ଯାଏ ଗୃହ ମୁଲତବୀ ଘୋଷଣା ହୋଇଛି।ପାଞ୍ଚ ଦିନ ହେଲା ବିଧାନସଭାରେ […]

ଆସନ୍ତା ଦୁଇଦିନ ବଜ୍ରପାତ ଓ କାଳ ବୈଶାଖୀ ହେବାର ପାଣିପାଗ ବିଭାଗ ର ସୂଚନା

ଭୁବନେଶ୍ୱର : ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ବଜ୍ରପାତ ସହ କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସ୍ବତନ୍ତ୍ର କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଶୁକ୍ରବାର ସକାଳ ୮ଟା […]

ପଣସୁଧା ଦୁଇ ପୋଲିସ ଜିପ୍ ପୋଡି ଘଟଣାର ମୂଖ୍ୟ ଅଭିଯୁକ୍ତ ମିଟୁ ଗିରଫ ଦାବିରେ ବଡଚଣା ବିଜେପି ର ଥାନା ଘେରାଉ

।ବାଲିଚନ୍ଦ୍ରପୁର(ଉଲାପ୍ର) ବଡଚଣା ବ୍ଲକ ବିଜେପି ସଂଗଠନ ପକ୍ଷରୁ ପଣସୁଧା ପୋଲିସ ଜିପ୍ ପୋଡି ଘଟଣାର ମୂଖ୍ୟ ଅଭିଯୁକ୍ତ ମିଟୁ ଓରଫ୍ ବସନ୍ତରାଜ ସାମଲ ଗିରଫଦାରୀ ଦାବି ନେଇ ଏକ ଶୋଭାଯାତ୍ରା, ସଭା ଓ ବାଲିଚନ୍ଦ୍ରପୁର ଥାନା ଘେରାଉ ର ଆୟୋଜନ କରାଯାଇଥିଲା। ଏଥି ନିମନ୍ତେ ପାଞ୍ଚ ଶହ ରୂ ଅଧୀକ କର୍ମୀ ଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ବାଲିଚନ୍ଦ୍ରପୁର ଥାନା ନିକଟରେ ପହଞ୍ଚି ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ଯୋଗଦେଇ […]

ବାଲିଗୁଡା:ବେଲଘର ସିଆରପିଏଫର ୮୨ତମ ବାର୍ଷିକ ଉତ୍ସବ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ସହ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା,(ଉଲାପ୍ର):କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଠାରେ ଥିବା ୧୨୭ ବାଟାଲିୟନର ଇନ୍ସପେକ୍ଟର ବେଣୁକୁମାର ଏବଂ ଏଏସଆଇ ଇସଲାମ ଖାନ ପ୍ରମୁଖଙ୍କ ନେତୃତ୍ୱରେ ସମଗ୍ର ବେଲଘର ପଞ୍ଚାୟତକୁ ସମ୍ପୂର୍ଣ୍ଣ ସଫେଇ କରି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ ଏବଂ ପରେ ପରେ ସ୍ୱାସ୍ଥ୍ୟ ସଚେତନତା, ବୃକ୍ଷରୋପଣ, ପେରେଡ, ଭଳି ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ମାନ ଆୟୋଜନ […]

ବାଲିଗୁଡା:ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବନ ବିଭାଗର ବଡ଼ ସଫଳତା । ଦେଶୀ ବନ୍ଧୁକ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ବନବିଭାଗ ରେଞ୍ଜ ଅନ୍ତର୍ଗତ ମାଣିକେଶ୍ଵର ରିଜର୍ଭ ଜଙ୍ଗଲରେ ଅପରାହ୍ନରେ ନିଆଁ ଲାଗିବା ଖବରପାଇ ତତକ୍ଷଣାତ୍ ବନବିଭାଗ ଫରେଷ୍ଟର ବିଷ୍ଣୁ ପ୍ରସାଦ ରଥ,ବନରକ୍ଷୀ ଅଜିତ୍ କୁମାର ଗଣ୍ଡାଙ୍କ ଫାୟାର ଟିମ୍ ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ […]

ଆଜିର ରାଶିଫଳ

✧═════•❁❀❁•═════✧ଅଦ୍ୟ ମାର୍ଚ୍ଚ ମାସ ୧୮ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ପଞ୍ଚମୀ ରାତ୍ର ଘ ୦୨/୩୮ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀନକ୍ଷତ୍ର-ଦ୍ଵିଜା ଦିବା ଘ ୧୧/୪୦ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାଚନ୍ଦ୍ର – ମେଷ ସଂଘ ୦୬/୨୬ ପର୍ଯ୍ୟନ୍ତ ତଦନ୍ତେ ବୃଷଯୋଗ-ବୈଧୃତିକରଣ- ବବସୌରମାସ-ମୀନ ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୭/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୫୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୨/୩୮ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେବିଛା ରାଶି ର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶି ର ଘାତବାରପଞ୍ଚମୀ ର ଏକୋଦିଷ୍ଟ ଓ […]

କୋଟଗଡ ଗୁଗୁରୁ ମହା ପଞ୍ଚାୟତରେ ନିମ୍ନ ମାନର କାର୍ଯ୍ୟଅଭିଯୋଗ,ତଦନ୍ତ ଦାବି

ଫୁଲବାଣୀ-(ସୁନୀଲ ପଟନାୟକ )-ସରକାର ଗ୍ରାମାଞ୍ଚଳର ଉନ୍ନତି ଉପରେ ଗୁରୁତ୍ଵ ଦେଇ ପ୍ରର୍ଯ୍ୟ।ପ୍ତ ଅର୍ଥ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି। ତେବେ ଏ ସବୁ ଅର୍ଥ ର ସଦ ବିନିଯୋଗ କେତେକ ଦୁର୍ଗମପଞ୍ଚାୟତରେ ହେଉନ ଥିବା ଅଭିଯୋଗ ହେଉଛି ।କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକର ଗୁଗୁରୁ ମାହା ପଞ୍ଚାୟତ ରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି । ମା ଓ ଇଲାକ। ହୋ ଇ ଥିବା ଆଳକରି ଯନ୍ତ୍ରୀମାନେ ପଞ୍ଚାୟତକୁ […]

ବାଲିଗୁଡା:ମା’ ପାଟ୍ଟଖଣ୍ଡା ଙ୍କ କୃଷି ଭିତ୍ତିକ ପର୍ବ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିରେ ପାରମ୍ପରିକ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ହଜାରେ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଓ ବରାଳ ଦେଵୀ ପୀଠରେ ହୋଇଆସୁଛି l ଏହା ମଧ୍ୟ ଗଣ ପର୍ବ ଭାବରେ ବିଦିତ l ପରମ୍ପରା ଅନୁଯାୟୀ କାନ୍ଦୁଲ […]

ଆବାସ ଯୋଜନା କାହାପାଇଁ ଭଙ୍ଗା କୁଡିଆରେ ବିଧବା ମା ସହ ନାବାଳିକା, ରାତି ରେ ପର ପିଣ୍ଡାରେ ଶୋଉଛନ୍ତି।

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)ସରକାର ଗରୀବ ଗୁରୁବା ଙ୍କ ପାଇଁ କାହିଁ କେତେ କଣ ଯୋଜନା କରିଛନ୍ତି। ଅର୍ଥ ଅନୁଦାନ ମଧ୍ୟ ଯୋଗାଇଦେଉଛନ୍ତି। ହେଲେ ଏସବୁ ଯୋଜନାର ସୁଫଳ ପାଉନାହଁ।ନ୍ତି ଲୋକେ ।ସରକାର ଗରୀବବାସହୀନଙ୍କ ପାଇଁ ମୋ କୁଡିଆ । ବିଜୁ ପକା ଘର, ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନା ମାନ ପ୍ରଣଯନ କରିଛନ୍ତି । ହେଲେ ଏ ସବୁ ଯୋଜନ । ପ୍ରକୃତ ହୀତା ଧିକାରୀଙ୍କ ପ୍ରତି ସତେ ଯେପରି ଉପହାସ […]