ଫୁଲବାଣୀରେ ଜଗା, ସ୍ଵତନ୍ତ୍ର ମେଡିକାଲ ଟିମସହ କଟକ ଏସସିବିରୁ ଆସିଲା

.ଫୁଲ ବାଣୀ- (ସୁନୀଲ ପଟନାୟକ) ଆଜି ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ମଧ୍ୟରୁ ଜଗା ସୋମବାର ଜନ୍ମ ମାଟି ଫୁଲ ବାଣୀ ଆସିଲା l ଏକ ୩ଜଣିଆ ସ୍ୱତନ୍ତ୍ର ମେଡିକାଲ ଟିମ ସହ ଜଗା ଆଜି ରାତିରେ ଫୁଲବାଣୀ ଡାକ୍ତର ଖାନା ରେ ପହଂଚିଥିଲା ।ସେ ସମ୍ପୂର୍ଣ୍ଷ ସୁସ୍ଥ ଥିବା ଜଣା ପଡିଛି lଜଗା କୁ ଆଣିବା ଲାଗି ସୋମବାର ସକାଳୁ ଏକ ଡାକ୍ତରୀ ଟିମ କଟକ ଯାଇଥିଲା lଏହି ମେଡିକାଲ ଟିମ କଟକ ବଡ ଡାକ୍ତରଖାନାରେ […]

ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ପାଳିତ

ଫୁଲବାଣୀ(ଉଲାପ୍ର) ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ବିଶ୍ଵ ଜଳ ଦିବସ” ପାଳିତ ହୋଇଯାଇଛି । ଅଧ୍ୟକ୍ଷା ସହକାରୀ ପ୍ରଫେସର ଡକ୍ଟର କମଳ ପ୍ରଭା କପାନିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଅଧ୍ୟାପକ ଓ ଇକୋକ୍ଳବ୍ ର ମାର୍ଗଦର୍ଶକ ଶ୍ରୀ ସୁରେଶ କୁମାର ମାଝୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ୩୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଇକୋକ୍ଳବ୍ ଗଠିତ ହୋଇଥିବା ସେ ସୂଚନା ପ୍ରଦାନ କରିଥିଲେ । ଏହାଛଡ଼ା ପରିବେଶ ସୁରକ୍ଷା, ତାହାକୁ ନେଇ ଦେଖାଦେଉଥିବା ବିଭିନ୍ନ […]

ବିଭିନ୍ନ ଦାବୀ ପୁରଣ ନେଇ ପ୍ରାଣୀ ଚିକିତ୍ସକ ଙ୍କ ସ୍କାରକ ପତ୍ର ପ୍ରଦାନ,

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)ବିଭିନ୍ନ ଦାବୀ ପୁରଣ ନେଇ ସୋମବାର କନ୍ଧମାଳ ଜିଲା ପ୍ରାଣୀ ଚିକିତ୍ସା ସଂଘ ପକ୍ଷରୁ ଡାକ୍ତର ଅଳକା ପଟ୍ଟନାୟକ କନ୍ଧମାଳ ଜିଲାପାଳ ଡାବୃନ୍ଦ । ଡିଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ବୌଦ୍ଧରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଅମିତାଭ ପଣ୍ଡା ଓ ଅନ୍ୟ ଡାକ୍ତରଙ୍କୁ ମଧ୍ୟ କିଛି ଅସାମାଜିକ ଯୁବକ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାର ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତକୁ ତୁରନ୍ତ […]

କନ୍ଧମାଳରେ ମହୁଲର ଅଭାବୀ ବିକ୍ରୀ, ଆଦିବାସୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ

ଫୁଲବାଣୀ-(ସୁନୀଲପଟନାୟକ) ଏବେ ମହୁଲ ସିଜନ, ଫଳରେ ଖରା ତାତିକୁ ଖାତିରନକରି କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳାମାନେ ପ୍ରତିଦିନ ସକାଳୁ ସକାଳୁ ବାହାରି ପଡୁଛନ୍ତି ମହୁଲ ସଂଗ୍ରହରେ । ହେଲେ ମହୁଲ ଫୁଲର ଦାମ ଚଳିତବର୍ଷ କମ ରହିଛି । ଫଳରେ ମହୁଲ ଗୋଟାଳିଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ସାଧାରଣତଃ ଫେବୃୟାରି ଶେଷ ଓ ମାର୍ଚ୍ଚ ମାସ ଆରମ୍ଭରେ ମହୁଲ ଫୁଲ ଆସିଥାଏ। ଏଣୁ ଫୁଲବାଣୀ ସମେତ ସମ ଗ୍ର କନ୍ଧମାଳ ଜିଲ୍ଲାର ହଜାର […]

ଫୁଲ ବାଣୀ ଆସିବ କି ଜଗା!

ଫୁଲ ବାଣୀ- (ସୁନୀଲ ପଟନାୟକ) ଆଜି ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାଫୁଲ ବାଣୀ ଆସିବା ନେଇ ଚର୍ଚାଯୋର ଧରିଛି । ଜଗାକୁ ଫୁଲବାଣୀ ଆଣିବା ପାଇଁ ଏକ ୩ଜଣିଆ ମେଡିକାଲ ଟିମ ଆଜି କଟକ ଯାଇଛନ୍ତି । ଏହି ଟିମରେ ଜଣେ ଶିଶୁରୋଗ ବିଶେଷଜ୍ଞ, ସରଜିକାଲ ସ୍ପେଷାଲିଷ୍ଟ ଓ ଅନ୍ୟ ଜଣେ ଫାର୍ମାସିଷ୍ଟ ଅଛୁନ୍ତି।ଏହି ମେଡିକାଲ ଟିମ କଟକ ବଡ ଡାକ୍ତରଖାନାରେ ପହଞ୍ଚି ଜଗାର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ଯାଞ୍ଚ କରିବା ସହ ସେଠାକାର ଦାୟୀତ୍ଵରେ ଥିବା […]

ଆଠଗଡ ଗଡଜାତ ପରମ୍ପରାରେ ଲାଗିଲା ରୋକ,୨୪ ରୁ ୮ ଦୋଳଯାତ୍ରା ରେ ହୋଇପାରିବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ,ପଞ୍ଚୁଦୋଳ ଯାତ୍ରାରେ ଦଶଗୋଟି ବିମାନ କୁ ମିଳିଲା ଅନୁମତି

ଆଠଗଡ(ଉଲାପ୍ର)ଶହଶହ ବର୍ଷର ଆଠଗଡ ଗଡଜାତର ଐତିହ୍ୟ,ପରମ୍ପରା ରେ ଲଗାଇଲା ପ୍ରଶାସନ ରୋକ,କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଆଠଗଡ ଉପଜିଲାପାଳ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଆଠଗଡ ଗଡଜାତ ରେ ଅନୁଷ୍ଠିତ ହେଉଥିବା ଦୋଳ ଓ ପଞ୍ଚୁଦୋଳ ଯାତ୍ରା ଉପରେ ସରକାରଙ୍କର ଗାଇଡ଼ ଲାଇନ ଅନୁଯାୟୀ ଆଠଗଡ ପ୍ରଶାସନ ଉପଖଣ୍ଡରେ ପର୍ବ ପର୍ବାଣୀ ଉପରେ ରୋକ ଲଗାଇଛି,ଚଳିତବର୍ଷ ବିମାନରେ ୧୦ ଜଣରୁ ଅଧିକ ବିମାନ ବାହକ ଓ ପୂଜକ ଯାଇପାରିବେ ନାହିଁ କିମ୍ବା କୌଣସି ସ୍ଥାନରେ ଯାନିଯାତ୍ରା […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୨୨ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ଅଷ୍ଟମୀ ଦିବା ଘ ୦୯/୦୨ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର-ଆଦ୍ରା ରାତ୍ରି ଘ ୧୦/୦୯ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁଚନ୍ଦ୍ର – ମିଥୁନଯୋଗ-ସୌଭାଗ୍ୟକରଣ-ବବସୌରମାସ-ମୀନ ୦୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୪/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୪୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ଦିବା ଘ ୦୯/୦୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେକନ୍ୟା ରାଶି ର ଘାତଚନ୍ଦ୍ରମିଥୁନ ରାଶିର ଘାତବାରନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୭/୨୨ ଗତେ ଘ୦୮/୫୪ ମଧ୍ୟେବାରବେଳା- ଦିବା ଘ୦୨/୨୨ […]

କନ୍ଧମାଳ ଜିଲ୍ଲାରେ ଆମ୍ବ ଚାରା ରୋପଣରେ ଦୁର୍ନୀତି ଅଭିଯୋଗ:ଗଛ ନାହିଁ କିନ୍ତୁ ଫଳକ ଅଛି :ତଦନ୍ତ ଦାବି

କନ୍ଧମାଳ,(ଉଲାପ୍ର):କନ୍ଧମାଳ ଜିଲ୍ଲା ଏମ୍‌ଏନ୍‌ଆର୍‌ଇଜିଏସ୍‌ରେ ଫୁଲବାଣୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ‌ମୋଟ ୨୫୦ ଏକର ଜମିରେ ୨୫,୦୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା। ଏଥିପାଇଁ ମୋଟ ୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷରେ ‌ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୨୧୦ ଏକର ଜମିରେ ୩୦,୬୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା ଓ ଏଥିପାଇଁ ମୋଟ ୮୭.୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। […]

କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ ବନପାଳ ଭାବେ ପୁରସ୍କୃତ

ବାଲିଗୁଡା,(ଉଲାପ୍ର): ଭୁବନେଶ୍ୱର ଜୟଦେବ ବାଟିକା ପରିସର ମଧ୍ୟରେ ବିଶ୍ଵ ବନ ଦିବସ-୨୦୨୧ ପାଳନ ହୋଇଯାଇଛି l ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅତିରିକ୍ତ ମୂଖ୍ୟ ଶାସନ ସଚିବ ଶ୍ରୀମତୀ ମୋନାଶର୍ମା, ବନ ବିଭାଗ ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଯୋଗଦେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗର ବନପାଳ ପ୍ରଭାତ କୁମାର ଦୋରାଙ୍କୁ କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ ବନପାଳ ଭାବେ ଉପ […]

ଖବରଦାତାଙ୍କ ପିତୃ ବିୟୋଗରେ ଶୋକ ପ୍ରକାଶ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଖବର ଦାତା ଗଣପତି ବେହେରଦଳାଇ ଙ୍କ ପିତା ଆଦିକନ୍ଦ ବେହେରଦଳାଇ ଶନିବାର ରାତିରେ ତାଙ୍କର ନିଜ ବାସ ଭବନରେ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ବୟସ ହୋଇଥିଲା l ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ସେ ଜଣେ ଅବସର ପ୍ରାପ୍ତ ବନ କର୍ମଚାରୀ ସହ କର୍ତ୍ତବ୍ୟ ନିଷ୍ଠ ଧର୍ମ ପାରାୟଣ ପରୋପକାରୀ ବ୍ୟକ୍ତି […]