କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଫୁଲବାଣୀ -(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ସର୍ବ ପୁରାତନସରକାରୀ ରେଜିଷ୍ଟ୍ରୀଭୁକ୍ତ ସାମ୍ବାଦିକ ସଙ୍ଘକନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ବାର୍ଷିକ ଉତ୍ସବ ଆସନ୍ତା ମଇ ମାସ ୧୪ ଓ ୧୫ ତାରିଖରେ ଫୁଲବାଣୀ ଠାରେ ପାଳନ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି।ସଂଘ ସଭାପତି ଡ଼.ଅରୂପ ଜେନାଙ୍କ ସଭାପତିତ୍ବରେମଙ୍ଗଳ ବାର ସ୍ଥାନୀୟ ବନାନୀ କଳା ସଂସଦ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ରାଜ୍ୟ ସ୍ତରୀୟ ଉତ୍ସବ ନିମନ୍ତେ ବିଭିନ୍ନ ପରିଚାଳନା କମିଟିମାନ ଗଠନ କରାଯାଇଥିଲା […]

ଆଠଗଡ ଏନଏସିର ନୂଆ ଠିକଣା,ବିଧାୟକ ରଣେନ୍ଦ୍ରଙ୍କ ସୂର୍ଯ୍ୟଭବନ, ଭତ୍ତା ବାଣ୍ଟି ଚର୍ଚ୍ଚାରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ଆଠଗଡ ଏନଏସିର ନୂଆ ଠିକଣା ପାଲଟିଛି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ରାଧାଗୋବିନ୍ଦ ପୁର ବିଜେଡି କାର୍ଯ୍ୟଳୟ ତଥା ସୂର୍ଯ୍ୟ ଭବନ,ଏକଥା ଆମେ କହୁନୁ ଏକଥା କହୁଛନ୍ତି ଆଠଗଡ ର ବିରୋଧୀ ଦଳ ନେତାମାନେ,ମଙ୍ଗଳବାର ଦିନ ଆଠଗଡର ଯୁବ ସଙ୍ଗଠକ ଅଭୟ ବାରିକ ରଥଗଡ଼ା ଛକ ଠାରେ ଥିବା ଦଳୀୟ ଅଫିସ ଠାରେ ଏକ ସାମ୍ବାଦିକ ସମିଳନୀ କରି ଅଭିଯୋଗ କରିଛନ୍ତି ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୁର୍ଯ୍ୟ ଭବନ […]

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଆଡ଼ାସିପଡା ପଞ୍ଚାୟତର କାବରା ଗ୍ରାମର ସନାତନ ସାହୁ (୬୦)ଙ୍କର ମଙ୍ଗଳବାର ପୂର୍ବାହ୍ନରେ ମୃତ୍ୟୁ ହୋଇଛି। ସେ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ଯାଇଥିଲେ। ଏନେଇ ଖଜୁରିପଡା ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ସନାତନଙ୍କୁ ଉଦ୍ଧାର କରିବା ପାଇଁ ଖଜୁରିପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ତାଙ୍କର […]

କନ୍ଧମାଳ: ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର:ତଦନ୍ତ ଅବ୍ୟାହତ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ ସ୍ଥିତ ପାଙ୍ଗାପଦର ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଏକ ପ୍ରେମୀ ଯୁଗଳ ଙ୍କ ମୃତ ଦେହ ଉଦ୍ଧାର କରିଛି ଫିରିଙ୍ଗିଆ ପୋଲିସ l ଘଟଣାରୁ ପ୍ରକାଶ ଯେ, ଗ୍ରାମର କେତେକ ଲୋକ ଜଙ୍ଗଲ ଯିବା ସମୟରେ ଏକ ଗଛ ରେ ଯୁବକ ଯୁବତୀ ଝୁଲୁଥିବା ର ଦେଖି ପୋଲିସ କୁ ଖବର ଦେଇଥିଲେ l ଫିରିଙ୍ଗିଆ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚି ଦୁଇ ଜଣଙ୍କ ମୃତ ଦେହ […]

ଲାଞ୍ଚୁଆ କିରାଣୀ ଧରାପଡିଲେ,ଜମି ପଟ୍ଟାର ନକଲ ଦେବାପାଇଁ ନେଉଥିଲେ ଲାଞ୍ଚ,

ଫୁଲବାଣୀ,_ (ସୁନୀଲ ପଟ୍ଟନାୟକ) ମଙ୍ଗଳବାର କାର୍ଯ୍ୟାଳୟ ମଧ୍ୟରେ ଲାଞ୍ଚ ନେଉଥିବାବେଳେ ଲାଞ୍ଚଆ କିରାଣୀ କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ବିଭାଗ।ଲାଞ୍ଚୁଆ କିରାଣୀ ଜଣକ ହେଉଛନ୍ତି ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ବିଭାଗର ମୁଖ୍ୟ କିରାଣୀ ଅଶୋକ ପଟନାୟକ, lଅଶୋକ ବୌଦ୍ଧ ଜିଲ୍ଲାର ମନ ମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ଅଞ୍ଚଳର ଅବସରପ୍ରାପ୍ତ ସୁବେଦl ର ଲଲିତ କୁମାର ସାହୁଙ୍କ ଠାରୁ ଜମି ପଟ୍ଟାର ନକଲ ଦେବା ଲାଗି ୨ହଜାର ଟଙ୍କା ସିଧାସଳଖ ଲାଞ୍ଚ ଦାବୀ କରିଥିଲେ। […]

ଦେଶରେ ବଢୁଛି କରୋନା ଆକ୍ରାନ୍ତ

ଦେଶରେ ବଢିଲା କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା । ୨୪ଘଣ୍ଟାରେ ୪୦ ହଜାର ୭୧୫ ନୂଆ ଆକ୍ରାନ୍ତ ଚିହ୍ନଟ । ୧୯୯ ମୃତ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୬ ଲକ୍ଷ ୮୬ହଜାର ୭୯୬ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୦ ହଜାର ୧୬୬ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା

କୋଭିଡ ସ୍ଥିତି ନେଇ DMET ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା

ରାଜ୍ୟରେ କୋଭିଡ ସ୍ଥିତି ନେଇ DMET ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ‘ଲୋକେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ । କେହି ବାହାର ରାଜ୍ୟରୁ ଫେରୁଥିଲେ ତୁରନ୍ତ ପ୍ରଶାସନକୁ ଜଣାନ୍ତୁ । ଏହାଦ୍ବାରା ସେମାନଙ୍କ ପରୀକ୍ଷା କରି ଆଇସୋଲେଟ କରାଯାଇପାରିବ’ ‘ବୟସ୍କ ଲୋକଙ୍କୁ ଟିକା ନେବାକୁ ସମସ୍ତେ ଉତ୍ସାହିତ କରିବା ଉଚିତ । ଟିକା କୋରୋନା ଲଢ଼େଇର ପ୍ରମୁଖ ଦିଗ, ସମସ୍ତେ ଟିକା ନେବା ଉଚିତ । ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୨୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ନବମୀ ଦିବା ଘ ୧୦/୦୫ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର-ପୁନର୍ବସୁ ରାତ୍ରି ଘ ୧୧/୨୧ ପର୍ଯ୍ୟନ୍ତ ତଦନ୍ତେ ପୂଷ୍ୟାଚନ୍ଦ୍ର – ମିଥୁନ ଦିବା ଘ ୦୫/୦୭ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ଶୋଭନକରଣ-କୌଳବସୌରମାସ-ମୀନ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୩/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୪୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ ୧୦/୦୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେକନ୍ୟା ରାଶି ର ଘାତଚନ୍ଦ୍ରମକର ରାଶିର ଘାତବାରଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା […]

କେନ୍ଦ୍ର-ରାଜ୍ୟ ମଧ୍ୟରେ ଚୁକ୍ତି, ଖୁବ୍‌ଶୀଘ୍ର ପୁରଣ ହେବ ରେଳ ସ୍ୱପ୍ନ

ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ପୂରଣ ହେବାକୁ ଯାଉଛି ନବରଙ୍ଗପୁର ଜିଲ୍ଲାର ବହୁ ଦିନର ସ୍ୱପ୍ନ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ସ୍ୱାଧୀନତାର ୭୪ ବର୍ଷ ପରେ ପାଇବ ରେଳ ସେବା । କେନ୍ଦ୍ର ସରକାରଙ୍କ ସହ ଚୁକ୍ତି ପରେ ମାଗଣା ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାକୁ ରେଳ ଲାଇନ ନେଇ ଉଭୟ କେନ୍ଦ୍ର […]

ଫେସବୁକ, ଟ୍ୱିଟରକୁ ଉତ୍ତର ଦେବେ ଟ୍ରମ୍ପ୍; ଆରମ୍ଭ କରିବେ ନିଜର ସୋସିଆଲ ମିଡିଆ ଆପ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତ । ହେଲେ ସେ ଏଥର ନିଜର ସୋସିଆଲ୍ ମିଡିଆ ଆପ ଲଞ୍ଚ କରିବାକୁ ଯାଉଛନ୍ତି । ଏନେଇ ଟ୍ରମ୍ପଙ୍କ ପୁରୁଣା ପରାମର୍ଶ ଦାତା ଓ ପ୍ରବକ୍ତା ଜେସନ୍ ମିଲର ସୂଚନା ଦେଇଛନ୍ତି । ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ ମିଲର କହିଛନ୍ତି ଯେ ଟ୍ରମ୍ପ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ସୋସିଆଲ୍ ମିଡିଆ ଫ୍ଲାଟଫର୍ମକୁ ଫେରିବାକୁ ଯାଉଛନ୍ତି । ଆଉ […]